ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ନୃସିଂହ ଚତୁର୍ଦ୍ଦଶୀରେ କୋଣଗୁଜ ଅନୁକୂଳ

ପୁରୀ : ରଥ ସଂହିତା ଆଧାରରେ ଆଜି ପବିତ୍ର ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ପ୍ରଭୁ ଶ୍ରୀନୃସିଂହ ଦେବଙ୍କ ଜନ୍ମଦିନରେ ରଥଖଳାରେ କୋଣଗୁଜ ଅନୁକୂଳ ନୀତି ସମ୍ପନ୍ନ ହୋଇଛି। ରୂପକାର ସେବକମାନେ ଆଜିଠାରୁ କୋଣଗୁଜ କାମ ଆରମ୍ଭ କରିଛନ୍ତି। ଅନ୍ୟପଟେ ଆଜିଠାରୁ ତୁମ୍ବରେ ଅର ସଂଯୋଗ କାର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର କାର୍ଯ୍ୟାଳୟ ନିର୍ମାଣକୁ ନେଇ ଝଟ୍‌କା: କାମ ବନ୍ଦ ପାଇଁ ଚିଠି ଲେଖିଲା ପ୍ରତ୍ନତତ୍ତ୍ବ ବିଭାଗ

ପରିବର୍ତ୍ତିତ ପ୍ରସ୍ତାବ ପଠାଇବାକୁ ଏନ୍‌ଏମ୍‌ଏର ଚିଠି କହିଲେ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ୧୦ ମିଟର ଭିତରେ ରଖିବାକୁ ଅନୁମତି ମାଗ ପୁରୀ : ଶ୍ରୀମନ୍ଦିର କାର୍ଯ୍ୟାଳୟ ନିର୍ମାଣକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଠିକା ସଂସ୍ଥାକୁ ପୁଣିଥରେ ଝଟ୍‌କା ଲାଗିଛି। ନିର୍ମାଣ ହେବାକୁ ଥିବା…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରକୁ ୨୦ ଲକ୍ଷ ଟଙ୍କା ଦାନ କଲେ ଶ୍ରଦ୍ଧାଳୁ

ପୁରୀ/ବାଲେଶ୍ବର: ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରକୁ ଆଜି ଜଣେ ଭକ୍ତ ୨୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ଶ୍ରୀମନ୍ଦିରକୁ ଦାନ କରିଥିବା ଭକ୍ତ ହେଉଛନ୍ତି ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ସଦାନନ୍ଦପୁର ଗାଁର ସୁପ୍ରଭା ପଣ୍ଡା। ସେ ଏହି ଦାନ ଟଙ୍କାକୁ ଶ୍ରୀମନ୍ଦିର ପ୍ରଶାସନକୁ…
ଅଧିକ ଖବର ଦେଖନ୍ତୁ...

ପୁରୀରୁ ୩.୧୯୨ କିଲୋଗ୍ରାମ୍ ବ୍ରାଉନସୁଗାର ଜବତ: ୩ ଅଭିଯୁକ୍ତ ଗିରଫ

ପୁରୀ: ପୁରୀ ମଙ୍ଗଳାଘାଟ ଛକରୁ ୩ କେଜି ବ୍ରାଉନସୁଗାର ଜବତ କରାଯିବା ସହ ଏହି ମାମଲାରେ ତିନିଜଣଙ୍କୁ ଗିରଫ କରାଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୩ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ସୂଚନା ଅନୁଯାୟୀ, ପୁରୀ ଏସଟିଏଫ ଏବଂ ବାସେଳି ସାହି ଥାନା ପୁଲିସ୍ ମିଳିତ ଭାବେ ଆଜି ସକାଳେ ଏକ…
ଅଧିକ ଖବର ଦେଖନ୍ତୁ...

ପ୍ରତ୍ନତତ୍ତ୍ବ ବିଭାଗ ସହ ଶ୍ରୀମନ୍ଦିର ପ୍ରଶାସନର ବୈଠକ: ଶ୍ରୀମନ୍ଦିରରେ ଲାଗିବ ୧୫୮ ସିସିଟିଭି

ଶ୍ରୀଗୁଣ୍ଡିଚା ମନ୍ଦିରରେ ୪୮, ସହର ଭିତରେ ୧୫୬ ସିସିଟିଭି ପରିକ୍ରମା ପ୍ରକଳ୍ପ ଉପରେ ଆଲୋଚନା କଲେ, ମୁହଁ ଖୋଲିଲେନି ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବାଦବିବାଦ ଭିତରେ ଆଜି ପ୍ରତ୍ନତତ୍ତ୍ବ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ…
ଅଧିକ ଖବର ଦେଖନ୍ତୁ...

