ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ନାବାଳିକା ଯୌନ ନିର୍ଯାତନା ରୋକିବା ସକାଶେ ସଚେତନତା ଅଭିଯାନ ପାଇଁ ପ୍ରସ୍ତୁତ

ସୋନପୁର: ନାବାଳିକା ଯୌନ ନିର୍ଯାତନା ରୋକିବା ପାଇଁ ରାଜ୍ୟସ୍ତରରେ ସଚେତନତା କାର୍ଯ୍ୟକ୍ରମ ପାଇଁ ହାତକୁ ନିଆଯାଇଛି। ଏହି କାର୍ଯ୍ୟକ୍ରମ ୨୮ ତାରିଖରୁ ଜୁନ୍‌ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥି ପାଇଁ ଏକ ରଥ ସଚେତନତାର ବାର୍ତା ନେଇ ଭ୍ରମଣ କରିବ। ଏହାକୁ ସଫଳ କରିବାକୁ ବୁଧବାର ଏସ୍‌ପି…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍‌ କାଟ୍‌ ପ୍ରତିବାଦରେ ରାଜପଥ ଅବରୋଧ

ତରବୋଡ଼: ନୂଆପଡ଼ା ଜିଲ୍ଲା ତରବୋଡ଼ଠାରେ ଅଘୋଷିତ ବିଦ୍ୟୁତ କାଟ୍‌ ପ୍ରତିବାଦରେ ବୁଧବାର ଅଧଘଣ୍ଟା ୩୫୩ ନଂ ଜାତୀୟ ରାଜପଥ ଅବରୋଧ କରାଯାଇଛି। ସୂଚନା ଅନୁସାରେ କୁରୁମ୍‌ପୁରି ଷ୍ଟ୍ରକଚରରୁ ବିଦ୍ୟୁତ ଯୋଗାଣ ହେଉଥିବା ପ୍ରାୟ ୧୦ଟି ପଞ୍ଚାୟତରେ ୩ ଦିନ ହେବ ବିଦ୍ୟୁତ୍‌ ନାହିଁ। ବର୍ତ୍ତମାନ ତାପମାତ୍ରା…
ଅଧିକ ଖବର ଦେଖନ୍ତୁ...

ଅସଦାଚରଣ ଅଭିଯୋଗ କରିବାରୁ ଚାକିରିରୁ ତଡ଼ା ଖାଇଲେ ମହିଳା ଶ୍ରମିକ:କୋଇଲା ଖଣି ଭବିଷ୍ୟନିଧି କାର୍ଯ୍ୟାଳୟ ଅଧିକାରୀଙ୍କ…

ସମ୍ବଲପୁର: ସ୍ଥାନୀୟ କୋଇଲା ଖଣି ଭବିଷ୍ୟନିଧି ଆଞ୍ଚଳିକ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ଜଣେ ମହିଳା ଠିକା ଶ୍ରମିକଙ୍କୁ ଅସଦାଚରଣ କରିବା ସହ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ମହିଳାଜଣଙ୍କ ଏ ନେଇ ଅଭିଯୋଗ କରିବା ପରେ କାର୍ଯ୍ୟକ୍ଷେତ୍ରରେ ଯୌନ ନିର୍ଯାତନା ଆଇନ୍‌ ୨୦୧୩ ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଫେରାର

ଗୁଡ଼ଭେଲା: ତୁଷରା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ସହ ବନ୍ଧୁତା କରିବା ପରେ ଫୋନରେ ଡକାଇ ଦୁଷ୍କର୍ମ କରିଥିବା ନେଇ ତୁଷରା ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂଚନାନୁସାରେ ଗୁଡ଼ଭେଲା ବ୍ଲକର ରହେନମାଲ ଗାଁର ସୁରଜ ରଣା(୨୨) ତୁଷରା ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ ବନ୍ଧୁତା କରିଥିଲେ। ଯୁବତୀଙ୍କ…
ଅଧିକ ଖବର ଦେଖନ୍ତୁ...

କାଳବୈଶାଖୀ ପ୍ରଭାବ:ଓରାମପଡ଼ାରେ ବ୍ୟାପକ କ୍ଷତି

ଇବଥର୍ମାଲ: ମଙ୍ଗଳବାର ସଂଧ୍ୟାରେ ଲଖନପୁର ବ୍ଲକ୍‌ କୁଶ୍ରାଲୋଇ ପଞ୍ଚାୟତ ଓରାମ ପଡ଼ାରେ କାଳବୈଶାଖୀ ଝଡ଼ବର୍ଷା ପ୍ରଭାବରେ ଅନେକ ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଛି। ଗାଁର ସୁରେଶ ଓରାମ, ଅତୁଲ୍ୟ ମୁଣ୍ଡା, ଶୋଭନାଥ ଓରାମ, ଶାନ୍ତନୁ ଓରାମ, ଦୁତିଆ ଓରାମ, ସୁନୀଲ ମୁଣ୍ଡାଙ୍କ ଘର ଛାତ ଆଜବେଷ୍ଟସ ଛାତ ଉଡ଼ି…
ଅଧିକ ଖବର ଦେଖନ୍ତୁ...

