ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ଆସନ୍ତାକାଲି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି, ସନ୍ଧ୍ୟାରେ ୩ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଆସନ୍ତାକାଲି (ବୁଧବାର) ଦିନ ମାଘ ଶୁକ୍ଳ ଦ୍ଵାଦଶୀ ତିଥି ଅବସରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ.୬.୦୦ ଟିକା ରୁ ରାତ୍ର ଘ.୯.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ମହାପ୍ରଭୁଙ୍କ…
ଅଧିକ ଖବର ଦେଖନ୍ତୁ...

ପୁରୀରୁ କୋଣାର୍କ ଚାଲିବ ରେଳ; ସ୍ବତନ୍ତ୍ର ଭିଷ୍ଟାଡ୍ରୋମ୍‌ ଟ୍ରେନ୍‌ରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବେ…

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ଶ୍ରୀକ୍ଷେତ୍ର (ପୁରୀ)ରୁ ଅର୍କକ୍ଷେତ୍ର (କୋଣାର୍କ)କୁ ଟ୍ରେନ୍‌ଲାଇନ୍‌ ଯୋଡ଼ିବ। ଓଡ଼ିଶାର ଏହି ଦୁଇ ଐତିହ୍ୟ ସ୍ଥାନକୁ ନୂଆ ରେଳଲାଇନ ନେଇ କେନ୍ଦ୍ରମନ୍ତ୍ରୀ ମଙ୍ଗଳବାର ଦିନ ଘୋଷଣା କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ…
ଅଧିକ ଖବର ଦେଖନ୍ତୁ...

୩ ବର୍ଷରେ ନିର୍ମାଣ ହେବ ଶ୍ରୀଜଗନ୍ନାଥ ବିମାନବନ୍ଦର: ଟେଣ୍ଡର ଆହ୍ବାନ କଲା ଇଡ୍‌କୋ

ଭୁବନେଶ୍ବର/ ପୁରୀ: ପୁରୀର ସିପସରୁବାଲିରେ ନିର୍ମାଣ ହେବାକୁ ଥିବା ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ଓଡ଼ିଶାର ସବୁଠୁ ବଡ଼ ବିମାନବନ୍ଦର ହେବ। ପ୍ରଥମ ପର୍ଯ୍ୟାୟରେ ଏଠାରେ ବାର୍ଷିକ ୪୬ଲକ୍ଷ ଯାତ୍ରୀ ଯାତାୟାତ କରିବା ଭଳି ବ୍ୟବସ୍ଥା ରହିବ। ଏବେ ରାଜ୍ୟର ସବୁଠୁ ବଡ଼ ବିମାନବନ୍ଦର…
ଅଧିକ ଖବର ଦେଖନ୍ତୁ...

ଭିତର କାଠ ନିକଟରେ ବାନ୍ତି କଲେ ଜନୈକ ଭକ୍ତ; ମହାପ୍ରଭୁଙ୍କ ମହାସ୍ନାନ ପାଇଁ ସାଧାରଣ ଦର୍ଶନ ପ୍ରଭାବିତ

ପୁରୀ: ଶ୍ରୀମନ୍ଦିର ଭିତର କାଠ ନିକଟରେ ଜଣେ ଶ୍ରଦ୍ଧାଳୁ ବାନ୍ତି କରିଦେବାରୁ ଆଜି ସନ୍ଧ୍ୟାରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇଛି। ଏହି ଅଘଟଣ ପରେ ସାଧାରଣ ଦର୍ଶନ ବନ୍ଦ କରାଯାଇଛି। ଫଳରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିରେ ସାମାନ୍ୟ ବିଳମ୍ବ ଦେଖାଯାଇଛି। ସାଧାରଣ ଦର୍ଶନ ମଧ୍ୟ କିଛି ସମୟ…
ଅଧିକ ଖବର ଦେଖନ୍ତୁ...

୩ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହେବ ପୁରୀ ଅନ୍ତର୍ଜାତୀୟ ଗ୍ରୀନ ଫିଲଡ ଶ୍ରୀଜଗନ୍ନାଥ ବିମାନବନ୍ଦର

ପୁରୀ: ବିଶ୍ବ ପ୍ରସିଦ୍ଧ ପୁରୀରେ ଅନ୍ତର୍ଜାତୀୟ ଗ୍ରୀନ ଫିଲଡ ଶ୍ରୀଜଗନ୍ନାଥ ବିମାନବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି।। ଏହି ‌ବିଶାଳ ପ୍ରକଳ୍ପ ପାଇଁ ୨୨ ଶହ ୩ କୋଟି ଟଙ୍କାର ଟେଣ୍ଡର ରଖାଯାଇଛି। ଆସନ୍ତା ୨୧ ତାରିଖରୁ ଅନ୍‌ଲାଇନ୍‌ ମାଧ୍ୟମରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ‌ହୋଇ…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀ ଆଗରେ ସନ୍ତାନକୁ ମାଡ଼ମାରି ସ୍ତ୍ରୀଙ୍କୁ ଗଣଦୁର୍ଷ୍କମ କଲେ, ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ

ବ୍ରହ୍ମଗିରି: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅରଖକୁଦା ମେରାଇନ ଥାନା ଅଞ୍ଚଳରେ ଏକ ସମ୍ବେଦନଶୀଳ ଘଟଣା ଘଟିଯାଇଛି। ଜୈନିକ ମହିଳାଙ୍କୁ ତାଙ୍କ ସ୍ୱାମୀ ଆଗରେ ଗଣଦୁର୍ଷ୍କମ ହୋଇଥିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛି। ଏହି ମାମଲାରେ ପୁଲିସ ମୂଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଘଟଣାରେ ସମ୍ପୃକ୍ତ…
ଅଧିକ ଖବର ଦେଖନ୍ତୁ...

