ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ଆଜି ସ୍ନାନପୂର୍ଣ୍ଣିମା: ପାର୍କିଂ ପାଇଁ ସ୍ଥାନ ନିର୍ଦ୍ଧାରିତ

ପୁରୀ : ସ୍ନାନମଣ୍ଡପରେ ଦର୍ଶନ ଦେବେ ମହାପ୍ରଭୁ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ଏହି ମାନବୀୟ ଲୀଳାଖେଳାକୁ ସୁରୁଖୁରୁରେ ସଂଦର୍ଶନ କରିବା ଲାଗି ପୁଲିସ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଟ୍ରାଫିକ୍‌ଠୁ ନେଇ ପାର୍କିଂ ପର୍ଯ୍ୟନ୍ତ ସ୍ବତନ୍ତ୍ର ବନ୍ଦୋବସ୍ତ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଅର୍ବାନ ହାଟରେ ଆରମ୍ଭ ହେଲା ହସ୍ତତନ୍ତ ମେଳା

ପୁରୀ : ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିମିଟେଡ୍‌ (ବୟନିକା) ପକ୍ଷରୁ ଜିଲ୍ଲା ସ୍କୁଲ୍‌ ନିକଟ ନୀଳାଚଳ ଅର୍ବାନ ହା‌ଟରେ ସ୍ବତନ୍ତ୍ର ହସ୍ତତନ୍ତ ମେଳା ଉଦ୍‌ଘାଟିତ ହୋଇଛି। କେନ୍ଦ୍ର ସରକାରଙ୍କ ହସ୍ତତନ୍ତ ବିକାଶ ଯୋଜନାରେ ଆୟୋଜିତ ଏହି ମେଳାକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ…
ଅଧିକ ଖବର ଦେଖନ୍ତୁ...

ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ୍ ଓୱେସୀଙ୍କ ବିରୁଦ୍ଧରେ ପୁରୀ ସିଂହଦ୍ୱାର ଥାନାରେ ଏତଲା

ପୁରୀ: ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ୍ ଓୱେସୀଙ୍କ ବିରୁଦ୍ଧରେ ପୁରୀ ଥାନାରେ ଏତଲା ହୋଇଥିବାର ଖବର ମିଳିଛି। ଜଗନ୍ନାଥ ମନ୍ଦିରକୁ ନେଇ ଓୱେସୀ ଏକ ସଭାରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ଜଗନ୍ନାଥ ସେନା ଓ ଯୁବ ଅଧିବକ୍ତା ସଂଘ ପକ୍ଷରୁ ସିଂହଦ୍ୱାର ଥାନାରେ…
ଅଧିକ ଖବର ଦେଖନ୍ତୁ...

ଆଜି ୩ ରଥରେ ଯୋକା ସଂଯୋଗ ହେବ

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ୩୯ ଦିନରେ ପହଞ୍ଚିଛି। ରବିବାର ସୁଦ୍ଧା ତାଳଧ୍ବଜ ଓ ନନ୍ଦିଘୋଷ ରଥର ଉଭୟ ପାର୍ଶ୍ବରେ ତିନିଟି ଲେଖାଏଁ ୬ଟି ପୋଲ ଗୟଳ ପଡ଼ି ଟାଣ କଣ୍ଟା ବାଡ଼ିଆ ହୋଇଛି। ଦେବଦଳନ ରଥରେ ଦୁଇଟି ଲେଖାଏଁ ୪ଟି ପୋଲ ଗୟଳ ପଡ଼ିଛି। ତାଳଧ୍ବଜ ଓ ନନ୍ଦିଘୋଷର ରଥର ଉଭୟ…
ଅଧିକ ଖବର ଦେଖନ୍ତୁ...

ଆଜି ସେନାପଟା ଲାଗି ନୀତି: ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ : ଆଜି ପହୁଡ଼ ପରେ ରତ୍ନ ସିଂହାସନ ଚାରମାଳ କରାଯିବ। ପରେ ମହାପ୍ରଭୁଙ୍କ ବାହୁଟ କଣ୍ଟ କରାଯିବ। ଆଜି ସକାଳେ ବଉଳ କାଠରେ ସେନାପଟ ଲାଗି କରାଯିବ। ଫଳରେ ଶ୍ରୀଅଙ୍ଗ ସୁରକ୍ଷିତ ରହିବ ଏବଂ ଭକ୍ତମାନେ ଦର୍ଶନ କରିପାରିବେ। ତେବେ ସ୍ନାନଯାତ୍ରା ପରିପ୍ରେକ୍ଷୀରେ ଚାରମାଳ ବନ୍ଧା ଓ ସେନାପଟା ଲାଗି…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରରେ ଦଇତାପତି ପ୍ରବେଶ ନୀତି

