ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ପ୍ରଳୟଙ୍କରୀ ବନ୍ୟାକୁ ୧୩ ବର୍ଷ ବିତିଲା: ଖଇରିକୁଣ୍ଡର କ୍ଷତ ଶୁଖିଲାନି

ପିପିଲି: ଭାର୍ଗବୀ ନଦୀର ପ୍ରଳୟଙ୍କରୀ ବନ୍ୟାକୁ ୧୩ବର୍ଷ ପୂରିଲା। ଅଦ୍ୟାବଧି ଖଇରିକୁଣ୍ଡ ଗ୍ରାମବାସୀଙ୍କର କ୍ଷତ ଶୁଖିନି। ସରକାରୀ ସୁବିଧା ସୁଯୋଗକୁ ଏବେବି ଅପେକ୍ଷା କରିଛନ୍ତି ଗ୍ରାମବାସୀ। ୨୦୧୧ ସେପ୍ଟେମ୍ବର ୧୨ ତାରିଖ, ଭାର୍ଗବୀ ନଦୀର ପ୍ରଳୟଙ୍କରୀ ବନ୍ୟାରେ ନଦୀ ବନ୍ଧ ଉଛୁଳିଲା। ସେହି…
ଅଧିକ ଖବର ଦେଖନ୍ତୁ...

ବିପଦସଂକୁଳ କେନାଲ ବ୍ରିଜ୍: ମରାମତି ପାଇଁ ପ୍ରଶାସନର ନିଦ ଭାଙ୍ଗୁନି

ଗୋପ: ବହୁଦିନ ଧରି ବିପଦସଂକୁଳ ଅବସ୍ଥାରେ ଝୁଲିରହିଛି କେନାଲ ବ୍ରିଜ୍। ବାରମ୍ବାର ଅଭିଯୋଗ ପରେ ବି ମରାମତି ପାଇଁ ପ୍ରଶାସନର ନିଦ ଭାଙ୍ଗୁନି। କେତେବେଳେ ଯେ ଏହି ସେତୁ କାହାର ଜୀବନ ନେବ ତାକୁ ନେଇ ଆତଙ୍କିତ ସ୍ଥାନୀୟ ବାସିନ୍ଦା। ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗୋପ ଜଳସମ୍ପଦ ବିଭାଗ…
ଅଧିକ ଖବର ଦେଖନ୍ତୁ...

୩ଟି ସ୍ଥାନରେ ହେବ ‘ମତ୍ସ୍ୟ ଅବତରଣ କେନ୍ଦ୍ର’: ସାପକୋଟି ପାଇଁ ୮କୋଟିର ଟେଣ୍ଡର, ପ୍ଲାନ୍‌ ମଞ୍ଜୁରିକୁ ଅପେକ୍ଷା

ପୁରୀ: ସାମୁଦ୍ରିକ ମାଛ ପୁରୀ ସହରର ଅର୍ଥନୀତିର ଅନ୍ୟ ଏକ ବୃହତ୍ତ ଅଂଶବିଶେଷ। ତେବେ ସମୁଦ୍ରରୁ ମାଛ ଧରିବା ପରେ କୂଳରେ ଆଣି ମାଛ ବାଲି ଉପରେ ଖାଲି କରିବା ମତ୍ସ୍ୟଜୀବୀଙ୍କ ପାଇଁ ଆହ୍ୱାନ ପାଲଟିଛି। ଏ ସମସ୍ୟା ଦୂର କରିବା ପାଇଁ ୪ଟି ସ୍ଥାନରେ ମତ୍ସ୍ୟ ଅବତରଣ କେନ୍ଦ୍ର ପାଇଁ ଯୋଜନା କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଏଥର ଡବଲ ଇଞ୍ଜିନ୍ ସରକାର ନିଶ୍ଚିତ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ବିଜେପି ପକ୍ଷରୁ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଭାବେ ନାଁ ଘୋଷଣା ହେବା ପରେ ଆଜି ସକାଳେ ପ୍ରଥମେ ଶ୍ରୀମନ୍ଦିର ଓ ପରେ ରାଜଧାନୀରେ ଲିଙ୍ଗରାଜ ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଜିଉଙ୍କ ଦର୍ଶନ କଲେ ପୁରୀ ଓ ସମ୍ବଲପୁରର ବିଜେପି ଲୋକସଭା ସାଂସଦ ପ୍ରାର୍ଥୀ

ପୁରୀ: ଆଜି ସକାଳେ ପୁରୀ‌ରେ ବିଜେପିର ଦୁଇ ଲୋକସଭା ସାଂସଦ ପ୍ରାର୍ଥୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ଏ ଦୁଇଜଣ ହେଲେ ପୁରୀର ଲୋକସଭା ସାଂସଦ ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ର ଓ ସମ୍ବଲପୁରର ଲୋକସଭା ସାଂସଦ ପ୍ରାର୍ଥୀ ଧ‌ର୍ମେନ୍ଦ୍ର ପ୍ରଧାନ। ଦୋଳ ପୂର୍ଣ୍ଣିମାରେ…
ଅଧିକ ଖବର ଦେଖନ୍ତୁ...

