ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ପାଳିତ ହେଲା ମହାବିଷୁବ ସଂକ୍ରାନ୍ତି

ପୁରୀ : ମହାବିଷୁବ ସଂକ୍ରାନ୍ତି‌ ଅବସରରେ ଚଳଚଞ୍ଚଳ ହୋଇଛି ମହାବୀରଙ୍କ ପୀଠ। ସାଂସ୍କୃତିକ ଜୀବନକୁ ନିୟନ୍ତ୍ରଣ କରୁଥିବା ପାଞ୍ଜି ଚଳନ ଆଜିଠୁ ଆରମ୍ଭ ହୋଇଛି। ଓଡ଼ିଆ ନବବର୍ଷ ଅବସରରେ ଶୁଭେଚ୍ଛାର ସୁଅ ଛୁଟିଛି। ସୂର୍ଯ୍ୟ ମଧ୍ୟ ଭାଗକୁ ଆସିଛନ୍ତି। ସୂର୍ଯ୍ୟଙ୍କ ପ୍ରଖର ତାପମାତ୍ରା ଯୋଗୁ ପ୍ରଭୁ…
ଅଧିକ ଖବର ଦେଖନ୍ତୁ...

ପଣା ସଂକ୍ରାନ୍ତିରେ ମହାପ୍ରଭୁଙ୍କ ଲାଗିମାଳ ବିଜେ

ପୁରୀ : ଶୁକ୍ରବାର ଦିନ ପବିତ୍ର ପଣା ସଂକ୍ରାନ୍ତିରେ ଶ୍ରୀକ୍ଷେତ୍ରର ବିଭିନ୍ନ ମହାବୀର ମନ୍ଦିରକୁ ମହାପ୍ରଭୁଙ୍କ ଲାଗିମାଳ ବିଜେ କରାଯାଇଛି। ଶ୍ରୀମନ୍ଦିର ଚାରିଦ୍ବାରରେ ଥିବା ମହାବୀରଙ୍କ ସହ ଶ୍ରୀଜଗନ୍ନାଥବଲ୍ଲଭ ଓ ଚକ୍ରତୀର୍ଥ ରୋଡ୍‌ ବେଡି ହନୁମାନଙ୍କ ମନ୍ଦିରକୁ ଏହି ଲାଗିମାଳ ବିଜେ…
ଅଧିକ ଖବର ଦେଖନ୍ତୁ...

ଶୂନମୃତ୍ୟୁ ସପ୍ତାହ: ପୁରୀ ଜିଲ୍ଲାରେ ଟ୍ରାଫିକ୍‌ ନିୟମ ଭାଙ୍ଗି ୩୫୮୧ ଦଣ୍ଡିତ

ପୁରୀ : ଦୁର୍ଘଟଣାଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ‌ରେ ପୁରୀ ଜିଲ୍ଲାରେ ଧରପଗଡ଼ ଜୋରଦାର ହୋଇଛି। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପୁଲିସ ସହଯୋଗରେ ସମଗ୍ର ଜିଲ୍ଲାରେ ଧରପଗଡ଼ ଜାରି ରହିଥିଲା। ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ଧରପଗଡ଼ରେ ୭ ଦିନ ମଧ୍ୟରେ ଟ୍ରାଫିକ ନିୟମ ଭାଙ୍ଗିବା ଯୋଗୁ…
ଅଧିକ ଖବର ଦେଖନ୍ତୁ...

ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରସଙ୍ଗ: ଅନିଶ୍ଚିତତାରେ ୬ ହଜାର ଚାଷୀ

ପୁରୀ : ବେଦାନ୍ତ ବିଶ୍ବବିଦ୍ୟାଳୟ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଚାଷୀମାନେ ଏବେ ଅଧିକୃତ ଜମି ଫେରିପାଇବେ କି? ଏବେ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଯେଉଁ ଜମି ଅଧିକୃତ ହୋଇଥିଲା, ତା’ର ମୂଲ୍ୟ ଏବେ ଆକାଶଛୁଆଁ ହୋଇଗଲାଣି। ଏକର ପିଛା ୨ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ଜମି…
ଅଧିକ ଖବର ଦେଖନ୍ତୁ...

ଚିଲିକାରେ ଅସୁରକ୍ଷିତ ଜଳଯାତ୍ରା: ବାଜିରେ ଲାଗିଛି ଯାତ୍ରୀଙ୍କ ଜୀବନ

ବ୍ରହ୍ମଗିରି : ଚିଲିକାର ସାତପଡ଼ା ଘାଟଠାରୁ ଜହ୍ନିକୁଦା ଘାଟ ପର୍ଯ୍ୟନ୍ତ ଭସାପୋଲ, ଘାଟ ଡଙ୍ଗା, ଘରୋଇ ଡଙ୍ଗା ଯାତ୍ରୀ ପରିବହନ କରୁଛି। ଚିଲିକାରେ ବିପଦସଙ୍କୁଳ ଅବସ୍ଥାରେ ଯାତ୍ରୀ ପରିବହନ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ଫଳ ଶୂନ। ଆଗକୁ ପଣାଯାତ୍ରା ଆସୁଥିବା ବେଳେ‌ ବହୁ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ଚାରିଦ୍ବାର ଦର୍ଶନ ବନ୍ଦ ଯୋଗୁ ଯନ୍ତ୍ରଣା: ଖରାରେ ସିଝୁଛନ୍ତି ଭକ୍ତ

