ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

କୂଳକୁ ଉଠୁନାହାନ୍ତି କଇଁଛ, ଅଣ୍ତାଦାନରେ ବିଳମ୍ବ

ବ୍ରହ୍ମଗିରି : ବିରଳ ଅଲିଭ୍‌ରିଡ୍‌ଲେ କଇଁଛ ହଜାର ହଜାର ମାଇଲ ଅତିକ୍ରମ କରି ଅଣ୍ତାଦେବାକୁ ଉପକୂଳକୁ ଆସିଲେ। ଉପକୂଳଠାରୁ ୧୧ କିଲୋମିଟର ମଧ୍ୟରେ କଇଁଛଙ୍କ ମିଳନ ହେଲା। ସରକାର କଇଁଛଙ୍କ ସୁରକ୍ଷା ପାଇଁ ମାଛଧରା ଉପରେ ଚାରିମାସ କଟକଣା ଜାରିକଲେ। ଏହାରି ଭିତରେ ଫେବ୍ରୁଆରି ମାସ ଅଧା ହେଲାଣି,…
ଅଧିକ ଖବର ଦେଖନ୍ତୁ...

ଚିଲିକାରେ ଫ୍ଲୋରା ଓ ଫନା ସର୍ଭେ : ସିଡିଏ ପକ୍ଷରୁ ୨୪ ଦଳ ନିୟୋଜିତ

ପୁରୀ/କୃଷ୍ଣପ୍ରସାଦ : ଓଡିଶା ପର୍ଯ୍ୟଟନସ୍ଥଳୀରେ ସ୍ବତନ୍ତ୍ର ସ୍ଥାନ ପାଇଥିବା ଚିଲିକାରେ ଆଜି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ)ଙ୍କ ତରଫରୁ ଫ୍ଲୋରା ଓ ଫନା ସର୍ଭେ କରାଯାଇଛି। ଯେଉଁଥିରେ ଚିଲିକାରେ ଥିବା ବିଭିନ୍ନ ପ୍ରଜାତିର ସାମୁଦ୍ରିକ ଗଛ ସହ ବିଦେଶାଗତ ଓ ଅନ୍ୟ ପକ୍ଷୀଙ୍କ ପ୍ରଜାତି ଓ…
ଅଧିକ ଖବର ଦେଖନ୍ତୁ...

ଭସାପୋଲରେ ଭାରୀଯାନ ପାଇଁ କଟକଣା

ବ୍ରହ୍ମଗିରି : ବାରମ୍ବାର ଭସାପୋଲ ଯାତ୍ରୀଙ୍କ ସହିତ ମଝି ଚିଲିକାରେ ଅଟକି ରହୁଛି। ଏହି କାରଣରୁ ଘଣ୍ଟା ଘଣ୍ଟା ଧରି ଯାତ୍ରୀ ମଝି ଚିଲିକାରେ ନାକେଦମ ହେଉଛନ୍ତି। ଭସାପୋଲରେ ଲାଗିଥିବା ଦୁଇଟି ଇଞ୍ଜିନ୍‌ ମଧ୍ୟରୁ ଗୋଟିଏ ଠିକଣା ଭାବରେ କାମ କରୁନି। ତେଣୁ ଗୋଟିଏ ଇଞ୍ଜିନରେ ଭସାପୋଲ ଯାତ୍ରୀ…
ଅଧିକ ଖବର ଦେଖନ୍ତୁ...

ସଅଳ ଦର୍ଶନ ଦେଲେ ଶ୍ରୀଲୋକନାଥ

ପୁରୀ : ‌ ବର୍ଷକ ପରେ ଦର୍ଶନ ଦେଇଛନ୍ତି ପ୍ରଭୁ ଶ୍ରୀଲୋକନାଥ। ମନ୍ଦିର ଗମ୍ଭୀରାରୁ ପଙ୍କୋଦ୍ଧାର ପରେ ଅପୂର୍ବ ରୂପ ସଂଦର୍ଶନ କରିଛନ୍ତି ହଜାର ହଜାର ଭକ୍ତ। ଏଥିସହ ପ୍ରଭୁ ଶ୍ରୀଲୋକନାଥଙ୍କ ପୀଠରେ ଆରମ୍ଭ ହୋଇଛି ଜାଗର ଯାତ୍ରା। ଅନ୍ୟ ଶୈବ ପୀଠରେ କେବଳ ଗୋଟିଏ ଦିନ ଜାଗର ଯାତ୍ରା ପାଳିତ…
ଅଧିକ ଖବର ଦେଖନ୍ତୁ...

୧୮ରୁ ଭାରତ ଭ୍ରମଣ ଓ ପର୍ଯ୍ୟଟନ ପ୍ରଦର୍ଶନୀ

ପୁରୀ : ଜିଲ୍ଲା ପ୍ରଶାସନ ଓ ପୁରୀ ହୋଟେଲ ସଂଘ ସହଯୋଗରେ କୋଲକାତାର ଫେୟାର ଭିୟୁ ମିଡିଆ ପକ୍ଷରୁ ଆସନ୍ତା ୧୮ ତାରିଖ ଅପରାହ୍‌ଣରେ ଗୋଲ୍‌ଡେନ ବିଚ୍‌ ପରିସରରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେବ ଦୁଇଦିନିଆ ‘ଭ୍ରମଣ ଓ ପର୍ଯ୍ୟଟନ ପ୍ରଦର୍ଶନ’। ପ୍ରଦର୍ଶନୀରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ…
ଅଧିକ ଖବର ଦେଖନ୍ତୁ...

