ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ରତ୍ନ ଭଣ୍ଡାର ପାଇଁ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡିଶା ହାଇକୋର୍ଟଙ୍କ ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ସମ୍ପର୍କିତ ନିର୍ଦ୍ଦେଶ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟି ରତ୍ନ ଭଣ୍ଡାରରେ…
ଅଧିକ ଖବର ଦେଖନ୍ତୁ...

ସତ୍ୟବାଦୀରୁ ଲଢ଼ିବ କିଏ? ତୀବ୍ର ହେଉଛି ସଂଜୟ-ଉମା କଳି

ପୁରୀ/ସାକ୍ଷୀଗୋପାଳ: ପୁରୀ ଜିଲ୍ଲାର ସତ୍ୟବାଦୀ ବିଧାନସଭା ଆସନକୁ ନେଇ ମୁଣ୍ଡ ଟେକିଛି ବିବାଦ। ଏହି ଆସନରୁ କିଏ ଲଢ଼ିବ, ତାହାକୁ ନେଇ କେଁ ଦେଖାଦେଇଛି। ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ କୁମାର ଦାସବର୍ମା ସଭାସମିତି କରି ସତ୍ୟବାଦୀରୁ ଲଢ଼ୁଥିବା ନେଇ ନେତା, କର୍ମୀଙ୍କୁ କହିବାର ଭିଡିଓ…
ଅଧିକ ଖବର ଦେଖନ୍ତୁ...

ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ପାଖରେ ମୋବାଇଲ୍‌: ଅଧୀକ୍ଷକଙ୍କ ସମେତ ୩ ନିଲମ୍ବିତ

ପୁରୀ: ମାଟ୍ରିକ ପରୀକ୍ଷାରେ ଜଣେ ଛାତ୍ରୀ ମୋବାଇଲ୍‌ ଫୋନ୍‌ ନେବା ଘଟଣା ସଂପୃକ୍ତ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ଓ ପରୀକ୍ଷା ନିରୀକ୍ଷକ(ଇନ୍‌ଭିଜିଲେଟର)ଙ୍କୁ ମହଙ୍ଗା ପଡ଼ିଛି। ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ଓ ଦୁଇଜଣ ଇନ୍‌ଭିଜିଲେଟରଙ୍କୁ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ବଜିତ ଘୋଷ…
ଅଧିକ ଖବର ଦେଖନ୍ତୁ...

ବାଘ ଭାବି ଫିସିଂ କ୍ୟାଟ୍‌କୁ ମାରିଦେଲେ

ପୁରୀ/ଗୋପ: ବାଘ ଭାବି ଫିସିଂ କ୍ୟାଟ୍‌(କଟାସ)କୁ ପିଟି ପିଟି ମାରି ଦେଇଛନ୍ତି ଗାଁ ଲୋକେ। ଏଭଳି ଅଭାବନୀୟ ଘଟଣା ଘଟିଛି ଗୋପ ବ୍ଲକ୍‌ ତଥା ଅସ୍ତରଙ୍ଗ ବନାଞ୍ଚଳ ଅଧୀନ କାଦୁଆ ନଈ ନିକଟ ପଲ୍ଲୀଠାରେ। ଏହି ଘଟଣା ପରେ ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ବିବେକ କୁମାର ଘଟଣାର ତଦନ୍ତ…
ଅଧିକ ଖବର ଦେଖନ୍ତୁ...

ଅଭୟାରଣ୍ୟରେ ମାତିଛନ୍ତି ବାଲି ଚୋର

ପୁରୀ: ପ୍ରକୃତିର ଅନ୍ୟତମ ବିରଳ ସୃଷ୍ଟି ହେଉଛି ବାଲୁଖଣ୍ଡ ଅଭୟାରଣ୍ୟ। ଏସିଆ ମହାଦେଶର ଏହା ଏକମାତ୍ର ଅଭୟାରଣ୍ୟ, ଯାହା ସମୁଦ୍ର କୂଳରେ ରହିଛି ଏବଂ ଚିତ୍ରା ହରିଣଙ୍କ ସହ ଅନ୍ୟ ବନ୍ୟଜନ୍ତୁଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ ପାଲଟିଛି। କିନ୍ତୁ, ବାଲି ମାଫିଆମାନେ ଏହି ଅଭୟାରଣ୍ୟ ଉପରେ ଲୋଲୁପ…
ଅଧିକ ଖବର ଦେଖନ୍ତୁ...

