ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ଅପାରଗ ରାଜ୍ୟ ସରକାରକୁ ହଟାଅ: ଧର୍ମେନ୍ଦ୍ର

ଯାଜପୁର/ଦାନଗଦୀ: ରାଖି ପୂର୍ଣ୍ଣିମା ଅବସରରେ ଡୁବୁରିଠାରେ ସୁରକ୍ଷା ବନ୍ଧନ ଉତ୍ସବରେ ବିଜେପିର ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରକୁ ଅପାରଗ ବୋଲି ଆଖ୍ୟା ଦେବା ସହିତ ପରିବର୍ତ୍ତନ କରିବାକୁ ଆହ୍ବାନ ଦେଇଛନ୍ତି। କେବଳ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଆଜି: ଦୁଇ ଭାଇଙ୍କୁ ରାଖି ବାନ୍ଧିବେ ସୁଭଦ୍ରା

ପୁରୀ: ଶ୍ରୀମନ୍ଦିରରେ ଆସନ୍ତାକାଲି ପବିତ୍ର ଗହ୍ମା ପୂର୍ଣ୍ଣିମା। ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଜନ୍ମୋତ୍ସବ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ଉଭୟ ଗହ୍ମାପୂର୍ଣ୍ଣିମା ଓ ଠାକୁର ଶ୍ରୀବଳଭଦ୍ରଙ୍କ ଜନ୍ମୋତ୍ସବ ପାଳନ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଦେବୀ ସୁଭଦ୍ରା…
ଅଧିକ ଖବର ଦେଖନ୍ତୁ...

ଦାୟିତ୍ବରେ ଅବହେଳା, ଅନିୟମିତତାରେ ସଂପୃକ୍ତି: ପାରଳାଖେମୁଣ୍ଡି ଆଇଟିଡିଏ ପ୍ରୋଜେକ୍ଟ୍ ମ୍ୟାନେଜର୍ ଚାକିରିରୁ…

ପାରଳାଖେମୁଣ୍ଡି: ସରକାରୀ କାର୍ଯ୍ୟରେ ଅବହେଳା ସହ ଆର୍ଥିକ ଅନିୟମିତତାରେ ସଂପୃକ୍ତି ଅଭିଯୋଗରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଇଟିଡିଏ ପ୍ରୋଜେକ୍ଟ୍ ମ୍ୟାନେଜର୍ ଗୌତମ ସ୍ବାଇଁ ଚାକିରିରୁ ବହିଷ୍କୃତ ହୋଇଛନ୍ତି। ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ଓଡ଼ିଶା…
ଅଧିକ ଖବର ଦେଖନ୍ତୁ...

ସାଇବର୍ ଠକ ଲୁଟିଛନ୍ତି ସାଢ଼େ ୬ ଲକ୍ଷ: ନ୍ୟାୟ ପାଇଁ ୬ ବର୍ଷ ହେଲା ଦୌଡ଼ୁଛନ୍ତି ବରିଷ୍ଠ ନାଗରିକ

କଟକ: କର୍କଟ ଓ ଏଡସ୍ ରୋଗରୁ ଆରୋଗ୍ୟ ପାଇଁ ବ୍ୟବହାର ହେଉଥିବା ଏକ ହର୍ବାଲ୍‌ ମଞ୍ଜି ବ୍ୟବସାୟ କରିବାକୁ ଉଦ୍ୟମ କରିଥିବା ଜଣେ ବରିଷ୍ଠ ନାଗରିକ ଠକେଇର ଶିକାର ହୋଇଛନ୍ତି। ସାଇବର୍ ଅପରାଧୀ ତାଙ୍କ ନିକଟରୁ ୬ ଲକ୍ଷ ୩୬ ହଜାର ୩୦୦ ଟଙ୍କା ଲୁଟିନେଇଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ବରିଷ୍ଠ…
ଅଧିକ ଖବର ଦେଖନ୍ତୁ...

ଏମିତି ବି ଆସେ ମୃତ୍ୟୁ… ଝିଅ ଆଗରେ ବାପା ଉପରେ ଚଢ଼ିଗଲା ଟ୍ରକ୍‌

ଜଳେଶ୍ୱର: ଟ୍ରକ୍‌ ଚାପାରେ ୬ ବର୍ଷର କୁନିଝିଅ ଆଗରେ ବାପା ଛଟପଟ ହୋଇ ଆଖି ବୁଜିଥିବା ବେଳେ ଠାକୁରଙ୍କ କୃପାରୁ ଝିଅଟି ଅକ୍ଷତ ଅବସ୍ଥାରେ ଉଦ୍ଧାର ପାଇଛି। ବାଲେଶ୍ବର ଜିଲ୍ଲା ଜଳେଶ୍ବର ପୌରାଞ୍ଚଳ ପଞ୍ଚୁଘଣ୍ଟାର ହେମନ୍ତ ସିଂ (୩୩)ଙ୍କ ପତ୍ନୀ ବନିତା ଓ ବଡ଼ଝିଅ ସ୍ୱାଗତିକା ଗତକାଲି…
ଅଧିକ ଖବର ଦେଖନ୍ତୁ...

