ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ଶ୍ରୀମନ୍ଦିର ସମ୍ମୁଖ ଗୁଳିକାଣ୍ଡ ଘଟଣା: ବାପପୁଅ ଗିରଫ, ମିଳିଲା ୪ ପିସ୍ତଲ

ହତ୍ୟା ପଛରେ ଥିଲା ପ୍ରେମ ବ୍ୟାପାର ଗୁନ ସିଂହାରୀ ପୁତୁରାଠୁ ଆଣିଥିଲା ପିସ୍ତଲ ଭୟରେ ଘରୁ ଲୁଚି ପଳାଇଲେ ଚନ୍ଦନ ମା’, ଭାଇ ପୁରୀ : ଶ୍ରୀମନ୍ଦିର ସମ୍ମୁଖରେ ସେବାୟତଙ୍କୁ ଗୁଳି କରି ହତ୍ୟା ପଛରେ ପ୍ରେମ ବ୍ୟାପାର ହିଁ ମୂଳ କାରଣ ବୋଲି ସ୍ପଷ୍ଟ ହୋଇଛି। ଗତକାଲି ଏହି ଘଟଣାରେ ପୁଲିସ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଟି ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରସ୍ତୁତ ଓ ଅନୁମୋଦିତ: ବିଜେଡି

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଟି ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରସ୍ତୁତ ଏବଂ ଅନୁମୋଦନ କରାଯାଇଛି । ପ୍ରଥମତଃ ସାଧାରଣ ଲୋକେ ଏବଂ ବିଭିନ୍ନ ସଂଗଠନର ମତାମତ ପାଇଁ ଏହି ଯୋଜନାକୁ ପବ୍ଲିକ ଡୋମେନରେ ରଖାଯାଇଥିଲା । ଏହାପରେ ପରିଚାଳନା କମିଟି ଦ୍ୱାରା ଏହି ଯୋଜନା…
ଅଧିକ ଖବର ଦେଖନ୍ତୁ...

ସତସଙ୍ଗ ଠାକୁର ବାଡି ପରିଦର୍ଶନ କଲେ ପୁରୀ ଜିଲ୍ଲାପାଳ

ପୁରୀ: ଚକ୍ରତୀର୍ଥ ରୋଡସ୍ଥିତ ସତସଙ୍ଗ ଠାକୁର ବାଡି ପରିଦର୍ଶନ କରିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା। ବୁଧବାର ସକାଳେ ସେ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ  ଠାକୁରବାଡ଼ି ଗସ୍ତ କରି ମନ୍ଦିରରେ ଦର୍ଶନ ପ୍ରଣାମ ନିବେଦନ କରିଥିଲେ। ତାଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ  ପ୍ରଦୀପ ସାହୁ ଏଵଂ…
ଅଧିକ ଖବର ଦେଖନ୍ତୁ...

ବିକାଶ ନାମରେ ପବିତ୍ର ଧାମର ଅସ୍ତିତ୍ବ ଓ ଆଦର୍ଶର ବିଲୋପର ମାର୍ଗ ପ୍ରସ୍ତୁତ କରାଯାଉଛି: ଜଗତଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ଗତକାଲି ସବୁ ବର୍ଗର ଲୋକଙ୍କ ସହ ଆଲୋଚନା ପରେ ଆଜି ନିଜର ସ୍ପଷ୍ଟ ମତ ରଖିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ। ସେ କହିଛନ୍ତି ଯେ ‘ପୁରୀରେ ବିକାଶ ନାମରେ ଯେଉଁ ହାହୋଲ୍ଲା ହେଉଛି ତାହା ଏହି ପବିତ୍ର ଧାମର ଅସ୍ତିତ୍ବ ଓ ଆଦର୍ଶର ବିଲୋପର…
ଅଧିକ ଖବର ଦେଖନ୍ତୁ...

ଆଜି ମହାପ୍ରଭୁଙ୍କ ବନକଲାଗି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ: ବୁଧବାର‌ ଜ୍ୟେଷ୍ଠ କୃଷ୍ଣ ଦଶମୀ ତିଥିରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ବିତୀୟ ଭୋଗମଣ୍ଡପ ପରେ ଏହି ନୀତି ଅନୁଷ୍ଠିତ ହେବ। ଦତ୍ତ ମହାପାତ୍ର ସେବକମାନେ ଏହି ନୀତି ସଂପାଦନ କରିବେ। ବୁଧବାର ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ। ଏଣୁ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ସମ୍ମୁଖରେ ସେବାୟତଙ୍କୁ ହତ୍ୟା: ଅଭିଯୁକ୍ତ ଗିରଫ, ପିସ୍ତଲ ଜବତ

