ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ବିଜେପି ଛାଡ଼ିଲେ ବିଶ୍ବଭୂଷଣ: ପୁଣି ଘରବାହୁଡ଼ା ପାଇଁ ଲବି ଆରମ୍ଭ

ପୁରୀ/କାକଟପୁର: କାକଟପୁର ବିଧାନସଭା ଟିକେଟ୍‌ ଆଶାରେ କିଛିଦିନ ତଳେ କଂଗ୍ରେସ ଛାଡ଼ି ବିଜେପି ହାତ ଧରିଥିବା ବିଶ୍ବଭୂଷଣ ଦାସ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ବିଜେପି ବାଇଧର ମଲ୍ଲିକଙ୍କୁ କାକଟପୁର ବିଧାନସଭା କ୍ଷେତ୍ର ପାଇଁ ଟିକେଟ ଦେବାପରେ ପୁଣିଥରେ କଂଗ୍ରେସକୁ ଫେରିବା ସହ ଟିକେଟ ପାଇଁ…
ଅଧିକ ଖବର ଦେଖନ୍ତୁ...

ବିଜେଡିର ଶୋଭାଯାତ୍ରା: ପ୍ରଚାର ବେଳେ ଅସୁସ୍ଥ ହୋଇପଡ଼ିଲେ ଅରୂପ

ପିପିଲି: ବିଜୁ ଜନତା ଦଳର ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ପିପିଲିରେ ଏକ ବାଇକ୍‌ ଶୋଭାଯାତ୍ରାରେ ଭୋଟ୍ ପ୍ରଚାର କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଓ ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କ ସହ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସର ଦୁଇ ନୂଆ ମୁହଁ: ନିମାପଡ଼ାରୁ ସିଦ୍ଧାର୍ଥ, ପିପିଲିରୁ ଜ୍ଞାନ

ପୁରୀ/ଡେଲାଙ୍ଗ/ନିମାପଡ଼ା: ପୁରୀ, ବ୍ରହ୍ମଗିରି ଓ ସତ୍ୟବାଦୀ ପରେ କଂଗ୍ରେସ ଆଜି ନିମାପଡ଼ା ଓ ପିପିଲି ବିଧାନସଭା ଟିକେଟ ଘୋଷଣା କରିଛି। ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ନିମାପଡ଼ା ଟିକେଟ ଦେଇଛି। ସେହିଭଳି ଜମା ଚର୍ଚ୍ଚାରେ ନ ଥିବା ଜ୍ଞାନରଂଜନ ପଟ୍ଟନାୟକଙ୍କୁ…
ଅଧିକ ଖବର ଦେଖନ୍ତୁ...

ରଥଯାତ୍ରା ପ୍ରଥମ ସମନ୍ବୟ ବୈଠକ: ଚିନ୍ତା ବଢ଼ାଇଲା ରଥକାଠ ଅଭାବ, ମିଳୁନି ଫାଶୀ, ଧଉରା

ପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଅଭାବ ଚିନ୍ତା ବଢ଼ାଇଦେଲାଣି। ଗତ କିଛିବର୍ଷ ହେବ ଫାଶୀ କାଠର ଘୋର ଅଭାବ ଦେଖାଦେଇଛି। ଚଳିତବର୍ଷ ବି ସମାନ ସମସ୍ୟା। ସେପଟେ ବୋଝ ଉପରେ ନଳିତା ବିଡ଼ା ଭଳି ଧଉରା କାଠ ବି ସମସ୍ୟା ସୃଷ୍ଟି କଲାଣି। ଅଧିକାଂଶ ଧଉରା ଗଛ ପୋଲା ପଡ଼ୁଛି। ଏଭଳି…
ଅଧିକ ଖବର ଦେଖନ୍ତୁ...

ଶୁଖିଗଲାଣି ଚୁଆ, ହରିଣପୋଖରୀ: ପାଣି ପାଇଁ ଡହଳବିକଳ ହରିଣ

ପୁରୀ: ରାଜ୍ୟରେ ଅସହ୍ୟ ଗ୍ରୀଷ୍ମଲହରୀ ଜାରି ରହିଛି। ନଦୀ, ନାଳ ବି ଶୁଖିବାରେ ଲାଗିଛି। ଏହା କେବଳ ଜନଜୀବନକୁ ପ୍ରଭାବିତ କରିନି, ବନ୍ୟଜନ୍ତୁଙ୍କୁ ବି ଅସ୍ତବ୍ୟସ୍ତ କରି ପକାଇଲାଣି। ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ବାଲୁଖଣ୍ଡ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କ ପାଇଁ ଖୋଳାଯାଇଥିବା ହରିଣପୋଖରୀ,…
ଅଧିକ ଖବର ଦେଖନ୍ତୁ...

