ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ପୁରୀ: ଗାଧୋଉଥିବା ଯୁବତୀଙ୍କ ନଗ୍ନ ଭିଡିଓ ରେକର୍ଡିଂ କରି ହୋଟେଲ ବୟ ଗିରଫ

ପୁରୀ: ହୋଟେଲର ଗାଧୁଆ ଘରେ ଗାଧୋଉଥିବା ଜନୈକ ଯୁବତୀଙ୍କ ନଗ୍ନ ଫଟୋ ଉଠାଇବା ସହ ଭିଡିଓ ରେକର୍ଡିଂ କରିବା ଅଭିଯୋଗରେ ସମୁଦ୍ରକୂଳ ଥାନା ପୁଲିସ ଜଣକୁ ଗିରଫ କରିଛି। ତା ନିକଟରୁ ମୋବାଇଲଟିକୁ ପୁଲିସ ଜବତ କରି ସେଥିରୁ ଫଟୋ ଡିଲିଟ୍‌ କରିଥିବା ଜଣାପଡ଼ିଛି। ତେବେ ପୁଲିସ ଏହି ଫୋନ୍‌ ଜବତ…
ଅଧିକ ଖବର ଦେଖନ୍ତୁ...

ସଞ୍ଜୟଙ୍କ ସୁରକ୍ଷାକର୍ମୀ ନିଖୋଜ ଘଟଣା: ନୂଆନଈରୁ ମିଳିଲା କ୍ଷତାକ୍ତ ମୃତଦେହ

ପୁରୀ : ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଘରୋଇ ସୁରକ୍ଷାକର୍ମୀ ଚିତ୍ତରଞ୍ଜନ ପଲେଇଙ୍କ ନିଖୋଜ ହେବାର ଦୁଇ ଦିନ ପରେ ସୋମବାର ଦିନ ତାଙ୍କର କ୍ଷତାକ୍ତ ମୃତଦେହ ସଦର ଥାନା ଗଡ଼ମୃଗଶିରା ନିକଟ ନୂଆନଈରୁ ଉଦ୍ଧାର କରାଯାଇଛି। ଚିତ୍ତରଞ୍ଜନଙ୍କ ଶରୀରର ବିଭିନ୍ନ ସ୍ଥାନରେ କଟା ଦାଗ…
ଅଧିକ ଖବର ଦେଖନ୍ତୁ...

ଅସୁରକ୍ଷିତ ପୁରୀ ଉପକୂଳ: ୧୬ ବର୍ଷରେ ୧୨ ତିମି ମୃତଦେହ ଜବତ

ବ୍ରହ୍ମଗିରି : ପୁରୀ ଜିଲ୍ଲା ସମୁଦ୍ର ଉପକୂଳ ତିମିଙ୍କ ପାଇଁ ଅସୁରକ୍ଷିତ ହୋଇ ପଡ଼ିଛି। ଗତ ୧୬ ବର୍ଷ ମଧ୍ୟରେ ପୁରୀ ଉପକୂଳରେ ୧୨ଟି ତିମି ମୃତଦେହ ପୁରୀ ଉପକୂଳରୁ ଉଦ୍ଧାର ହୋଇଛି। ସେଥିମଧ୍ୟରୁ ୨ଟି ଜୀବିତ ତିମି ଲାଗିଥିବା ବେଳେ ଅନ୍ୟ ୧୦ଟି ମୃତ ତିମିର ମୃତଦେହ ଲାଗିଛି। ପ୍ରଶାନ୍ତ…
ଅଧିକ ଖବର ଦେଖନ୍ତୁ...

ଚିତ୍ତରଞ୍ଜନ ପଲେଇଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ: ସଂଜୟ ଦାସବର୍ମା

ଭୁବନେଶ୍ବର: ପୁରୀ ଜିଲ୍ଲା ବ୍ରହ୍ମଗିରି ପଞ୍ଚାୟତ ସାନବନ୍ଧକେରା ଗ୍ରାମର ଚିତ୍ତରଞ୍ଜନ ପଲେଇ (୨୨)ଙ୍କ ପରଲୋକରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା ଦୁଃଖ ପ୍ରକାଶ କରିଛନ୍ତି। ଶ୍ରୀ ବର୍ମା କହିଛନ୍ତି, ମୋର ଶ୍ରଦ୍ଧେୟ ଚିତ୍ତରଞ୍ଜନ ପଲେଇଙ୍କ ବିୟୋଗରେ ମୁଁ ଅତ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଘରୋଇ ସୁରକ୍ଷା କର୍ମୀଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମଗିରି: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଘରୋଇ ସୁରକ୍ଷା କର୍ମୀ ଭାବେ କାମ କରୁଥିବା ଚିତ୍ତରଞ୍ଜନ ପଲେଇଙ୍କ ମୃତଦେହ ଉଦ୍ଧାର ହୋଇଥିବାର ଖବର ମିଳିଛି। ପୁରୀ ସଦର ଥାନା ଅନ୍ତର୍ଗତ ଭାର୍ଗବୀ-ନୂଆନଈ ଠାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳେ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା କୋଷାଗାରରୁ ରତ୍ନଭଣ୍ଡାର ଚାବି ନ ମିଳିବା ପ୍ରସଙ୍ଗ: ଶ୍ରୀମନ୍ଦିର ପ୍ରଶାସନ ପାଖରେ ନାହିଁ ଜିଲ୍ଲାପାଳଙ୍କ ଚିଠି

