ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ନିଲମ୍ବିତ ହେଲେ ଦୁଇ ସେବାୟତ

ପୁରୀ : ଶ୍ରୀମନ୍ଦିର ଭିତରକାଠରେ ଭକ୍ତଙ୍କୁ ନିର୍ଘାତ ମାଡ଼ ମାରିବା ଦୁଇ ସେବାୟତଙ୍କୁ ଭାରି ପଡ଼ିଛି। ଶ୍ରୀମନ୍ଦିର ପ୍ରଶାସନ ଦୁଇ ସେବାୟତ ସୋମନାଥ ମେକାପ ଓ ମଦନ ଖୁଣ୍ଟିଆଙ୍କୁ ଅନିର୍ଦିଷ୍ଟ କାଳ ପାଇଁ ସେବାରୁ ନିବୃତ୍ତ କରିଥିବା ବେଳେ ସଂପୃକ୍ତ ନିଯୋଗ ମଧ୍ୟ ଦୁଇଜଣଙ୍କୁ ନିଲମ୍ବିତ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ରଥ ଖଳା ହାଲଚାଲ : ମୁହାଣ୍ଟ ଓ ଚଉତା କାଠ ବିନ୍ଧ ଅନୁକୂଳ

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଆଜି ୩୩ ଦିନ ପୂରିଛି। ବିଶ୍ୱକର୍ମାମାନେ ମୁହାଣ୍ଟ ଓ ଚଉତା କାମକୁ ଆଗେଇ ନେଇଛନ୍ତି। ଆଜି ମୁହାଣ୍ଟ ଓ ଚଉତ କାଠରେ ବିନ୍ଧ ଅନୁକୂଳ ହୋଇଛି। ତିନି ରଥ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମାମାନଙ୍କ ନେତୃତ୍ଵରେ ମହାରଣା ସେବକମାନେ…
ଅଧିକ ଖବର ଦେଖନ୍ତୁ...

ଚିଲିକା ମୁହାଣରେ ଶହ ଶହ ଜେଲି ଫିସ୍‌

ବ୍ରହ୍ମଗିରି : ଚିଲିକା ମୁହାଣରେ ଆଜି ଶହ ଶହ ସଂଖ୍ୟାରେ ଜେଲି ଫିସ୍‌ ପଡ଼ିଥିବା ଦେଖିବାକୁ ମିଳିଛି। ପୁରୀ ସମୁଦ୍ର ଉପକୂଳରେ କିଛି ଦିନ ପୂର୍ବେ ଜେଲି ଫିସ୍‌ ଦେଖିବାକୁ ମିଳିଥିଲେ। ଆଜି ହଠାତ୍‌ ସକାଳୁ ଅଳ୍ପ ସଂଖ୍ୟାରେ ଜେଲି ଫିସ ଚିଲିକାର ନଙ୍ଗାନାଶି ମୁହାଣ ନିକଟ ସମୁଦ୍ର କୂଳରେ ପଡିଥିବା…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରରେ ସେବାୟତଙ୍କ ଔଦ୍ଧତ୍ୟ : ଭକ୍ତଙ୍କୁ ନିର୍ଘାତ ପିଟିଲେ

ପୁରୀ : ଶ୍ରୀମନ୍ଦିରରେ ସେବାୟତଙ୍କ ଔଦ୍ଧତ୍ୟ ସବୁ ସୀମା ଟପିଗଲାଣି। ନିକଟରେ ମହାପ୍ରଭୁଙ୍କୁ ଉପବାସରେ ରଖି ବିବାଦ ଘେରକୁ ଆସିଥିବା ସେବାୟତ ଆଜି ପୁଣିଥରେ ବାହାର ରାଜ୍ୟରୁ ଆସିଥିବା ଜଣେ ଭକ୍ତଙ୍କୁ ମନ୍ଦିର ଭିତର କାଠ ନିକଟରେ ନିର୍ଘାତ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ରଥ ଖଳା ହାଲଚାଲ : ପଡ଼ିଲା ଗରଗରା କାଠ

ପୁରୀ : ପରମ୍ପରା ମୁତାବକ ଶୀତଳ ଷଷ୍ଠୀରେ ତିନି ରଥର ସମସ୍ତ ଚକ କାମ ଶେଷ ହେବ। ତିନି ରଥ ପାଇଁ ୪୨ଟି ଚକ ଆବଶ୍ୟକ ଥିବା ବେଳେ ଆଜି ସୁଦ୍ଧା ୩୯ଟି ଚକ କାମ ଶେଷ ହୋଇଛି। ତାଳଧ୍ୱଜ ଓ ଦର୍ପଦଳନ ରଥର ଚକ କାମ ଶୀଘ୍ର ଶେଷ ହୋଇଯିବ। ତେବେ ନନ୍ଦିଘୋଷ ଚକ ନିର୍ମାଣରେ ବିଳମ୍ବ ହୋଇପାରେ ବୋଲି ଅନୁମାନ…
ଅଧିକ ଖବର ଦେଖନ୍ତୁ...

