ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ଦର୍ଶନ ବେଳେ ହବିଷ୍ୟାଳି ଅସୁସ୍ଥ: ଜଣଙ୍କୁ କାମୁଡ଼ିଲା ମାଙ୍କଡ଼, ଭିଡ଼ରେ ପଡ଼ି ଜଣେ ଆହତ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଆଜି ଦୁଇଜଣ ହବିଷ୍ୟାଳି ଅସୁସ୍ଥ ହୋଇଛନ୍ତି। ଜଣେ ଭିଡ଼ରେ ଠେଲାପେଲାରେ ପଡ଼ି ଆହତ ହୋଇଥିବାବେଳେ ଅନ୍ୟ ଜଣଙ୍କୁ ମାଙ୍କଡ଼ କାମୁଡ଼ି କ୍ଷତାକ୍ତ କରିଛି। ଆଜି ସକାଳ ପ୍ରାୟ ୮ଟାରେ ଏହି ଘଟଣା ଘଟିଛି। ଶ୍ରୀମନ୍ଦିରରେ ପଡ଼ି ଆହତ ହୋଇଥିବା ବୃଦ୍ଧା…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଅସୁସ୍ଥ

ପୁରୀ: ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗତକାଲି ଶ୍ରୀ ମହାନ୍ତି ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସନ୍ଧ୍ୟାରେ ସେ ବଡ଼ଶଙ୍ଖ ଗଜଲକ୍ଷ୍ମୀ ପୂଜା କାର୍ଯ୍ୟକ୍ରମରେ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରରେ ଦୁଇ ହବିଷ୍ୟାଳି ଆହତ

ପୁରୀ: ଗରୁଡ଼ ସ୍ତମ୍ଭ ପାଖରେ ଗହଳିରେ ଠେଲାପେଲା ପଡ଼ି ଜଣେ ହବିଷ୍ୟାଳୀ ଆହତ ହୋଇଥିବା ଜଣାଯାଇଛି। ହାପିନେସ ଫାଉଣ୍ଡେସନର ୪ ଜଣ ସ୍ବେଛାସେବୀ ତାଙ୍କୁ ଉଦ୍ଧାର କରି ଷ୍ଟ୍ରେଚର ଯୋଗେ  ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆଣି ଆମ୍ବୁଲାନ୍ସରେ ପୁରୀ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ…
ଅଧିକ ଖବର ଦେଖନ୍ତୁ...

ଦାୟିତ୍ୱ ଗ୍ରହଣ ପରେ ପୁଣି ଜଗାଦର୍ଶନ ପାଇଁ ପୁରୀରେ ରାଜ୍ୟପାଳ ରଘୁବର ଦାସ

ପୁରୀ: ରାଜ୍ୟର ୨୬ତମ ରାଜ୍ୟପାଳ ଭାବରେ ଶପଥ ନେବାପରେ ଜଗାଦର୍ଶନ ପାଇଁ ପୁରୀ ପହଞ୍ଚିଲେ ରଘୁବର ଦାସ। ଶପଥ ଗ୍ରହଣ ପୂର୍ବରୁ ମଧ୍ୟ ସପରିବାର ପୁରୀ ଆସି ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଓଡ଼ିଶାର ଗରିବଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ। ଏହାର ଦୁଇଦିନ ପରେ ଅର୍ଥାତ ଶପଥ ଗ୍ରହଣ ପରେ ଆସି…
ଅଧିକ ଖବର ଦେଖନ୍ତୁ...

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ: କ୍ଲିନିକ୍‌ରେ ବିଶେଷଜ୍ଞ, କନିଷ୍ଠ ଡାକ୍ତରଙ୍କ ଦାୟିତ୍ବରେ ରୋଗୀ

ପୁରୀ: କେଉଁ ଡାକ୍ତର କେଉଁଠି ଡ୍ୟୁଟି କରିବେ, ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଉଟ୍‌ଡୋର, ଇନ୍‌ଡୋର୍‌ ସହ ବିଭିନ୍ନ ବିଭାଗ ଆଗରେ ଡ୍ୟୁଟି ଚାର୍ଟ ରହିବାର ସରକାରୀ ନିୟମ ରହିଛି। କିନ୍ତୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏଥିରେ ବ୍ୟତିକ୍ରମ। ଆଉଟ୍‌ଡୋର ଓ ଇନ୍‌ଡୋର୍‌ରେ ଲାଗିଥିବା…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ୪ରେ

