ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

୨୪ ଘଣ୍ଟା ମଧ୍ୟରେ ୭ ଜିଲ୍ଲାରେ ପ୍ରବଳ ବର୍ଷା ଓ ୧୫ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ନିମ୍ନଚାପ ରେଖାର ପଶ୍ଚିମ ଭାଗ ହିମାଳୟର ପାଦଦେଶରେ ଅବସ୍ଥାନ କରୁଥିବା ବେଳେ ପୂର୍ବ ଭାଗ ଆଜି (ଶୁକ୍ରବାର) ଉତ୍ତରପ୍ରଦେଶର ଗୋରଖପୁରରୁ ବାହାରି ପାଟନା, ବାଙ୍କୁରା ମଧ୍ୟ ଦେଇ ପଶ୍ଚିମବଙ୍ଗର ଦିଘାରୁ ଦକ୍ଷିଣପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି।…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁ ପଛ, ଅନ୍ୟମାନେ ଆଗ: କାର୍ଯ୍ୟାନୁଷ୍ଠାନ ନେବାକୁ କୁନ୍ଥକୁନ୍ଥ, କାହା ଚାପରେ ସମସ୍ତେ ଚୁପ୍

ପୁରୀ: ତିନି ରଥ ସିଂହଦ୍ବାରରୁ ଗୁଣ୍ଡିଚାମନ୍ଦିର ଯାଏ ପହଞ୍ଚିବାକୁ ଦୁଇ ଦିନ ଲାଗିଗଲା। ପହଣ୍ଡି, ନୀତି ଓ ବନକଲାଗି ବିଶୃଙ୍ଖଳା ସୀମା ଟପିଗଲା। ହେରାପଞ୍ଚମୀ ପରଦିନ ଯାଇ ଲକ୍ଷ୍ମୀ ଠାକୁରାଣୀ ଶ୍ରୀଗୁଣ୍ଡିଚା ମନ୍ଦିର ଯାତ୍ରା କଲେ। ଅଣସେବକମାନେ ରଥରେ ଚଢ଼ି ବିଶୃଙ୍ଖଳା କଲେ। ପହଣ୍ଡି ବେଳେ…
ଅଧିକ ଖବର ଦେଖନ୍ତୁ...

ଏନ୍‌କାଉଣ୍ଟର୍‌ରେ ଦୁର୍ଦ୍ଦାନ୍ତ ପିନୁ ଗୁରୁତର, ପିସ୍ତଲ ଓ ଦୁଇଟି ଗୁଳି ଜବତ

ପୁରୀ: ଆଜି ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ ପୁଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ପିନାକୀ ବରାଳ ଓରଫ୍‌ ପିନୁ ଗୁରୁତର ଆହତ ହୋଇଛି। ତା’ ବାମ ଗୋଡ଼ରେ ଗୁଳି ବାଜିଛି। ଚିକିତ୍ସା ନିମନ୍ତେ ତାକୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମାତ୍ର ସେଠାରେ ଡାକ୍ତର ପିନୁର ଗୋଡ଼ରୁ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୫ ଜିଲ୍ଲାରେ ଅତିପ୍ରବଳ ବର୍ଷା; ୯ ଜିଲ୍ଲାରେ ପ୍ରବଳ ବର୍ଷା ଓ ୧୦ ଜିଲ୍ଲାରେ କାଳବୈଶାଖୀ ଜନିତ…

ଭୁବନେଶ୍ୱର: ମୌସୁମୀ ନିମ୍ନଚାପ ରେଖା ଆଜି (ଗୁରୁବାର) ପଞ୍ଜାବର ଫିରୋଜ଼ପୁରରୁ ବାହାରି କର୍ଣ୍ଣଲ, ମିରଟ, ଆଜମଗଡ, ପାଟନା, ମୁଙ୍ଗେର, ଦେଓଘର, ବାଙ୍କୁରା ମଧ୍ୟ ଦେଇ ପଶ୍ଚିମବଙ୍ଗର ଡାଇମଣ୍ଡ-ହାରବରରୁ ଦକ୍ଷିଣପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି। ଏହାର ପ୍ରଭାବରେ…
ଅଧିକ ଖବର ଦେଖନ୍ତୁ...

ପୁଲିସ ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ପିନାକୀ ବରାଳ ଆହତ, ଡାକ୍ତରଖାନାରେ ଭର୍ତ୍ତି

ପୁରୀ: କୁଖ୍ୟାତ ଅପରାଧୀ ପିନାକୀ ବରାଳ ଓରାଫ ପିନୁକୁ ପୁରୀ ପୁଲିସ ଗୁରୁବାର ଦିନ ଏନ୍‌କାଉଣ୍ଟର କରିଛି। ପିନୁର ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ ଆହତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଜଗନ୍ନାଥବସ୍ତିର ବିଦ୍ୟାଧର ବରାଳଙ୍କ ପୁଅ…
ଅଧିକ ଖବର ଦେଖନ୍ତୁ...

