ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

୨୪ବର୍ଷ ତଳର ଛାତିଥରା ସ୍ମୃତିରୁ ମୁକ୍ତି ନାହିଁ: ୮ଜଣଙ୍କ ପ୍ରାଣ ନେଇଥିବା ଦଲଦଲି ପୋଲ ଏବେ ବି ଅସଜଡ଼ା

ଏରସମା: ୨୪ ବର୍ଷ ବିତିଗଲାଣି, ପ୍ରକୃତିର ସେହି ତାଣ୍ଡବକୁ। ୧୯୯୯ ଅକ୍ଟୋବର ୨୯ ମହାବାତ୍ୟାର ଛାତିଥରା ଅନୁଭବକୁ ଆଜି ବି ମନେ ପକାଇ ଥରି ଉଠନ୍ତି ବଞ୍ଚିଯାଇଥିବା ମଣିଷମାନେ। କିନ୍ତୁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳର ବାସିନ୍ଦାମାନେ ପ୍ରତିବର୍ଷ ସାମୂହିକ ଶୋକ…
ଅଧିକ ଖବର ଦେଖନ୍ତୁ...

ଅଙ୍ଗାର କାରବାର ଆଳରେ ଜଙ୍ଗଲ ଲୁଟ୍‌: ସଂଗଠିତ ରାକେଟ୍‌ ସକ୍ରିୟ

ଫୁଲବାଣୀ: ଅଙ୍ଗାର ପ୍ରସ୍ତୁତି ପାଇଁ କନ୍ଧମାଳର ବିଭିନ୍ନ ଜଙ୍ଗଲରୁ ଅବାଧ ଓ ବ୍ୟାପକ କାଠ କଟାଯାଉଛି। ଜଙ୍ଗଲରେ ବଡ଼ବଡ଼ ଗଛ ଯୋଜନାବଦ୍ଧ ଭାବେ କାଟି ପକାଇ ରଖାଯାଉଛି। ପରବର୍ତ୍ତୀ ସମୟରେ ଏହାକୁ ପୋଡ଼ି ସେଥିରୁ ଅଙ୍ଗାର ପ୍ରସ୍ତୁତ କରି ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଛି। । ଫୁଲବାଣୀ ଓ…
ଅଧିକ ଖବର ଦେଖନ୍ତୁ...

ଜଟିଳ ହେଉଛି ଓଲିଉଡ୍‌ ବିବାଦ: ନରସିଂହଙ୍କୁ ଜବାବ ଦେଲେ କୁନା ତ୍ରିପାଠୀ, ଶ୍ରୀତମ; କହିଲେ ରାଜନୀତି ନ ହେଉ

କଟକ/ ବଲାଙ୍ଗୀର: ଓଡ଼ିଆ ଚଳଚ୍ଚିତ୍ର ‘ରାମ୍‌’କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବଂ ଏ ପ୍ରସଙ୍ଗରେ ଓଲିଉଡ୍‌ର ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ ମୁହାଁମୁହିଁ ହେବା ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଆଜି ଏ ପ୍ରସଙ୍ଗରେ ବରିଷ୍ଠ ଅଭିନେତା ତଥା ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମର…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ: ଡିସେମ୍ବର ୧୫ ସୁଦ୍ଧା କାମ ସାର

ପୁରୀ: ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଡିସେମ୍ବର ୧୫ ତାରିଖ ସୁଦ୍ଧା ସାରିବାକୁ ‘ମୋ ଓଡ଼ିଶା ନବୀନ ଓଡ଼ିଶା’ ତଥା ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠଗୁଡ଼କର ପୁନରୁଦ୍ଧାର କାମ ତ୍ବରାନ୍ବିତ କରିବାକୁ ସେ…
ଅଧିକ ଖବର ଦେଖନ୍ତୁ...

ସମ୍ମାନ ଏମିତି! ନବକୃଷ୍ଣଙ୍କୁ ‘ନବକିଶୋର’ କରିଦେଲେ

ଭୁ‌ବନେଶ୍ବର: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସ୍ୱାଧୀନତା ପରେ ଓଡ଼ିଶାର ପ୍ରଥମ ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କ ନାମ ନବକୃଷ୍ଣ ଚୌଧୁରୀ ନୁହେଁ, ନବକିଶୋର ଚୌଧୁରୀ। ଏହା ଆମେ କହୁନାହୁଁ, ଆଜି ସହର ସାରା ଏହିଭଳି ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି। ‘ମେରି ମାଟି ମେରା ଦେଶ’…
ଅଧିକ ଖବର ଦେଖନ୍ତୁ...

