ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ସୁନାବେଶ ଦେଖିବାକୁ ଆସିଥିଲେ, ହେଲେ…

ପୁରୀ : ହରିଶୟନ ଏକାଦଶୀ, ଅର୍ଥାତ ବାହୁଡାରେ ସୁନ‌ାବେଶ ଅନୁଷ୍ଠିତ ହେବ ବୋଲି କିଛି ପାଞ୍ଜିରେ ଉଲ୍ଲେଖ ହୋଇଥିବା କାରଣରୁ ଆଜି ସୁନାବେଶକୁ ନେଇ ବିଭ୍ରାନ୍ତି ଦେଖାଦେଇଛି। ଏହି ଦ୍ବନ୍ଦ୍ବ ଯୋଗୁ ଆଜି ସୁନାବେଶ ଦେଖିବାକୂ ପୁରୀରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଶ୍ରୀମନ୍ଦିର…
ଅଧିକ ଖବର ଦେଖନ୍ତୁ...

ବାହୁଡ଼ିଲେ ତିନି ଠାକୁର : ଶ୍ରୀନଅରରେ ଲକ୍ଷ୍ମୀ-ନାରାୟଣ ଭେଟ

ପୁରୀ : ରାଜନଅରଠାରେ ଆଜି ପବିତ୍ର ବାହୁଡ଼ା ଯାତ୍ରାରେ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ସମ୍ପନ୍ନ ହୋଇଛି। ନୀଳାଦ୍ରି ବିଜେ ପୂର୍ବରୁ ନିଜ ଅଧରଲାଗି ଆଜ୍ଞାମାଳ ଦେଇ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏ ନେଇ ଆଜି ରଥ ଉପରେ ସ୍ବତନ୍ତ୍ର ନୀତି…
ଅଧିକ ଖବର ଦେଖନ୍ତୁ...

ବାହୁଡ଼ିଲେ ମହାବାହୁ : ତିନି ଘଣ୍ଟା ଆଗରୁ ପହଣ୍ଡି-ରଥଟଣା, ସୂର୍ଯ୍ୟାସ୍ତ ପୂର୍ବରୁ ସିଂହଦ୍ବାରରେ ତିନି ରଥ, ପାଞ୍ଚ ଲକ୍ଷ…

ପୁରୀ : କୋଟି କୈବଲ୍ୟନାଥ, ବିଶ୍ବନିୟନ୍ତା ଚତୁର୍ଦ୍ଧାମୂର୍ତ୍ତି ନିଜର ଜନ୍ମବେଦୀ ତଥା ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଲୀଳାଖେଳା ଶେଷ କରି ଆଜି ଶରଧାବାଲିରୁ ସିଂହଦ୍ବାରକୁ ବାହୁଡ଼ିଛନ୍ତି। ନିର୍ମଳ ଆକାଶ ଓ ବିନା ବର୍ଷା, ବିନା ବାଧାରେ ମହାପ୍ରଭୁଙ୍କ ବାହୁଡ଼ା ନୀତି ସଅଳ ସଂପନ୍ନ…
ଅଧିକ ଖବର ଦେଖନ୍ତୁ...

ଦଳାଚକଟା ୫ ଗୁରୁତର

ପୁରୀ : ରଥଯାତ୍ରାରେ ଟ୍ରାଫିକ୍ ନିୟନ୍ତ୍ରଣରେ ପ୍ରଶାସନ ବିଫଳ ହୋଇଛି। ଆଜି ବାହୁଡ଼ାରେ ଦୋଳମଣ୍ଡପସାହିରେ ଦଳାଚକଟା ହୋଇ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲରେ ଭର୍ତି କରାଯାଇଛି। ସେହିଭଳି ଆଉ କେତେଜଣ ଭକ୍ତ ଚେତାଶୂନ୍ୟ ହୋଇପଡ଼ିବାରୁ ସେମାନଙ୍କୁ ମଧ୍ୟ ମେଡିକାଲରେ ଭର୍ତି…
ଅଧିକ ଖବର ଦେଖନ୍ତୁ...

ଶୋଇଲେ ମହାପ୍ରଭୁ

ପୁରୀ : ଆଜି ପବିତ୍ର ହରିଶୟନ ଏକାଦଶୀ। ଆଜିଠୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଶୟନ ନୀତି। ପରମ୍ପରା ଅନୁଯାୟୀ, ଆଜିଠାରୁ ମହାପ୍ରଭୁ ୪ ମାସ ପାଇଁ ଶୋଇ ରହିବେ। ଭାଦ୍ରବ ମାସରେ କଡ଼ ଲେଉଟେଇବେ। କାର୍ତ୍ତିକ ମାସ ଶୁକ୍ଲପକ୍ଷ ଏକାଦଶୀ ଦିନ ମହାପ୍ରଭୁ ନିଦରୁ ଉଠିବେ। ଏଥିପାଇଁ ରଥ ଉପରେ ସ୍ବତନ୍ତ୍ର…
ଅଧିକ ଖବର ଦେଖନ୍ତୁ...

