ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ରକ୍ତଦାନ ଶିବିର ଆୟୋଜିତ, ୩୧ ୟୁନିଟ ରକ୍ତ ସଂଗୃହୀତ

ରାଇରଙ୍ଗପୁର/ବହଳଦା: ମୟୂରଭଂଜ ଜିଲ୍ଲା ବହଳଦା ବ୍ଲକର ନିମଡିହିସ୍ଥ ଏମ.କେ କୋଚିଂ ସେଣ୍ଟର ଓ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ପ୍ରଧାନଶିକ୍ଷକ ଗୋବର୍ଦ୍ଧନ ମଣ୍ଡଳ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। କୋଚିଂ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ, କୃଷି ଯନ୍ତ୍ରପାତି ମେଳା: ଅଣଧାନ ଜାତୀୟ ଫସଲରେ ଚାଷୀ ଲାଭବାନ ହେବେ

ନୂଆପଡ଼ା: ସ୍ଥାନୀୟ ପୁଲିସ ପଡ଼ିଆରେ ଜିଲ୍ଲା କୃଷି ବିଭାଗ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଚାଲିଥିବା ୫ ଦିନିଆ ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳାର ଶୁକ୍ରବାର ଥିଲା ଚତୁର୍ଥ ଦିବସ। ମଧ୍ୟାହ୍ନରେ ଜିଲ୍ଲା ମୁଖ୍ୟକୃଷି ଅଧୁକାରୀ ହିମାଂଶୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ…
ଅଧିକ ଖବର ଦେଖନ୍ତୁ...

ଗରିବ ମହିଳାଙ୍କ ପାଇଁ ଆର୍ଥିକ ସଶକ୍ତୀକରଣର ମାଧ୍ୟମ ପାଲଟିଛି ଜାତୀୟ ସହରାଞ୍ଚଳ ଜୀବିକା ମିସନ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଦୀନଦୟାଲ ଉପାଧ୍ୟାୟ ଜାତୀୟ ସହରାଞ୍ଚଳ ଜୀବିକା ମିସନ ସହରର ମହିଳାଙ୍କ ପାଇଁ ଆର୍ଥିକ ସଶକ୍ତୀକରଣ ଓ ଆତ୍ମସମ୍ମାନର ମାଧ୍ୟମ ପାଲଟିଛି। ଏହି ଯୋଜନା ମାଧ୍ୟମରେ ସେମାନଙ୍କୁ ରୋଜଗାର ଓ ସ୍ୱରୋଜଗାର ପନ୍ଥା ମିଳିପାରିଛି ଫଳରେ…
ଅଧିକ ଖବର ଦେଖନ୍ତୁ...

୧୫ ଦଫା ଦାବି ନେଇ ଆଦିବାସୀ କଲ୍ୟାଣ ସଂଘର ବିକ୍ଷୋଭ

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ୧୫ ଦଫା ଦାବି ନେଇ ଟିଟିଲାଗଡ଼ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବହୁ ସଂଖ୍ୟାରେ ଆଦିବାସୀ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଉପଜିଲ୍ଲାପାଳ ଅଫିସ୍‌ ଆଗରେ ପହଞ୍ଚିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀ,…
ଅଧିକ ଖବର ଦେଖନ୍ତୁ...

ଝଲସୁଛି ଜାନକୀ ବଲ୍ଲଭ ଉଦ୍ୟାନ: ନୂଆବର୍ଷରେ ଦୋଳି ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ

ଖୋର୍ଦ୍ଧା: ଦିନକ ପରେ ପଦାର୍ପଣ କରିବ ନୂଆବର୍ଷ। ନୂତନବର୍ଷର ନୂଆ ସମ୍ଭାରକୁ ପାଳନ କରିବା ପାଇଁ ଚାରିଆଡ଼େ ବିଭିନ୍ନ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଖୋର୍ଦ୍ଧାର ଜାନକୀ ବଲ୍ଲଭ ଉଦ୍ୟାନ ବି ସଜେଇ ହେଲାଣି। ବିଭିନ୍ନ ପ୍ରକାର ଆଲୋକମାଳାରେ ଝଲସି ଉଠିଲାଣି ଉଦ୍ୟାନ ପରିସର।…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: କାଠମାଣ୍ଡୁରେ ପହଞ୍ଚିଲା ଲୋକାର୍ପଣ ପାଇଁ ନିମନ୍ତ୍ରଣ

ପୁରୀ:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣରେ ଯୋଗ ଦାନ ପାଇଁ ବିଭିନ୍ନ ମନ୍ଦିର କୁ ଆମନ୍ତ୍ରଣ କରାଯିବା ପ୍ରକ୍ରିୟାରେ ନିମନ୍ତ୍ରଣ କାରୀ ଦଳ ଆଜି ନେପାଳର କାଠମାଣ୍ଡୁରେ ପହଞ୍ଚିଛନ୍ତି। ସେହିପରି ଜାମ୍ମୁ ର ବୈଷ୍ଣୋଦେବୀ ମନ୍ଦିର, ନଭି ମୁମ୍ବାଇ ଜଗନ୍ନାଥ ମନ୍ଦିର, ମଦୁରାଇ ର…
ଅଧିକ ଖବର ଦେଖନ୍ତୁ...