ବାଳିକାକୁ ଦୁଷ୍କର୍ମ, ଯୁବକ ଫେରାର

ଦେବଗଡ଼: ଦେବଗଡ ଥାନାଞ୍ଚଳର ଜଣେ ୧୭ ବର୍ଷିଆ ନାବାଳିକାକୁ ବିବାହର ପ୍ରଲୋଭନ ଦେଇ ଜଣେ ଯୁବକ ଦୁଷ୍କର୍ମ କରିବା ପରେ ପ୍ରତାରଣା ଦେଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି। କଂସର ଫାଣ୍ଡି ସଡୋ ବସଷ୍ଟାଣ୍ଡରୁ ଗତ ଏପ୍ରିଲ ୨୮ ତାରିଖ ସକାଳେ ଉକ୍ତ ନାବାଳିକାକୁ ନିକଟସ୍ଥ ପତ୍ରଝରି…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ:ହତ୍ୟା ମାମଲା ରୁଜୁ

ଦେବଗଡ଼: ବାରକୋଟ ଥାନା ସଇଡା ଗାଁର ଯୁବକ କିଣ୍ଡୋ ଲୁହୁରା (୨୫)ଙ୍କ ମଙ୍ଗଳବାର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇ ଯାଇଛି। ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିବା ପରେ ପୁଲିସ୍‌ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରାପ୍ତ ସୂଚନାନୁସାରେ କିଣ୍ଡୋ ସବୁ…
ଅଧିକ ଖବର ଦେଖନ୍ତୁ...

ଶ୍ୟାମ ମେଟାଲିକ୍ସ ଫାଟକ ବନ୍ଦ କଲେ ଟ୍ରକ ମାଲିକ

ରେଙ୍ଗାଲି: ବିଭିନ୍ନ ଦାବି ପୂରଣ ନେଇ ଶ୍ୟାମ ମେଟାଲିକ୍ସ (ଶ୍ୟାମ ଡିଆର୍‌ଆଇ) ଦେଉଥିବା ପ୍ରତିଶ୍ରୁତିକୁ ନିଜେ ଉଲ୍ଲଂଘନ କରୁଥିବାରୁ ଅତିଷ୍ଠ ହୋଇ ରେଙ୍ଗାଲି ଟ୍ରକ ମାଲିକ ସଂଘର ସଦସ୍ୟମାନେ କମ୍ପାନିର ପରିବହନ ଫାଟକ ଆଗରେ ବୁଧବାର ଧାରଣା ଦେଇଥିଲେ। ରେଙ୍ଗାଲି ବ୍ଲକ ପଣ୍ଡଲୋଇଠାରେ ଥିବା ଶ୍ୟାମ…
ଅଧିକ ଖବର ଦେଖନ୍ତୁ...

ସାପ କାମୁଡ଼ାରେ ମହିଳା ମୃତ

ସୋହେଲା: ମଙ୍ଗଳବାର ରାତିରେ ସୋହେଲା ଥାନା ଜାମଛାପର ଗାଁରେ ସାପ କାମୁଡ଼ାରେ ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନାନୁସାରେ ଗାଁର ଦଶରଥ ବୁଡ଼େକଙ୍କ ପତ୍ନୀ କିଶୋରୀ ବୁଡେକ (୩୮) ଗତ ରାତି ପ୍ରାୟ ୮ଟା ବେଳେ ଘର ପାଖରେ ଥିବା ପାଳ ଗଦାକୁ ବଳଦଙ୍କ ପାଇଁ ପାଳ ଆଣିବାକୁ ଯାଇଥିବା…
ଅଧିକ ଖବର ଦେଖନ୍ତୁ...

ସାପ କାମୁଡ଼ାରେ ମହିଳା ମୃତ

ମୁରିବାହାଲ: ମୁରିବାହାଲ ବ୍ଲକ୍‌ ବାଙ୍କେଲ ଗାଁର ନରେଶ ପୁଟେଲଙ୍କ ସ୍ତ୍ରୀ ରଶ୍ମି ପୁଟେଲଙ୍କ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ପୁଅ ଓ ଝିଅ ସହ ରଶ୍ମି ରାତିରେ ଶୋଇଥିବାବେଳେ ଭୋର ୫ଟାରେ ଏକ କଲେର ସାପ ତାଙ୍କୁ କାମୁଡ଼ି ଦେଇଥିଲା। ତାଙ୍କୁ ତୁରନ୍ତ ଟିଟିଲାଗଡ଼ ଓ ପରେ ବଲାଙ୍ଗୀର ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...