ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

କାର୍ତ୍ତିକ ମାସରେ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ

ପୁରୀ : ଆସନ୍ତା କାର୍ତ୍ତିକ ମାସରେ ଉଭୟ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ପଡ଼ୁଛି। ଏହି ସମୟରେ ପାକତ୍ୟାଗ ଓ ହାଣ୍ଡିଛାଡ଼ ଥିବାରୁ ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବ ହେବ। ଏଣୁ ଏହିଦିନ ବିଳମ୍ବିତ ନୀତିକାନ୍ତି ପାଇଁ ଭକ୍ତଙ୍କ ଦର୍ଶନ ବି ବିଳମ୍ବିତ ହେବ। ଆଜି ଛତିଶାନିଯୋଗ ବୈଠକରେ…
ଅଧିକ ଖବର ଦେଖନ୍ତୁ...

ଚିଲିକାରେ ସୁଧୁରୁନି ଭସାପୋଲ ସେବା: ଗୋଟିଏ ଚାଲିଲେ ଗୋଟିଏ ବନ୍ଦ

ବ୍ରହ୍ମଗିରି : ଚିଲିକାରେ ଏବେ ଗୋଟିଏ ଭସାପୋଲ ଯାତ୍ରୀ ପରିବହନ କରୁଛି। ଆଉ ଗୋଟିଏ ଭସାପୋଲ ଖରାପ ହୋଇ ପଡ଼ିଛି। ଫଳରେ ଯାତ୍ରୀ ପରିବହନରେ ସମସ୍ୟା ଯେତିକି ଦେଖା ଦେଇଛି ତା’ଠାରୁ ଅଧିକ ସମସ୍ୟା ହେଉଛି ଘରୋଇ ଡଙ୍ଗାରେ ବିପଦସଙ୍କୁଳ ଯାତ୍ରୀ ପରିବହନ। ତେବେ ଗୋଟିଏ ଭସାପୋଲ ବନ୍ଦ ରହିବା…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପ୍ରଶାସନିକ କୋଠା ଉଚ୍ଚତାକୁ ନେଇ କେଁ, ସଂସ୍କୃତି ବିଭାଗକୁ ଚିଠି ଲେଖିଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ : ଶ୍ରୀମନ୍ଦିର ପ୍ରଶାସନିକ କୋଠା ନିର୍ମାଣ ଉପରେ ଏନ୍‌ଏମଏ ଦେଇଥିବା ସୁପାରିସକୁ ବି‌ରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏ ଉପରେ ଆଜି ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସଂସ୍କୃତି ବିଭାଗକୁ ଚିଠି ଲେଖିଛି। ପୂର୍ବରୁ ଯେଉଁ ଏନଏମଏ ପ୍ରାୟ ୧୨ ଫୁଟ ଉଚ୍ଚତା ବିଶିଷ୍ଟ କୋଠା ନିର୍ମାଣକୁ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ଏନ୍‌ଏମ୍‌ଏର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଅଧାକୁ ଅନୁମତି, ଅଧା ପାଇଁ…

ପୁରୀ: ବହୁ ବାଦବିବାଦ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ (ଏନ୍‌ଏମ୍‌ଏ) ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କିଛି ନିର୍ମାଣକୁ ଅନୁମତି ଦେଇଥିବା ବେଳେ କିଛି ଉପରେ ଆପତ୍ତି ଉଠାଇ ସ୍ଥାନ…
ଅଧିକ ଖବର ଦେଖନ୍ତୁ...

ଆଜି ଜାତୀୟ ଶିଶୁ ଯତ୍ନ ଦିବସ: ଫୁଟ୍‌ପାଥରେ ବନ୍ଧାପଡ଼ିଛି ଶୈଶବ

ପୁରୀ : ବଞ୍ଜାରା ଶିଶୁମାନଙ୍କ ଭବିଷ୍ୟତ ଫୁଟପାଥରେ ବନ୍ଧା ପଡ଼ିଛି। କେବଳ ବଞ୍ଜାରା ନୁହଁନ୍ତି, ବାପା ମା’ ଉଭୟ ଶ୍ରମିକ ଭାବେ କାମ କରୁଥିବା ପରିବାରରେ ମଧ୍ୟ ପିଲାମାନେ ବାପାମା’ଙ୍କ ସହ ଯଥେଷ୍ଟ ସମୟ ବିତାଇ ପାରୁନାହାନ୍ତି। କେତେବେଳେ ସେମାନେ ଛକରେ ଭିକ୍ଷାଥାଳ ଧରିଥିବା ଦେଖିବାକୁ ମିଳୁଛି ତ…
ଅଧିକ ଖବର ଦେଖନ୍ତୁ...

