ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ପୁରୀରେ ନିର୍ମିତ‌ ହେବ ସର୍ବୋଚ୍ଚ ଅଟ୍ଟାଳିକା ‘ରୟାଲ୍‌ ଆଟ୍‌ଲାଣ୍ଟିସ’

ପୁରୀ : ପୁରୀରେ ନିର୍ମାଣ ହେବ ସର୍ବୋଚ୍ଚ ଆବାସିକ ଆପାର୍ଟମେଣ୍ଟ। ବଳିଆପଣ୍ଡା ସିପସରୁବାଲି ନିକଟରେ ସାଢ଼େ ୭ .୪୬ ଏକର ଜମିରେ ୧୪ ତାଲା ବିଶିଷ୍ଟ ‘ରୟାଲ ଆଟଲାଣ୍ଟିସ’ ଆବାସିକ ଆପାର୍ଟମେଣ୍ଟ୍‌ରେ ରହିବାର ସୁଯୋଗ ମିଳିବ। ଏସ୍‌ଜେ-ଜେଆର୍‌ଜି ଭେନଚର୍ସ, ଜେଆର୍‌ଜି ଡେଭଲପର୍ସ ପ୍ରାଇଭେଟ୍‌…
ଅଧିକ ଖବର ଦେଖନ୍ତୁ...

ଜମି ଚିହ୍ନଟରେ ସୀମିତ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ

ନିର୍ମାଣ କାର୍ଯ୍ୟ ଇଞ୍ଚେ ବି ଆଗେଇଲାନି ୨୦୧୯ରୁ ୫ କୋଟି ମଞ୍ଜୁର କଲେଣି ସୁପ୍ରି‌ମକୋର୍ଟ ସୋସାଇଟି ଗଠନ ହୋଇନି , ବାଇ-ଲ’ ବି ପ୍ରସ୍ତୁତ ହୋଇନି ବିର୍ଲା ଚଳାଇବ ବିଦ୍ୟାଳୟ, ଦେବ ୧ କୋଟି ପୁରୀ : ଶ୍ରୀମନ୍ଦିର ସେବାୟତଙ୍କ ପିଲାମାନଙ୍କ ଅଧ୍ୟୟନ ପାଇଁ ସ୍ବତନ୍ତ୍ର ବିଦ୍ୟାଳୟ…
ଅଧିକ ଖବର ଦେଖନ୍ତୁ...

ଏଡିଜିଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା: ସିସିଟିଭି ନଜରରେ ରହିବ ରଥଯାତ୍ରା

ପୁରୀ : ଆଗାମୀ ରଥଯାତ୍ରାରେ ଯେପରି କୌଣସି ଅବ୍ୟବସ୍ଥା ନହୁଏ, ସେଥିପାଇଁ ପୁଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଚଳିତବର୍ଷ ରଥଯାତ୍ରାରେ ପୁରୀରେ ଅଧିକ ଭକ୍ତମାନଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ପୁରୀରେ ପୁଲିସ ଜିଲ୍ଲା ମୁଖ୍ୟାଳୟରେ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ(ଆଇନ…
ଅଧିକ ଖବର ଦେଖନ୍ତୁ...

ରଥଖଳା ହାଲଚାଲ: ତିନି ରଥର ପ୍ରଥମ ଭୂଇଁ କାମ ଆରମ୍ଭ; ଉଠିଲା ଛ’ କାଠ, ଆଜି ଉଠିବ ଚଉଦ ନାହାକା

ପୁରୀ : ରଥଖଳାରେ ରଥ ନିର୍ମାଣ ଆଜି ୪୨ ଦିନରେ ପହଞ୍ଚିଛି। ଆଜି କାମ ଶେଷ ସୁଦ୍ଧା ତିନି ରଥର ପ୍ରଥମ ଭୂଇଁ କାମ ଆରମ୍ଭ ହୋଇଛି। ପ୍ରଥମ ଭୂଇଁର ପ୍ରାରମ୍ଭିକ କାର୍ଯ୍ୟ ସ୍ବରୂପ ବୁଧବାର ଦିନ ତିନି ରଥରେ ଛ’କାଠ ଲାଗିଛି। ଚାରିନାହାକା ଉପରେ ଛ’କାଠ ବା ଭୂଇଁ ଚଉତା ସଂଯୋଗ କରାଯାଇଛି। ଆଜି…
ଅଧିକ ଖବର ଦେଖନ୍ତୁ...

ଶୁକ୍ଳ ବସ୍ତ୍ର ପରିଧାନ କଲେ ମହାପ୍ରଭୁ, ଲାଗି ହେଲା ଧଳାଫୁଲ

ପୁରୀ : ଭଗବାନଙ୍କ ଅସୁସ୍ଥତାରେ ଯେମିତି ଶ୍ରୀମନ୍ଦିରରେ ନିରବତା ଛାଇଯାଇଛି। ଅନ୍ୟପକ୍ଷରେ ମହାପ୍ରଭୁଙ୍କ ସୁସ୍ଥତା ପାଇଁ ସେବକମାନେ ଦିନରାତି ଏକ କରି ଦେଇଛନ୍ତି। ଅସୁସ୍ଥ ଶ୍ରୀବିଗ୍ରହଙ୍କୁ ଦଇତାପତି ସେବକମାନେ ଆଜି ଶୁକ୍ଳବସ୍ତ୍ର ଲାଗି କରାଇଛନ୍ତି। ଖଣ୍ଡିଏ ମାତ୍ର ଶୁକ୍ଳ ବସ୍ତ୍ରରେ…
ଅଧିକ ଖବର ଦେଖନ୍ତୁ...

