ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ବିକାଶକୁ ଉପହାସ କରୁଛି ‘ବକୁଳବନ’: ଜଙ୍ଗଲ ପାଲଟିଲାଣି ବିସ୍ତୃତ ରଙ୍ଗମଞ୍ଚ

ପୁରୀ: ରାଜ୍ୟ ସରକାର ପୁରୀକୁ ବିଶ୍ବସ୍ତରୀୟ ତଥା ବିଶ୍ବର ଅନନ୍ୟ ସହର କରି ଗଢ଼ି ତୋଳିବାର ସ୍ବପ୍ନ ଦେଖୁଛନ୍ତି। ଏଥିପାଇଁ ପୁରୀର ଶ୍ରୀବୃଦ୍ଧିରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ମଠ, ମନ୍ଦିର, ଐତିହାସିକସ୍ଥଳର ବିକାଶକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। କିନ୍ତୁ ଐତିହ୍ୟସଂପନ୍ନ…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁଙ୍କ କାର୍ତ୍ତିକ ନୀତିକାନ୍ତିରେ ବିଶୃଙ୍ଖଳା: ଆଜି ବି ରାଧାଦାମୋଦର ବେଶ, ବାଳଧୂପ ୩ ଘଣ୍ଟା ବିଳମ୍ବ

ପୁରୀ: କାର୍ତ୍ତିକ ନୀତିକାନ୍ତି ଶୃଙ୍ଖଳାକୁ ସର୍ବାଧିକ ଗୁରୁ୍ତ୍ବ ଦିଆଯିବ। ଶୃଙ୍ଖଳିତ ନୀତିକାନ୍ତି ଓ ଶୃଙ୍ଖଳିତ ଦର୍ଶନକୁ ପ୍ରତ୍ୟକ୍ଷ ତତ୍ତ୍ବାବଧାନ କରାଯିବ। ଗତ ୨୭ ତାରିଖ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଗଣମାଧ୍ୟମ ଆଗରେ ଏଭଳି ଦୃଢ଼ୋକ୍ତି ରଖିଥିଲେ ଶ୍ରୀମନ୍ଦିର ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ମାତୃହନ୍ତା ପୁତ୍ରକୁ ଆଜୀବନ କାରାଦଣ୍ଡ

ପୁରୀ: ଗତ ୨୦୧୫ ମସିହାରେ ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁରରେ ଘଟିଯାଇଥିବା ହିମାଂଶୁବାଳା ପ୍ରଧାନଙ୍କ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ହିମାଂଶୁବାଳାଙ୍କ ହତ୍ୟା କରିଥିବା ତାଙ୍କ ପୁଅକୁ ଆଜି ଜିଲ୍ଲା ଦୌରାଜଜ୍‌ ଆଜୀବନ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ…
ଅଧିକ ଖବର ଦେଖନ୍ତୁ...

ହବିଷ୍ୟାଳୀଙ୍କ କାର୍ତ୍ତିକ ବ୍ରତ ଆରମ୍ଭ; ନୀତିକାନ୍ତି ବିଳମ୍ବ, ବିନା ପହୁଡ଼ରେ ହେଲା ନୀତିକାନ୍ତି

ପୁରୀ : ସୋମବାରଠାରୁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀମାନେ କାର୍ତ୍ତିକ ବ୍ରତ ଆରମ୍ଭ କରିବା ସହ ହବିଷ୍ୟାନ୍ନ ସେବନ କରିଛନ୍ତି। ଏଥିପାଇଁ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି। କୋଭିଡଜନିତ କଟକଣାର ୩ ବର୍ଷ ପରେ ପୁଣିଥରେ ବ୍ରତଧାରୀ ହବିଷ୍ୟାଳୀଙ୍କ ଗହଳଚହଳରେ ପୂରି ଉଠିଛି…
ଅଧିକ ଖବର ଦେଖନ୍ତୁ...

‘ବୃନ୍ଦାବତୀ ନିବାସ’ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ: ଶୀତ ପାଇଁ ସମସ୍ତ ହବିଷ୍ୟାଳୀଙ୍କୁ ମିଳିବ ଶାଲ୍‌

ପୁରୀ : କାର୍ତ୍ତିକ ବ୍ରତ ଆରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଭର୍ଚୁଆଲ ବୈଠକରେ ହବିଷ୍ୟାଳୀମାନଙ୍କ ପାଇଁ ପୁରୀ ନରେନ୍ଦ୍ର କୋଣରେ ପ୍ରାୟ ୩୯ କୋଟି ଟଙ୍କା ବ୍ୟୟରେ ସ୍ବତନ୍ତ୍ର ଭାବେ ନିର୍ମିତ ‘ବୃନ୍ଦାବତୀ ନିବାସ’ର ଲୋକାର୍ପଣ କରିଛନ୍ତି। ୨ହଜାର ଶଯ୍ୟାବିଶିଷ୍ଟ…
ଅଧିକ ଖବର ଦେଖନ୍ତୁ...