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆସନ୍ତା ନଭେମ୍ବର ୪ରେ ନୀଳାଦ୍ରି ଭକ୍ତନିବାସ ସଭାଗୃହରେ ଅନୁଷ୍ଠିତ ହେବ। ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ୭ଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାକୁ ଥିବାବେଳେ ଶ୍ରୀମନ୍ଦିର ପରିକ୍ରମା…
ଅଧିକ ଖବର ଦେଖନ୍ତୁ...

ଦେବୀ ମୁହାଣକୁ ମାଛ ଧରିବାକୁ ଯାଇଥିଲେ, ଶବ ହୋଇ ଘରକୁ ଫେରିଲେ ଧୀବର

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ମୁହାଣକୁ ମାଛ ଧରିବାକୁ ଯାଇଥିବା ନୂଆକାଳିଆକଣର ଜଣେ ଧୀବର ଡଙ୍ଗାରୁ ଖସିପଡ଼ି ଗୁରୁତର ହୋଇ ମେଡିକାଲ ଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକଙ୍କ ନାମ ପୀତବାସ ବେହେରା (୫୮) ଓ ସେ ନଗର ପଞ୍ଚାୟତ ନୂଆକାଳିଆକଣର ବାସିନ୍ଦା।…
ଅଧିକ ଖବର ଦେଖନ୍ତୁ...

ଆଜି ନୂଆ ରାଜ୍ୟପାଳଙ୍କ ଶପଥ: ‘ଶ୍ରୀଜଗନ୍ନାଥଙ୍କ ପବିତ୍ର ମାଟିରେ କାମ କରିବା ମୋର ସୌଭାଗ୍ୟ’

ପୁରୀ/ଭୁବନେଶ୍ବର: ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। କର୍ମକ୍ଷେତ୍ରରେ ଯୋଗଦେବା ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ଏହି ଅବସରରେ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି, ଓଡ଼ିଶା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ଚରମବାଣୀ: ଅବଢ଼ା ନ ରାନ୍ଧିବାକୁ ଧମକ

ପୁରୀ: ଶ୍ରୀମନ୍ଦିର ଆନନ୍ଦବଜାର ବିଶୃଙ୍ଖଳା ଚରମ ସୀମାରେ ପହଞ୍ଚିଲାଣି। ଅଣସେବକ ପଶି ଖିରି, ରାବିଡ଼ି ଆଦି ବିକିଲେଣି। ଟଙ୍କ ତୋରାଣି ବିକ୍ରି ନିଷେଧ ଥିଲେ ବି ଆନନ୍ଦବଜାରରେ ବିକ୍ରି ହେଉଛି। ସେପଟେ ଶ୍ରୀମନ୍ଦିର ରୋଷଘରକୁ ନା ଆବଶ୍ୟକ କାଠ ମିଳୁଛି, ନା ରୋଷ ସାମଗ୍ରୀ ରଖିବା ଗୃହର ମରାମତି…
ଅଧିକ ଖବର ଦେଖନ୍ତୁ...

ଗରିବ ଓ ନିଷ୍ପେଷିତଙ୍କ ସେବା ପାଇଁ ମୋତେ ମହାପ୍ରଭୁ ଏଠାକୁ ଆଣିଛନ୍ତି: ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ବର: ଶ୍ରୀଜୀଉଙ୍କୁ ଦର୍ଶନ କଲେ ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ମହାପ୍ରଭୁଙ୍କ ଦର୍ଶନ କରିବା ସହ ସେଠାରେ ଉପସ୍ଥିତ ଥିବା ଭକ୍ତମାନଙ୍କୁ ସେ ଅଭବାଦନ ଜଣାଇଛନ୍ତି। ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସଙ୍କ ସହିତ ତାଙ୍କ ପତ୍ନୀ ବି ଜଗନ୍ନାଥ ମନ୍ଦିରକୁ ଯାଇ ଶ୍ରୀଜୀଉ ଓ ଅନ୍ୟ…
ଅଧିକ ଖବର ଦେଖନ୍ତୁ...