ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି: ୪ ଘଣ୍ଟା ବନ୍ଦ ରହିଲା ମହାପ୍ରଭୁଙ୍କ ଦର୍ଶନ

ପୁରୀ: ଭ‌ାଦ୍ରବ ଶୁକ୍ଳ ଦ୍ବାଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ପବିତ୍ର ବାମନ ଜନ୍ମ ନୀତି ପାଳିତ ହୋଇଛି। ଏହା ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି କାରଣରୁ ଆଜି ଶ୍ରୀମନ୍ଦିରରେ ଅପରାହ୍ନ ୪ରୁ ରାତି ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ଦର୍ଶନ ବନ୍ଦ ରହିଥିଲା। ଶ୍ରୀମନ୍ଦିର ପରମ୍ପରା ମୁତାବକ ଆଜି…
ଅଧିକ ଖବର ଦେଖନ୍ତୁ...

ପୁରୀରେ ୨ଟି ଏନ୍‌କାଉଣ୍ଟର୍‌, ଅଭିଯୁକ୍ତଙ୍କ ନିକଟରୁ ବହୁ ଅସ୍ତ୍ରଶସ୍ତ୍ର ଜବତ

ପୁରୀ: ସୋମବାର ମଧ୍ୟ ରାତ୍ରରେ ପୁରୀ ଜିଲ୍ଲାର ତାଳବଣିଆ ଥାନା ଓ ବାସେଳୀ ସାହି ଥାନା ଅଞ୍ଚଳରେ ଯୋଡ଼ା ଏନ୍‌କାଉଣ୍ଟର୍‌ ହୋଇଛି। ଏହି ଏନ୍‌କାଉଣ୍ଟ୍‌ରେ ଅଭିଯୁକ୍ତ ବିଶ୍ୱରଞ୍ଜନ ସାହୁ ଓ ଟିକି ଖାଁ ଧରାପଡ଼ିଛନ୍ତି। ପୁଲିସ୍‌ ସେମାନଙ୍କୁ ଧରିବା ପରେ ସେମାନଙ୍କ ନିକଟରୁ ପିସ୍ତଲ, ଗାଡ଼ି ଓ କିଛି…
ଅଧିକ ଖବର ଦେଖନ୍ତୁ...

ବଡ଼ଆଖଡ଼ା ମଠ ଉଚ୍ଛେଦ ସରିଲା : ମେଡିକାଲ ଛକରୁ ସ୍ପଷ୍ଟ ଦିଶିଲା ଶ୍ରୀମନ୍ଦିର

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ୭୫ ମିଟର ଉଚ୍ଛେଦ ଅଭିଯାନକୁ ଆଜି ୧୪ ଦିନ ପୂରିଥିବା ବେଳେ ସଂଧ୍ୟା ସୁଦ୍ଧା ଜିଲ୍ଲା ପ୍ରଶାସନ ବଡ଼ଆଖଡ଼ା ମଠକୁ ସଂପୂର୍ଣ୍ଣ ଭାଙ୍ଗି ଦେଇଛି। ଗତକାଲି ବଡ଼ଆଖଡ଼ା ଉଚ୍ଛେଦର ୮୦ ପ୍ରତିଶତ କାମ ସରିଥିଲା, ଆଜି ମଠର ବାକି କୋଠାକୁ ଏକାଧିକ ଜେସିବି ଲଗାଇ ଭାଙ୍ଗି…
ଅଧିକ ଖବର ଦେଖନ୍ତୁ...

ଇସ୍କନ୍ ଧର୍ମାବଲମ୍ବୀମାନଙ୍କ ପକ୍ଷରୁ ଅଦିନରେ ରଥଯାତ୍ରା ଆୟୋଜନକୁ ନେଇ ତେଜିଲା ବିରୋଧ

ଅପଶଦ୍ଦ ପ୍ରୟୋଗ ଯୋଗୁ ଅଭିଜିତ ନାୟାର ଜେଲ ଯାଇଥିଲେ ଇସ୍କନ୍‌ ମୁଖ୍ୟ ଅମିତ ଗର୍ଗଙ୍କ ପ୍ରତି କୋହଳ ମନୋଭାବ କାହିଁକି? ପୁରୀ : ଇସ୍କନ୍ ଧର୍ମାବଲମ୍ବୀମାନଙ୍କ ପକ୍ଷରୁ ଅଦିନରେ ରଥଯାତ୍ରା ଆୟୋଜନକୁ ନେଇ ବିବାଦ ତେଜିଛି। ଏହା କେବଳ ପୁରୀ ଜିଲ୍ଲା ଭିତରେ ସୀମିତ ରହିନି, ରାଜ୍ୟ ତଥା…
ଅଧିକ ଖବର ଦେଖନ୍ତୁ...

ଥାନା ଭିତରେ ଅଭିଯୋଗକାରିଣୀଙ୍କୁ ଆକ୍ରମଣ : ବାଦ୍ ପଡ଼ିଲେନି ମହିଳା ଏସ୍ଆଇ, ଅଭିଯୁକ୍ତ ଗିରଫ

ଡେଲାଙ୍ଗ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଡେଲାଙ୍ଗ ଥାନା ଅନ୍ତର୍ଗତ ଅରିଶଲ ଗ୍ରାମର ଜଣେ ମହିଳା ଅଭିଯୋଗ କରିବାକୁ ଆସିଥିବା ବେଳେ ଥାନା ମଧ୍ୟରେ ଅଭିଯୁକ୍ତ ତାଙ୍କୁ ମାଡ଼ ମାରିଛନ୍ତି। ଏହାକୁ ବିରୋଧ କରିବାରୁ ଅଭିଯୁକ୍ତ ଜଣକ ମହିଳା ଏସ୍ଆଇଙ୍କୁ ମଧ୍ୟ ଆକ୍ରମଣ କରିଛି। ସୂଚନା ଅନୁଯାୟୀ,…
ଅଧିକ ଖବର ଦେଖନ୍ତୁ...

