ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ଡକାୟତି ଗ୍ୟାଙ୍ଗକୁ ବାନ୍ଧିଲା ଖଲ୍ଲିକୋଟ ପୁଲିସ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଓ କୋଦଳା ପୁଲିସ ମିଳିତ ଭାବେ ଚଢ଼ଉ କରି ୪ ଜଣିଆ କୁଖ୍ୟାତ ଡକାୟତ ଗ୍ୟାଙ୍ଗ୍‌କୁ କାବୁ କରିଛି। ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସହ ସେମାନଙ୍କଠୁ ବନ୍ଧୁକ, ଖଣ୍ଡା, ବୋମା ଓ ବାଇକ୍ ଜବତ ହୋଇଛି। ଅଭିଯୁକ୍ତମାନେ ହେଲେ, ଖଲ୍ଲିକୋଟ…
ଅଧିକ ଖବର ଦେଖନ୍ତୁ...

ଇଂଜିନିୟରିଙ୍ଗ ଛାତ୍ରଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ରାୟଗଡା: ଏକ ଘରୋଇ ଇଂଜିନିୟରିଙ୍ଗ କଲେଜର ଜଣେ ଇଂଜିନିୟରିଙ୍ଗ ଛାତ୍ର ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣା ପଡ଼ିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତକଙ୍କ ଶବ ବ୍ୟବଚ୍ଛେଦ…
ଅଧିକ ଖବର ଦେଖନ୍ତୁ...

ବିଛିନ୍ନାଞ୍ଚଳ ଝାଡ଼ଖଣ୍ଡରେ ୨୧ ଶହ ‘ଛବିଳ ମଧୁ ବର୍ଣ୍ଣବୋଧ’ ବଣ୍ଟନ

ରାଇରଙ୍ଗପୁର: ବିଚ୍ଛିନ୍ନାଞ୍ଚଳ ଝାଡ଼ଖଣ୍ଡରେ ୨୧ ଶହ ଛବିଳ ମଧୁ ବର୍ଣ୍ଣବୋଧ ବଣ୍ଟନ କରାଯାଇଛି। ଜାମସେଦପୁର ଉତ୍କଳ ସମ୍ମିଳନୀର କେନ୍ଦ୍ରୀୟ ସମିତିର ସଦସ୍ୟ ବୃନ୍ଦ କେନ୍ଦ୍ରୀୟ ସଭାପତି ପ୍ରଫେସର ଡକ୍ଟର ଅଦ୍ଵୈତ କୁମାର ପାତ୍ର, ଉପସଭାପତି ପଦ୍ମନାଭ ସାମଲ, ଉପସଭାପତି ତଥା ଆଇନଜୀବୀ ରବୀନ୍ଦ୍ରନାଥ…
ଅଧିକ ଖବର ଦେଖନ୍ତୁ...

ପ୍ରବଳ ଛେଚିଲା: ୨୪ ଘଣ୍ଟାରେ ବାଲିଗୁଡ଼ାରେ ୧୩୫ ମିମି ବର୍ଷା ରେକର୍ଡ

ଭୁବନେଶ୍ବର/ବାଲିଗୁଡ଼ା: ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ବର୍ଷା ଲାଗି ରହିଛି। ଗତ ଶୁକ୍ରବାର ଠାରୁ ପଶ୍ଚିମାଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ସର୍ବାଧିକ ବର୍ଷା ରେକର୍ଡ…
ଅଧିକ ଖବର ଦେଖନ୍ତୁ...

ନାବାଳକ ନରବଳି ଅଭିଯୋଗ: ଆଠମଲ୍ଲିକରେ ମହିଳା ସମେତ ୪ ଅଭିଯୁକ୍ତ ଗିରଫ

ଅନୁଗୁଳ: ନାବାଳକ ସଞ୍ଜିତ ବିଶ୍ବାଳକୁ ନରବଳି ଅଭିଯୋଗରେ ଅନୁଗୁଳ ପୁଲିସ ଜଣେ ମହିଳାଙ୍କ ସମେତ ମୋଟ୍‌ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆଠମଲ୍ଲିକ ବ୍ଲକ୍ କିଆକଟା ଥାନା ପୁଲିସ ଟୁସର ଗାଁର ରୀତାଞ୍ଜଳି ବାଘ, ତାଙ୍କ ୩ ପୁଅ ସୌମ୍ୟ ରଞ୍ଜନ ବାଘ, ଦିବ୍ୟରଞ୍ଜନ ବାଘ ଓ…
ଅଧିକ ଖବର ଦେଖନ୍ତୁ...