ମୃତ ଯୁବକଙ୍କୁ ରାଷ୍ଟ୍ରୀୟ ସମ୍ମାନ, କିଡ୍‌ନି ଦାନ କରିଥିଲେ

ପୁରୀ: କେନ୍ଦୁଝରର ୧୪ ବର୍ଷର ଝିଅ ଦମୟନ୍ତୀଙ୍କ ପରେ ଦ୍ବିତୀୟ ବ୍ୟକ୍ତି ଭାବେ ବାଲେଶ୍ୱରର ୩୨ ବର୍ଷୀୟ ଯୁବକ ଅଜିତ ଚୌଧୁରୀଙ୍କୁ ଆଜି ଅଙ୍ଗଦାନ ପାଇଁ ରାଷ୍ଟ୍ରୀୟ ସମ୍ମାନ ମିଳିଛି। ପୁରୀ ସ୍ବର୍ଗଦ୍ବାରଠାରେ ଆତ୍ମୀୟସ୍ବଜନଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ସମ୍ମାନପୂର୍ବକ ତାଙ୍କର ଅନ୍ତିମସଂସ୍କାର…
ଅଧିକ ଖବର ଦେଖନ୍ତୁ...

ସତ୍ୟବାଦୀରେ ବାଘ!

ସାକ୍ଷୀଗୋପାଳ/ପୁରୀ: ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଅଞ୍ଚଳରେ ଆଜି ବାଘ ଆତଙ୍କ ଦେଖାଦେଇଛି। ସତ୍ୟବାଦୀ ଥାନା ଦାସବିଦ୍ୟାଧରପୁର ପଞ୍ଚାୟତ ପକ୍ଷୀମୁଣ୍ଡ ଯୋଗଣିଆ ଶଙ୍ଖ ଗହୀରରେ ଏକ ବାଘ ଯାଉଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରୁ ମିଳିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବାଘ ଆତଙ୍କ…
ଅଧିକ ଖବର ଦେଖନ୍ତୁ...

ପୁରୀରେ ମୂର୍ତ୍ତି‌ଚୋର ସକ୍ରିୟ: ଗୋଟିଏ ମାସରେ ୩ ମନ୍ଦିରରୁ ଚୋରି

ପୁରୀ: ପୁରୀରେ ନିଦ ହଜାଇଲେଣି ମୂର୍ତ୍ତି ଚୋର। ଚଳିତ ମାସରେ କେବଳ ସହର ମଧ୍ୟରେ ତିନିଟି ମନ୍ଦିରରୁ ଚୋରି କରି ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଦୁର୍ବୃତ୍ତ। ଆଜି ପୁଣି ଗୁଣ୍ଡିଚା ମନ୍ଦିର ପଛପାର୍ଶ୍ବ ଗୁଣ୍ଡିଚା ବିହାରସ୍ଥିତ ଶ୍ରୀଚନ୍ଦ୍ରଶେଖର ମନ୍ଦିରରୁ ମୂର୍ତ୍ତି ଚୋରି ଉଦ୍ୟମ…
ଅଧିକ ଖବର ଦେଖନ୍ତୁ...

ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା

କୃଷ୍ଣପ୍ରସାଦ: ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା। ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ମଝି ଚିଲିକାରେ ଡଙ୍ଗା ଫସି ରହିଥିଲା। ଡଙ୍ଗାରେ ୩୦ ଜଣ ଯାତ୍ରୀ ଓ ୮ଟି ବାଇକ ଥିବା ଜଣାପଡିଛି। ଜହ୍ନିକୁଦା ଘାଟରୁ ଯାତ୍ରୀଙ୍କୁ ନେଇ ଡଙ୍ଗାଟି ସକାଳ ୯ଟା ୪୦ ମିନିଟରେ ସାତପଡ଼ା ଅଭିମୁଖେ…
ଅଧିକ ଖବର ଦେଖନ୍ତୁ...

ସଜେଇ ହେଉଛି ଶ୍ରୀଲୋକନାଥ ପୀଠ

ପୁରୀ: ପ୍ରଭୁ ଶ୍ରୀଲୋକନାଥଙ୍କ ଜାଗର ଯାତ୍ରା ନୀତି ଚୂଡ଼ାନ୍ତ ହୋଇସାରିଛି। ମାର୍ଚ୍ଚ ୬ ତାରିଖ ବୁଧବାର ପଙ୍କୋଦ୍ଧାର ଏକାଦଶୀରେ ଦିନ ୧୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ଦର୍ଶନ ସୁବିଧା ପାଇବେ। ସେହିଭଳି ମାର୍ଚ୍ଚ ୮ ତାରିଖ ଶୁକ୍ରବାର ଜାଗରଦିନ ରାତି ସାଢ଼େ ୧୨ଟାରେ…
ଅଧିକ ଖବର ଦେଖନ୍ତୁ...