ଅଚଳ ଗାଡ଼ି କବ୍‌ଜାରେ ବସ୍‌ଷ୍ଟାଣ୍ଡ୍‌

ପୁରୀ : ଦୀର୍ଘବର୍ଷ ହେଲା ବସ୍‌ଷ୍ଟାଣ୍ଡରେ ଆସ୍ଥାନ ଜମାଇ ପଡ଼ି ରହିଛି ଅଚଳ ଗାଡ଼ି। ବସ୍‌ଷ୍ଟାଣ୍ଡ ପରିସରରରୁ ସେଗୁଡ଼ିକ ସ୍ଥାନାନ୍ତର କରାଯାଉନାହିଁ କି ବସଷ୍ଟାଣ୍ଡ ପାର୍କିଂ ଫି ମଧ୍ୟ ଦିଆଯାଉନାହିଁ। ଫଳ‌ରେ ଏହା କେବଳ ଭିଡ଼ ସୃଷ୍ଟି କରୁନାହିଁ, ବରଂ ଅନ୍ୟ ସଚଳ ଗାଡ଼ିଗୁଡ଼ିକ ରଖିବାରେ ସମସ୍ୟା…
ଅଧିକ ଖବର ଦେଖନ୍ତୁ...

ହବିଷ୍ୟାଳୀମୟ ଶ୍ରୀକ୍ଷେତ୍ର: ୫ଟି ସରକାରୀ ଶିବିରରେ ୩ହଜାର ହବିଷ୍ୟାଳୀ

ପୁରୀ : ଶ୍ରୀକ୍ଷେତ୍ରକୁ ଛୁଟିଛି ହବିଷ୍ୟାଳୀଙ୍କ ସୁଅ। ରାତି ପାହିଲେ ହବିଷ୍ୟାଳୀମାନେ କାର୍ତ୍ତିକ ବ୍ରତ ଅନୁକୂଳ କରିବେ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମଥର ପାଇଁ ହବିଷ୍ୟାଳୀଙ୍କୁ ସ୍ଥାୟୀ ଆବାସିକ ଯୋଗାଇ ଦେଇଛି ପ୍ରଶାସନ। ୫ଟି ସ୍ଥାନରେ ୩ହଜାର ହବିଷ୍ୟାଳୀଙ୍କ ରହଣି ବ୍ୟବସ୍ଥା…
ଅଧିକ ଖବର ଦେଖନ୍ତୁ...

ସୁଦର୍ଶନଙ୍କ ଆଶ୍ରମ ବିଜେ

ପୁରୀ : ଶ୍ରୀମନ୍ଦିରରେ ରବିବାର ଦିନ କୁମାର ପୂର୍ଣ୍ଣିମା ନୀତି ସମ୍ପନ୍ନ ହୋଇଛି। ସକାଳେ ଦ୍ବାର ଫିଟା ଓ ଶ୍ରୀବିଗ୍ରହଙ୍କ ମଙ୍ଗଳ ଆଳତି ପରେ ଅବକାଶ, ଦୈନନ୍ଦୀନ ନୀତି ସମାପନ ହୋଇ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ହୋଇଥିଲା। ପରେ ଗୋପାଳବଲ୍ଲଭ ଓ ସକାଳଧୂପ କରାଯାଇଥିଲା। ଭୋଗମଣ୍ଡପ ଓ…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ ଚୋରି ଅଭିଯୋଗରେ ଯୁବକ ଗିରଫ

ପୁରୀ : ମୋଟର ସାଇକେଲ୍‌ ଚୋରି ଅଭିଯୋଗରେ ଟାଉନ୍‌ ଥାନା ପୁଲିସ୍‌ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଦେବଗଡ଼ ବାଲିପୋଷିର ସଚିନ ସାହୁ (୨୫)। ତା’ଠାରୁ ଦୁଇଟି ଚୋରି ବାଇକ୍‌ (ଓଡି-୦୫-୮୮୪୨) ଓ (ଓଡି-୦୨ୱାଇ-୨୪୦୨) ଜବତ କରାଯାଇଛି। ପୁଲିସ୍‌ଠାରୁ ମିଳିଥିବା ସୂଚନା ମୁତାବକ,…
ଅଧିକ ଖବର ଦେଖନ୍ତୁ...

କାର୍‌ ସହ ବ୍ରାଉନ୍‌ସୁଗାର୍‌ ଜବତ, ୩ ଗିରଫ

ଗୋପ : ରବିବାର ଦିନ ନିମାପଡ଼ା–ଗୋପ ରାସ୍ତାର ବିଶରପୁରଠାରେ ଗୋପ ପୁଲିସ ଏକ ଧଳା ଇଣ୍ତିଗୋ ଗାଡ଼ି ଜବତ କରିବା ସହ ଏଥିରୁ ୭୫ ଗ୍ରାମ ବ୍ରାଉନ୍‌ସୁଗାର୍‌ ଜବତ କରିଛି। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଜବତ ବ୍ରାଉନ୍‌ସୁଗାର୍‌ର ମୂଲ୍ୟ ପ୍ରାୟ ସାଢ଼େ ୭ ଲକ୍ଷ ଟଙ୍କା ହେବ ବୋଲି…
ଅଧିକ ଖବର ଦେଖନ୍ତୁ...