ଜାଲ୍ ଆଧାରକାର୍ଡଧାରୀଙ୍କୁ ଧରିଲେ ଦୋକାନୀ, ଦେଲେ ପୁଲିସର ଜିମା

ଜୟପୁର: ସ୍ବତନ୍ତ୍ର ଭୋଟର ପରିଚୟପତ୍ର ସଂଶୋଧନକୁ ନେଇ ରାଜନଅରରେ ଚାଲିଥିଲା ପଥଉତ୍ସବ। ଏହି ସମୟରେ ସେ ଅଂଚଳରେ ଥିବା ଗୋଟିଏ ଜେରକ୍ସ ଦୋକାନକୁ ଜଣେ ଯାଯାବର ବ୍ୟକ୍ତି ଆଧାରକାର୍ଡ ଜେରକ୍ସ କରିବାକୁ ଆସିଥିଲେ। ଉକ୍ତ ସଂଦିଗ୍ଧ ବ୍ୟକ୍ତିଙ୍କ ଗତିବିଧି ସଂଦେହ ହେବା ସହ ଆଧାରକାର୍ଡଟି ଜାଲ୍…
ଅଧିକ ଖବର ଦେଖନ୍ତୁ...

ଶିଶୁ କନ୍ୟାକୁ ଅପହରଣ ଉଦ୍ୟମ, ଅଭିଯୁକ୍ତ ଗିରଫ

ଜୟପୁର: ଶିଶୁ କନ୍ୟାକୁ ଅପହରଣ ମାମଲାରେ ଗୋପବନ୍ଧୁ ନଗରର କିସାନ ସାଗରକୁ ଜୟପୁର ଟାଉନଥାନା ପୁଲିସ ଗିରଫ କରି କୋର୍ଟକୁ ଚାଲାଣ କରିଛି। ମିଳିଥିବା ସୂଚନା ମୁତାବକ, ଜଣେ ବିଧବାଙ୍କ ସହ ବିବାହିତ ଅଭିଯୁକ୍ତ କିସାନ ପ୍ରେମସଂପର୍କ ସ୍ଥାପନ କରିଥିଲେ। ପରେ ମହିଳାଙ୍କ ଇଛା ବିରୋଧରେ ଦୁଷ୍କର୍ମ…
ଅଧିକ ଖବର ଦେଖନ୍ତୁ...

ରୋଷେଇ ଘରେ ମହଙ୍ଗା ମାଡ଼: ୬୦ଟଙ୍କାରେ ପହଚିଂଲା ପିଆଜ

ଜୟପୁର: ରୋଷେଇ ଘରେ ମହଙ୍ଗା ମାଡ଼ । ପରିବା ବଜାରରେ ନିଆଁ । କାର୍ତ୍ତିକ ମାସ ପୂର୍ବରୁ ଆକାଶଛୁଆଁ ପରିବା ଦର । ଫଳରେ ସାଧାରଣ ମଧ୍ୟବିତ୍ତ ଲୋକମାନେ ପନିପରିବା କିଣିବା ପାଇଁ ବଜାରରେ ଆଉ ପୂର୍ବଅପେକ୍ଷା ଭିଡ଼ ଜମାଉ ନାହାନ୍ତି। ନିତ୍ୟବ୍ୟବହାର୍ଯ୍ୟ ପରିବା ସହ, ପିଆଜ ଏବଂ ଆଳୁ ଦର ମଧ୍ୟ ବୃଦ୍ଧି…
ଅଧିକ ଖବର ଦେଖନ୍ତୁ...

ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ପାଇଁ ନୂଆ ନିୟମ: ଏଥର ପ୍ରତିଦିନ ଛାତ୍ର-ଅଧ୍ୟାପକଙ୍କ ଅନଲାଇନ୍ ଉପସ୍ଥାନ

ରାଉରକେଲା: ସ୍କୁଲ ଓ ଗଣଶିକ୍ଷା ବିଭାଗ ପରିଚାଳିତ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତଦୁଇ) ଉପସ୍ଥାନରେ ପାରଦର୍ଶିତା ଆଣିବାକୁ ସରକାର ନୂଆ ପଦକ୍ଷେପ ନେଇଛନ୍ତି। ତେବେ କେବଳ ଛାତ୍ରଛାତ୍ରୀ ନୁହନ୍ତି, ଅଧ୍ୟାପକ/ଅଧ୍ୟାପିକାଙ୍କ ଉପସ୍ଥାନ ରେକର୍ଡର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏଣୁ ଏଣିକି…
ଅଧିକ ଖବର ଦେଖନ୍ତୁ...

ସୁନାବେଡ଼ାରେ ସୁନାଦେଈଙ୍କ ଛତରଯାତ୍ରା: ବୋଦା, କୁକୁଡ଼ା ବଳିରେ ରକ୍ତରଞ୍ଜିତ ହେଲା ପୀଠ

କୋମନା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ମାଓବାଦୀପ୍ରବଣ ସୁନାବେଡ଼ା ଅଭୟାରଣ୍ୟର ଚକୋଟିଆ ଭୁଞ୍ଜିଆ ସଂପ୍ରଦାୟଙ୍କ ଅଧିଷ୍ଠାତ୍ରୀ ଦେବୀ ମା’ ସୁନାଦେଈଙ୍କ ପ୍ରସିଦ୍ଧ ଛତର ଯାତ୍ରା ଶନିବାର କୁମାର ପୂର୍ଣ୍ଣିମାରେ ଅନୁଷ୍ଠିତ ହୋଇଯାଇଛି। ଆଜି ପଶୁପକ୍ଷୀଙ୍କ ବଳିରେ ମା’ଙ୍କ ପୀଠ ରକ୍ତରଞ୍ଜିତ…
ଅଧିକ ଖବର ଦେଖନ୍ତୁ...