ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ବଳଭଦ୍ରପୁର ବାଇପାସ୍‌ରେ ଇଣ୍ଡିଗୋ କାର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ପୁରୀ: ପୁରୀ ବଳଭଦ୍ରପୁର ବାଇପାସରେ  ଚନ୍ଦନପୁର ପୁଲିସ ଷ୍ଟେସନ୍‌ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ଆଜି ଚନ୍ଦନପୁର ପୁଲିସ ଷ୍ଟେସନ୍‌ ନିକଟ ଦେଇ ବାଇକ୍‌ରେ ଯାଉଥିବା ଜଣେ ଯୁବକଙ୍କୁ  ଅପର ଦିଗରୁ ଦ୍ରୁତଗତିରେ…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କୁ ହତ୍ୟା ସନ୍ଦେହ: ତଦନ୍ତ ଦାବିରେ ରାସ୍ତା ଅବରୋଧ

ଗୋପ : ସକାଳ ପ୍ରାୟ ୮ଟା ସମୟରେ ଗୋପ ବ୍ଲକ୍‌ ଅନ୍ତର୍ଗତ ବଣିଆସାହି ପଂଚାୟତ ଇଂଚଳ ଗ୍ରାମର କୃଷ୍ଣଚନ୍ଦ୍ର ମହାରଣା(୨୮)ଙ୍କ ଗଳିତ ଶବକୁ ନାଗପୁର ବଜାର ନିିକଟ ଏକ ପୋଖରୀରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।…
ଅଧିକ ଖବର ଦେଖନ୍ତୁ...

ପୁରୀରେ ସ୍ୱେରେଜ୍‌ କେଳେଙ୍କାରୀ : ମାଟି ତଳେ ପାଇପ୍‌ ନାହିଁ

ପୁରୀ : ପୁରୀ ସହରରେ ନିର୍ମିିତ ସ୍ୱେରେଜ୍‌ ବ୍ୟବସ୍ଥାରେ ଆଉ ଏକ କେଳେଙ୍କାରୀ ଧରାପଡ଼ିଛି। ସବୁ ନିର୍ମାଣ କାମ ସରିବା ପରେ କମିସନିଂ ସରିଛି। ଘରକୁ ଘର ସଂଯୋଗ ମଧ୍ୟ ଦିଆ ଚାଲିଛି। ଏ ନେଇ ସରକାରଙ୍କୁ ମଧ୍ୟ ରିପୋର୍ଟ ଯାଇଛି। ହେଲେ ମାଟି ତଳେ ପାଇପ୍‌ ନାହିଁ। ଖାଲି ମ୍ୟାନ୍‌ହୋଲ୍‌ କରି ଛାଡ଼ି…
ଅଧିକ ଖବର ଦେଖନ୍ତୁ...

ପାଳି ଖଟିଲେନି ନିଲମ୍ବିତ ସିଂହାରୀ ସେବକ

ପୁରୀ :ବିବାହ ପରେ ବିବାଦକୁ ଆସିଥିବା ସିଂହାରୀ ସେବାୟତଙ୍କୁ ନିଯୋଗରୁ ନିଲମ୍ବିତ କରାଯିବା ପରେ ପରିସ୍ଥିତି ଭିନ୍ନ ମୋଡ଼ ନେଇଛି। ନିଲମ୍ବିତ ସେବକଙ୍କର ଆଜି ପାଳିଥିବାରୁ ସମସ୍ତ ସେବକ ଜଗି ବସିଥିବା ଦେଖାଯାଇଛି। ହେଲେ ସମ୍ପୃକ୍ତ ସେବକ ନ ଆସି ତାଙ୍କର ପରିବାରର ଅନ୍ୟ ସଦସ୍ୟ ଆସିଛନ୍ତି। ଏଣୁ…
ଅଧିକ ଖବର ଦେଖନ୍ତୁ...

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆହତ

ପୁରୀ : ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆଜି କୋଣାର୍କ ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲରେ ପ୍ରବଳ ଜନଗହଳି ହେତୁ ପ୍ରଶଂସକମାନଙ୍କ ଠେଲାପେଲାର ଶିକାର ହୋଇ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କର ଡାହାଣ ହାତର ହାଡ ମୋଡିହୋଇ ଯାଇଥିବାରୁ ସେ ପ୍ରବଳ ଯନ୍ତ୍ରଣା…
ଅଧିକ ଖବର ଦେଖନ୍ତୁ...

କଣ୍ଟିରେ ଘନଘନ ବୋମାମାଡ଼: ୨ଗୁରୁତର

ପିପିଲି : ପିପିଲି ଥାନା ଅନ୍ତର୍ଗତ କଂଟି ଗାଁରେ ଆଜି ପୂର୍ବାହ୍ନରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘଟିତ ତୁହାକୁ ତୁହା ବୋମାମାଡ଼ ଘଟଣା ଅଂଚଳବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ପ୍ରାୟ ଏକ ଘଣ୍ଟା ଧରି ୨୦ରୁ ଅଧିକ ବୋମାମାଡ଼ରେ ସମଗ୍ର ଗାଁ ଥରି ଉଠିଛି । ଏଥିରେ ୨ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ…
ଅଧିକ ଖବର ଦେଖନ୍ତୁ...