ଚାଳକଙ୍କ ଆଖି ଲାଖି ଯିବାରୁ ପୁରୀ କୋଣାର୍କର ଜୁଣେଇ ଛକ ପୋଲରେ ପିଟି ହେଲା ଇନୋଭା

ପୁରୀ: ପୁରୀ କୋଣାର୍କର ଜୁଣେଇ ଛକରେ ସୋମବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଇନୋଭା କାର ଚାଳକଙ୍କ ଆଖି ଲାଖି ଯିବାରୁ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୁରୁତରଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଆଜି ପୂର୍ବାହ୍ନରେ ଭୁବନେଶ୍ୱରରୁ ଏକ ଇନୋଭା…
ଅଧିକ ଖବର ଦେଖନ୍ତୁ...

ପୁଣି ଜୋରଦାର ହେଲା ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ : ମାଟିରେ ମିଶିଲା ବଡ଼ଆଖଡ଼ା

ପୁରୀ : ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ଆମିକସ୍‌ କ୍ୟୁରି ଓ ସଲିସିଟର୍‌ ଜେନେରାଲ୍ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦକୁ ସବୁଜ ସଙ୍କେତ ଦେଇ ଫେରିବାର କେଇ ଘଣ୍ଟା ଭିତରେ ଜିଲ୍ଲା ପ୍ରଶାସନ ୭୫ ମିଟର ଉଚ୍ଛେଦ ଅଭିଯାନକୁ ପୁଣି ଥରେ ଜୋରଦାର୍‌ କରିଛି। ବାଦବିବାଦ ଓ ବିରୋଧାଭାସ…
ଅଧିକ ଖବର ଦେଖନ୍ତୁ...

କୋଣାର୍କ ବନାଞ୍ଚଳ କାର୍ଯ୍ୟାଳୟ ଅଧୀନରେ ଥିବା ଜୁଣେଇଁ ଫରେଷ୍ଟ ବିଟ୍‌ ହାଉସ୍‌ ଏବେ ଭୂତକୋଠି, ପୁନରୁଦ୍ଧାର ଦାବି

କୋଣାର୍କ : କୋଣାର୍କ ବନାଞ୍ଚଳ କାର୍ଯ୍ୟାଳୟ ଅଧୀନରେ ଥିବା ଜୁଣେଇଁ ବିଟ୍‌ ହାଉସ ଏବେ ଭୂତକୋଠିରେ ପରିଣତ ହୋଇଛି। ତେବେ ବନବିଭାଗର ସଂଶୋଧିତ ଆଇନ୍‌ରେ ବିଟ୍‌ ହାଉସ୍‌ ଉଠି ଯାଇଥିବାରୁ ଏହାର ମରାମତି ହୋଇପାରୁ ନାହିଁ। କୋଣାର୍କ ଏନ୍‌ଏସି ୧ନଂ ୱାର୍ଡ ଅଧୀନରେ ଥିବା ଏହି ବିଟ୍‌…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ‘ଫନି’ର ଚାରି ମାସ ପରେ ବି ଅଲାରନାଥଙ୍କ ପୀଠରେ ସୁଧୁରୁନି ବିଦ୍ୟୁତ ବ୍ୟବସ୍ଥା

ବ୍ରହ୍ମଗିରି : ପ୍ରଳୟଙ୍କରୀ ବାତ୍ୟା ‘ଫନି’କୁ ଚାରି ମାସ ହୋଇଗଲାଣି। ମାତ୍ର ଅଲାରନାଥଙ୍କ ପୀଠରେ ଆଜି ସୁଦ୍ଧା ବିଦ୍ୟୁତ୍ ପୁନରୁଦ୍ଧାର କାର୍ଯ୍ୟ ଶେଷ ନାହିଁ। ଅଲାରନାଥଙ୍କ ପୀଠକୁ ଯିବା ରାସ୍ତାରେ ଲାଗିଛି ଷ୍ଟ୍ରିଟ୍‌ ଲାଇଟ୍। ବାତ୍ୟାରେ ଖୁଣ୍ଟ ଓ ଲାଇଟ୍ ସବୁ ଭାଙ୍ଗି ପଡ଼ିଥିଲା। ପୀଠ…
ଅଧିକ ଖବର ଦେଖନ୍ତୁ...

ଲୁଧିଆନାରେ ଇସ୍କନ୍‌ ରଥଯାତ୍ରାକୁ ଦୃଢ଼ ବିରୋଧ, ପୁରୀ ସିଂହଦ୍ୱାର ଥାନାରେ ମାମଲା ରୁଜୁ

ପୁରୀ: ପଞ୍ଜାବର ଲୁଧିଆନାସ୍ଥିତ ଇସ୍କନ ମନ୍ଦିରରେ ଆଗାମୀ ନଭେମ୍ବର ୧୭ରେ ହେବାକୁ ଥିବା ରଥଯାତ୍ରାକୁ ତୀବ୍ର ବିରୋଧ କରାଯାଇଛି। ଏ ନେଇ ରବିବାର ପୁରୀ ସିଂହଦ୍ୱାର ଥାନାରେ ୨ଟି ସଂଗଠନ ପକ୍ଷରୁ ଏତଲା ଦିଆଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ନଭେମ୍ବର ୧୭ରେ ହେବାକୁ ଥିବା ପ୍ରସ୍ତାବିତ ରଥଯାତ୍ରା…
ଅଧିକ ଖବର ଦେଖନ୍ତୁ...