ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ବାଲେଶ୍ବର ପରେ ପୁରୀରେ ଅସମ୍ମାନ: ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବାନ୍ଧି ଟ୍ରଲିରେ ବୋହିଲେ

ପୁରୀ: ବାଲେଶ୍ବରରେ ଏକ ଡାଲା ଅଟୋ ପଛରେ ଅପମାନଜନକ ଭାବେ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିକୁ ବାନ୍ଧି ନେବାର ଦୃଶ୍ୟ ଚାରିଆଡ଼େ ଆଲୋଡ଼ନ ସୃଷ୍ଟି କରିଥିଲା। ଏଥିପାଇଁ ସମ୍ପୃକ୍ତ ଟେଣ୍ଟ୍‌ ମାଲିକ ଓ ଅନ୍ୟ କର୍ମଚାରୀମାନେ ମନ୍ଦିରରେ କ୍ଷମା ପ୍ରାର୍ଥନା କରିଥିଲେ। ଶ୍ରୀକ୍ଷେତ୍ରରେ ଏହି ଘଟଣାର…
ଅଧିକ ଖବର ଦେଖନ୍ତୁ...

ପୁରୀ ଲୋକନାଥ ମନ୍ଦିର ଓ ବ୍ରହ୍ମଗିରି ଅଲାରନାଥ ପୀଠର ଉନ୍ନତୀକରଣ ପାଇଁ ୩୬ କୋଟି, ମାଷ୍ଟରପ୍ଲାନ ଅନୁମୋଦନ କଲେ…

ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀର ଶ୍ରୀଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠର ଉନ୍ନତି ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦନ କରିଛନ୍ତି। ଶ୍ରୀଲୋକନାଥ ମନ୍ଦିରର ବିକାଶ ପାଇଁ ୨୮ କୋଟି ଟଙ୍କା ଅଟକଳ ରଖାଯାଇଥିବା ବେଳେ, ଅଲାରନାଥଙ୍କ ପାଇଁ ୮ କୋଟି…
ଅଧିକ ଖବର ଦେଖନ୍ତୁ...

ବାରମ୍ବାର ଭାଇରାଲ୍‌ ହେଉଛି ଶ୍ରୀମନ୍ଦିର ଭିତର ଫଟୋ, କଡ଼ା କାର୍ଯ୍ୟାନୁଷ୍ଠାନ କେବେ?

ପୁରୀ : ଶହଶହ ପୁଲିସ କର୍ମଚାରୀ ପହରା ଦେଉଛନ୍ତି। ସେବାୟତ ଓ ଭକ୍ତଙ୍କ ଆତଯାତ ହେଉଛି। ଏସବୁ ସତ୍ତ୍ବେ ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ଉଠାଇ ନେଉଛନ୍ତି ଭକ୍ତ। ଏପରିକି ସବୁ ନିୟମକୁ ଜଳାଞ୍ଜଳି ଦେଇ ରତ୍ନ ସିଂହାସନରେ ବସିଥିବା ମହାପ୍ରଭୁଙ୍କ ଭିଡିଓକୁ ଭାଇରାଲ କରିଦେବା ଭଳି ଘଟଣା ଖାଲି ସୁରକ୍ଷା…
ଅଧିକ ଖବର ଦେଖନ୍ତୁ...

ବାଲୁକା କଳାରେ ଫିଫା ବିଶ୍ବକପ୍‌ ଟ୍ରଫି

ପୁରୀ : ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ଫିଫା ବିଶ୍ବକପ୍‌ର ସ୍ଥାପତ୍ୟ ପ୍ରସ୍ତୁତ କରିଛନ୍ତି। ବିଶ୍ବକପ୍‌ରେ ଅଂଶଗ୍ରହଣ କରୁଥିବା ୩୨ଟି ଦେଶର ମୁଦ୍ରାକୁ ମଧ୍ୟ ସେ ଏହି କଳାରେ ସ୍ଥାନିତ କରିଛନ୍ତି। ୮ଫୁଟର ଏହି ବିଶ୍ବକପ ଟ୍ରଫି ବାଲୁକା କଳାରେ ସେ ଭାରତୀୟ ମୁଦ୍ରା ସମେତ…
ଅଧିକ ଖବର ଦେଖନ୍ତୁ...

