ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ଶ୍ରୀମନ୍ଦିର ନିକଟରେ ବୋମାମାଡ

ପୁରୀ: ପୁରୀ ଟାଉନଥାନା ଅର୍ନ୍ତଗତ ତଥା ଶ୍ରୀମନ୍ଦିର ନିକଟ ମାଟିମଣ୍ଡପ ସାହିର ଅଙ୍ଗାରୁଆ ଗଳିରେ ମଙ୍ଗଳବାର ରାତି ପ୍ରାୟ ୧୧ଟାରେ ଆଇନଜୀବୀ ଶୁଭାଶିଷ ମହାନ୍ତିଙ୍କ ଘର ଉପରକୁ ବୋମା ମାଡ ହୋଇଛି। ଲଗାତାର ଦୁଇଟି ବୋମାମାଡ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ସିସିଟିଭିରେ ବୋମାମାଡର…
ଅଧିକ ଖବର ଦେଖନ୍ତୁ...

ଦିନକ ପରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି; ୧୦ ତାରିଖରେ ମହାପ୍ରଭୁଙ୍କୁ ଦର୍ଶନ କରିବେ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ବର/ପୁରୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତକୁ ନେଇ ଉତ୍ସାହ ବଢ଼ିବାରେ ଲାଗିଛି। ଭୁବନେଶ୍ବର ଓ ପୁରୀ ଗସ୍ତ ପାଇଁ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ ୧୦ ତାରିଖରେ ପୁରୀ ଗସ୍ତ କରିବେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁଙ୍କ ସାମ୍ନାରେ ଦାଦାଗିରି: ଶ୍ରୀମନ୍ଦିରରେ ମହିଳାଙ୍କ ମୁଣ୍ଡ ଫଟାଇଦେଲା ପୁଲିସ

ପୁରୀ : ମହାପ୍ରଭୁଙ୍କୁ ସକାଳର ଜଳଖିଆ ମଧ୍ୟାହ୍ନରେ, ମଧ୍ୟାହ୍ନର ଖାଦ୍ୟ ରାତିରେ ଦିଆଯିବା ଏବଂ ରାତିରେ ପହୁଡ଼ ନ ପକାଇ ଠାକୁରଙ୍କୁ କଲବଲ କରିବା ଭଳି ଅଭାବନୀୟ ଘଟଣାରେ ଶ୍ରୀଜଗନ୍ନାଥ ପ୍ରେମୀ ଢେର୍ ଆଘାତ ପାଇଛନ୍ତି। ଏହା ଉପରେ ଶ୍ରୀମନ୍ଦିର ପ୍ରଶାସନ ବା ରାଜ୍ୟ ସରକାର ଏଯାଏ କାହା ବିରୋଧରେ…
ଅଧିକ ଖବର ଦେଖନ୍ତୁ...

ଆଜି ଚନ୍ଦ୍ରଗ୍ରହଣ: ୫ଟା ୫୪ରୁ ପାକତ୍ୟାଗ, ଦେବନୀତି ନି‌ଷେଧ

ପୁରୀ : ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମାରେ ପଡ଼ୁଛି ରାହୁ ଗ୍ରସ୍ତ ଚନ୍ଦ୍ରଗ୍ରହଣ। ଏହିଦିନ ସୂର୍ଯ୍ୟୋଦୟଠାରୁ ପାକକର୍ମ, ଅନ୍ନଭୋଜନ, ଦେବନୀତି ନିଷେଧ କରାଯାଇଛି। ଶ୍ରୀଜଗନ୍ନାଥ ସଂସ୍କୃତି ବରିଷ୍ଠ ଗବେଷକ ତଥା ଜ୍ୟୋତିର୍ବିଦ୍‌ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି, ମଙ୍ଗଳବାର ଅପରାହ୍ନ…
ଅଧିକ ଖବର ଦେଖନ୍ତୁ...

ଚନ୍ଦ୍ରଗ୍ରହଣ ପାଇଁ ରାତି ୧୨ରୁ ଦ୍ୱାରଫିଟା

ପୁରୀ : ଚନ୍ଦ୍ରଗ୍ରହଣ ପାଇଁ ସୋମବାର ଦିନ ସଅଳ ଦ୍ୱାରଫିଟା ନୀତି ସମ୍ପନ ହୋଇଛି। ପରେ ଅନ୍ୟାନ୍ୟ ନୀତି ବଢିବା ସହ ବିଳମ୍ବିତ ରାତିରେ ମହାପ୍ରଭୁ ରାଜଧିରାଜ ବେଶ ବା ସୁନାବେଶ ହୋଇଛନ୍ତି। ଆଜି ରାତି ପ୍ରାୟ ୩ଟା ୪୫ରେ ଦ୍ୱାରଫିଟା ନୀତି ସମ୍ପନ୍ନ ହୋଇଥିଲେ ବି ପରବର୍ତ୍ତୀ ସମୟରେ…
ଅଧିକ ଖବର ଦେଖନ୍ତୁ...

ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଚନ୍ଦ୍ରଗ୍ରହଣ ପାଇଁ ଆସନ୍ତାକାଲି ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ନୀତି | ଗ୍ରହଣ ନୀତି ପାଇଁ ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି | ଆଜି ପହଡ଼ ପରେ ଆସନ୍ତାକାଲି ସକାଳ ୬ଟା ଯାଏଁ ଦର୍ଶନ ବନ୍ଦ ରହିବ | ଆଜି ରାତିରେ ପହୁଡ଼ ପଡିବା ପରେ କାଲି ସକାଳ ଯାଏଁ ସର୍ବସାଧାରଣ ଦର୍ଶନ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରରେ ବୃଦ୍ଧାଙ୍କୁ ଦୁର୍ବ୍ୟବହାର: ଜେଟିପି ପୁଲିସଙ୍କ ନାଆଁରେ ଥାନାରେ ଅଭିଯୋଗ କଲେ ପୀଡ଼ିତାଙ୍କ ଝିଅ

ପୁରୀ: ସକାଳ‌େ ଜଣ‌େ ପୁଲିସ କର୍ମଚାରୀ ମହିଳା ଭକ୍ତଙ୍କୁ ମାଡ଼ ମାରି ତାଙ୍କ ମୁଣ୍ଡ ଫଟାଇ ଦେଇଥିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏବେ  ପୁଣି ଶ୍ରୀମନ୍ଦିରରେ ଜଣେ ବୃଦ୍ଧାଙ୍କୁ ଦୁର୍ବ୍ୟବହାର କରାଯାଇଥିବାର ଅଭିଯୋଗ ହ‌ୋଇଛି।  ଏନେଇ ସିଂହଦ୍ଵାର ଥାନାରେ ଅଭିଯୋଗ କରାଯାଇଛି। ସୂଚନା…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପରିସରରେ ମହିଳା ଭକ୍ତଙ୍କୁ ମାଡ଼ ଅଭିଯୋଗ: ପୁଲିସ କର୍ମଚାରୀ ସସପେଣ୍ଡ

ପୁରୀ: ଶ୍ରୀମନ୍ଦିର ପରିସରରେ ଜଣେ ମହିଳା ଭକ୍ତଙ୍କୁ ଆକ୍ରମଣ କରାଯାଇଥିବାର ଖବର ମିଳିଛି। ଆଜି ସକାଳେ ଶ୍ରୀମନ୍ଦିରରେ ଜଣେ ପୁଲିସ ମାଡ଼ରେ ଜଣେ ମହିଳା ଭକ୍ତ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ ଫାଟିଯିବାରୁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତ ପୁଲିସ…
ଅଧିକ ଖବର ଦେଖନ୍ତୁ...

ତ୍ରିବିକ୍ରମ ବେଶରେ ଦର୍ଶନ ଦେଲେ ମହାପ୍ରଭୁ, ଆଜି ଲକ୍ଷ୍ମୀନୃସିଂହ ବେଶ

ପୁରୀ : କାର୍ତ୍ତିକ ମାସର ପଞ୍ଚୁକ ୫ଦିନ ଶ୍ରୀମନ୍ଦିରରେ ପାଞ୍ଚ ସ୍ବତନ୍ତ୍ର ବେଶରେ ଦର୍ଶନ ଦେଉଥିବା ମହାପ୍ରଭୁ ପ୍ରଥମଦିନରେ ଲକ୍ଷ୍ମୀ-ନାରାୟଣ ବେଶ ଓ ଦ୍ବିତୀୟ ‌ଦିନରେ ବାଙ୍କଚୂଡ଼ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ରବିବାର ଦିନ ପବିତ୍ର କାର୍ତ୍ତିକ ତ୍ରୟୋଦଶୀ ତିଥିରେ ତ୍ରିବିକ୍ରମ ବେଶରେ…
ଅଧିକ ଖବର ଦେଖନ୍ତୁ...

କାର୍ତ୍ତିକ ସରିଲା: ମହାପ୍ରସାଦ ଶୋଷଣ କମିଲାନି

ପୁରୀ : ପବିତ୍ର କାର୍ତ୍ତିକ ମାସ ସରିବାକୁ ବସିଲା, କିନ୍ତୁ ମହାପ୍ରସାଦ ଦର ନିୟନ୍ତ୍ରଣ ହୋଇପାରିଲା ନାହିଁ। ଯେଉଁଥିପାଇଁ ପ୍ରତିଦିନ ଭକ୍ତମାନେ ମହାପ୍ରସାଦ କିଣି ଶୋଷଣ ଶିକାର ହେଉଛନ୍ତି। କିଛି ଦଲାଲ ଏଭଳି ଶୋଷଣର ମାର୍ଗ ପ୍ରଶସ୍ତ କରି ଚାଲିଛନ୍ତି। ଆନନ୍ଦବଜାରରୁ ମହାପ୍ରସାଦ କିଣିଆଣି…
ଅଧିକ ଖବର ଦେଖନ୍ତୁ...