ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ଆଜି ପବିତ୍ର ଅଁଳା ନବମୀ: ରାଧାପାଦ ଦର୍ଶନ ଅନୁମତି, ଛୁଇଁବା ମନା

ପୁରୀ/ସାକ୍ଷୀଗୋପାଳ: ବୁଧବାର ପବିତ୍ର ଅଁଳା ନବମୀ। ଦୁଇବର୍ଷର କୋଭିଡ୍‌ଜନିତ କଟକଣା ପରେ ପୁଣିଥରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ମା’ ରାଧାରାଣୀଙ୍କ ପାଦ ଦର୍ଶନ କରିବାର ସୌଭାଗ୍ୟ ଅର୍ଜିବେ ଭକ୍ତ। ଏଥିପାଇଁ ସାକ୍ଷୀଗୋପାଳ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଚନ୍ଦ୍ରଗ୍ରହଣ ସ୍ବତନ୍ତ୍ର ନୀତି ଯୋଗୁଁ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ଦର୍ଶନରୁ ବଞ୍ଚିତ ହୋଇପାରନ୍ତି ଶ୍ରଦ୍ଧାଳୁ

ପୁରୀ: ଆସନ୍ତା ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ନିର୍ଦ୍ଧାରିତ ହୋଇଥିବା ନୀତି ନିର୍ଘଣ୍ଟରେ ପରିବର୍ତ୍ତନ ହୋଇଛି। ସୂର୍ଯ୍ୟୋଦୟ ୫ଟା ୫୪ ମିନିଟ ୫୩ ସେକେଣ୍ଡରେ ଆରମ୍ଭ ହେଉଥିବାରୁ ସେହି ସମୟରୁ ପାକତ୍ୟାଗ, ଦେବନୀତି ନିଷେଧ ହେବ।…
ଅଧିକ ଖବର ଦେଖନ୍ତୁ...

ସାକ୍ଷୀଗୋପାଳ ମନ୍ଦିରରେ ଅଁଳା ନବମୀ: ଦର୍ଶନକୁ ଅନୁମତି, ଭକ୍ତଙ୍କୁ ରାଧା ପାଦ ଛୁଇଁବା ମନା

ପୁରୀ: ଆଗାମୀକାଲି ସାକ୍ଷୀଗୋପାଳ ମନ୍ଦିରରେ ଅଁଳା ନବମୀ ଅନୁଷ୍ଠିତ ହେବ। ସେଠାରେ ଭକ୍ତଙ୍କୁ ଓଡ଼ିଆଣୀରେ ବେଶରେ ଦର୍ଶନ ଦେବେ ମା’ ରାଧା । ତେବେ ପୁରୀ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛି। ମାଙ୍କ ଦର୍ଶନକୁ ଅନୁମତି, ହେଲେ ଭକ୍ତଙ୍କୁ ରାଧା ପାଦ ଛୁଇଁବା ମନା।  ଏନେଇ ସୂଚନା ଦେଇଛନ୍ତି…
ଅଧିକ ଖବର ଦେଖନ୍ତୁ...

ଧଳା ଜହର କାରବାରରେ ବୁଡ଼ିଗଲାଣି ଅସ୍ତରଙ୍ଗ: ମଦ ଦୋକାନରୁ ୪୨ ଗ୍ରାମ ବ୍ରାଉନସୁଗାର ଜବତ, ୩ ଗିରଫ

ଅସ୍ତରଙ୍ଗ: ଅସ୍ତରଙ୍ଗର ସମଗ୍ର ଅଞ୍ଚଳରେ ଲୁଚାଛପାରେ ଧଳା ଜହର କାରବାରରେ ଚାଲିଛି। କଟକ ଅବକାରୀ ବିଭାଗର ଫ୍ଲାଇଙ୍ଗ୍ ସ୍କ୍ବାଡ ଦ୍ୱାରା ସାପ୍ତାହିକ ହାଟ ଏକ ଦେଶୀ ମଦ ଦୋକାନୀରୁ ୪୨ ଗ୍ରାମ ବ୍ରାଉନସୁଗାର ଜବତ ହେବା ଓ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

ଦୟାନଦୀ ପାଣି ପାଲଟିଲାଣି ଜହର

ପିପିଲି,: ପବିତ୍ର ନିର୍ମଳ ପୁଣ୍ୟତୋୟା ଦୟାନଦୀର ଜଳ ଏବେ ଜହର ପାଲଟିଛି। ଏଠାରେ ଗାଧୋଇବା ତ ଦୂରର କଥା, ଗୋଡ଼ ବୁଡ଼ାଇଲେ ବିଭିନ୍ନ ଚର୍ମ ରୋଗ ହେଉଥିବା ଅଭିଯୋଗ ହେଉଛି। ଦୟାନଦୀ ପାଣିରେ ବର୍ଷସାରା ପୋକ ସାଲୁବାଲୁ ହେଉଥିବା ଦେଖିବାକୁ ମିଳୁଥିବା ବେଳେ ଭୁବନେଶ୍ବର ସହର ଓ ଗଙ୍ଗୁଆ ନାଳ…
ଅଧିକ ଖବର ଦେଖନ୍ତୁ...

