ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ସାପ କାମୁଡ଼ାରେ ଦୁଇଜଣଙ୍କ ମୃତ୍ୟୁ

ପଦ୍ମପୁର: କେନ୍ଦୁଝର ସଦର ଥାନା ଅଞ୍ଚଳରେ ଆଜି ବିଷାକ୍ତ ସାପ କାମୁଡାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ ରାଇକଳା ପଞ୍ଚାୟତ କନ୍ଦରକଳା ଗ୍ରାମର ସ୍ବର୍ଗତଃ ଚନ୍ଦ୍ରଭାନୁ ନାଏକଙ୍କ ପୁଅ ସୁଦର୍ଶନ ନାଏକ(୪୦) ଏବଂ ପର୍ଜନପୁର ପଞ୍ଚାୟତ ପାଟୁଙ୍ଗ ଗ୍ରାମର ନିଧି ମୁଣ୍ତା। ଗତକାଲି…
ଅଧିକ ଖବର ଦେଖନ୍ତୁ...

ଝଡ଼ରେ ଉଡ଼ିଗଲା ଛାତ୍ରାବାସ ଆଜବେଷ୍ଟସ

ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ ଠାକୁରପଡ଼ା ପାଞ୍ଚାୟତ ଗଣ୍ଡଡ଼ିହା ଉପ୍ରା ସ୍କୁଲ ଛାତ୍ରାବାସର ଆଜବେଷ୍ଟସ ଛପର ଗତକାଲି ସନ୍ଧ୍ୟାରେ ଘୂର୍ଣ୍ଣିଝଡ଼ରେ ଉଡ଼ିଯାଇଛି। ଏହି ସ୍କୁଲରେ ୪୦ ଶଯ୍ୟା ବିଶିଷ୍ଟ ଏକ ଛାତ୍ରାବାସ ରହିଛି। ଏହି ଘୂର୍ଣ୍ଣିଝଡ଼ରେ ଛାତ୍ରାବାସର ଦୁଇ ବଖରାର ଛପର ଉଡ଼ିଗଲା।…
ଅଧିକ ଖବର ଦେଖନ୍ତୁ...

ଦେଓଗାଁରେ ଜିଲ୍ଲା ପ୍ରଶାସନର ଅଭିଯୋଗ ଶୁଣାଣି ଶିବିର

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ ସଭାଗୃହଠାରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଚଞ୍ଚଳ ରାଣା, ଏସ୍‌ପି ଖିଲାରୀ ଋଷିକେଶ ଦ୍ୟାନଦେଓ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ ସିଂହଙ୍କ ସହ ବିଭିନ୍ନ ବିଭାଗର…
ଅଧିକ ଖବର ଦେଖନ୍ତୁ...

ତାରିଣୀଙ୍କ ହୁଣ୍ଡିରୁ ମିଳିଲା ୫୮.୨୨୦ ଗ୍ରାମ ସୁନା

ଘଟଗାଁ: ଆଜି ମା’ ତାରିଣୀ ମନ୍ଦିର ହୁଣ୍ଡି ଗଣତି କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ହୁଣ୍ଡିରୁ ୨୬ ଲକ୍ଷ ୮ ହଜାର ୫୯୦ ଟଙ୍କା, ୫୮ ଗ୍ରାମ ୨୨୦ ମିଲିଗ୍ରାମ ସୁନା ଏବଂ ୯୭୨ ଗ୍ରାମ ୨୯୦ ମିଲିଗ୍ରାମ ରୁପା ମିଳିଛି। ସମ୍ବଲପୁର ଡିଭିଜିନାଲ ଇନ୍‌ସପେକ୍ଟର ଦକ୍ଷିଣ କୁମାର ମାରାଣ୍ଡି, ଦେବୋତ୍ତର…
ଅଧିକ ଖବର ଦେଖନ୍ତୁ...

ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟିଲା

କେନ୍ଦୁଝର: କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ଧ୍ରୁପଦା ନିକଟରେ ଏକ ଗୋରୁ ବୋଝେଇ ପିକ୍ ଅପ ଭ୍ୟାନ (ଓଆର୍ ୧୧ଜେ/୮୫୧୧) ଓଲଟିବା ଫଳରେ ୫ଟି ଗୋରୁ ଆହତ ହୋଇଛନ୍ତି। ଗାଡ଼ିରେ ଥିବା ତିନି ଜଣଙ୍କୁ ସ୍ଥାନୀୟ ଲୋକେ ଓ ଗୋ ସେବକ ଅଟକ ରଖି ପୁଲିସ ଜିମା ଦେଇଛନ୍ତି। କ୍ଷିପ୍ର ଗତିରେ ଗାଡ଼ି ଚଳାଇ…
ଅଧିକ ଖବର ଦେଖନ୍ତୁ...