ମହାନଦୀ ଜଳ ବିବାଦ ନେଇ କେନ୍ଦ୍ରକୁ ବିରୋଧ : ବିଜେପିରୁ ଇସ୍ତଫା ଦେଲେ ସରପଞ୍ଚ ଓ ୫ ଓ୍ଵାର୍ଡ ସଭ୍ୟ

ନିମାପଡ଼ା : ଛତିଶଗଡ଼ରେ ଏକାଧିକ ବ୍ୟାରେଜ୍‌ ଓ ବନ୍ଧ ନିର୍ମାଣ ଯୋଗୁ ଓଡ଼ିଶାର ଜୀବନରେଖା କୁହାଯାଉଥିବା ମହାନଦୀ ଶୁଖିଲା ପଡିଛି। ଖାଲି ମହାନଦୀ ନୁହେଁ, ଏହାର ଶାଖା ନଦୀଗୁଡ଼ିକ ମଧ୍ୟ ଶୁଷ୍କ ଅବସ୍ଥାରେ ରହିଛି। ନଦୀକୂଳ ଗ୍ରାମଗୁଡ଼ିକରେ ଜଳସ୍ତର କମିଯିବା ସହ ଘୋର ଜଳସଂକଟ ଦେଖାଯାଇଛି। ମହାନଦୀ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ର ପର୍ଯ୍ୟଟକଙ୍କୁ ମାଡ ମାରିବା ସହ ସୁନାଚେନ୍‌ ଛଡ଼ାଇ ନେଲେ ଶ୍ରୀମନ୍ଦିର ସେବାୟତ

ପୁରୀ: ଶ୍ରୀମନ୍ଦିରରେ ସେବାୟତଙ୍କ ବିରୋଧରେ ରବିବାର ଏକ ସାଘାଂତିକ ଅଭିଯୋଗ ଆସିଛି। ପୁରୀ ବୁଲିବାକୁ ଆସିଥିବା ମହାରାଷ୍ଟ୍ର ପର୍ଯ୍ୟଟକଙ୍କଠାକୁ ସେବାୟତମାନେ ସୁନାଚେନ ଲୁଟ୍‌ ନେଇଥିବା ଅଭିଯୋଗ ହୋଇଛି । ଏ ନେଇ ସିଂହଦ୍ୱାର ଥାନାରେ ଏତଲା ମଧ୍ୟ ଦିଆଯାଇଛି । ଆହତ ପର୍ଯ୍ୟଟକ କେତନ ଗନପତ୍‌…
ଅଧିକ ଖବର ଦେଖନ୍ତୁ...

ନାଟ ମଣ୍ଡପରୁ ପ୍ଲାଷ୍ଟର ଖସିବା ଘଟଣା : ସ୍ଥିତି ଅନୁଧ୍ୟାନ କଲେ ଆମିକସ୍‌କ୍ୟୁରୀ

ପୁରୀ : ଶୁକ୍ରବାର ଶ୍ରୀମନ୍ଦିର ନାଟମଣ୍ଡପ ଛାତରୁ ଚୂନ ପଲସ୍ତରା ଖସି ବାସନ୍ତୀ ସ୍ୱାଇଁ ନାମ୍ନୀ ଜଣେ ମହିଳା ଆହତ ହେବା ପରେ ଏହାକୁ ନେଇ ତତ୍ପରତା ପ୍ରକାଶ ପାଇଛି। ମନ୍ଦିର ଭିତରେ ଭକ୍ତ ଆହତ ହେବା ଘଟଣା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଆଜି ମାନ୍ୟବର ହାଇକୋର୍ଟଙ୍କ ପକ୍ଷରୁ ଶ୍ରୀମନ୍ଦିର…
ଅଧିକ ଖବର ଦେଖନ୍ତୁ...

ରଥ ଖଳା ହାଲଚାଲ : ସରିଲା ୩୭ ଚକ କାମ

ପୁରୀ : ପବିତ୍ର ଅକ୍ଷୟ ତୃତୀୟାରେ ଆରମ୍ଭ ହୋଇଥିବା ରଥ ନିର୍ମାଣ କାର୍ଯ୍ୟକୁ ଆଜି ୩୨ ଦିନ ପୂରିଛି। ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରାଙ୍କ ତିନି ରଥର ୪୨ ଚକରୁ ୩୭ଟି ଚକ କାମ ଶେଷ ହୋଇଛି। ସେପଟେ ଆଜି ରଥଖଳାରେ ନୂଆ କରି ଢମକ କାଠ ପଡ଼ିଛି। ଜଗତପୃଷ୍ଠ ସେଣି ତଳେ ଓ ଉପରେ ଲାଗିବାକୁ ଥିବା…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରରେ ରକ୍ତଛିଟା : ନାଟମଣ୍ଡପରୁ ପ୍ଲାଷ୍ଟର ଖସି ମହିଳା ଭକ୍ତ ଗୁରୁତର

ପୁରୀ : ଶ୍ରୀମନ୍ଦିରରେ ଆଜି ଚୂନ ପ୍ଲାଷ୍ଟର ଖସି ଜଣେ ମହିଳା ଭକ୍ତ ଗୁରୁତର ଆହତ ହୋଇଛନ୍ତି। ମହିଳା ଜଣକ ହେଲେ କଟକ ଜିଲ୍ଲା ବାଙ୍କି ଡମପଡ଼ାର ବେଣୁ ରାଉତଙ୍କ ପତ୍ନୀ ବାସନ୍ତୀ ରାଉତ (୬୫)। ମହାପ୍ରଭୁଙ୍କ ଦର୍ଶନ ବେଳେ ନାଟମଣ୍ଡପରୁ ଏକ ବଡ଼ ପ୍ଲାଷ୍ଟର ଖସିପଡ଼ିବାରୁ ବାସନ୍ତୀଙ୍କ ମୁଣ୍ଡ…
ଅଧିକ ଖବର ଦେଖନ୍ତୁ...