ପୁରୀକୁ ଛୁଟୁଛି ଭକ୍ତଙ୍କ ସୁଅ : ବଡ଼ଦାଣ୍ଡରେ ଅସମ୍ଭାଳ ଭିଡ଼

ପୁରୀ : ପୁରୀକୁ ଛୁଟୁଛି ଭକ୍ତଙ୍କ ସୁଅ। ସିଂହଦ୍ବାରରୁ ଶ୍ରୀମନ୍ଦିର, ବଡ଼ଦାଣ୍ଡରୁ ବେଳାଭୂମି ସବୁଠି ପର୍ଯ୍ୟଟକ, ଶ୍ରଦ୍ଧାଳୁଙ୍କ ଭିଡ଼। କାର୍ତ୍ତିକ ମାସ ସରିଆସୁଥିବା ବେଳେ ଆଜି ଥିଲା ରବିବାର। ତେଣୁ ଯେମିତି ଜନସମୁଦ୍ର ମାଡ଼ି ଆସିଥିଲା ଶ୍ରୀକ୍ଷେତ୍ର ଅଭିମୁଖେ। ଏହିଭଳି ଭକ୍ତଙ୍କ ଭିଡ଼ରେ ରବିବାର…
ଅଧିକ ଖବର ଦେଖନ୍ତୁ...

ପୁଣି ଅଶାନ୍ତ ପିପିଲି: ବିଳମ୍ବିତ ରାତିରେ ବାଇକ୍ ଜାଳିଦେଲେ ଦୁର୍ବୃତ୍ତ

ପିପିଲି: ପିପିଲି ଏନଏସି ୨ ନମ୍ବର ୱାର୍ଡରେ ଦୁର୍ବୃତ୍ତମାନେ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି। ବିଳମ୍ବିତ ରାତିରେ ସେମାନେ ଜଣେ ଯୁବକଙ୍କ ବାଇକ୍ ଜାଳି ଦେଇଛନ୍ତି। ପୋଡ଼ିଯାଇଥିବା ବାଇକଟି ପିପିଲି ସେହି  ୱାର୍ଡର କାନୁନ ମହାପାତ୍ରଙ୍କର ବୋଲି ଜଣାଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ୭…
ଅଧିକ ଖବର ଦେଖନ୍ତୁ...

ବଦଳିବ ଶ୍ରୀମନ୍ଦିର ନୀତିକାନ୍ତି ସମୟ

ପୁରୀ : ଚଳିତବର୍ଷ ନଭେମ୍ବର ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ପଡ଼ୁଛି ଚନ୍ଦ୍ର‌ଗ୍ରହଣ। ଏହି ଦିନ କେଉଁ ସମୟରେ ପାକତ୍ୟାଗ, ଦେବନୀତି ଆଦି ନିଷେଧ ହେବ, ତାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି। ଶ୍ରୀମନ୍ଦିର ପ୍ରଶାସନ ସକାଳ ୮ଟା ୨୯ରେ ପାକତ୍ୟାଗ, ଦେବନୀତି ନିଷେଧ ବୋଲି ଚୂଡ଼ାନ୍ତ…
ଅଧିକ ଖବର ଦେଖନ୍ତୁ...

ବିପଦରେ ଶ୍ରୀଗୁଣ୍ଡିଚା ମନ୍ଦିର: ନାଟମଣ୍ଡପ ପିଲାର୍‌‌, ବିମ୍‌ରେ ଫାଟ

ପୁରୀ : ଶ୍ରୀମନ୍ଦିର ଭଳି ଶ୍ରୀଗୁଣ୍ଡିଚା ମନ୍ଦିରର ନାଟମଣ୍ଡପ ବି ଅସୁରକ୍ଷିତ ହୋଇପଡ଼ିଛି। ଶ୍ରୀଗୁଣ୍ଡିଚା ମନ୍ଦିରର ପିଲାର୍‌ ଓ ବିମ୍‌ରେ ଏକାଧିକ ଫାଟ ସୃଷ୍ଟି ହୋଇଛି। ଏହା ସହ ଅନ୍ୟାନ୍ୟ ସ୍ଥାନରେ ବି ଛୋଟବଡ଼ ସମସ୍ୟା ରହିଛି। ଶନିବାର ଦିନ ଶ୍ରୀମନ୍ଦିର ବୈଷୟିକ କୋର୍‌ କମିଟି…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରରେ ପୁଣି ମହାପ୍ରଭୁଙ୍କ ମହାସ୍ନାନ, ନୀତିକାନ୍ତି ଦୁଇଘଣ୍ଟା ବିଳମ୍ବ

ପୁରୀ : ଶ୍ରୀମନ୍ଦିରରେ ଶନିବାର ଦିନ ପୁଣି ମହାପ୍ରଭୁଙ୍କର ମହାସ୍ନାନ ହୋଇଛି। ଯେଉଁଥିପାଇଁ ନୀତିକାନ୍ତି ୨ ଘଣ୍ଟାରୁ ଅଧିକ ବିଳମ୍ବ ହୋଇଛି। କିନ୍ତୁ ମହାସ୍ନାନର କାରଣ ଜଣାପଡ଼ିନାହିଁ। ମିଳିଥିବା ସୂଚନା ମୁତାବକ, ଶନିବାର ରାତି ପ୍ରାୟ ୬ଟାରେ ସନ୍ଧ୍ୟା ଆଳତି ପାଇଁ ବେଶ ପ୍ରସ୍ତୁତି…
ଅଧିକ ଖବର ଦେଖନ୍ତୁ...