ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ଆଜିଠୁ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ

ବ୍ରହ୍ମଗିରି : ଆସନ୍ତାକାଲିଠାରୁ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହେବ। ଏଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚତୁର୍ଦ୍ଧା ମୂର୍ତ୍ତି ଅତ୍ୟଧିକ ସ୍ନାନ ପରେ ଜ୍ବରରେ ଆକ୍ରାନ୍ତ ହୋଇ ଅଣସର ପିଣ୍ତିକୁ ବିଜେ କରିଛନ୍ତି। ଅଣସର ପିଣ୍ତିକୁ ବିଜେ ସମୟରେ ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ସିଂହଦ୍ବାରରେ ଶୋଭା ପାଇ‌‌ଲେ ଜୟ ବିଜୟ ମୂର୍ତ୍ତି

ପୁରୀ : ବାତ୍ୟା ‘ଫନି’ ପରଠୁ ବିନା ଦ୍ବାରପାଳରେ ମୁକୁଳା ପଡିଥିବା ସିଂହଦ୍ବାରରେ ଆଜି ନୂଆ ଜୟ ବିଜୟ ମୂର୍ତ୍ତି ଲଗାଯାଇଛି। ଗତ ମାସ ୩ ତାରିଖ‌ରେ ସଂଘଟିତ ପ୍ରଳୟଙ୍କରୀ ବାତ୍ୟାରେ ଶ୍ରୀମନ୍ଦିରରେ ବହୁ କ୍ଷତି ଘଟିଥିବା ବେଳେ ସିଂହଦ୍ବାରରେ ଲାଗିଥିବା ଜୟ ବିଜୟ ମୂର୍ତ୍ତି ମଧ୍ୟରୁ ଜୟ ମୂର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ପୁଣି ସେଇ ଅବ୍ୟବସ୍ଥା : ବ୍ୟବସ୍ଥାବଳୀକୁ ମାନିଲେନି

ପୁରୀ : ଚଳିତ ବର୍ଷ ବି ସ୍ନାନଯାତ୍ରାରେ ଘୋର ଅବ୍ୟବସ୍ଥା ଦେଖାଦେଇଛି। ଛତିଶାନିଯୋଗ, ପରିଚାଳନା କମିଟିରେ ପାରିତ ବ୍ୟବସ୍ଥାବଳୀକୁ ସେବାୟତମାନେ ଖୋଲାଖୋଲି ଉଲ୍ଲଙ୍ଘନ କରିଛନ୍ତି। ସ୍ନାନ ବେଦୀରେ ଛିଡ଼ା ହୋଇ ଖୋଲାଖୋଲି ତୁଳସୀ, ଗାଧୁଆ ପାଣି ବାଣ୍ଟିବା ସହ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ‌…
ଅଧିକ ଖବର ଦେଖନ୍ତୁ...

ଜଗାକୁ ଜ୍ବର: ଗୁପ୍ତନୀତି କରିବେ ଦଇତା

ପୁରୀ : ସ୍ନାନ ବେଦୀରେ ‌୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଆଜି ମହାପ୍ରଭୁ ଅସୁସ୍ଥ ହୋଇ ପଡିଛନ୍ତି। ମାନବୀୟ ଲୀଳାର ପ୍ରତୀକ ମହାପ୍ରଭୁ ଅଧିକ ସ୍ନାନ କରିବା ପ‌ରେ ଜ୍ବରରେ ଆକ୍ରାନ୍ତ ହୋଇ ଅଣସର ପିଣ୍ଡି‌ରେ ଅବସ୍ଥାନ କରିଛନ୍ତି। ଆଜି ସାହାଣମେଳା ଦର୍ଶନ ପରେ ମହାପ୍ରଭୁଙ୍କ ହାତୀ…
ଅଧିକ ଖବର ଦେଖନ୍ତୁ...

ବିବାଦରେ ପୁରୀ ବିଧାୟକ : ସ୍ନାନବେଦୀ ଉପରକୁ ଚଢ଼ିଲେ କେମିତି?