ପୁରୀ : ଶ୍ରୀମନ୍ଦିର ଚାରିଦ୍ବାର ଦର୍ଶନ ବନ୍ଦ ପରେ ଭକ୍ତଙ୍କ ଯନ୍ତ୍ରଣା ଦ୍ବିଗୁଣିତ ହୋଇଛି। ଯେଉଁ ଲକ୍ଷ୍ୟ ନେଇ ପ୍ରଶାସନ ଚାରିଦ୍ବାର ଦର୍ଶନ ବନ୍ଦ କରିଥିଲା, ତାହା ବିଫଳ ହୋଇଛି। ଓଲଟା ଭକ୍ତମାନଙ୍କୁ ପ୍ରଶାସନ ଦର୍ଶନ ପାଇଁ ଡହଡହ ଖରାରେ ସିଝିବାକୁ ବାଧ୍ୟ କରୁଛି। ଏଥିପାଇଁ ପ୍ରତିଦିନ…
ଅଧିକ ଖବର ଦେଖନ୍ତୁ...

ଗାଁକୁ ଆସିପାରିଲାନି, ଆମ୍ବୁଲାନ୍ସ, ଷ୍ଟ୍ରେଚର୍‌ରେ ଅଧକିଲୋମିଟର ବୁହାହେଲେ ମହିଳା

କଣାସ : ବକୁ ପଞ୍ଚାୟତର ସୋରଡ଼ପୁର ଗ୍ରାମରେ ଜନୈକା ବୃଦ୍ଧାଙ୍କ ସ୍ବାସ୍ଥ୍ୟ ଗୁରୁତର ହେବାରୁ ପରିବାର ଲୋକ ଆମ୍ବୁଲାନ୍ସ ଡକାଇଥିଲେ। ତେବେ ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସଟି ଦୂରରେ ଅଟକି ରହିଥିଲା। ଘର ଲୋକେ ଅସୁସ୍ଥ ବୃଦ୍ଧାଙ୍କୁ ଷ୍ଟ୍ରେଚର୍‌ରେ ଟେକି ଟେକି ଆମ୍ବୁଲାନ୍ସ…
ଅଧିକ ଖବର ଦେଖନ୍ତୁ...

ମା’ଙ୍କ ନିକଟରେ ନିଜକୁ ସମର୍ପିତ କରି ନିଆଁରେ ଚାଲିଲେ ସମ୍ବିତ ପାତ୍ର

ପୁରୀ: ପୁରୀରେ ମଙ୍ଗଳବାର ପବିତ୍ର ଝାମୁ ଯାତ୍ରାରେ ନିଆଁରେ ଚାଲିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ. ସମ୍ବିତ ପାତ୍ର। ଏହା ଚର୍ଚ୍ଚାର ବିଷୟ ପାଲଟିଛି। ମଙ୍ଗଳବାରରେ ପୁରୀ ସଦର ବ୍ଲକ ସମଙ୍ଗ ପଞ୍ଚାୟତ ରେବତୀ ରମଣ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ଦୁଲଣ ଦେବୀ ପୀଠରେ ଆଜି ଝାମୁ ଯାତ୍ରା…
ଅଧିକ ଖବର ଦେଖନ୍ତୁ...

ରଥଯାତ୍ରା ପ୍ରଥମ ସମନ୍ବୟ ବୈଠକ: ରଥଯାତ୍ରା ପ୍ରସ୍ତୁତି ନେଇ ଚିନ୍ତା ପ୍ରକଟ କ‌ଲେ ସେବାୟତ

ପୁରୀ: ବଡ଼ଦାଣ୍ଡକୁ ମନଇଛା ଖୋଳିଦେଲ। ବଡ଼ ବଡ଼ ଗାତ କରିଦେଲ। ରଥଯାତ୍ରା କେମିତି ହେବ? ରଥ ଦବିବନି ବୋଲି କିଏ ଲିଖିତ ପ୍ରତିଶ୍ରୁତି ଦେବ? କାହିଁକି ଏଭଳି ଅବ୍ୟବସ୍ଥା? ଆଜି ରଥଯାତ୍ରା ପ୍ରଥମ ସମନ୍ବୟ ବୈଠକରେ ପ୍ରଶାସନିକ ଅଧିକାରୀଙ୍କୁ ଏଭଳି ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଛନ୍ତି ସେବାୟତ।…
ଅଧିକ ଖବର ଦେଖନ୍ତୁ...

ଅନ୍ଧାରରେ ପୁରୀ-ଭୁବନେଶ୍ବର ରାଜପଥ

ପୁରୀ: ପୁରୀ-ଭୁବନେଶ୍ବର ଜାତୀୟ ରାଜପଥରେ ଘନ ଅନ୍ଧକାର ଯୋଗୁ ଦୈନିକ ଚାଳକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ଅନ୍ଧକାର ଦୂର ପାଇଁ ଗତବର୍ଷ ରଥଯାତ୍ରା ପୂର୍ବରୁ ଯେଉଁ ପ୍ରୟାସ ହୋଇଥିଲା, ତାହା ଅସଂପୂର୍ଣ୍ଣ ଭାବେ ପଡ଼ିରହିଛି। ଗତବର୍ଷ ରଥଯାତ୍ରା ପୂର୍ବରୁ ପୁରୀ-ଭୁବନେଶ୍ବର ଜାତୀୟ…
ଅଧିକ ଖବର ଦେଖନ୍ତୁ...