ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

୨୦୦ ଫୁଟ୍‌ ଘାଇ ସୃଷ୍ଟି ହୋଇ ୧୫ଟି ଗାଁରେ ପଶିଲା ପାଣି, ମରାମତି କଲେ ୨୫୦ ଜଣ ଲୋକ

ସତ୍ୟବାଦୀ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ରାୟଖଣ୍ଡି ଅଂଚଳରେ ବୁଧବାର ସକାଳୁ କେନାଲ ଭାଙ୍ଗି ପ୍ରାୟ ୨୦୦ ଫୁଟ୍‌ର ଘାଇ ସୃଷ୍ଟି ହୋଇଛି। ଫଳରେ ପ୍ରାୟ ୧୫ଟି ଗାଁର ଲୋକେ ପ୍ରଭାବିତ ହୋଇଛନ୍ତି। ଡାଙ୍ଗୁରା, ବାଲିପୁଟ, ଆଳିକିଆ, ମିର୍ଜାପୁର, ପଲି ଓ ମାର୍କଣ୍ଡପୁର ଗାଁର ଲୋକେ ଅଧିକ…
ଅଧିକ ଖବର ଦେଖନ୍ତୁ...

ଆଜି ନିଳାଦ୍ରୀ ବିଜେ, ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ

ପୁରୀ: ପତିତଜନଙ୍କୁ ଦର୍ଶନ ଦେବା ସହିତ ଘୋଷଯାତ୍ରା ଶେଷ କରିବା ପରେ ବୁଧବାର ରାତି ଚତୁର୍ଦ୍ଧା ମୂରତି ରତ୍ନମଣ୍ଡପକୁ ବିଜେ କରିବେ। ରଥାରୁଢ଼ ଚତୁର୍ଦ୍ଧା ମୂରତି ପୁଣି ଗୋଟି ପହଣ୍ଡିରେ ରତ୍ନବେଦୀକୁ ବିଜେ କରିବେ। ଏତେ ଦିନ ଧରି ମାନ କରି ରହିଥିବା ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଜିଉଙ୍କୁ ଅଧରପଣା ଲାଗି

ପୁରୀ: ନବଦିନ ଧରି ରତ୍ନ ସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ରଥରେ ଅବତରଣ କରିବା ପରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଚଣ୍ଡୀ, ଚାମୁଣ୍ଡା, ଅଶରୀରମାନେ ଘୁରି ବୁଲୁଥାନ୍ତି। ଚଣ୍ଡୀ, ଚାମୁଣ୍ଡା, ଅଶରୀରମାନଙ୍କୁ ତୃପ୍ତ କରିବା ପାଇଁ ଆଜି ଆଷାଢ଼ ଶୁକ୍ଳ ଦ୍ଵାଦଶୀ ତିଥିରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସାମ୍ନାରେ…
ଅଧିକ ଖବର ଦେଖନ୍ତୁ...

ବିବାହ ଗଇଣ୍ଠାଳ ଫିଟା ଓ ରସଗୋଲା ଭୋଗ

ପୁରୀର ଶ୍ରୀଜଗନ୍ନାଥ ମନ୍ଦିରରେ ବହୁ ଶତାବ୍ଦୀ ଧରି ‘ନୀଳାଦ୍ରି ବିଜେ’ ଦିନ ମହାଲକ୍ଷ୍ମୀଙ୍କ ମାନଭଞ୍ଜନର ମଧୁର ନୈବେଦ୍ୟ ରୂପେ ରସଗୋଲା ଭୋଗ ଅର୍ପିତ ହୋଇ ଆସୁଛି। ଏ ସଂପର୍କରେ ଶ୍ରୀମନ୍ଦିର ସ୍ୱତ୍ଵଲିପିରେ ମଧ୍ୟ ଉଲ୍ଲେଖ ଅଛି। ଏହାକୁ ଦାମ୍ପତ୍ୟ କଳହର ମଧୁର ପରିଣତି ବୋଲି ଆଖ୍ୟା ଦିଆଯାଇଥାଏ।…
ଅଧିକ ଖବର ଦେଖନ୍ତୁ...

ଭାଙ୍ଗିବା ଆଗରୁ ପଣା ନେଇଗଲେ

ପୁରୀ: କେବଳ ରଥଯାତ୍ରା, ବାହୁଡ଼ା ଯାତ୍ରାରେ ବ୍ୟବସ୍ଥାବଳୀକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇନି ଆଜି ଶ୍ରୀମନ୍ଦିର ପ୍ରଶାସନର ଏହି ବ୍ୟବସ୍ଥାବଳୀକୁ ପାଦରେ ଦଳି ଦିଆଯାଇଛି। ପରମ୍ପରା ଅନୁଯାୟୀ, ଚଣ୍ଡୀ, ଚାମୁଣ୍ଡାଙ୍କୁ ଅଧରପଣା ଉତ୍ସର୍ଗ କରିବା ପୂର୍ବରୁ ରଥ ଉପରେ ଥିବା ସେବାୟତମାନେ କୁଡ଼ୁଆ,…
ଅଧିକ ଖବର ଦେଖନ୍ତୁ...

ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ନୀଳାଦ୍ରି ବିଜେ

ପୁରୀ: ସରିଲା ଘୋଷ ଯାତ୍ରା। ଶ୍ରୀମନ୍ଦିର ରତ୍ନବେଦି ଛାଡ଼ି ବାହାରେ ପତିତଜନଙ୍କୁ ଦର୍ଶନ ଦେଲେ ମହାପ୍ରଭୁ। ୧୨ ଦିନର ଏହି ଲୀଳାଖେଳ ଶେଷ ପରେ ଆସନ୍ତାକାଲି ବୁଧବାର ଚତୁର୍ଦ୍ଧା ମୂର୍ତ୍ତି ନୀଳାଦ୍ରି ବିଜେ କରିବେ। ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତି ପୁଣି ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଜିଉଙ୍କୁ ଅଧରପଣା ନୀତି ସଂପନ୍ନ, ଆସନ୍ତାକାଲି ଚତୁର୍ଦ୍ଧା ମୂର୍ତିଙ୍କ ନୀଳାଦ୍ରି ବିଜେ

ପୁରୀ: ନବଦିନ ଧରି ରତ୍ନସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ରଥରେ ଅବତରଣ କରିବା ପରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଚଣ୍ଡିଚାମଣ୍ଡା, ଅଶରୀରୀମାନେ ଘୁରି ବୁଲୁଥାନ୍ତି। ଏହି ଚଣ୍ଡିଚାମଣ୍ଡା, ଅଶରୀରୀମାନଙ୍କୁ ତୃପ୍ତ କରିବା ପାଇଁ ଆଜି ଆଷାଢ଼ ଶୁକ୍ଳ ଦ୍ଵାଦଶୀ ତିଥିରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସାମ୍ନାରେ…
ଅଧିକ ଖବର ଦେଖନ୍ତୁ...

ଆଜି ଅଧରପଣା ଲାଗି, ୨୫ରେ ନୀଳାଦ୍ରି ବିଜେ

ପୁରୀ : ସୁନାବେଶରେ ଦର୍ଶନ ଦେବା ପରେ ଆସନ୍ତାକାଲି ଦ୍ଵାଦଶୀ ତିଥିରେ ରଥାରୂଢ଼ ଶ୍ରୀବିଗ୍ରହମାନଙ୍କୁ ରଥ ଉପରେ ଅଧରପଣା ଲାଗି କରାଯିବ। ଅଧର ନୀତି ସହିତ ଗରୁଡ ଶୟନ ନୀତି ମଧ୍ୟ ଅନୁଷ୍ଠିତ ହେବ। ରାତି ୮ଟା ସୁଦ୍ଧା ୩ ରଥରେ ଅଧର ନୀତି ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ତିନି ବାଡରେ ଅଧରପଣା ନୀତି…
ଅଧିକ ଖବର ଦେଖନ୍ତୁ...

ସୁନାବେଶରେ ତିନି ଠାକୁର : ଭାବ ଭକ୍ତିରେ ଉଛୁଳିଲା ବଡ଼ଦାଣ୍ଡ, ଶ୍ରୀକ୍ଷେତ୍ରରେ ୧୦ ଲକ୍ଷ ଭକ୍ତଙ୍କ ସମାଗମ

ପୁରୀ : ଭକ୍ତି ଓ ଭାବରେ ଉଛୁଳିଲା ବଡ଼ଦାଣ୍ଡ। ନବଦିନର ଯାତ୍ରା ସାରି ସିଂହଦ୍ଵାରକୁ ବାହୁଡ଼ିବା ପରେ ଆଜି ପବିତ୍ର ହରିଶୟନ ଏକାଦଶୀ ତିଥିରେ ମହଣ ମହଣ ସୁନା ପିନ୍ଧି ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ। ସିଂହଦ୍ଵାର ଆଗରେ ଦଣ୍ଡାୟମାନ ତିନି ରଥରେ ତିନି ଠାକୁର ଏହି କମନୀୟ ବେଶରେ…
ଅଧିକ ଖବର ଦେଖନ୍ତୁ...

ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଗଙ୍ଗବଡ଼ପୁଟରେ ଗୋଷ୍ଠୀ ସଂଘର୍ଷ : ୫୦ରୁ ଅଧିକ ବୋମା ମାଡ଼, ୨ ଗୁରୁତର,୧୦ ଆହତ,…

କଣାସ : ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଆଜି ପୁରୀ ଜିଲ୍ଲା କଣାସ ବ୍ଳକ ଗଙ୍ଗବଡପୁଟ ଗ୍ରାମରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ହୋଇଛି। ଏଥିରେ ୫୦ରୁ ଅଧିକ ବୋମା ମାଡ଼ ହୋଇଥିବା ବେଳେ ଦୁଇ ପକ୍ଷ ମାରପିଟ୍‌ ହୋଇଛନ୍ତି। ଏହି ଘଟଣାରେ ୧୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ…
ଅଧିକ ଖବର ଦେଖନ୍ତୁ...