ପୁରୀ : ଘରେ ନପଶୁଣୁ ଚାଳ ବାଜିବା ନ୍ୟାୟରେ ପୁରୀର ନବ ନିର୍ବାଚିତ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଆଜି ବିବାଦ ଘେରକୁ ଆସିଛନ୍ତି। ପୂର୍ବାହ୍ନ ୧୦ଟା ୧୦ ମିନିଟ୍‌ରେ ବିଧାୟକ ଶ୍ରୀ ଷଡ଼ଙ୍ଗୀ ଧୋତି ପିନ୍ଧି ସ୍ନାନବେଦୀ ଉପରକୁ ଚଢି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। କୌଣସି ଅପ୍ରାଧିକୃତ ସେବକ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରରେ ବିଜେ ହେଲେ ପଟିଦିଅଁ

ଆଜି ବିଳମ୍ବିତ ରାତିରେ ସ୍ନାନବେଦୀରୁ ପହଣ୍ଡି ଯିବାବେଳେ ଶ୍ରୀବିଗ୍ରହମାନେ ଅଣସର ପିଣ୍ଡିରେ ଅଟକିଛନ୍ତି। ଆଜିଠାରୁ ଏଠାରେ ମହାପ୍ରଭୁଙ୍କ ଗୋପନ ନୀତି ଅନୁଷ୍ଠିତ ହେବ। ଅଣସରବାସ ପିଣ୍ଡି ସମ୍ମୁଖରେ ଅଣସର ତାଟି ଦିଆଯାଇଛି। ମହାପ୍ରଭୁଙ୍କ ଅଣସର ବେଳର ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିରରେ…
ଅଧିକ ଖବର ଦେଖନ୍ତୁ...

ପୁରୀରେ ଜାତୀୟ ସ୍ବାସ୍ଥ୍ୟ ମିସନ‌୍‌ କେନ୍ଦ୍ରୀୟ ପ୍ରତିନିଧି ଦଳ : ଦୁର୍ବଳ ଭିତ୍ତିଭୂମି ରୋଗୀ ସେବାକୁ ନେଇ ବିଗି‌ଡ଼ିଲେ

ପୁରୀ : ପ୍ରଳୟଙ୍କରୀ ବାତ୍ୟା ‘ଫନି’ ପରେ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର କେନ୍ଦ୍ରୀୟ ପ୍ରତିନିଧି ଦଳ ଆଜି ଓଡ଼ିଶା‌େର ପହଞ୍ଚିଛନ୍ତି। ପ୍ରଥମ ଦିନ ପୁରୀ ସହର, ବ୍ରହ୍ମଗିରି ଏବଂ ସାତପଡ଼ା ଅଞ୍ଚଳର ବିଭିନ୍ନ ଡାକ୍ତରଖାନା ପରିଦର୍ଶନ କରି ସ୍ବାସ୍ଥ୍ୟ ଭିତ୍ତିଭୂମି ଯାଞ୍ଚ କରିଛନ୍ତି। ସ୍ବାସ୍ଥ୍ୟ ସେବା…
ଅଧିକ ଖବର ଦେଖନ୍ତୁ...

ହାତୀ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ : ଶ୍ରୀମନ୍ଦିର ସ୍ନାନ ବେଦୀରେ ଆଜି ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା। ଦେବସ୍ନାନ ପୂର୍ଣ୍ଣିମାରେ ରତ୍ନ ବେଦୀରୁ ସ୍ନାନ ବେଦୀକୁ ଆସି ଭକ୍ତଜନଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧା ମୂର୍ତି। ସୁନା କୂଅରୁ ୧୦୮ ସୁବାସିତ ଜଳରେ ସ୍ନାନ ସାରିବା ପରେ ମହାପ୍ରଭୁ…
ଅଧିକ ଖବର ଦେଖନ୍ତୁ...

ରଥଖଳା ଚଳଚ‌ଞ୍ଚଳ : ଉଠିଲା ଚାରିନାହାକା

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଜି ପରମ୍ପରା ଅନୁଯାୟୀ ‌ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ତିନି ରଥର ଚାରିନାହାକା ଉଠିଛି। ମହାରଣା ଓ ଭୋଇ ସେବକମାନେ ଏହି କାର୍ଯ୍ୟ ସଂପାଦନ କରିଛନ୍ତି। ସେପଟେ ପୋଲ ଗୟଳ ମୋଡ଼ା କାମ ବି ଆଗେଇ ଚାଲିଛି। ଆଜି…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ ପୁଲିସ ଏଏସ୍ଆଇ

ପୁରୀ : ହଜି ଯାଇଥିବା ଡଙ୍ଗାକୁ ମାଲିକଙ୍କୁ ଫେରାଇବା ପାଇଁ ୧୧ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଅରଖକୁଦା ସାମୁଦ୍ରିକ ଥାନା ଏଏସ୍ଆଇ ଖଗେଶ୍ବର କରଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି। ବର୍ଷକ ତଳେ ଦୁଇ ଗାଁ ବିବାଦକୁ ନେଇ ଚିଲିକାରୁ ଅନେକଗୁଡ଼ିଏ ଡଙ୍ଗା ଚୋରି ହୋଇ ଯାଇଥିଲା। ଏ ନେଇ…
ଅଧିକ ଖବର ଦେଖନ୍ତୁ...