ପୁଣି ମାତିଲେ ଅଷ୍ଟଧାତୁ ମୂର୍ତ୍ତି ଲୁଟେରା: ସିଦ୍ଧେଶ୍ବରଦେବ ମନ୍ଦିରରୁ ୧୦ ମୂର୍ତ୍ତି ଚୋରି

ପିପିଲି : କିଛିଦିନ ବ୍ୟବଧାନରେ ପୁରୀ ଜିଲ୍ଲାରେ ପୁଣିଥରେ ସକ୍ରିୟ ହୋଇଉଠିଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଏହି ଜିଲ୍ଲାର ପିପିଲି ଥାନା ସଁପୁର ପଞ୍ଚାୟତ ରାଜତେଇ ଗାଁର ଆରାଧ୍ୟ ଠାକୁର ଶ୍ରୀସିଦ୍ଧେଶ୍ବର ଦେବଙ୍କ ମନ୍ଦିରରୁ ବିଭିନ୍ନ ଠାକୁରଙ୍କର ୧୦ଟି ମୂର୍ତ୍ତି ଚୋରି କରିଛନ୍ତି। ଏ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: ଜିଲ୍ଲାପାଳ, ଓବିସିସି, ଏଏସ୍‌ଆଇକୁ କୋର୍ଟଙ୍କ ନୋଟିସ୍‌

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ତୀବ୍ର ହେବାରେ ଲାଗିଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ଖନନ ଓ ନିର୍ମାଣ ବେଆଇନ୍‌ ବୋଲି ହାଇକୋର୍ଟରେ ପ୍ରତ୍ନତତ୍ତ୍ବ ବିଭାଗର ସତ୍ୟପାଠ ଦାଖଲ ପରେ ଏହି ବିବାଦ ଆହୁରି ତୀବ୍ର ହେବାରେ ଲାଗିଛି। କିନ୍ତୁ ଆଇନର ଦ୍ବାହି ଦେଇ ଖନନ ଓ…
ଅଧିକ ଖବର ଦେଖନ୍ତୁ...

ରଥଖଳା ଚଳଚଞ୍ଚଳ: ତୁମ୍ବରେ ଅରକଣ୍ଟା ବିନ୍ଧ ଆରମ୍ଭ

ପୁରୀ : ରଥ ନିର୍ମାଣ ନବମ ଦିନରେ ଆଜି ରଥଖଳାରେ ତୁମ୍ବ ବିନ୍ଧ ସହ ଅରକଣ୍ଟା ବିନ୍ଧ କାମ ଆରମ୍ଭ ହୋଇଛି। ତିନି ରଥର ୪୨ଟି ତୁମ୍ବରୁ ୨୬ଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ସେହିଭଳି ୧୪ଟି ତୁମ୍ବର ଅରକଣ୍ଟା ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ତାଳଧ୍ବଜ ରଥର ୧୪ଟି ତୁମ୍ବରୁ ୯ଟି ତୁମ୍ବର…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦରେ ଆସୁଛି ନୂଆ ତଥ୍ୟ: ଡିଜିଙ୍କଠାରୁ ଅନୁମତି ନେବାକୁ କହିଥିଲା ପ୍ରତ୍ନତତ୍ତ୍ବ…

ଅନୁଧ୍ୟାନ ପରେ ବିଭାଗର ୫ ଅଧିକାରୀଙ୍କ ଦସ୍ତଖତରେ ଯାଇଥିଲା ଚିଠି ଶ୍ରୀମନ୍ଦିର କାର୍ଯ୍ୟାଳୟ ସହ କେବଳ ମଠ ମରାମତି ପାଇଁ ଏନ୍‌ଏମ୍‌ଏକୁ ଅନୁମତି ମାଗିବାକୁ କହିଥିଲେ ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଯାହା ବି କାମ ହେଉଛି, ସେଥିପାଇଁ ପ୍ରତ୍ନତତ୍ତ୍ବ ବିଭାଗ ଡିଜିଙ୍କଠାରୁ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରୂପରେଖ ବଦଳିବ

ନିଷିଦ୍ଧାଞ୍ଚଳ ବାହାରେ ହେବ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ବାହାର ରାସ୍ତା ପାଇଁ ଆବଶ୍ୟକ ପଡ଼ିଲେ ହେବ ଜମି ଅଧିଗ୍ରହଣ ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ହାଇକୋର୍ଟରେ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି ଆରମ୍ଭ ଓ ପ୍ରତ୍ନତତ୍ତ୍ବ ବିଭାଗର ସତ୍ୟପାଠ ଦାଖଲ ପରେ ଚାପରେ…
ଅଧିକ ଖବର ଦେଖନ୍ତୁ...