ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ସାରଳା ସାହିତ୍ୟ ସଂସଦ ପକ୍ଷରୁ ସଚ୍ଚି ରାଉତରାୟଙ୍କ ଜୟନ୍ତୀ: କବି ଅଭୟ ନାୟକ ପାଇଲେ ସଚ୍ଚି ରାଉତରାୟ ସମ୍ମାନ

କଟକ : ବିଜୁପଟ୍ଟନାୟକ ଛକସ୍ଥିତ ସାରସ୍ୱତ ପୀଠ ସାରଳା ଭବନରେ ସାରଳା ସାହିତ୍ୟ ସଂସଦ ପକ୍ଷରୁ କାବ୍ୟ ସରସ୍ୱତୀ ପଦ୍ମଶ୍ରୀ ସଚ୍ଚି ରାଉତରାୟଙ୍କ ୧୦୭ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବକୁ ପୂର୍ବତନ ସାଂସଦ ବିଶିଷ୍ଟ କବି ଡ. ପ୍ରସନ୍ନ ପାଟ୍ଟଶାଣୀ ଉଦଘାଟନ କରିଥିଲେ। ସଂସଦର…
ଅଧିକ ଖବର ଦେଖନ୍ତୁ...

ରଥଖଳା ଚଳଚଞ୍ଚଳ: ତିନି ରଥର ୨୭ ଚକ ଶେଷ

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଜି ୧୯ ଦିନରେ ପହଞ୍ଚିଛି। ଆଜି କାମ ଶେଷ ସୁଦ୍ଧା ତିନି ରଥର ୯ଟି ଲେଖାଏଁ ୨୭ଟି ଚକ ନିର୍ମାଣ କାମ ଶେଷ ହୋଇଛି। ତିନିରଥର ୪ଟି ଲେଖାଁଏ ୨୦ ଫୁଟିଆ ଚଉତା କାଠର ଚଉପଟ କାର୍ଯ୍ୟ ଶେଷ ହୋଇଛି। ନାହାକା ଅଖ ନିର୍ମାଣ ଶେଷ ପରେ ଆଜି ବାକି ଅଖ ନିର୍ମାଣ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ପାଞ୍ଚ ଆଞ୍ଚଳିକ ଜୁଡିସିଆଲ୍‌ ଏକାଡେମି ଉଦ୍‌ଘାଟିତ

କଟକ : ଓଡ଼ିଶାରେ ପ୍ରତିଷ୍ଠା କରାଯାଇଥିବା ଆଞ୍ଚଳିକ ଜୁଡିସିଆଲ ଏକାଡେମି ସାରା ଦେଶ ପାଇଁ ଏକ ଉଦାହରଣ। ଜୁଡିସିଆଲ ଏକାଡେମିର ବିକେନ୍ଦ୍ରୀକରଣ ଏକ ପ୍ରସଂଶନୀୟ ପଦକ୍ଷେପ। ଜିଲ୍ଲା ନ୍ୟାୟପାଳିକାର କାର୍ଯ୍ୟରେ ଏହି ପଦକ୍ଷେପ ସହାୟକ ହେବ ବୋଲି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ…
ଅଧିକ ଖବର ଦେଖନ୍ତୁ...

୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ୩ ଯୁବକ ମୃତ

ଚଣ୍ଡିଖୋଲ, : ଯାଜପୁର ଜିଲ୍ଲାର ଧର୍ମଶାଳା ଅଞ୍ଚଳରୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଉଥିବା ୩ ଜଣ ଯୁବକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମୃତ ଯୁବକମାନେ ହେଉଛନ୍ତି ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟୀ ମାଣତିରି ଗ୍ରାମର ମହେନ୍ଦ୍ର ସରଙ୍କ ପୁଅ ଅଭିଷେକ ସର(୨୨), ଜେନାପୁର ଥାନା…
ଅଧିକ ଖବର ଦେଖନ୍ତୁ...

ଗାଡ଼ି ଧକ୍କାରେ ଢେଙ୍କାନାଳର ୨ ଯୁବକ ମୃତ

ଭଦ୍ରକ : ଭଦ୍ରକ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ​ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୨ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକଦ୍ବୟ ଢେଙ୍କାନାଳ ସଦର ଥାନା ପର୍ବତିଆ ଗ୍ରାମର ବିଶ୍ୱଜିତ ରାଉତ (୨୦) ଓ ସୋନୁ ସ୍ୱାଇଁ (୧୯) ବୋଲି ଜଣାପଡ଼ିଛି। ଶନିବାର ଭୋର୍‌ ସମୟରେ ବିଶ୍ୱଜିତ ଓ…
ଅଧିକ ଖବର ଦେଖନ୍ତୁ...