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଦିନକୁ ଦିନ ଅଡ଼ୁଆ ହେବାରେ ଲାଗିଛି। ଯେତେ‌ ଖୋଜିଲେ ସେତେ ରହସ୍ୟଜନକ ତଥ୍ୟ ପଦାକୁ ଆସୁଛି। ଏବେ ଆଉ ଏକ ନୂଆ ତଥ୍ୟ ପଦାକୁ ଆସିଛି। ଜିଲ୍ଲାପାଳ ୧୯୭୦ ମସିହାରୁ ରତ୍ନଭଣ୍ଡାର ଚାବି ଜିଲ୍ଲା କୋଷାଗାରରେ ନ ଥିବା ସମ୍ପର୍କରେ ଯେଉଁ ଚିଠି…
ଅଧିକ ଖବର ଦେଖନ୍ତୁ...

୨୬ ଦିନର ବିଧାନସଭା ଅଧିବେଶନ ୯ ଦିନରେ ‌ଶେଷକୁ ବିରୋଧ: ମହାପ୍ରଭୁଙ୍କଠାରେ ଅଧିଆ ପଡ଼ିଲେ ବିଜେପିର ୧୨ ବିଧାୟକ

ପୁରୀ : ହେ ମହାପ୍ରଭୁ ମୁଖ୍ୟମନ୍ତ୍ରୀଙ୍କୁ ସଦ୍‌ବୁଦ୍ଧି ଦିଅ, ଓଡ଼ିଶାକୁ ରକ୍ଷା କର। ମହିଳାଙ୍କୁ ସୁରକ୍ଷା ସହ ଚାଷୀକୂଳଙ୍କ ସମସ୍ୟା ବୁଝ। ଏ ସରକାର ମନମୁଖୀ ଶାସନ ଚଳାଇଛନ୍ତି। କାହାରି ସମସ୍ୟା ବୁଝିବାକୁ କି ଶୁଣିବାକୁ ନାରାଜ। ତୁମେ ହିଁ ରକ୍ଷାକର୍ତ୍ତା। ତୁମେ ହିଁ ସାରା ଓଡ଼ିଶାକୁ ରକ୍ଷା…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପ୍ରଶାସନର ବାକିଆ ୟୁସି: ୧୫ରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ପୁରୀ : ଶ୍ରୀମନ୍ଦିର ପ୍ରଶାସନ ୧୪୨ କୋଟିର ୟୁସି(ବ୍ୟୟ ପ୍ରମାଣପତ୍ର) ସରକାରଙ୍କ ନିକଟରେ ଦାଖଲ କରିନି। ଏଜିଙ୍କ ଏଭଳି ରିପୋର୍ଟ ପରେ ଆଇନ ବିଭାଗ ଖୋଳତାଡ଼ ଆରମ୍ଭ ହୋଇଛି। ଆଇନ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ପରେ ଯେଉଁ ଧାର୍ମିକ ଅନୁଷ୍ଠାନ ୟୁସି ଦାଖଲ…
ଅଧିକ ଖବର ଦେଖନ୍ତୁ...

ବାରବାଟୀ କପ୍‌ ଫାଇନାଲରେ ନିମପୁର-ରାମେଶ୍ବର

ନିମାପଡ଼ା: ସ୍ଥାନୀୟ ବାରବାଟୀ ପଡ଼ିଆରେ ଚାଲିଥିବା ଟୁବୁଲି ସ୍ମାରକୀ ବାରବାଟୀ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ରବିବାର ଫାଇନାଲ୍‌ରେ କଟକର ନିମପୁର ସ୍ପୋର୍ଟିଂ ଓ ଭୁବନେଶ୍ବରର ରାମେଶ୍ବର ମୁହାଁମୁହିଁ ହେବେ। ଶନିବାର ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍‌ରେ ରାମେଶ୍ବର ୬ ୱିକେଟ୍‌ରେ ସ୍କାନ୍‌…
ଅଧିକ ଖବର ଦେଖନ୍ତୁ...

ନୂଆବର୍ଷରେ ଶ୍ରୀମନ୍ଦିର ଦର୍ଶନ ବନ୍ଦ

ପୁରୀ : ନୂଆବର୍ଷରେ ଭକ୍ତଙ୍କୁ ମିଳିବନି ମହାପ୍ରଭୁଙ୍କ ଦର୍ଶନ। ପୂର୍ବଭଳି ପ୍ରତି ରବିବାର ବି ଦର୍ଶନ ବନ୍ଦ ରହିବ। ଏଣୁ ଡିସେମ୍ବର ୩୧, ଜାନୁଆରି ୧ ଓ ୨ ତାରିଖ(ରବିବାର), ଏଭଳି ତିନିଦିନ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ। ‘ଓମିକ୍ରନ୍‌’ ସଂକ୍ରମଣକୁ ଦୃଷ୍ଟିରେ ରଖି ଶୁକ୍ରବାର ଦିନ…
ଅଧିକ ଖବର ଦେଖନ୍ତୁ...