ଆଖି ଆଗରେ ଜଳିଗଲା ନୂଆ ସ୍କୁଟି!

ନିମାପଡ଼ା: ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ କୋଠକୁସାଙ୍ଗ ଗ୍ରାମ ଅଧୀନ ନଡ଼ିଆଗୋରଡି ସାହିରେ ଜଣେ ଯୁବକର ଇଲେକ୍ଟି ବାଇକ୍ ରେ ସର୍ଟ-ସର୍କିଟରେ ଗାଡ଼ିରେ ନିଆଁ ଲାଗି ସମ୍ପୁର୍ଣ୍ଣ ପୋଡ଼ିଯାଇଥିବା ନେଇ ବଳଙ୍ଗା ଥାନାରେ ଅଭିଯୋଗ ହୋଇଛି। ସୁଚନା ମୁତାବକ କୋଠକୁସାଙ୍ଗ ଅଧୀନ ନୋଡିଆ…
ଅଧିକ ଖବର ଦେଖନ୍ତୁ...

ମାର୍ଚ୍ଚରୁ ଭୁବନେଶ୍ବର ରିଂରୋଡ୍‌ କାମ

ପୁରୀ: ୨୦୨୪ ମାର୍ଚ୍ଚ ମାସରୁ ୬ ଲେନ୍‌ ବିଶିଷ୍ଟ ଭୁବନେଶ୍ବର ରିଂରୋଡ୍‌ କାମ ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ଶ୍ରୀ ଗଡ଼କରୀ କହିଛନ୍ତି, ପରିବହନ ଓ ଯାତାୟାତ ଦୃଷ୍ଟିକୋଣରୁ ଓଡ଼ିଶା ପାଇଁ ଭୁବନେଶ୍ବର ରିଂରୋଡ୍‌ର ଆବଶ୍ୟକତା ରହିଛି। ଏଥିପାଇଁ ୬ହଜାର ୨୫୩ କୋଟି…
ଅଧିକ ଖବର ଦେଖନ୍ତୁ...

ଚନ୍ଦ୍ରଭାଗା ପୀଠ ଚଳଚଞ୍ଚଳ: ମାଘ ସପ୍ତମୀରେ ବୁଡ଼ ପକାଇବେ ଶ୍ରଦ୍ଧାଳୁ

କୋଣାର୍କ: ରାତି ପାହିଲେ ମାଘ ସପ୍ତମୀ। ଏଥି ପାଇଁ ଚନ୍ଦ୍ରଭାଗା ପୀଠ ଚଳଚଞ୍ଚଳ ହୋଇଉଠିଛି। ଶୁକ୍ରବାର ଭୋର୍‌ ସକାଳୁ ଚନ୍ଦ୍ରଭାଗା ବୁଡ଼ ହେବ। ୩ ଠାକୁରଙ୍କ ମହାସ୍ନାନ ଓ ନୀତିକାନ୍ତି ପରେ ଚନ୍ଦ୍ରଭାଗାରେ ସାଧୁସନ୍ଥ ଓ ଭକ୍ତମନେ ବୁଡ଼ ପକାଇବେ। ଏଥି ପାଇଁ ଗୁରୁବାର ସନ୍ଧ୍ୟା ପର ଠାରୁ…
ଅଧିକ ଖବର ଦେଖନ୍ତୁ...

ଶ୍ରୀପଞ୍ଚମୀରେ ଅନୁକୂଳ ହେଲା ରଥକାଠ: ତିନି ଧଉରା କାଠ ରଖି ପୂଜାର୍ଚ୍ଚନା

ପୁରୀ:‌ ରଥ ନିର୍ମାଣ ପାଇଁ ବଡ଼ଦାଣ୍ଡରେ ପ୍ରଥମ ପର୍ଯ୍ୟାୟ ରଥ କାଠ ପହଞ୍ଚିବା ପରେ ଆଜି ପବିତ୍ର ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ବଡ଼ଦାଣ୍ଡ ରଥଖଳାରେ ରଥକାଠ ଅନୁକୂଳ କାର୍ଯ୍ୟ ସଂପନ୍ନ ହୋଇଛି। ରାଜନଅର ପକ୍ଷରୁ ‌ଦେବୀପ୍ରସାଦ ରାଜଗୁରୁଙ୍କ ସହ ଅନ୍ୟ…
ଅଧିକ ଖବର ଦେଖନ୍ତୁ...