ଭଙ୍ଗାଘରେ ବିତୁଛି ଜୀବନ: ଅନଟନରେ ସାଇକେଲ ଦୋକାନୀ ଜଗନ୍ନାଥଙ୍କ ପରିବାର

ପୁରୀ: ଦୁର୍ବିସହ ଜୀବନ କାଟୁଛନ୍ତି ପୁରୀ ସଦର ବ୍ଲକ ବୀରପ୍ରତାପପୁର ପଞ୍ଚାୟତ ଦାମୋଦରପୁର ଗାଁର ଜଗନ୍ନାଥ ନାୟକ(୪୮)। ଗୋଡ଼ ଭାଙ୍ଗିଯିବା ପରେ ଅର୍ଥାଭାବ ଭିତରେ ଜୀବନ କାଟୁଛନ୍ତି ଜଗନ୍ନାଥଙ୍କ ପରିବାର। ମୁଣ୍ଡକୁ ଛାତ ଘରଟିଏ ନ ଥିବାରୁ ଭଙ୍ଗା ଜରିପାଲ ପକା ଘରେ ରହୁଛନ୍ତି। ଏଭଳି ସ୍ଥିତିରେ…
ଅଧିକ ଖବର ଦେଖନ୍ତୁ...

ଭୂତଳ ଜଳସ୍ତର ବୃଦ୍ଧି ପ୍ରକଳ୍ପ: ୭ ବର୍ଷ ପରେ ବି କାର୍ଯ୍ୟକ୍ଷମ ହେଲାନି

ପୁରୀ: ପୁରୀ ସମୁଦ୍ର କୂଳରେ ଚିହ୍ନଟ ମଧୁର ଜଳଭଣ୍ଡାର ସୁରକ୍ଷା ତଥା ଏହାର ଜଳସ୍ତରରେ ସ୍ଥିରତା ଆଣିବା ପାଇଁ ଜନସ୍ବାସ୍ଥ୍ୟ ବିଭାଗ(ପିଏଚ୍‌ଡି) ପକ୍ଷରୁ ଆରମ୍ଭ ହୋଇଥିଲା ମଧୁର ଜଳ ଅଞ୍ଚଳ ଭୂତଳ ଜଳ ରିଚାର୍ଜ(ଭୂତଳ ଜଳସ୍ତର ବୃଦ୍ଧି ପାଇଁ) ପ୍ରକଳ୍ପ। ପ୍ରାୟ ୧୩ କୋଟି ଟଙ୍କା ବ୍ୟୟରେ ଏଥିପାଇଁ…
ଅଧିକ ଖବର ଦେଖନ୍ତୁ...

କାକଟପୁରରେ ‘ଆମ ବସ୍‌ଷ୍ଟାଣ୍ଡ୍‌’ ଲୋକାର୍ପିତ: ଦେଢ଼ ଏକର ଜାଗାରେ ରହିଛି ଆନୁଷଙ୍ଗିକ ସୁବିଧା

କାକଟପୁର: କାକଟପୁରବାସୀଙ୍କ ଦୀର୍ଘ ଦିନର ଦାବିକୁ ଆଜି ରାଜ୍ୟ ସରକାର ସାକାର କରିଛନ୍ତି। ପରିବହନ କ୍ଷେତ୍ରରେ ଉନ୍ନତମାନର ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଆଜି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ କାକଟପୁରଠାରେ ଏହି ନୂତନ ବସ୍‌ଷ୍ଟାଣ୍ଡକୁ ଲୋକାର୍ପଣ କରାଯାଇଛି। ପ୍ରାୟ ସାଢ଼େ ତିନି…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୨୫ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ସହ ୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ନିମ୍ନଚାପ ରେଖା ଆଜି (ବୁଧବାର) ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ରହିବା ସହ ପଞ୍ଜାବର ଫିରୋଜ଼ପୁରରୁ ବାହାରି ଆମ୍ବାଲା, ବରେଲୀ, ପାଟନା, ମଧ୍ୟ ଦେଇ ପଶ୍ଚିମବଙ୍ଗର ବାଲୁରଘାଟରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ମିଜୋରାମ ଯାଏଁ ଲମ୍ବିଛି। ଏହାର ପ୍ରଭାବରେ ଆଜି ସକାଳୁ…
ଅଧିକ ଖବର ଦେଖନ୍ତୁ...

ଚନ୍ଦ୍ରଯାନ-୩ର ସଫଳତା କାମନା କଲେ ଶଙ୍କରାଚାର୍ଯ୍ୟ: ଇସ୍ରୋ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଲେ

ପୁରୀ: ଭାରତ ଏବେ ଆଉ ଏକ ବଡ଼ ସଫଳତା ହାସଲ କରିବାକୁ ଯାଉଛି। ଚନ୍ଦ୍ରଯାନ-୩ ଅବତରଣର ଅବଗଣନା ଆରମ୍ଭ ହୋଇଯାଇଛି। ଆଜି ସନ୍ଧ୍ୟା ପ୍ରାୟ ୬ଟା ୪ ମିନିଟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ବୋଲି ଆଶା କରାଯାଉଛି। ଏହାକୁ ନେଇ ଇସ୍ରୋ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଜଗତଗୁରୁ…
ଅଧିକ ଖବର ଦେଖନ୍ତୁ...