ସେବାୟତଙ୍କୁ ଖୁବ୍‌ଶୀଘ୍ର ମିଳିବ ସ୍ୱତନ୍ତ୍ର ମୋବାଇଲ୍‌

ପୁରୀ : ଶ୍ରୀମନ୍ଦିର ବେଢାକୁ ସେବାୟତଙ୍କ ମୋବାଇଲ୍‌ ଫୋନ୍‌ ପ୍ରବେଶ ଉପରେ କଟକଣା ଜାରି ହୋଇଛି। ଏ ପରିପ୍ରେକ୍ଷୀରେ ସେମାନଙ୍କୁ ସ୍ୱତନ୍ତ୍ର (ବିନା କ୍ୟାମେରା) ମୋବାଇଲ ପ୍ରଦାନ ପାଇଁ ପୂର୍ବରୁ ହୋଇଥିବା ନିଷ୍ପତ୍ତି ଉପରେ ଆଜି ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ମୋହର ବାଜିଛି। ନିଯୋଗ…
ଅଧିକ ଖବର ଦେଖନ୍ତୁ...

ଏକତରଫା ପ୍ରେମ କରି ରୋମିଓ ହଟହଟା : ପୁଲିସକୁ ଦେଖି ବାଇକ୍‌ ଛାଡ଼ି ଛୁ

ପୁରୀ : ଭୁବନେଶ୍ୱରରେ ରହୁଥିବା ଜଣେ ଛାତ୍ରୀଙ୍କୁ ଏକତରଫା ପ୍ରେମ କରି ଜଣେ ରୋମିଓ ହଟହଟା ହୋଇଛି। ସେ ତା’ର ସହଯୋଗୀମାନଙ୍କ ସହିତ ଯୁବତୀଙ୍କୁ ଏଠାରେ ପିଛା କରୁଥିବା ବେଳେ ପୁଲିସ ହସ୍ତକ୍ଷେପ କରିବାରେ ଉକ୍ତ ଯୁବକ ତା’ର ବାଇକ୍‌ ଛାଡ଼ି ଛୁ ମାରିଛି। ଖବର ନେବାରେ ଜଣାପଡ଼ିଛି ଯେ ଭୁବନେଶ୍ୱରର…
ଅଧିକ ଖବର ଦେଖନ୍ତୁ...

ଚିଲିକାରେ ଭାସୁଛି ବିଦେଶୀ ଅତିଥି ପକ୍ଷୀଙ୍କ ଶବ

ବ୍ରହ୍ମଗିରି : ନୀଳାମ୍ବୁ ଚିଲିକାରେ ରଙ୍ଗବେରଙ୍ଗର ବିଦେଶାଗତ ଅତିଥି ପକ୍ଷୀଙ୍କ ଭିଡ଼ ଜମି ସାରିଲାଣି । ଚିଲିକାକୁ ଦେଶ ଓ ବିଦେଶରୁ ଆଜି ସୁଦ୍ଧା ଏକ ଲକ୍ଷରୁ ଅଧିକ ଅତିଥି ପକ୍ଷୀଙ୍କ ସମାଗମ ହେଲାଣି । ଶୀତ ଯେତିକି ବଢି ଚାଲିଛି ବିଦେଶାଗତ ଅତିଥି ପକ୍ଷୀଙ୍କ ସଂଖ୍ୟା ସେତିକି ପରିମାଣରେ ବଢି…
ଅଧିକ ଖବର ଦେଖନ୍ତୁ...

ପୋଡ଼ିହୋଇ ଯୁବତୀ ଗୁରୁତର

ବଳଙ୍ଗା: ସଂଧ୍ୟାରେ ବଳଙ୍ଗା ବେହେରା ସାହିରେ ରହୁଥିବା ଜଣେ ଯୁବତୀ ନିଆଁରେ ପୋଡ଼ିହୋଇ ଗୁରୁତର ଆହତ ହୋଇଛନ୍ତିି । ନିମାପଡ଼ାର ପ୍ରଫୁଲ୍ଲ ସାମଲ ବଳଙ୍ଗା ବଜାରରେ ଏକ ଜଳଖିଆ ଦୋକାନ କରିଛନ୍ତି। ସେ ପରିବାର ସହ ବଳଙ୍ଗା ବେହେରା ସାହିରେ ଘର ଭଡା ନେଇ ରହୁଛନ୍ତି । ସେ ଆଜି ଘରେ ନଥିଲା ବେଳେ ତାଙ୍କର…
ଅଧିକ ଖବର ଦେଖନ୍ତୁ...