ମନଜିଣି ବିଦାୟ ନେ‌ଲେ ସୂର୍ଯ୍ୟକିରଣ ଟିମ୍‌

ପୁରୀ : ବାୟୁସେନା ସୂର୍ଯ୍ୟକିରଣ ଟିମ୍‌ର ସି-ହକ୍‌ ବିମାନଗୁଡ଼ିକ ରବିବାର ମେଘାଚ୍ଛନ୍ନ ଆକାଶର ବୁକୁ ଭେଦି ଯେତେବେଳେ ସାମରିକ କୌଶଳ ପ୍ରଦର୍ଶନ କରିଥିଲେ ସେତେବେଳେ ହଜାର ହଜାର ଦର୍ଶକଙ୍କ ଜୟଜୟକାରରେ ପ୍ରକମ୍ପିତ ହୋଇଉଠିଥିଲା ସମଗ୍ର ସ୍ବର୍ଣ୍ଣାଭ ବେଳାଭୂମି। ‘ସୂର୍ଯ୍ୟକିରଣ’ ଟିମ୍‌ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ବାଲିହରଚଣ୍ତୀଙ୍କ ପୀଠରେ ଷୋଳ ପୂଜା: ମହାଲକ୍ଷ୍ମୀଙ୍କ ବେଶରେ ଦର୍ଶନ ଦେଲେ ମା’

ବ୍ରହ୍ମଗିରି : ମା’ବାଲିହରଚଣ୍ତୀଙ୍କ ପୀଠରେ ଗତକାଲିଠାରୁ ଷୋଳ ପୂଜା ନୀତି ଆରମ୍ଭ ହୋଇଛି। ଗତକାଲି ସକାଳେ ମା’ କାଳୀଙ୍କ ବେଶରେ ଦର୍ଶନ ଦେଇଥିବା ବେଳେ ସନ୍ଧ୍ୟାରେ ମା’ ଭୁବନେଶ୍ବରୀଙ୍କ ବେଶରେ ଦର୍ଶନ ଦେଇଥିଲେ। ଦ୍ବାରପାଳ ପୂଜା, ସୂର୍ଯ୍ୟପୂଜା, ରୋଷହୋମ ନୀତି, ଗୋପାଳ ବଲ୍ଲଭ ଏବଂ…
ଅଧିକ ଖବର ଦେଖନ୍ତୁ...

ଗୋପ ବ୍ଲକ୍‌ରେ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ର ସନ୍ଧାନ: ଅଏଲ୍‌ ଇଣ୍ଡିଆ ପକ୍ଷରୁ ଖନନ ଆରମ୍ଭ

ଗୋପ : ଗୋପରେ ଆରମ୍ଭ ହୋଇଛି ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ପାଇଁ ଖନନ କାର୍ଯ୍ୟ। ଦୁଇଟି ଜେସିବି ମେସିନ୍ ସହାୟତାରେ ପ୍ରସ୍ତାବିତ ସ୍ଥାନରେ ବିଭିନ୍ନ ପ୍ରକାର ଚିହ୍ନ ଦେଇ ଅଏଲ ଇଣ୍ଡିଆ ପକ୍ଷରୁ ରବିବାର ଦିନ ଖନନ କାର୍ଯ୍ୟର ଆରମ୍ଭ କରାଯାଇଛି। ୨୦୧୯ ମସିହାରୁ ଅଏଲ ଇଣ୍ତିଆ କମ୍ପାନି…
ଅଧିକ ଖବର ଦେଖନ୍ତୁ...

ବାଲୁକା ଆନିମେସନ୍‌ରେ ରାଣୀ ଏଲିଜାବେଥଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ : ବ୍ରିଟେନ ରାଣୀ ଏଲିଜାବେଥ୍‌ ଦ୍ବିତୀୟଙ୍କୁ ବାଲୁକା ଆନିମେସନ୍‌ରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଶିଳ୍ପୀ ଶ୍ରୀଧର ଦାସ। ସ୍ୟାଣ୍ଡ୍‌ ଆନିମେସନ୍‌ରେ ସେ ରାଣୀ ଏଲିଜାବେଥଙ୍କ ଅବିକଳ ଚିତ୍ର ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ତାଙ୍କୁ ୨ ଘଣ୍ଟା ସମୟ ଲାଗିଥିଲା। ମହାରାଣୀଙ୍କ ଅନ୍ତ୍ୟେଷ୍ଟି…
ଅଧିକ ଖବର ଦେଖନ୍ତୁ...

ଡରାଉଛି ଅଶାନ୍ତ ସମୁଦ୍ର, ବିପଦରେ ବେଳାମାର୍ଗ

ପୁରୀ : ପୁରୀ ଉପକୂଳରେ ଦିନକୁ ଦିନ ସମୁଦ୍ର ଅଶାନ୍ତ ହେବାରେ ଲାଗିଛି। ଫଳରେ ସମୁଦ୍ର ଜୁଆର ପୂର୍ବାପେକ୍ଷା ବହୁ ଆଗକୁ ଆସି ଲହଡ଼ି ଭାଙ୍ଗୁଛି। ସେ ପୁରୀ ବେଳାଭୂମି ହେଉ କି ବ୍ରହ୍ମଗିରି, କୋଣାର୍କ ଅବା ଅସ୍ତରଙ୍ଗ, ସବୁଠି ସମାନ ସ୍ଥିତି ଦେଖିବାକୁ ମିଳିଛି। ସମୁଦ୍ର ବହୁ ଆଗକୁ ଆସି କୂଳ ଖାଇବା…
ଅଧିକ ଖବର ଦେଖନ୍ତୁ...