ପୁରୀ: ଆଜି ଜଣେ ସେବାୟତଙ୍କୁ ଶ୍ରୀମନ୍ଦିର ସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଛି। ନିହତ ସେବାୟତ ହେଉଛନ୍ତି ଶିବରାମ ପାତ୍ର। ଶିବରାମ ନିଜ ବାଇକ୍‌ରେ ବସି ଫୋନ୍‌ରେ କଥା ହେଉଥିବା ବେଳେ ତାଙ୍କ ମୁଣ୍ଡକୁ ଟାର୍ଗେଟ କରି ଗୁଳି କରାଯାଇଛି। ତାଙ୍କ ମୁଣ୍ଡରେ ଦୁଇ ରାଉଣ୍ଡ ଗୁଳି ବାଜିଥିବା…
ଅଧିକ ଖବର ଦେଖନ୍ତୁ...

ମିଳିତ ବୈଠକ ପରେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା: ଶ୍ରୀମନ୍ଦିର ମ୍ୟୁଜିୟମ ନହେଉ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ଆଜି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କ ଉପସ୍ଥିତିରେ ପୁରୀ ଗୋବର୍ଦ୍ଧନ ମଠ ପରିସରରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜନେତା, ଗବେଷକ, ସଂଗଠକ, ଐତିହ୍ୟ ବିଶାରଦମାନଙ୍କୁ ନେଇ ଚାଲିଥିବା ଏହି…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସିବିଆଇ ତଦନ୍ତ ହେଉ: ବିଜୟ

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ଚାଲିଥିବା ବେଆଇନ ନିର୍ମାଣ କାମର ପ୍ରଥମ ଅଭିଯୁକ୍ତ ହେଉଛନ୍ତି ଏଏସ୍ଆଇ ଡିଜି। ସେ ସର୍ତ୍ତମୂଳକ ଅନୁମତି ଦେଇ ପ୍ରଥମ ଭୁଲ୍‌ କରିଛନ୍ତି। ସେହିପରି ପୁରୀ ଜିଲ୍ଲା ପ୍ରଶାସନ ଅତ୍ୟନ୍ତ ଦାୟିତ୍ବହୀନ ଭାବେ କାମ କରୁଛି। ତେଣୁ ଏହାର ସିବିଆଇ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଓବିସିସି ଜିପିଆର୍‌ ସର୍ଭେ: ସନ୍ଦେହ ବଢ଼ାଉଛି ଧଳାଗାର

ପୁରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଖନନ ସରି ନିର୍ମାଣ କାର୍ଯ୍ୟ ଜାରି ରହିଥିବାବେଳେ ‌ଏବେ ମାଟିତଳର କୀର୍ତ୍ତିରାଜି ସମ୍ପର୍କରେ ରାତିଅଧିଆ ଜିପିଆର୍‌ ସର୍ଭେ ସାଧାରଣରେ ସ‌ନ୍ଦେହ ସୃଷ୍ଟିକରିଛି। ଓବିସିସିର ଏହି କାମକୁ ବିଭିନ୍ନ ମହଲରେ ସମା‌ଲୋଚନା କରାଯାଇଛି। ରାଜ୍ୟବ୍ୟାପୀ ଏହାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ରକ୍ତରଂଜିତ ହେଲା ପୁରୀ ବଡ଼ଦାଣ୍ଡ; ଜଣେ ମୃତ, ଅଭିଯୁକ୍ତକୁ କାବୁ କଲା ପୁଲିସ

ପୁରୀ: ଶ୍ରୀମନ୍ଦିର ସମ୍ମୁଖ ପବିତ୍ର ବଡ଼ଦାଣ୍ଡ ମଙ୍ଗଳବାର ରକ୍ତରଂଜିତ ହୋଇପଡିଛି। ସନ୍ଧ୍ୟାରେ ଜଣେ ଯୁବକଙ୍କୁ ଗୁଳି ଳିମାଡ଼ ହୋଇଛି। ଦୁର୍ବୃତ୍ତଙ୍କ ଗୁଳିମାଡରେ ସମ୍ପୃକ୍ତ ଯୁବକଙ୍କ ଜୀବନ ଯାଇଛି। ମୃତ ଯୁବକ ହେଲେ ଟାଉନ୍‌ ଥାନା ଅନ୍ତର୍ଗତ ତଳୁଛ ସାହିର ଶିବରାମ ପାତ୍ର। ତେବେ ପୁଲିସ ଅଳ୍ପ…
ଅଧିକ ଖବର ଦେଖନ୍ତୁ...