ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ଶୃଙ୍ଖଳା ପାଇଁ ଚାରିଥାକିଆ ଟ୍ରାଫିକ୍ ବ୍ୟବସ୍ଥା

ପୁରୀ : ଦେବସ୍ନାନ ପୂର୍ଣ୍ଣିମାରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ବ୍ୟବସ୍ଥାକୁ ଚାରିଟି ଜୋନ୍‌ରେ ବିଭକ୍ତ କରାଯାଇଛି। ପ୍ରତି ଜୋନ୍ ଦାୟିତ୍ବରେ ଜଣେ ଲେଖା ଡିଏସପିଙ୍କୁ ଦାୟିତ୍ବ ଦିଆଯାଇଛି। ଜୋନ୍-୧କୁ ଚାରି ସେକ୍ଟରରେ ବିଭକ୍ତ କରାଯାଇଥିବା ବେଳେ ଜୋନ୍-୨କୁ…
ଅଧିକ ଖବର ଦେଖନ୍ତୁ...

ପୁଲିସର ସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି, ଜଗିବେ ୩୦୦ ଅଫିସର, ୧୨୪ ସେକ୍ସନ୍ ଫୋର୍ସ

ପୁରୀ : ଦେବସ୍ନାନ ପୂର୍ଣ୍ଣିମାର ଦିନକ ପୂର୍ବରୁ ଆଇନଶୃଙ୍ଖଳା ଉପରେ ପୁଲିସ ଆଇଜିଙ୍କ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉପସ୍ଥିତ ପୁଲିସ ଅଫିସରଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ସମୀକ୍ଷା ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ଦାଶ କହିଛନ୍ତି,…
ଅଧିକ ଖବର ଦେଖନ୍ତୁ...

ସ୍ନାନଯାତ୍ରା ପାଇଁ ବ୍ୟବସ୍ଥାବଳୀ : ଶ୍ରୀଜିଉଙ୍କୁ ସ୍ପର୍ଶ କରିପାରିବେନି ଭକ୍ତ

ପୁରୀ : ଚଳିତ ବର୍ଷର ସ୍ନାନଯାତ୍ରା ପାଇଁ ସଂପୃକ୍ତ ସେବାୟତ, ପରିଚାଳନା କମିଟି ଓ ଅଧିକାରୀମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାବଳୀ ଲାଗୁ କରାଯାଇଛି। ବ୍ୟବସ୍ଥାବଳୀ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନୁ ସୁନିଶ୍ଚିତ ବୋଲି ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ କରି ଦେଇଛି। ଏଥିପାଇଁ ୩୮ ଟିକିଆ…
ଅଧିକ ଖବର ଦେଖନ୍ତୁ...

ଆଜି ସ୍ନାନଯାତ୍ରା : ସକାଳ ସାଢ଼େ ୪ରୁ ପହଣ୍ଡି, ୪ଟାରେ ହାତୀବେଶ, ରାତି ସାଢ଼େ ୭ରୁ ସାଢ଼େ ୯ ସାହାଣମେଲା ଦର୍ଶନ

ପୁରୀ : ଆସନ୍ତାକାଲି ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀମନ୍ଦିରରୁ ବାହାରି ସ୍ନାନ ବେଦୀରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧା ମୂର୍ତି। ଏହି ଉପଲକ୍ଷେ ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସେନାପଟା ଲାଗି ସହ ଅନ୍ୟାନ୍ୟ ନୀତି ଶେଷ ହୋଇଛି। ସ୍ନାନ କାର୍ଯ୍ୟ ପାଇଁ…
ଅଧିକ ଖବର ଦେଖନ୍ତୁ...

ରଥଖଳା ଚଳଚ‌ଞ୍ଚଳ : ଉଠିଲା ଗରଗରା

ପୁରୀ : ରଥ ନିର୍ମାଣ ପାଇଁ ଚଳଚଞ୍ଚଳ ରଥଖଳାରେ ଆଜି ଗରଗରା କାମ ଶେଷ ହୋଇଛି। ଗତକାଲି ଦଣ୍ଡା ଉଠିବା ପରେ ଆଜି ଗରଗରା ବାଡ଼ିଆ କାମ ଶେଷ ହୋଇଛି। ଅନ୍ୟପଟେ ବିଶ୍ବକର୍ମାମାନେ ଚାରିନାହାକା କାମକୁ ଆଗେଇ ନେଇଛନ୍ତି। ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ଚାରିନାହାକା କାମ ସରିବାର ପରମ୍ପରା ଥିବାରୁ…
ଅଧିକ ଖବର ଦେଖନ୍ତୁ...