ଚଳଚଞ୍ଚଳ ପୁରୀର ପ୍ରସିଦ୍ଧ ଶ୍ରୀଲୋକନାଥ ମନ୍ଦିର: ପଙ୍କୋଦ୍ଧାର ଏକାଦଶୀରେ ଆରମ୍ଭ ହେଲା ଜାଗର ଯାତ୍ରା

ପୁରୀ: ଆଜି ହେଉଛି ପବିତ୍ର ପଙ୍କୋଦ୍ଧାର ଏକାଦଶୀ। ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିର ଆଜି ଚଳଚଞ୍ଚଳ ହୋଇପଡ଼ିଛି। ଏଠାରେ ହଜାର ହଜାର ଭକ୍ତଙ୍କ ସମାଗମ ହେବାର ଆକଳନ କରାଯାଇଛି। ଆଜି ସକାଳୁ ବାବା ଶ୍ରୀଲୋକନାଥଙ୍କ ପଙ୍କୋଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିରେ କାନ୍ଧିଆ…
ଅଧିକ ଖବର ଦେଖନ୍ତୁ...

ସବୁ ତହସିଲ୍‌ରେ ହେବ ଭର୍ଚୁଆଲ କୋର୍ଟ

ଭୁବନେଶ୍ବର/ପୁରୀ/କୋଣାର୍କ : କୋଣାର୍କ ଇକୋ ରିଟ୍ରିଟ୍‌ରେ ଅନୁଷ୍ଠିତ ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀର ଦ୍ବିତୀୟ ଦିନରେ ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି ଯେ, ଜନସାଧାରଣ ଏବଂ ସରକାରୀ କାର୍ଯ୍ୟାଳୟ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କକୁ ହ୍ରାସ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ଅଭିଯୋଗରେ ଛାତ୍ରନେତା ଗିରଫ, ହୋଟେଲକୁ ଟେକିନେଇ ଦୁଷ୍କର୍ମ କରିଥିଲେ

ପୁରୀ: ସ୍କୁଟିରେ ଯାଉଥିବା ଜଣେ ଯୁବତୀଙ୍କୁ ଟେକିନେଇ ହୋଟେଲରେ ବାରମ୍ବାର ଦୁଷ୍କର୍ମ କରିବା ଓ ତାଙ୍କୁ ତାଙ୍କ ସମ୍ପର୍କୀୟ ଭାଇଙ୍କୁ ମାଡ଼ ମାରିବା ଅଭିଯୋଗରେ କୁମ୍ଭାରପଡ଼ା ଥାନା ପୁଲିସ ଛାତ୍ର କଂଗ୍ରେସ ନେତା ଷ୍ଟିଫେନ୍‌ ଜୋସେଫ୍‌ (୧୯)ଙ୍କୁ ଗିରଫ କରିଛି। ଏ ସଂକ୍ରାନ୍ତରେ ସମ୍ପୃକ୍ତ…
ଅଧିକ ଖବର ଦେଖନ୍ତୁ...

ମଝି ଚିଲିକାରେ ୫୦ ଯାତ୍ରୀଙ୍କ ସହ ଫସିଲା ଡଙ୍ଗା

ବ୍ରହ୍ମଗିରି: ମଝି ଚିଲିକାରେ ଯାତ୍ରୀଙ୍କ ସହିତ ଭସାପୋଲ ଫସିବାର ୨୪ ଘଣ୍ଟା ନ ପୁରୁଣୁ ପୁଣି ଏକ ଡଙ୍ଗା ୫୦ ଯାତ୍ରୀଙ୍କ ସହିତ ଫସିଛି । ଦୀର୍ଘ ଘଣ୍ଟାଏ ଧରି ଡଙ୍ଗାଟି ଫସିବା ପରେ କୂଳକୁ ଫେରିଛି । ଖବର ନେବାରେ ଜଣାପଡିଛି ଆଜି ଅପରାହ୍ନରେ ପୁରୀ ଜିଲ୍ଲା ସାତପଡା ଘାଟରୁ ଏକ ଯାତ୍ରୀବାହି ଡଙ୍ଗା…
ଅଧିକ ଖବର ଦେଖନ୍ତୁ...

ନିମାପଡ଼ାରେ ହେଟା ବାଘର ମୃତ୍ୟୁ!

ନିମାପଡ଼ା: ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର କୋଟକୋସଙ୍ଗ ପଞ୍ଚାୟତ ଅନ୍ତଗତ ବକୁ ଗ୍ରାମ ନିକଟରେ ଏକ ହେଟା ବାଘ ଦେଖାଦେଇଛି। ଗ୍ରାମର ପିଲାମାନେ ଟେକା ଫୋପାଡ଼ି ତାକୁ ଆହତ କରିଥିଲେ। ପରେ ବାଘଟି ନିକଟରେ ଥିବା ଏକ ବୁଦା ମୂଳେ ଆଶ୍ରୟ ନେଇ ଲୁଚିଥିବା ଜଣାଯାଇଥିଲା। ଏହା ଜାଣି ଜଙ୍ଗଲ ବିଭାଗକୁ…
ଅଧିକ ଖବର ଦେଖନ୍ତୁ...