ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ଛୁରି ଭୁଷି ହତ୍ୟା ଉଦ୍ୟମ ଘଟଣା: ଜେଲ୍‌ ଗଲେ ୩ ଅଭିଯୁକ୍ତ

ପୁରୀ : ଗତକାଲି ମାଉସୀ ମା’ ମନ୍ଦିର ନିକଟରେ ସୂର୍ଯ୍ୟନାରାୟଣ ତ୍ରିପାଠୀଙ୍କୁ ଛୁରି ଭୁଷିବା ଘଟଣା‌ରେ ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି। ବୁଧବାର ଦିନ ପୁଲିସ ସେମାନଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି। ତେବେ ଧରାପଡ଼ିଥିବା ତିନି ଅଭିଯୁକ୍ତଙ୍କୁ କୁମ୍ଭାରପଡ଼ା ଥାନା…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ପୁଣି ଗର୍ଜିଲେ ଶଙ୍କରାଚାର୍ଯ୍ୟ: ‘ତୀର୍ଥସ୍ଥଳୀ ସୁରା, ସୁନ୍ଦରୀ କେନ୍ଦ୍ର ନ ହେଉ’

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଗୁରୁତ୍ବର ସହ ବିଚାର କରନ୍ତୁ ଲୋକମତ କେବେ ବି ବିପରୀତ ହୋଇପାରେ ପୁରୀ : ପୁରୀରେ ବିକାଶ ନାମରେ ଯେଉଁ ବୋବାଲ୍‌ (ମଉଜମସ୍ତି) ଚାଲିଛି, ତଦ୍ବାରା ଏହି ପବିତ୍ର ଭୂମିର ଅସ୍ତିତ୍ବ ଓ ଆଦର୍ଶର ବିଲୋପର ମାର୍ଗ ଧୀରେ ଧୀରେ ପ୍ରଶସ୍ତ ହେଉଛି।…
ଅଧିକ ଖବର ଦେଖନ୍ତୁ...

ଛତିଶାନିଯୋଗର ମୋହର: ଶ୍ରୀଗୁଣ୍ଡିଚାରେ ସାଢ଼େ ୯ଟାରେ ପହଣ୍ଡି, ୪ଟାରେ ରଥଟଣା

ପୁରୀ : ଶ୍ରୀଗୁଣ୍ଡିଚା ଯାତ୍ରାରେ ସକାଳ ସାଢ଼େ ୯ଟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହେବ। ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ପହଣ୍ଡି ଶେଷ ହେବ। ଛେରା ପହଁରା ପରେ ଚାରମାଳ ଫିଟା ଯାଇ ଘୋଡ଼ା, ସାରଥୀ ଲାଗିବା ପରେ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ। ବୁଧବାର ଦିନ ଶ୍ରୀମନ୍ଦିର…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ସମ୍ମୁଖ ଗୁଳିକାଣ୍ଡ ଘଟଣା: ବାପପୁଅ ଗିରଫ, ମିଳିଲା ୪ ପିସ୍ତଲ

ହତ୍ୟା ପଛରେ ଥିଲା ପ୍ରେମ ବ୍ୟାପାର ଗୁନ ସିଂହାରୀ ପୁତୁରାଠୁ ଆଣିଥିଲା ପିସ୍ତଲ ଭୟରେ ଘରୁ ଲୁଚି ପଳାଇଲେ ଚନ୍ଦନ ମା’, ଭାଇ ପୁରୀ : ଶ୍ରୀମନ୍ଦିର ସମ୍ମୁଖରେ ସେବାୟତଙ୍କୁ ଗୁଳି କରି ହତ୍ୟା ପଛରେ ପ୍ରେମ ବ୍ୟାପାର ହିଁ ମୂଳ କାରଣ ବୋଲି ସ୍ପଷ୍ଟ ହୋଇଛି। ଗତକାଲି ଏହି ଘଟଣାରେ ପୁଲିସ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଟି ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରସ୍ତୁତ ଓ ଅନୁମୋଦିତ: ବିଜେଡି

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଟି ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରସ୍ତୁତ ଏବଂ ଅନୁମୋଦନ କରାଯାଇଛି । ପ୍ରଥମତଃ ସାଧାରଣ ଲୋକେ ଏବଂ ବିଭିନ୍ନ ସଂଗଠନର ମତାମତ ପାଇଁ ଏହି ଯୋଜନାକୁ ପବ୍ଲିକ ଡୋମେନରେ ରଖାଯାଇଥିଲା । ଏହାପରେ ପରିଚାଳନା କମିଟି ଦ୍ୱାରା ଏହି ଯୋଜନା…
ଅଧିକ ଖବର ଦେଖନ୍ତୁ...