୬ ବର୍ଷ ପରେ ଗାଁକୁ ଫେରିଲେ ବାସନ୍ଦ ଯୁବକ

ଆନନ୍ଦପୁର: ଅନ୍ଧବିଶ୍ବାସ କେନ୍ଦ୍ରକରି ଗତ ଛଅବର୍ଷ ତ‌ଳେ ଗ୍ରାମରୁ ବାସନ୍ଦ ହୋଇଥିବା ଯୁବକ ଆଜି ନିଜ ଘରକୁ ଫେରିଛନ୍ତି। ଘସିପୁରା ଥାନାରେ ଏନେଇ ଗ୍ରାମବାସୀଙ୍କ ବୈଠକପରେ ଗ୍ରାମର ଦୁଇଜଣ ଆଜି ଗାଁକୁ ଫେରିଥିବା ନେଇ ପୁଲିସ୍ ସୂତ୍ରରୁ ଜଣାପଡିଛି। ଅନ୍ଧବିଶ୍ବାସକୁ କେନ୍ଦ୍ରକରି ଆନନ୍ଦପୁର…
ଅଧିକ ଖବର ଦେଖନ୍ତୁ...

ନାବାଳକଙ୍କ ଝୁଲନ୍ତା ଶବ ଉଦ୍ଧାର ଘଟଣା: ଜାତିଆଣ ଆ‌କ୍ଷେପ କରି ହତ୍ୟା ଅଭିଯୋଗ

ମୁରିବାହାଲ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ବଡ଼ସାଇମରା ପଞ୍ଚାୟତ ଖଲିଆପାଲି ଗାଁର ଅରୁଣ ବାଗଙ୍କ ନାବାଳକ ପୁଅ ଗୁଣନିଧି ବାଗ (୧୫ବର୍ଷ)ଙ୍କ ମୃତଦେହ ଶନିବାର ଏକ ଗଛରୁ ପରିବାର ଲୋକେ ଉଦ୍ଧାର କରିଥିଲେ। ଏହି ଘଟଣାରେ ପୁଲିସ ୨ଜଣ ଅଭିଯୁକ୍ତ ଖଲିଆପାଲି ଗାଁର ସୁଶାନ୍ତ ଖର୍ସେଲ (୧୯ବର୍ଷ) ଓ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ସଭାଗୃହରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଓ ଏସପି ଅମରେଶ ପଣ୍ଡା ଶିବିରରେ ଯୋଗଦେଇ ୩୬ଟି ବ୍ୟକ୍ତିଗତ ଓ ୬ଟି ସାମୂହିକ ଏହିପରି ୪୨ଟି…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ଆଶ୍ରୟସ୍ଥଳୀରେ ‘ମକ୍ ଡ୍ରିଲ୍’

ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଦିଗସିରା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀଠାରେ ସୋମବାର ‘ମକ୍ ଡ୍ରିଲ୍’ ଅନୁଷ୍ଠିତ ହୋଇଯାଇଛି। ବିଡିଓ ତ୍ରିପୁରା ମହାନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଉପଜିଲ୍ଳାପାଳ ଇପ୍ସିତା ପ୍ରିୟଦର୍ଶିନୀ…
ଅଧିକ ଖବର ଦେଖନ୍ତୁ...

ଜଳଯୋଗାଣ ଦାବିରେ ରାସ୍ତା ଅବରୋଧ

ଘଣ୍ଟାପଡ଼ା:‌ ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ନେଇ ସୋମବାର ସନ୍ଧ୍ୟାରେ ୧ ନମ୍ବର ଵାର୍ଡର ମହିଳାମାନେ ରାସ୍ତା ଉପରେ ମାଠିଆ ଓ ଗରା ପ୍ରଭୃତି ରଖି ରାସ୍ତା ଅବରୋଧ କରିଥିଲେ। ସୂଚନାଯୋଗ୍ୟ, କଣ୍ଟାମାଳ ପଞ୍ଚାୟତରେ ପାନୀୟ ଜଳ ସମସ୍ୟାକୁ ନେଇ ଚତୁର୍ଭୁଜ ସାହୁ,…
ଅଧିକ ଖବର ଦେଖନ୍ତୁ...