ନିମାପଡ଼ା ବିଜେଡିରେ କନ୍ଦଳ: ଶକ୍ତି ଦେଖାଇଲେ ସମୀର

ନିମାପଡ଼ା: ନିମାପଡ଼ା ବିଧାନସଭା ଆସନ ଟିକେଟ ବଣ୍ଟାକୁ ନେଇ ବିଜେଡି କନ୍ଦଳ ତୀବ୍ର ହେବାରେ ଲାଗିଛି। ଦଳ ଦିଲୀପ ନାୟକଙ୍କୁ ଟିକେଟ ଦେବା ପରେ ଏହାର ଖୋଲା ବିରୋଧ କରିଛନ୍ତି ବିଧାୟକ ସମୀର ରଞ୍ଜନ ଦାଶ ଓ ତାଙ୍କ ସମର୍ଥକ। ଆଜି ଅପରାହ୍‌ଣରେ ସମୀର ଓ ତାଙ୍କ ସମର୍ଥକ ନିମାପଡ଼ା ବାରବାଟୀ ପଡ଼ିଆରେ…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀ ଓ ଶାଶୁଙ୍କ ଉପରେ ଏସିଡ ମାଡ଼ କଲା ଜ୍ବାଇଁ, ଲକ୍ଷାଧିକ ଟଙ୍କା ସହ ସୁନାଗହଣା ନେଇ ଫେରାର

ପୁରୀ/ବାମନାଳ: ଶଶୁରଘରକୁ ଆସି ଜ୍ବାଇଁ ଉନ୍ମତ୍ତ କାଣ୍ଡ କରିଛି। ସ୍ତ୍ରୀ ଓ ଶାଶୁଙ୍କୁ ଏସିଡ ମାଡ କରିବା ସହ ଦୁଇଲକ୍ଷ ଟଙ୍କା ଓ ଅଳଙ୍କାର ନେଇ ଫେରାର ହୋଇଯାଇଛି। ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ କେତକୀପାଟଣା ପଞ୍ଚାୟତ ଅଧୀନ ବଡତୋଟା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ଆକ୍ରମଣର…
ଅଧିକ ଖବର ଦେଖନ୍ତୁ...

ଶଙ୍ଖ ଛାଡ଼ି ହାତ ଧରିବେ କି ଅସନ୍ତୁଷ୍ଟ ସମୀର ? ନିମାପଡ଼ା ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଲା

ନିମାପଡ଼ା: ନିମାପଡ଼ାରୁ ବିଜେଡି ଟିକେଟ ଘୋଷଣା ପରେ ସିଟିଂ ବିଧାୟକ ସମୀର ରଞ୍ଜନ ଦାଶଙ୍କ ସମର୍ଥକ ହତୋତ୍ସାହିତ ହୋଇପଡ଼ିଛନ୍ତି। ଦଳ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଥିବାରୁ ସମୀରଙ୍କ ସମର୍ଥକ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଜେଡି ବିଧାୟକ ସମୀର ରଞ୍ଜନ ଦାଶ ବିଜେଡ଼ି…
ଅଧିକ ଖବର ଦେଖନ୍ତୁ...

ସମୀର ଦାଶଙ୍କ ଟିକେଟ କଟିଲା, ଦିଲୀପ ବିଜେଡିରୁ ଲଢ଼ିବେ

ପୁରୀ/ନିମାପଡ଼ା: ନିମାପଡ଼ା ଆସନ ପାଇଁ ବିଜେଡି ଟିକେଟ ଘୋଷଣା କରିଛି। ଏହି ନିର୍ବାଚନମଣ୍ଡଳୀରୁ ଏଥର ବିଜେଡି ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ଟିକେଟ ନ ଦେଇ ୧୦ ଦିନ ତଳେ ବିଜେଡିରେ ମିଶିଥିବା ଦିଲୀପ କୁମାର ନାୟକଙ୍କୁ ଟିକେଟ ଦେଇଛି। ଦିଲୀପ ୨୦୧୮ରେ ନିମାପଡ଼ା-ଗୋପ ନବନିର୍ମାଣ…
ଅଧିକ ଖବର ଦେଖନ୍ତୁ...

ପୁରୀ ରଥଯାତ୍ରା ପାଇଁ ରଥକାଠ ଚିରଟ ଅନୁକୂଳ

କଟକ-ବିଦ୍ୟାଧରପୁର: ପୁରୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ପରମ୍ପରା ଅନୁଯାୟୀ ରାମନବମୀରେ ଶ୍ରୀଜିଉଙ୍କ ରଥକାଠ ଚିରଟ ଅନୁକୂଳ ହୋଇଛି। ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ପୁରୀ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ନୀତି ପ୍ରଶାସକ ରବୀନ୍ଦ୍ର କୁମାର ଦାଶ, ବରିଷ୍ଠ ତତ୍ତ୍ୱାବଧାରକ…
ଅଧିକ ଖବର ଦେଖନ୍ତୁ...