ସତସଙ୍ଗ ଠାକୁର ବାଡି ପରିଦର୍ଶନ କଲେ ପୁରୀ ଜିଲ୍ଲାପାଳ

ପୁରୀ: ଚକ୍ରତୀର୍ଥ ରୋଡସ୍ଥିତ ସତସଙ୍ଗ ଠାକୁର ବାଡି ପରିଦର୍ଶନ କରିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା। ବୁଧବାର ସକାଳେ ସେ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ  ଠାକୁରବାଡ଼ି ଗସ୍ତ କରି ମନ୍ଦିରରେ ଦର୍ଶନ ପ୍ରଣାମ ନିବେଦନ କରିଥିଲେ। ତାଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ  ପ୍ରଦୀପ ସାହୁ ଏଵଂ…
ଅଧିକ ଖବର ଦେଖନ୍ତୁ...

ବିକାଶ ନାମରେ ପବିତ୍ର ଧାମର ଅସ୍ତିତ୍ବ ଓ ଆଦର୍ଶର ବିଲୋପର ମାର୍ଗ ପ୍ରସ୍ତୁତ କରାଯାଉଛି: ଜଗତଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ଗତକାଲି ସବୁ ବର୍ଗର ଲୋକଙ୍କ ସହ ଆଲୋଚନା ପରେ ଆଜି ନିଜର ସ୍ପଷ୍ଟ ମତ ରଖିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ। ସେ କହିଛନ୍ତି ଯେ ‘ପୁରୀରେ ବିକାଶ ନାମରେ ଯେଉଁ ହାହୋଲ୍ଲା ହେଉଛି ତାହା ଏହି ପବିତ୍ର ଧାମର ଅସ୍ତିତ୍ବ ଓ ଆଦର୍ଶର ବିଲୋପର…
ଅଧିକ ଖବର ଦେଖନ୍ତୁ...

ଆଜି ମହାପ୍ରଭୁଙ୍କ ବନକଲାଗି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ: ବୁଧବାର‌ ଜ୍ୟେଷ୍ଠ କୃଷ୍ଣ ଦଶମୀ ତିଥିରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ବିତୀୟ ଭୋଗମଣ୍ଡପ ପରେ ଏହି ନୀତି ଅନୁଷ୍ଠିତ ହେବ। ଦତ୍ତ ମହାପାତ୍ର ସେବକମାନେ ଏହି ନୀତି ସଂପାଦନ କରିବେ। ବୁଧବାର ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ। ଏଣୁ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ସମ୍ମୁଖରେ ସେବାୟତଙ୍କୁ ହତ୍ୟା: ଅଭିଯୁକ୍ତ ଗିରଫ, ପିସ୍ତଲ ଜବତ

ପୁରୀ: ଆଜି ଜଣେ ସେବାୟତଙ୍କୁ ଶ୍ରୀମନ୍ଦିର ସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଛି। ନିହତ ସେବାୟତ ହେଉଛନ୍ତି ଶିବରାମ ପାତ୍ର। ଶିବରାମ ନିଜ ବାଇକ୍‌ରେ ବସି ଫୋନ୍‌ରେ କଥା ହେଉଥିବା ବେଳେ ତାଙ୍କ ମୁଣ୍ଡକୁ ଟାର୍ଗେଟ କରି ଗୁଳି କରାଯାଇଛି। ତାଙ୍କ ମୁଣ୍ଡରେ ଦୁଇ ରାଉଣ୍ଡ ଗୁଳି ବାଜିଥିବା…
ଅଧିକ ଖବର ଦେଖନ୍ତୁ...

ମିଳିତ ବୈଠକ ପରେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା: ଶ୍ରୀମନ୍ଦିର ମ୍ୟୁଜିୟମ ନହେଉ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ଆଜି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କ ଉପସ୍ଥିତିରେ ପୁରୀ ଗୋବର୍ଦ୍ଧନ ମଠ ପରିସରରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜନେତା, ଗବେଷକ, ସଂଗଠକ, ଐତିହ୍ୟ ବିଶାରଦମାନଙ୍କୁ ନେଇ ଚାଲିଥିବା ଏହି…
ଅଧିକ ଖବର ଦେଖନ୍ତୁ...