ଟଳିଲା ବଡ଼ ବିପଦ: ଭୁଶୁଡ଼ିଲା ବ୍ୟାଙ୍କ ଛାତ, ଛୁଟିଦିନ କାରଣରୁ ବର୍ତ୍ତିଗଲେ କର୍ମଚାରୀ ଓ ଗ୍ରାହକ

ସମ୍ବଲପୁର: ଯାହା ପୂର୍ବାନୁମାନ କରାଯାଉ ଥିଲା ତାହା ହିଁ ହୋଇଛି। ସ୍ଥାନୀୟ କୁଞ୍ଜେଲପଡ଼ା ଛକସ୍ଥିତ ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କର ସିଟି ବ୍ରାଞ୍ଚର ଛାତ ଭୁଶୁଡ଼ି ପଡ଼ିଛି। ଭଡ଼ା ସୂତ୍ରରେ ଚାଲିଥିବା ବ୍ୟାଙ୍କର ସମ୍ମୁଖ ଭାଗ ଛାତ ରବିବାର ସଂପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି ଡିଏଚ୍‌ଏଚ୍‌ରେ ଆରମ୍ଭ ହୋଇପାରୁନି ମଡ୍ୟୁଲାର ଓଟି, ଚକ୍ଷୁ ଅସ୍ତ୍ରୋପଚାର ପାଇଁ ମିଳୁନି ଆବଶ୍ୟକ…

ମାଲକାନଗିରି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଡ୍ୟୁଲାର ଓଟି(ସ୍ବତନ୍ତ୍ର ଅସ୍ତ୍ରୋପଚାର ଗୃହ) ନିର୍ମାଣ ହୋଇପାରୁନି। ବର୍ତ୍ତମାନ ଥିବା ଚକ୍ଷୁ ବିଭାଗର ଅସ୍ତ୍ରୋପଚାର ଗୃହ ମଧ୍ୟ ଅବହେଳିତ ଅବସ୍ଥାରେ ରହିଛି। ଚକ୍ଷୁ ବିଭାଗର ଅସ୍ତ୍ରୋପଚାର ଗୃହ ଗୋଟିଏ ସ୍ଥାନରେ ରହିଥିବା ବେଳେ ବି‌ଶୋଧନ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୪ ଜିଲ୍ଲାରେ ଅତି ପ୍ରବଳ ବର୍ଷା; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି (ରବିବାର) ଉତ୍ତର ଓଡିଶା ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ ୫.୮ କିମି ଉଚ୍ଚତା ଯାଏଁ ବ୍ୟାପିଛି। ଗାଙ୍ଗେୟ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷାଗତ ଯୋଗ୍ୟତା ଦଶମ;ଚପଲ ତିଆରି କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଜୟନ୍ତୀ

ବେତନଟୀ ସଦର: ନିଜର ପ୍ରବଳ ଇଚ୍ଛାଶକ୍ତି, ନିରନ୍ତର ଉଦ୍ୟମ, ଆଗ୍ରହ ଓ କଠିନ ପରିଶ୍ରମ ଦ୍ୱାରା ସ୍ବାବଲମ୍ବୀ ହୋଇପାରିଥିବା ଜୟନ୍ତୀ(୩୧)ଙ୍କ ଘର ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକର କଣ୍ଟିପୁର ଗ୍ରାମରେ। ଶିକ୍ଷାଗତ ଯୋଗ୍ୟତା କହିଲେ ଦଶମ ଶ୍ରେଣୀ। ଅଧିକ ପାଠ ପଢ଼ିବାର ଇଚ୍ଛା ଥିଲେ ମଧ୍ୟ ପରିବାରର…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଝିଅ ସହ ଦୁଷ୍କର୍ମ: ଅଭିଯୁକ୍ତକୁ ପିଟିପିଟି ମାରିଦେଲେ ବାପା ଓ ଦାଦା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅର୍ନ୍ତଗତ ସିକବାଡ଼ି ଗ୍ରାମରେ ଅଭାବନୀୟ ଘଟଣା। ଝିଅ ସହ ଦୁଷ୍କର୍ମ କରିଥିବା ଘଟଣାରେ ବାପା ଓ ଦାଦା ମିଶି ଦୁଷ୍କର୍ମକାରୀକୁ ପିଟିପିଟି ହତ୍ୟା କରିଛନ୍ତି। ମୃତକ ଜଣକ ଝାଡ଼ଖଣ୍ଡ ଅଞ୍ଚଳର ନିରୁପାଲ ମେହେଟ୍ଟା ବୋଲି ସୂଚନା ରହିଛି। ଦୁଇ ହତ୍ୟାକାରୀ…
ଅଧିକ ଖବର ଦେଖନ୍ତୁ...