୨୩ ବର୍ଷ ପରେ ଫେରିଲେ ମୃତ ଘୋଷିତ ବ୍ୟକ୍ତି, ମହାବାତ୍ୟା ସମୟରୁ ନିଖୋଜ ଥିଲେ

ନିମାପଡ଼ା : କାଗଜପତ୍ରରେ ମୃତ ଘୋଷିତ ହୋଇଥିବା ଜଣେ ବ୍ୟକ୍ତି ୨୩ ବର୍ଷ ପରେ ଘରକୁ ଫେରୁଥିବା ଖବର ପ୍ରଚାର ହେବାପରେ ନିମାପଡ଼ା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡ଼ା ବ୍ଲକ୍‌ ବାମନାଳ ପଞ୍ଚାୟତର ପାତି ପାଇକସାହି ଗ୍ରାମ କୀର୍ତ୍ତିଚନ୍ଦ୍ର ବିଶ୍ବାଳ ୧୯୯୯…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରରେ ମନିପର୍ସ ଲୁଟେରା ଗିରଫ

ପୁରୀ : ଶ୍ରୀମନ୍ଦିରକୁ ଦର୍ଶନ କରିବାକୁ ଆସିଥିବା ଜଣେ ଭକ୍ତଙ୍କ ପକେଟରୁ ମନିପର୍ସ ଲୁଟି ନେବା ଅଭିଯୋଗରେ ସିଂହଦ୍ବାର ଥାନା ପୁଲିସ ଜଣକୁ ଗିରଫ କରିଛି। ତା ନିକଟରୁ ପୁଲିସ ମନିପର୍ସ ଓ ୪୫୦୦ ଟଙ୍କା ଜବତ କରି ଏକ ମାମଲା ରୁଜୁ କରି ତାକୁ ଗିରଫ ପରେ କୋର୍ଟଚାଲାଣ କରିଛି। ପୁଲିସ ସୂତ୍ରରୁ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଓ ଭିଡିଓ ଭାଇରାଲ୍‌ ଘଟଣା: ଥାନାର ଦ୍ବାରସ୍ଥ ହେଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ : ଶ୍ରୀମନ୍ଦିରର ସବୁଠୁ ସମ୍ବେଦନଶୀଳ ଅଞ୍ଚଳ ଗର୍ଭଗୃହର ଭିଡିଓ ଓ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ଘଟଣାକୁ ନେଇ ସିଂହଦ୍ବାର ଥାନାରେ ଦୁଇଟି ଅଭିଯୋଗ ହୋଇଛି। ଗୋଟିଏ ଅଭିଯୋଗ ଶ୍ରୀମନ୍ଦିର ଏକାଦଶୀ ସେବା ସଂଘ ପକ୍ଷରୁ କରାଯାଇଥିବା ବେଳେ ଅନ୍ୟଟି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ଘଟଣା: ସିଂହଦ୍ୱାର ଥାନାରେ ଏତଲା

ପୁରୀ: ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦାୟର କରାଯାଇଥିବାର ଖବର ମିଳିଛି। ଏଣେ ଗତକାଲି ଏକାଦଶୀ ମହାସଂଘ ପକ୍ଷରୁ ୟୁଟ୍ୟୁବର ଯୁବକଙ୍କ ବିରୋଧରେ ଏତଲା ଦିଆଯାଇଥିଲା। ଏହାକୁ ନେଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ…
ଅଧିକ ଖବର ଦେଖନ୍ତୁ...

ବଢ଼ୁନି ଶ୍ରୀମନ୍ଦିର ସମ୍ପତ୍ତି

ପୁରୀ : ପ୍ରସିଦ୍ଧ ତିରୁପତି ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରର ହୁଣ୍ଡି, ଦାନ ଅର୍ଥ ଆୟ ସହ ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ପ୍ରାୟ ଅଢ଼େଇ ଲକ୍ଷ କୋଟି ବୋଲି ଆକଳନ କରାଯାଇଛି। କିନ୍ତୁ ତିରୁପତି ମନ୍ଦିର ସହ ବିଶ୍ବର ଅନ୍ୟତମ ପ୍ରମୁଖ ମନ୍ଦିର ଶ୍ରୀମନ୍ଦିରର ସ୍ଥାବର ଅସ୍ଥାବର ସମ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ଗର୍ଭଗୃହ ଫଟୋ ଓ ଭିଡିଓ ଭାଇରାଲ୍‌, ଶ୍ରୀମନ୍ଦିର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ପୁରୀ : ଶ୍ରୀମନ୍ଦିରର ସବୁଠୁ ସମ୍ବେଦନଶୀଳ ଅଞ୍ଚଳ କୁହାଯାଉଥିବା ଗର୍ଭଗୃହ ଭିଡିଓ ଓ ଫଟୋ ଆଜି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଆକାଶ ଚୌଧୁରୀ ନାମକ ଯୁବକ ନିଜ ଫେସବୁକ ଆକାଉଣ୍ଟରେ ଏହାକୁ ପୋଷ୍ଟ କରିଛନ୍ତି। ଆକାଶ ଜଣେ ୟୁ-ଟ୍ୟୁବର ଓ ଇସ୍କନ ଭକ୍ତ ବୋଲି ଜଣାପଡ଼ିଛି। ରୋଷଘର ଚୁଲି…
ଅଧିକ ଖବର ଦେଖନ୍ତୁ...