ଶ୍ରମିକକୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲା ଦୁର୍ବୃତ୍ତ; ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ, ଜଣେ ଅଟକ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କୁମରକାନି ଗ୍ରାମର କଳସୀବୁଡ଼ା ଘାଟରେ ଏଲ୍‌ ଆଣ୍ଡ ଟି ପକ୍ଷରୁ ଏକ ପାଣି ଟାଙ୍କି ନିର୍ମାଣ ଚାଲିଥିବା ବେଳେ ସେଠାରେ କାର୍ଯ୍ୟରତ ଜଣେ ଅଣ ଓଡ଼ିଆ ଶ୍ରମିକ ବାବୁଲୁ ମାଣ୍ଡି(୩୫)ଙ୍କୁ କେହି ଦୁର୍ବୃତ୍ତ କାଠ ଫାଳିଆରେ ପିଟି ପିଟି ଅତି ନିର୍ମମ ଭାବେ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ପୁଲିସ କନ୍‌ଷ୍ଟେବଳଙ୍କ ଦୁଷ୍କର୍ମ ଘଟଣା: ମାମଲା ରୁଜୁ କଲା ପୁଲିସ

କଟକ: ଓଡ଼ିଶା ପୁଲିସରେ କାର୍ଯ୍ୟରତ ପୁଲିସ କନଷ୍ଟେବଳ ଢେଙ୍କାନାଳ ଜିଲ୍ଲା ମୋଟାଙ୍ଗର ହରେକୃଷ୍ଣ ଜେନାଙ୍କ ବିରୋଧରେ ମହିଳା ଥାନା ପୁଲିସ ମାମଲା ରୁଜୁ କରିଛି। ପୁଲିସ ଦଫା ୩୭୬(୨)(ଏନ୍), ୫୦୬, ୪୨୦ରେ ଏକ ମାମଲା (କେସ୍ ୧୨୪) ରୁଜୁ କରିଛି। ତୁଳସୀପୁର ଚହଟାନଗର ଅଞ୍ଚଳରେ ଜଣେ ୩୦ ବର୍ଷୀୟା…
ଅଧିକ ଖବର ଦେଖନ୍ତୁ...

ଡାକରେ ଏତଲା ଦେଲେ ପ୍ରଫୁଲ୍ଲ ସାମନ୍ତରା: ନିର୍ଯାତନାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି

ବ୍ରହ୍ମପୁର: ଗ୍ରିନ୍‌ ନୋବେଲ ପୁରସ୍କାର ବିଜେତା ତଥା ଲୋକଶକ୍ତି ଅଭିଯାନର ସମ୍ପାଦକ ପ୍ରଫୁଲ୍ଲ ସାମନ୍ତରାଙ୍କୁ ଗତକାଲି ରାୟଗଡ଼ାର ଏକ ହୋଟେଲ୍‌ରୁ କିଛି ବ୍ୟକ୍ତି ଉଠାଇ ଆଣି ବ୍ରହ୍ମପୁର ହିଲପାଟଣାସ୍ଥିତ ତାଙ୍କ ଘରେ ଛାଡ଼ି ପଳାଇଥିଲେ। ହାତ ବାନ୍ଧି,‌ ମୁହଁ ଘୋଡ଼ାଇ ତାଙ୍କ ସହ ସେମାନେ…
ଅଧିକ ଖବର ଦେଖନ୍ତୁ...

ପ୍ରକୃତିକବିଙ୍କ ମାଟିରେ ଉଜୁଡ଼ୁଛି ପ୍ରକୃତି: ମାଟି, ପାଣି, ପବନ ସବୁ ପ୍ରଦୂଷିତ

ବରଗଡ଼: ବରଗଡ଼ ଜିଲ୍ଲା ପ୍ରକୃତିକବି ଗଂଗାଧରଙ୍କ ମାଟି ଭାବେ ପରିଚିତ। କବି ନିଜ ପ୍ରତିଟି କବିତାରେ ପ୍ରକୃତି ଏବଂ ପରିବେଶରୁ ସାଉଁଟିଥିବା ଉପାଦାନକୁ ସ୍ଥାନ ଦେଇଛନ୍ତି। ଯଦ୍ବାରା ତାଙ୍କର ପ୍ରତିଟି କବିତାରେ ପ୍ରକୃତିର ପବିତ୍ରତାର ଆଭାସ ମିଳିଥାଏ। କିନ୍ତୁ ଏହି ପ୍ରକୃତିର ଉପାଦାନଗୁଡ଼ିକ ଏବେ…
ଅଧିକ ଖବର ଦେଖନ୍ତୁ...

ନିଉ ଲଖାନୀ ହୋଲସେଲ ଗୋଦାମରେ ଚଢ଼ଉ: ୪୩ ଲକ୍ଷ ଟଙ୍କାର ନକଲି ବ୍ରାଣ୍ଡେଡ୍‌ ପୋଷାକ ଜବତ

ବଲାଙ୍ଗୀର: ନାମୀ ଦାମୀ ବ୍ରାଣ୍ଡର ନକଲି ଲୋଗୋ ଲଗାଇ ପୋଷାକ ବିକ୍ରି କରୁଥିବା ଅଭିଯୋଗରେ ବୁଧବାର ବଲାଙ୍ଗୀର ପୁଲିସ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି। ତା ସହ ୫ ଶହ ଖଣ୍ଡ ଅଣ୍ଡରଆର୍ମର, ୩୪୬ ଲିଭାଇସ୍‌ ଷ୍ଟ୍ରସ୍‌ ଜିନ୍ସ ଓ ୪୩୦ କେଲ୍‌ଭିକ୍‌ କ୍ଲେନ୍‌ ନକଲି ଲୋଗୋ ଥିବା ଜିନ୍ସ ଜବତ କରିଛି।…
ଅଧିକ ଖବର ଦେଖନ୍ତୁ...