ସମୁଦ୍ରରେ ବିପଦପୂର୍ଣ୍ଣ ସ୍ନାନ : ଯୁବକ ମୃତ, ମହିଳା ଗୁରୁତର

କୋଣାର୍କ : କୋଣାର୍କ ଚନ୍ଦ୍ରଭାଗାରେ ଲାଇଫ୍‌ ଗାର୍ଡ ମୁତୟନ ନଥିବା ସମୟରେ ପର୍ଯ୍ୟଟକ ଓ ଜନସାଧାରଣ ବିପଦପୂର୍ଣ୍ଣ ସମୁଦ୍ର ସ୍ନାନ କରୁଛନ୍ତି। ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶିତ ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଆଜି ଏକ ଅଭାବନୀୟ ଘଟଣା କ୍ରମରେ ଜଣେ ଯୁବକ…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁଙ୍କୁ ଲାଗି ହେଲା ସେନାପଟା, ନୀତି ୪ ଘଣ୍ଟା ବିଳମ୍ବ, ଦର୍ଶନରୁ ବଞ୍ଚିତ ହେଲେ ଭକ୍ତ

ପୁରୀ : ଆସନ୍ତାକାଲି ସ୍ନାନଯାତ୍ରା ପାଇଁ ଗତକାଲି ରାତିରୁ ସେବାୟତଙ୍କ ଦ୍ୱାରା ବିଭିନ୍ନ ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଛି। ଗତକାଲି ରାତି ୧୨ଟା ୧୫ରେ ଚତୁର୍ଦ୍ଧା ମୂର୍ତିଙ୍କ ଶ୍ରୀମୁଖକୁ ଶ୍ରୀମୁଖ ଖଣ୍ଡୁଆରେ ଆଚ୍ଛାଦିତ କରାଯିବା ପରେ ରାତି ୧୨ଟା ୨୫ରେ ବାହୁଟ କଣ୍ଟ ନୀତି ଅନୁଷ୍ଠିତ…
ଅଧିକ ଖବର ଦେଖନ୍ତୁ...

ସ୍ନାନଯାତ୍ରାକୁ ଆସିବେନି ଶଙ୍କରାଚାର୍ଯ୍ୟ

ପୁରୀ : ଚଳିତ ବର୍ଷର ସ୍ନାନଯାତ୍ରାକୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଆସି ପାରିବେ ନାହିଁ। ଆଣ୍ଠୁରେ ଅସ୍ତ୍ରୋପଚାର ଯୋଗୁ ସ୍ନାନ ମଣ୍ଡପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ବୋଲି ଗୋବର୍ଦ୍ଧନ ପୀଠ ମୁଖପାତ୍ର ମନୋଜ କୁମାର ରଥ କହିଛନ୍ତି। ଶ୍ରୀ ରଥ କହିଛନ୍ତି,…
ଅଧିକ ଖବର ଦେଖନ୍ତୁ...

ଆଜି ପହଞ୍ଚିବ ଜୟ, ବିଜୟ ମୂର୍ତ୍ତି : ଯାଜପୁରର ଶୁଖୁଆପଡାରେ ମୂର୍ତ୍ତିକୁ ଦିଆଯାଉଛି ଶେଷ ସ୍ପର୍ଶ

ପୁରୀ/ଚଣ୍ଡୀଖୋଲ : ଫନି ବାତ୍ୟାରେ ଭାଙ୍ଗି ଯାଇଥିବା ଶ୍ରୀମନ୍ଦିର ସିଂହଦ୍ବାରର ଜୟ ବିଜୟ ମୂର୍ତ୍ତିକୁ ଆଜି ଶେଷ ସ୍ପର୍ଶ ମିଳିଛି। ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଶିଳ୍ପୀଗ୍ରାମ ଶୁଖୁଆପଡାର ବିଶିଷ୍ଟ ଶିଳ୍ପୀ ନିର୍ମଳ ମହାରଣା ଅତି ନିଖୁଣ ଭାବେ ମୂର୍ତ୍ତିଦ୍ବୟକୁ ନିର୍ମାଣ…
ଅଧିକ ଖବର ଦେଖନ୍ତୁ...

ଏବେ ବି ବଞ୍ଚିବାର ରାହା ଖୋଜୁଛନ୍ତି ‘ଫନି’ ବିପନ୍ନ, କାଳ ସାଜୁଛି କାଳବୈଶାଖୀ

ପିପିଲି : ସାମୁଦ୍ରିକ ବାତ୍ୟା ‘ଫନି’ରେ ବାସହରା ହୋଇଯାଇଥିବା ବିପନ୍ନଙ୍କ ପାଇଁ ଏବେ କାଳବୈଶାଖୀ କାଳ ସାଜୁଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ଓ ଝଡ଼ ତୋଫାନ ହେଉଥିବାରୁ ଭଙ୍ଗା ଘରେ ପଡ଼ିଥିବା ପଲିଥିନ୍‌ ସବୁ ଉଡ଼ି ଯାଉଛି। ଫଳରେ ଘର ଭିତରେ ବର୍ଷା ହେବା ଯୋଗୁଁ ସମସ୍ତ ଆସବାବପତ୍ର ଓଦା…
ଅଧିକ ଖବର ଦେଖନ୍ତୁ...