ପଦ୍ମପୁରବାସୀଙ୍କୁ ମିଳିଲା ପ୍ରଥମ ଏଡିଏମ୍‌, ନୂଆ ପଦବିକୁ ଅନୁମୋଦନ ‌ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବରଗଡ଼ ଜିଲ୍ଲା ପଦ୍ମପୁରରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍‌ ନିଯୁକ୍ତ ହୋଇଛନ୍ତି। ଚଭନ କୁନାଲ ମୋତିରାମଙ୍କୁ ପଦ୍ମପୁରର ପ୍ରଥମ ଏଡିଏମ୍‌ ଭାବେ ନିଯୁକ୍ତି ମିଳିଛି।  ପଦ୍ମପୁରରେ ପ୍ରଥମ ଏଡିଏମ ପଦବିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ଏନେଇ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ବନ୍ଧାହେଲେ ୨ ଆକ୍ରମଣକାରୀ

ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ୍ ହସପିଟାଲର ହାଉସ୍ ସର୍ଜନ ଡା. ବିଶ୍ବରଞ୍ଜନ ସାହୁଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାକୁ ନେଇ ଆଜି ଦିନ ତମାମ ମେଡିକାଲ ପରିସର ଅଶାନ୍ତ ରହିଥିଲା। ମେଡିକାଲ ଛାତ୍ରମାନେ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଅଡ଼ି ବସିଥିବା ବେଳେ ସମସ୍ତ ଛାତ୍ର ମୁଣ୍ଡରେ…
ଅଧିକ ଖବର ଦେଖନ୍ତୁ...

ପାତାଳୀ ନଦୀରେ ଡଙ୍ଗାବୁଡ଼ି ଘଟଣା: ନିଖୋଜ ୪ ଜଣଙ୍କର ମୃତଦେହ ଉଦ୍ଧାର, ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

କୋରାପୁଟ/ନନ୍ଦପୁର: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଦେଇ ପ୍ରବାହିତ ପାତାଳୀ ନଦୀରେ ଡଙ୍ଗାବୁଡ଼ି ନିଖୋଜ ଥିବା ଅନ୍ୟ ୪ ଜଣଙ୍କର ମୃତଦେହ ଆଜି ଉଦ୍ଧାର ହୋଇଛି। ପୂର୍ବରୁ ଏହି ଡଙ୍ଗା ବୁଡ଼ି ଘଟଣାରେ ଜଣେ ମହିଳାଙ୍କ ଅକାଳ ମୃତ୍ୟୁ ହୋଇଥିଲା। ଏଥି ସହିତ ମୃତକଙ୍କ ସଂଖ୍ୟା ୫ରେ ପହଞ୍ଚିଛି।…
ଅଧିକ ଖବର ଦେଖନ୍ତୁ...

ଚନ୍ଦ୍ରପୁରରେ ଯୁବତୀଙ୍କ ମୃତ୍ୟୁ ଘଟଣା: କ୍ରାଇମବ୍ରାଞ୍ଚ ଓ ସାଇନଟିଫିକ ଟିମ୍‌ର ତନାଘନା ଜାରି

ରାୟଗଡା: ଚନ୍ଦ୍ରପୁର ମେଡିକାଲର ମା‘ଗୃହରେ କାର୍ଯ୍ୟରତ ଯୁବତୀ ଲକ୍ଷ୍ମୀ ମାଝିଙ୍କ ମୃତ୍ୟୁକୁ ନେଇ ତନାଘନା ଆରମ୍ଭ ହୋଇଛି। ପ୍ରଥମେ ପୁଲିସ ଏହାକୁ ଆତ୍ମହତ୍ୟାର ରୂପ ଦେଇ ଚୁପ ବସି ରହିଥିଲା। ପରେ ପରିବାରର ଅଭିଯୋଗ ଏବଂ ବିଜେପିର ରାସ୍ତାରୋକ ଏହି ଘଟଣାର ମୋଡ ବଦଳାଇ ଦେଇଛି। ପୁଲିସକୁ ବାଧ୍ୟ…
ଅଧିକ ଖବର ଦେଖନ୍ତୁ...