ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ଶ୍ରୀମନ୍ଦିର ଫଟୋ ଭାଇରାଲ ଘଟଣା: ସିଂହଦ୍ୱାର ଥାନାରେ ୨ ଅଟକ, ପୁଲିସର ପଚରାଉଚରା ଜାରି

ପୁରୀ: ଶ୍ରୀମନ୍ଦିର ଆନନ୍ଦ ବଜାରର ଫଟୋ ଭାଇରାଲ ଘଟଣାରେ ସିଂହଦ୍ୱାର ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୋମବାର ଜଣାପଡ଼ିଛି। ସିଂହଦ୍ୱାର ପୁଲିସ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ବଡଶଙ୍ଖ (ତାରିଣୀ ଷ୍ଟୋର) ନିକଟ ରାଜୁ ସିଂହଙ୍କ ପୁଅ ଦେବାଶିଷ ସିଂହ (୨୨) ଓ ନୟାଗଡ଼…
ଅଧିକ ଖବର ଦେଖନ୍ତୁ...

ପୁରୀ : ଦାଦାବଟି ପାଇଁ ଦମ୍ପତିଙ୍କୁ ଭୁଜାଲି ଚୋଟ

ପୁରୀ : ସଦର ଥାନା ଅନ୍ତର୍ଗତ ଗୋଲାସାହିରେ ଦାଦାବଟି ପାଇଁ ଗତକାଲି ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଦମ୍ପତି ହେଲେ ଗୋଲାସାହିର ଶରତ ଚନ୍ଦ୍ର ମିଶ୍ର ଓ ତାଙ୍କ ସ୍ତ୍ରୀ ସସ୍ମିତା ରଥ। ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଶରତ…
ଅଧିକ ଖବର ଦେଖନ୍ତୁ...

ଅସ୍ତରଙ୍ଗରେ ବାପା ଏବଂ ପୁଅଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣଙ୍କୁ ଉଠାଇ ନେଲା ପୁଲିସ

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଆଳ ସାହିରେ ବାପା ଏବଂ ପୁଅଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ୍ ଆଜି ଜଣେ ଯୁବକକୁ ଘରୁ ଉଠାଇ ନେଇଥିବାର ସୂଚନା ମିଳିଛି। ଅସ୍ତରଙ୍ଗ ଥାନା ଅନ୍ତର୍ଗତ ନଗର ଗ୍ରାମର ଭ୍ରମ ବେହେରାଙ୍କ ପୁଅ ଦେବୀ ପ୍ରସାଦ ବେହେରାଙ୍କୁ ପୁଲିସ ଉଠାଇ ନେଇ ଥାନାରେ…
ଅଧିକ ଖବର ଦେଖନ୍ତୁ...

‘ମିଷ୍ଟର ମଜନୁ’ର ଅନ୍ୟତମ ନାୟିକା ଦିବ୍ୟାଙ୍କ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍

ପୁରୀ : ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ ହୋଇଛି। ଗତ ଶୁକ୍ରବାର ରିଲଜ ହୋଇଥିବା ‘ମିଷ୍ଟର ମଜନୁ’ ସିନେମାର ଅନ୍ୟତମ ନାୟିକା ଦିବ୍ୟାଙ୍କୁ ଏହି ଫଟୋରେ ଦେଖିବାକୁ ମିଳିଛି। ପରିବାର ସହ ଆନନ୍ଦ ବଜାରରେ ମହାପ୍ରସାଦ ସେବନ ବେଳେ ଫଟୋଟି ଉଠାଯାଇଛି, ଯାହା ଭାଇରାଲ୍ ହୋଇଥିବା ଜଣାଯାଇଛି।ଏହି…
ଅଧିକ ଖବର ଦେଖନ୍ତୁ...

ଅସ୍ତରଙ୍ଗରେ ବାପା ଏବଂ ପୁଅଙ୍କୁ ମରଣାନ୍ତକ ଆକ୍ରମଣ, ଘଟଣାସ୍ଥଳରେ ପୁଅଙ୍କର  ମୃତ୍ୟୁ

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଆଳ ସାହିରେ ବାପା ଏବଂ ପୁଅଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବାର ଖବର ମିଳିଛି। ଘଟଣାସ୍ଥଳରେ ପୁଅ ଦିଲୀପ ସ୍ବାଇଁଙ୍କର  ମୃତ୍ୟୁ ହୋଇଥିବା ବେଳେ ବାପା ସାଧୁ ଗୁରୁତର ଥିବା ଜଣାଯାଇଛି। ଆକ୍ରମଣର କାରଣ ଅସ୍ପଷ୍ଟ ଥିବା କୁହାଯାଉଛି। ଅଭିଯୁକ୍ତ ଫେରାର, କାର୍…
ଅଧିକ ଖବର ଦେଖନ୍ତୁ...