ଘେନୁପାଲି ପାକ୍ସ ନିର୍ଦ୍ଦେଶକଙ୍କୁ ହତ୍ୟା ଘଟଣା: ‘ଅତ୍ୟାଚାର କରିବାରୁ ମାରିଦେଲୁ’

ଯୁଯୁମୁରା / ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍‌ ଘେନୁପାଲି ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ)ର ନିର୍ଦ୍ଦେଶକ ତଥା ପୂର୍ବତନ ସଭାପତି ସୁରଥ ବଗର୍ତ୍ତୀ (୫୫) ହତ୍ୟା ଘଟଣା ନୂଆ ମୋଡ଼ ନେଇଛି। ଗୁରୁବାର ରାତିରେ ସଦର ଥାନା ଅନ୍ତର୍ଗତ ତାଙ୍କ ଗାଁ ହପ୍ରିୟାବାହାଲରେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ମାଓ ଅପରେସନରେ ସାମିଲ୍ ହେବ ଡ୍ରୋନ୍‌

କୋରାପୁଟ/ଫୁଲବାଣୀ : ଆଗକୁ ଜୋରଦାର ହେବ ମାଓ ଅପରେସନ। ଏଥିପାଇଁ ବୈଷୟିକ ସହାୟତା ନିଆଯିବ ଏବଂ ଡ୍ରୋନ୍ ବ୍ୟବହାର କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ୬ଟି ଡ୍ରୋନ୍ ମାଓବାଦୀଙ୍କ ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିବ। କୋରାପୁଟ ଓ କନ୍ଧମାଳ ଜିଲ୍ଲାରେ ମାଓ ମୁକାବିଲାର ସମୀକ୍ଷା କରି ଏହି…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ

କଟକ : ହାଇକୋର୍ଟରେ ଶନିବାର ଦିନ ଅନୁଷ୍ଠିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ୬୧ଟି ମାମଲାର ଆପୋସ ବୁଝାମଣାରେ ଫଏସଲା କରାଯାଇଛି। ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ.ମୁରଲୀଧର, ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧୢକ୍ଷ ଜଷ୍ଟିସ…
ଅଧିକ ଖବର ଦେଖନ୍ତୁ...

ମୋରମ ଚୋରାଚାଲାଣ, ଜେସିବି ଟ୍ରାକ୍ଟର ଜବତ

କାଳିଆପାଣି: ବେଆଇନ ମୋରମ୍ ଚାଲାଣ ହେଉଥିବା ଅଭିଯୋଗରେ ଆଜି ସୁକିନ୍ଦା ପୁଲିସ ପକ୍ଷରୁ ସଂସାଇଲୋ ପଞ୍ଚାୟତ ପାଟପୁର ଗାଁରେ ଚଢ଼ଉ କରାଯାଇଥିଲା। ଏଠାରୁ ଏକ ଜେସିବି (ଓଡି-୦୬-୬୩୪୫), ଏକ ଟ୍ରାକ୍ଟର (ଓଡି-୦୪କେ-୫୭୯୮) ଓ ଏହାର ଡାଲା(ଓଡି-୦୪କେ-୫୭୯୯) ଜବତ କରାଯାଇଛି। ପ୍ରଧାନମନ୍ତ୍ରୀ ସଡ଼କ…
ଅଧିକ ଖବର ଦେଖନ୍ତୁ...

ମୋଟର ପୋଡ଼ିଗଲା, ପାଣି ପାଇଁ ଲୋକେ ହନ୍ତସନ୍ତ

ରଗଡ଼ି: ଗତ ବୁଧବାର କାଳବୈଶାଖୀ ବର୍ଷା ଓ ବିଜୁଳିରେ କୋରେଇ ବ୍ଲକ୍‌ ଅନ୍ତର୍ଗତ ଅନ୍ଧାରୀ ପଞ୍ଚାୟତର ଅନ୍ଧାରୀ ଗ୍ରାମରେ ଥିବା ପାନୀୟଜଳ ପ୍ରକଳ୍ପର ମୋଟରଟି ପୋଡ଼ି ଯାଇଛି। ଫଳରେ ଏହି ପ୍ରକଳ୍ପରୁ ଗ୍ରାମକୁ ପାନୀୟଜଳ ଯୋଗାଣ ବନ୍ଦ ରହିଛି। ଏଥିପାଇଁ ଶତାଧିକ ପରିବାର ପିଇବା ପାଣିରୁ ବଞ୍ଚିତ…
ଅଧିକ ଖବର ଦେଖନ୍ତୁ...