୪ ଲକ୍ଷ ଗରିବ ପରିବାରକୁ ମିଳିନି ୫ ମାସର ଗହମ: ମୁଖ୍ୟ ସଚିବଙ୍କୁ ଏନ୍‌ଏଚ୍‌ଆରସିଙ୍କ ନୋଟିସ୍‌

ପୁରୀ : ପୁରୀ ଜିଲ୍ଲାର ୪ ଲକ୍ଷ ଗରିବ ପରିବାରକୁ ଯୋଗାଣ ବିଭାଗ ୫ ମାସ ଧରି ଗହମ ନ ଦେବା ଘଟଣାରେ ଜାତୀୟ ମାନବ ଅଧିକାର କମିସନ ହସ୍ତକ୍ଷେପ କରିଛନ୍ତି। ୮ ସପ୍ତାହ ମଧ୍ୟରେ ଏ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କ’ଣ…
ଅଧିକ ଖବର ଦେଖନ୍ତୁ...

ଜ୍ୱରରେ ମହାପ୍ରଭୁ, ପୂଜା ପାଇଲେ ପଟିଦିଅଁ

ସୁସ୍ଥତା ପାଇଁ ଦିଆଗଲା ପଥି ଭୋଗ ଅନ୍ଧକାରରେ ଚାଲିଛି ଗୋପନ ଉପଚାର ଶ୍ରୀଅଲାରନାଥଙ୍କ ପୀଠରେ ଭକ୍ତଙ୍କ ଭିଡ଼ ପୁରୀ/ବ୍ରହ୍ମଗିରି : ସ୍ନାନମଣ୍ଡପରେ ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅସୁସ୍ଥତା କାରଣରୁ ଅଣସର ବାସରେ ରହିଛନ୍ତି ଶ୍ରୀଜିଉ।…
ଅଧିକ ଖବର ଦେଖନ୍ତୁ...

ପୁଣି ଜଳିଲା ବାଲୁଖଣ୍ଡ ଅଭୟାରଣ୍ୟ

ପୁରୀ/କୋଣାର୍କ : ପୁଣିଥରେ ବାଲୁଖଣ୍ଡ ଅଭୟାରଣ୍ୟ ଆଜି ହୁତ୍‌ହୁତ ହୋଇ ଜଳିଛି। ନିଆଁର ପ୍ରକୋପ ଏତେ ଥିଲା ଯେ କେଇ ଘଣ୍ଟା ଭିତରେ ଏହା ପ୍ରାୟ ୩ ଏକର ଜଙ୍ଗଲକୁ ଜାଳିପୋଡ଼ି ପାଉଁଶ କରି ଦେଇଛି। ଏହାଦ୍ବାରା କେତେ ବନ୍ୟଜନ୍ତୁ ମୃତାହତ ହୋଇଛନ୍ତି ଜଣାପଡ଼ି ନ ଥିଲେ ବି ହରିଣ, କୁଟୁରା ଭଳି ଅନେକ…
ଅଧିକ ଖବର ଦେଖନ୍ତୁ...

ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ଯୁବକ ମୃତ

ପୁରୀ : ବୁଧବାର ଦିନ ନରେନ୍ଦ୍ର ପୁଷ୍କରିଣୀରେ ସାଙ୍ଗ ସହିତ ପହଁରୁଥିବା ବେଳେ ଜଣେ ୧୯ ବର୍ଷର ଯୁବକ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରି କୁମ୍ଭାରପଡ଼ା ଥାନାକୁ…
ଅଧିକ ଖବର ଦେଖନ୍ତୁ...

ସ୍ନାନଯାତ୍ରାରେ ଦଇତାପତି ସେବକଙ୍କ ପରଲୋକ

ପୁରୀ : ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ବେଳେ ବରିଷ୍ଠ ଦଇତାପତି ସେବକ ମଦନମୋହନ ଦାସମହାପାତ୍ର(୬୫)ଙ୍କର ହୃଦ୍‌ଘାତରେ ପରଲୋକ ଘଟିଛି। ଶ୍ରୀ ଦାସମହାପାତ୍ରଙ୍କ ପରଲୋକରେ ଦଇତାପତି ନିଯୋଗ ପକ୍ଷରୁ ଶୋକବ୍ୟକ୍ତ କରାଯାଇଛି। ସ୍ବର୍ଗତ ଦାସମହାପାତ୍ର ବହୁଦିନରୁ ମହାପ୍ରଭୁଙ୍କ ସେବା କରି…
ଅଧିକ ଖବର ଦେଖନ୍ତୁ...