ଅହମ୍ମଦାବାଦର ସାବରମତୀ କୂଳରେ ସ୍ୱଚ୍ଛଭାରତ ଓ ଗାନ୍ଧୀଙ୍କୁ ନେଇ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା

ପୁରୀ : ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଗୁଜରାଟ ଅହମ୍ମଦାବାଦର ସାବରମତୀ କୂଳରେ ସ୍ୱଚ୍ଛଭାରତ ଓ ଗାନ୍ଧୀଙ୍କୁ ନେଇ ଏକ ସୁନ୍ଦର ବାଲୁକା କଳା ପ୍ରସ୍ତୁତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ପଟ୍ଟନାୟକଙ୍କ ବାଲୁକା କଳାକୁ…
ଅଧିକ ଖବର ଦେଖନ୍ତୁ...

ପୁରୀ : ଆସନ୍ତା ୯ରୁ ଶ୍ରୀମନ୍ଦିରରେ କ‌ାର୍ତ୍ତିକ ନୀତି

ପୁରୀ : ଆସନ୍ତା କାର୍ତ୍ତିକ ବ୍ରତ ପାଇଁ ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ଓ ନୀତି ସବ୍‌କମିଟିର ନୀତି ଚୂଡ଼ାନ୍ତ ହୋଇଛି। ହବିଷ୍ୟାଳୀଙ୍କ ସୁବିଧା ପାଇଁ ଭୋର ୪ଟାରୁ ଦ୍ବାରଫିଟା ନୀତି ଓ ଭୋର ୫ଟାରେ ମଙ୍ଗଳ ଆଳତୀ କରିବାକୁ ନୀତି ଧାର୍ଯ୍ୟ ହୋଇଛି। ଆସନ୍ତା ଅକ୍ଟୋବର ୯ ତାରିଖ‌ରୁ ନଭେମ୍ବର…
ଅଧିକ ଖବର ଦେଖନ୍ତୁ...

ପୁରୀ : ଶ୍ରୀସେତୁ ପାଇଁ ମାପଚୁପ ଆରମ୍ଭ

ପୁରୀ : ପୁରୀ ହେବ ବିଶ୍ବ ଐତିହ୍ୟ ସହର। ଏହାକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଛି ପ୍ରକ୍ରିୟା। ଇତି ମଧ୍ୟରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ୭୫ ମିଟର ଉଚ୍ଛେଦ ସହ ଲୋକସେବା ଭବନ, ବହୁତଳ ପାର୍କିଂ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ଯୋଜନାର ପ୍ରମୁଖ ପ୍ରକଳ୍ପ ଶ୍ରୀସେତୁ…
ଅଧିକ ଖବର ଦେଖନ୍ତୁ...

ସତ୍ୟବାଦୀ ବ୍ଲକ୍ ଶୁକଳ ପଞ୍ଚାୟତର ରାୟପୁର ଗାଁ’ରେ ସୁଧୁରୁନି ପାନୀୟ ଜଳ ସମସ୍ୟା : ବାତ୍ୟା ଫନି ପର ଠାରୁ ଗାଁ’ରେ ଥିବା…

ପୁରୀ : ଗାଁ’ରେ ପିଇବା ପାଣିର ସମସ୍ୟା ରହିବନି। ଏଥି ପାଇଁ ସରକାରୀ ସ୍ତରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ତଥାପି ସୁଧୁରୁନି ସମସ୍ୟା। ଏହାର ଜ୍ବଳନ୍ତ ଉଦାହରଣ ପାଲଟିଛି ସତ୍ୟବାଦୀ ବ୍ଲକ୍ ଶୁକଳ ପଞ୍ଚାୟତର ରାୟପୁର ଗାଁ। ଏକମାତ୍ର ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇଯିବା ପରେ ଗାଁ’…
ଅଧିକ ଖବର ଦେଖନ୍ତୁ...

ଗୋପ : ସାର କଳାବଜାରରେ ଲାଗୁନି ଲଗାମ, ଶୋଷଣର ଶିକାର ହେଉଛନ୍ତି ଚାଷୀ, ରାଜରାସ୍ତାକୁ ଓହ୍ଲାଇବାକୁ ଚାଷୀଙ୍କ ଚେତାବନୀ

ଗୋପ : ଗୋପ ବ୍ଲକ୍‌ରେ ବ୍ୟବସାୟୀମାନେ ଏବେ ସାର କଳାବଜାରରେ ମାତିଛନ୍ତି। ସରକାରଙ୍କ ପକ୍ଷରୁ ଏହି ବ୍ୟବସାୟୀଙ୍କ ଉପରେ କୌଣସି ଲଗାମ ନଥିବାରୁ ସେମାନେ ଚାଷୀମାନଙ୍କୁ ଶୋଷଣ କରୁଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ ୟୁରିଆ ସାର ୨୬୬ ଟଙ୍କାରେ ବିକ୍ରୟ କରିବା କଥା। ମାତ୍ର ତାହା ଏବେ ବଜାରରେ…
ଅଧିକ ଖବର ଦେଖନ୍ତୁ...