ଲାଗି ହେଲା ପୋଡ଼ପିଠା, ସମର୍ପଣ ବେଳେ ଦୁଇପକ୍ଷ ମୁହାଁମୁହିଁ

ପୁରୀ : ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀ ମା’ଙ୍କ ହାତରୁ ମହାପ୍ରଭୁ ପୋଡ଼ପିଠା ଖାଇବା ପରମ୍ପରା କାହିଁ କେଉଁ ଯୁଗରୁ ଚଳିଆସିଛି। କିନ୍ତୁ ଯୁଗ ଯୁଗ ଧରି ଚାଲି ଆସିଥିବା ଏହି ପରମ୍ପରାରେ ଏବେ ବିବାଦ ସୃଷ୍ଟି ହୋଇଛି। ବଂଶାନୁକ୍ରମିକ ସେବା ଓ ମହାପ୍ରଭୁଙ୍କୁ ପୋଡ଼ପିଠା…
ଅଧିକ ଖବର ଦେଖନ୍ତୁ...

ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଲେ ମହାବାହୁ : ସିଂହଦ୍ୱାର ସମ୍ମୁଖରେ ତାଳଧ୍ୱଜ-ଦର୍ପଦଳନ-ନନ୍ଦିଘୋଷ, ଆସନ୍ତାକାଲି…

ପୁରୀ: ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ପହଂଚିବା ପରେ ବାହୁଡ଼ା ଯାତ୍ରା ଶେଷ ହୋଇଛି। ନଅ ଦିନର ଲୀଳାଖେଳା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡି ଆସିଛନ୍ତି। ସନ୍ଧ୍ୟା ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ପୁରୀ: ସିଂହଦ୍ୱାର ସମ୍ମୁଖରେ ତାଳଧ୍ୱଜ-ଦର୍ପଦଳନ, ନନ୍ଦିଘୋଷରେ ଆସୁଛନ୍ତି ଶ୍ରୀଜଗନ୍ନାଥ

ପୁରୀ: ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ପହଂଚିଛି। ଜଗତର ନାଥ ଶ୍ରୀଜଗନ୍ନାଥ ନନ୍ଦିଘୋଷରେ ଗହଳ ଲଗାଇ ଆସୁଛନ୍ତି। ଅଳ୍ପ ସମୟ ପରେ ସିଂହଦ୍ୱାର ସମ୍ମୁଖରେ କାଳିଆ ଠାକୁରଙ୍କର ରଥ ପହଂଚିବ। ପବିତ୍ର ବାହୁଡ଼ା ଯାତ୍ରା ଅବସରରେ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ସରପଞ୍ଚ-ବରଯାତ୍ରୀ ଗଣ୍ଡଗୋଳ; ବାଟରେ ଅଟକ ରହିଛି ବର; ବାହା ହେବାକୁ ଚାହିଁ ବସିଛି ମଙ୍ଗୁଳା କନ୍ୟା

ଭୁବନେଶ୍ୱର: ଗୁରୁବାର ରାତି ପ୍ରାୟ ୧୨ଟା ପରେ ଡେଲାଙ୍ଗ-ଜେନାପୁର ରାସ୍ତାରେ ଗୋଟାଏ ବରଯାତ୍ରୀ ଦଳ ଓ ଜଣେ ପୂର୍ବତନ ସରପଞ୍ଚ ଓ ତାଙ୍କର କିଛି ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ସମ୍ପୃକ୍ତ ବରକୁ ଅଟକ ରଖାଯାଇଛି। ତେଣ, ବାହା ହେବା ପାଇଁ ମଙ୍ଗୁଳା କନ୍ୟା ବସିରହିଛି ଏବଂ କନ୍ୟାଘର ଲୋକେ…
ଅଧିକ ଖବର ଦେଖନ୍ତୁ...

ପହଣ୍ଡି ଶେଷ, ରଥାରୂଢ଼ ହେଲେ ତିନି ଠାକୁର

କୋଟି ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତଙ୍କ ଆଜି ବାହୁଡା ଯାତ୍ରା । ନିଜର ପତିତପାବନ ନାମକୁ ସାର୍ଥକ କରିବା ପାଇଁ ବଡ଼ ଦେଉଳର ରତ୍ନଭଣ୍ଡାରର ଆକର୍ଷଣକୁ ତ୍ୟାଗ କରି ଭକ୍ତଙ୍କ ମେଳକୁ ଚାଲି ଆସିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ । ବଡ଼ଭାଇ ଶ୍ରୀବଳଦେବ, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଘେନି ସମସ୍ତ…
ଅଧିକ ଖବର ଦେଖନ୍ତୁ...