ପୁରୀ : ସ୍ନାନଯାତ୍ରା ପୂର୍ବରୁ ଦଇତାପତି ସେବକମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି। ଶ୍ରୀଜିଉଙ୍କ ଗୁପ୍ତ ନୀତି ସମ୍ପାଦନ କରିବାକୁ ଥିବା ଦଇତାପତିମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ଶ୍ରୀଜିଉଙ୍କ ବାହୁଟ କଣ୍ଟ ସେବା ଦଇତାପତିଙ୍କ ଦ୍ବାରା ସମ୍ପାଦିତ ହୋଇଛି। ରାତିରେ ପହୁଡ଼ ଆଳତି ପରେ…
ଅଧିକ ଖବର ଦେଖନ୍ତୁ...

ପିପିଲି ବ୍ଲକ ଯଶୁଆପୁର ପଞ୍ଚାୟତର ନବନିର୍ବାଚିତ ସରପଞ୍ଚଙ୍କ ଆତ୍ମହତ୍ୟା

ପିପିଲି : ପୁରୀ ଜିଲ୍ଲା ପିପିଲି ବ୍ଲକ ଯଶୁଆପୁର ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ଶ୍ୟାମସୁନ୍ଦର ପରିଡ଼ା (୪୪) ରବିବାର ଦିନ ଆତ୍ମହତ୍ୟା କରିଛନ୍ତି । ତାଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ମାନସିକ ଚାପରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ତାଙ୍କ ପରିବାର ପକ୍ଷରୁ ଏ ସମ୍ପର୍କରେ…
ଅଧିକ ଖବର ଦେଖନ୍ତୁ...

ବିବାହ ପରେ ଦେବଦମ୍ପତିଙ୍କ ଗୁଆଲି ଯାତ୍ରା

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥ ରୁକ୍ମିଣୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବା ପରେ ରବିବାର ଦିନ ପବିତ୍ର ଚମ୍ପକ ଦ୍ବାଦଶୀ ଅବସରରେ ଦେବୀଙ୍କ ସହ ଗୁଆଲି ଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ। ଛତିଶା ନିଯୋଗ ସେବାୟତଙ୍କ ପକ୍ଷରୁ କରାଯାଇଥିବା ଏହି ନୀତିକାନ୍ତି ଅବସରରେ ଦେବଦମ୍ପତି…
ଅଧିକ ଖବର ଦେଖନ୍ତୁ...

ଶ୍ରୀନୀଳଚକ୍ର ବାନା ନେବାକୁ ଦଇତାପତି-ଚୁନରା ସେବକ କଳି

ପୁରୀ : ମହାପ୍ରଭୁଙ୍କ ସେବା ଲାଗି ରବିବାର ଦିନ ଦଇତାପତିମାନେ ଶ୍ରୀମନ୍ଦିରରେ ପ୍ରବେଶ କରିବା ପରେ ଶ୍ରୀମନ୍ଦିର ନୀଳଚକ୍ରରେ ଲାଗୁଥିବା ବାନା ନେବା ଲାଗି ଦଇତାପତି ଓ ଚୁନରା ସେବାୟତଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଦଇତାପତିମାନେ ଆଜିଠୁ ଶ୍ରୀମନ୍ଦିରର ସେବା ନୀତି ଆପଣାଇଥିବାରୁ ବାନା ଉପରେ…
ଅଧିକ ଖବର ଦେଖନ୍ତୁ...

ରଥଖଳା ହାଲଚାଲ: ତିନି ରଥରେ ପଡ଼ିଲା ଛନ୍ଦା

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଶନିବାର ୩୮ ଦିନ ପୂରିଛି। ଶନିବାର ଦିନ କାମ ‌ଶେଷ ସୁଦ୍ଧା ତିନି ରଥରେ ଦୁଇଟି ଲେଖାଏଁ ଛନ୍ଦା ଗୟଳ ପଡ଼ିଛି। ଗତକାଲି ତିନି ରଥରେ ପୋଲ ଗୟଳ ପଡ଼ିଥିଲା। ଅନ୍ୟପଟେ ପ୍ରଭାରେ ଲାଗିବା ପାଇଁ ତିନି ରଥର ଦୁଇଟି ଲେଖାଏଁ ଧୂଳି ଦଣ୍ଡା କାମ ଶେଷ ହୋଇଛି। ୫ଟି…
ଅଧିକ ଖବର ଦେଖନ୍ତୁ...