ନିମାପଡ଼ାରେ ବିଜେପି ମଙ୍ଗ ଧରିବ କିଏ?

ନିମାପଡ଼ା: ଆଗାମୀ ବିଧାନସଭା ନିର୍ବାଚନରେ ସରକାରୀ ଓ ବିରୋଧୀ ଦଳ ମଧ୍ୟରେ ମେଣ୍ଟ ହେବନାହିଁ ବୋଲି ଉଭୟ ଦଳର ନେତାମାନେ କହି ସାରିଛନ୍ତି। ନିମାପଡ଼ା ନିର୍ବାଚନମଣ୍ଡଳୀରେ ବିଜେପି ପ୍ରତି ଲୋକମାନଙ୍କ ସମର୍ଥନ ବଢ଼ୁଥିଲେ ମଧ୍ୟ ନିମାପଡ଼ା ବିଜେପିର ମଙ୍ଗ କିଏ ଧରିବ ସେ ନେଇ କଳ୍ପନାଜଳ୍ପନା…
ଅଧିକ ଖବର ଦେଖନ୍ତୁ...

ଆଜି ମହାପ୍ରଭୁଙ୍କ ସୁନାବେଶ: ଅପରାହ୍‌ଣ ସାଢ଼େ ୪ରୁ ସାହାଣମେଲା ଦର୍ଶନ

ପୁରୀ:‌ ଦୋଳପୂର୍ଣ୍ଣିମା‌ରେ ଦୋଳରେ ଝୁଲିବେ ଶ୍ରୀଦୋଳଗୋବିନ୍ଦ। ଏଣେ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଚତୁର୍ଦ୍ଧା ବିଗ୍ରହ ରାଜାଧିରାଜ ବେଶରେ ଦର୍ଶନ ଦେବେ। ସୁନାବେଶରେ ସଜେଇ ହେବେ ଶ୍ରୀବିଗ୍ରହ। ସକାଳ ୮ଟାରୁ ସାଢ଼େ ୯ଟା ମଧ୍ୟରେ ମହାପ୍ରଭୁଙ୍କ ରାଜାଧିରାଜ ବା ସୁନାବେଶ କରାଯିବ। ଅର୍ଥାତ…
ଅଧିକ ଖବର ଦେଖନ୍ତୁ...

ଅଘୋଷିତ ବିଦ୍ୟୁତ କାଟ୍‌: ମହମବତି ଆଲୁଅରେ ପରୀକ୍ଷା

ପୁରୀ: ଅଘୋଷିତ ବିଦ୍ୟୁତ୍‌ କାଟ ପାଇଁ ଆଜି ଛାତ୍ରଛାତ୍ରୀଙ୍କ ପରୀକ୍ଷାରେ ବିଭ୍ରାଟ ଦେଖାଦେଇଛି। ଘଣ୍ଟାଘଣ୍ଟା ଧରି ବିଦ୍ୟୁତ୍‌ କାଟ ହେବା ଫଳରେ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମହମବତି ଜଳାଇ ପରୀକ୍ଷା ଦେଇଛନ୍ତି। ପୁରୀ ସଦର ବ୍ଲକ୍‌ର ଅଧିକାଂଶ ବିଦ୍ୟାଳୟରେ ଆଜି ଏଭଳି ଅଭାବନୀୟ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମଗିରି ଓ ଶଙ୍ଖ ଭବନରେ ବିଜେଡି ବୈଠକ: ସଂଜୟ-ଉମା ଏକାଠି

ପୁରୀ:‌ ଆଜି ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବ୍ରହ୍ମଗିରିରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉଭୟ ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଂଜୟ କୁମାର ଦାସବର୍ମା ଓ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ ଏକାଠି ମଞ୍ଚରେ ବସିଥିବା ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ପୁରୀ ସଂସଦୀୟ କ୍ଷେତ୍ର: ପ୍ରାର୍ଥିତ୍ବ ନେଇ ଚର୍ଚ୍ଚା ବଢ଼ୁଛି

ପୁରୀ:‌ ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ପାଇଥିବା ପୁରୀ ଏବେ ବିକାଶରେ ଆଗରେ। ସେ ଐତିହାସିକ ଦୃଷ୍ଟିକୋଣରୁ ହେଉ କି ଅର୍ଥନୈତିକ। ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ନୂଆ ଆନ୍ତର୍ଜାତିକ ବିମାନ ବନ୍ଦର କଥା ହେଉ ଅବା ପୁରୀ ରେଳଷ୍ଟେସନ୍‌ର ନବକଳେବର, ନୂଆ…
ଅଧିକ ଖବର ଦେଖନ୍ତୁ...