ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ପୁଲିସ ସାମ୍ନାରେ ଛଟପଟ ହୋଇ ପ୍ରାଣଗଲା

ପୁରୀ : ଗୋଟିଏପଟେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ଲାଗି ପୁରୀରେ ୧୩ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପହଞ୍ଚିଥିବା ବେଳେ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ୧୮୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ଓ ଏକହଜାରରୁ ଅଧିକ ପୁଲିସ ଅଫିସର୍‌ ଡେରା ପକାଇଛନ୍ତି। ଅନ୍ୟପଟେ ନରେନ୍ଦ୍ରକୋଣ ରାସ୍ତାରେ ପୁଲିସ…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବାକୁ ଆସି ଅଣନିଶ୍ୱାସୀ ହୋଇ ଯୁବତୀ ମୃତ

ପୁରୀ : ଗୁରୁବାର ଦିନ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବାକୁ ଆସିଥିବା ଜଣେ ଯୁବତୀ ଅଣନିଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ଘଟିଛି। ସେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ସାରି ସମ୍ପର୍କୀୟଙ୍କ ଘରକୁ ଯାଉଥିବା ବେଳେ ଅସୁସ୍ଥତା ଅନୁଭବ କରିଥିଲେ। ତାଙ୍କୁ ସମ୍ପର୍କୀୟମାନେ ଏକ ସ୍କୁଟି ଯୋଗେ ସଦର…
ଅଧିକ ଖବର ଦେଖନ୍ତୁ...

ଶ୍ରୀଚୈତନ୍ୟଙ୍କ ନୂତନ ମୂର୍ତ୍ତି ପ୍ରତିଷ୍ଠା

ବ୍ରହ୍ମଗିରି: ଶ୍ରୀଅଲାରନାଥଙ୍କ ମନ୍ଦିର ପରିସରର ଉତ୍ତର ଦିଗରେ ଥିବା ଶ୍ରୀଚୈତନ୍ୟ ଚକଡ଼ାରେ ଶ୍ରୀଚୈତନ୍ୟଙ୍କ ପ୍ରତିମୂର୍ତ୍ତି ରହିଛି। କିଂବଦନ୍ତି ଅନୁଯାୟୀ ଶ୍ରୀଚୈତନ୍ୟଙ୍କ ଆଗମନ ପରେ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହୋଇଥିଲା। ଭକ୍ତଙ୍କ ଭାବାବେଗ ଶ୍ରୀଚୈତନ୍ୟଙ୍କ ସହିତ ଜଡ଼ିତ…
ଅଧିକ ଖବର ଦେଖନ୍ତୁ...

କୋଣାର୍କରେ ଶ୍ରୀଜିଉଙ୍କ ସୁନାବେଶ

କୋଣାର୍କ: ଆଜି କୋଣାର୍କ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଶ୍ରୀଜିଉଙ୍କ ସୁନାବେଶ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟୁଷରୁ ସମୟ ନିର୍ଘଣ୍ଟ ଅନୁଯାୟୀ ଶ୍ରୀଜିଉଙ୍କ ପୂଜାନୀତି ଯଥାବିଧି ସଂପନ୍ନ ହୋଇଥିଲା। ପୂର୍ବାହ୍ଣରୁ ସନ୍ଧ୍ୟା ପର୍ଯ୍ୟନ୍ତ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ…
ଅଧିକ ଖବର ଦେଖନ୍ତୁ...

ସୁନାବେଶ ଦେଖିବା ହେଲା ଶେଷ ଦର୍ଶନ, ଅଣନିଃଶ୍ବାସୀରୁ ଭକ୍ତଙ୍କ ଚାଲିଗଲା ଜୀବନ

ଭୁବନେଶ୍ବର: ପୁରୀରେ ମହାପ୍ରଭୁଙ୍କ ସୁନାବେଶ ଆରମ୍ଭ ହୋଇଛି। ସୁନାବେଶ ଦେଖିବା ପାଇଁ ଦେଶର କୋଣ ଅନୁକୋଣରୁ ଭକ୍ତଙ୍କ ଆଗମନ ହୋଇଛି। ତେବେ ଲକ୍ଷାଧିକ ଭକ୍ତଙ୍କ ଭିତରେ ଗୁରୁବାର ଏକ ଅଘଟଣ ଘଟିଛି। ଜଣେ ଭକ୍ତ ଅଣନିଃଶ୍ବାସୀ ହେବାରୁ ତାଙ୍କ ଜୀବନ ଚାଲିଯାଇଛି। ରଥ ଉପରେ ରାଥାରୁଢ଼…
ଅଧିକ ଖବର ଦେଖନ୍ତୁ...

ରଥଉପରେ ମହାପ୍ରଭୁଙ୍କ ସୁନାବେଶ; ବଡ଼ଦାଣ୍ଡରୁ ଶ୍ରୀଜିଉଙ୍କ ବିରଳ ଦର୍ଶନ କରୁଛନ୍ତି ଲକ୍ଷାଧିକ ଭକ୍ତ

ପୁରୀ : ଆଷ‌ାଢ଼ ଶୁକ୍ଳ ଏକାଦଶୀ ତିଥିରେ ବଡ଼ଦାଣ୍ଡରେ ବିରାଜମାନ ତିନିରଥ ଉପରେ ମହାପ୍ରଭୁ ସୁନାବେଶ(ବଡ଼ତଢ଼ାଉ ବେଶ)ରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମହାପ୍ରଭୁଙ୍କ ଏହି ବିରଳ ବେଶ ଦର୍ଶନ କରି ଲକ୍ଷାଧିକ ଭକ୍ତ ନିଜକୁ ଧନ୍ୟ ମନେ କରିଛନ୍ତି। ପ୍ରଶାସନ ପକ୍ଷରୁ ବ୍ୟବସ୍ଥିତ ବେରିକେଡରେ ଯାଇ…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁଙ୍କ ସୁନାବେଶ ପାଇଁ ପ୍ରକ୍ରିୟା ଜାରି; ଶ୍ରୀଜିଉଙ୍କ ବିରଳ ଦର୍ଶନ ଲାଗି ବଡ଼ଦାଣ୍ଡରେ ଅପେକ୍ଷାରତ ଭକ୍ତ

ପୁରୀ : ଆଷ‌ାଢ଼ ଶୁକ୍ଳ ଏକାଦଶୀ ତିଥିରେ ବଡ଼ଦାଣ୍ଡରେ ବିରାଜମାନ ତିନିରଥ ଉପରେ ମହାପ୍ରଭୁଙ୍କ ସୁନାବେଶ(ବଡ଼ତଢ଼ାଉ ବେଶ) ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବାହୁଡ଼ାଯାତ୍ରା ସାରି ଫେରିବା ପରେ ସିଂହଦ୍ବାରରେ ରଥ ଉପରୁ ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧା ବିଗ୍ରହ। ଲକ୍ଷାଧିକ…
ଅଧିକ ଖବର ଦେଖନ୍ତୁ...

ରୁପାରେ ଝଲସିଲା ଶ୍ରୀମନ୍ଦିର ସିଂହଦ୍ବାର

ପୁରୀ : ରୁପାର ଝଲସିଛି ଶ୍ରୀମନ୍ଦିର ସିଂହଦ୍ବାର। ତିନିଦିନ ଧରି ଚାଲିଥିବା ସିଂହଦ୍ବାର ରୁପା ଛାଉଣି କାମ ଶେଷହୋଇଛି। ବର୍ମା ଶାଗୁଆନ କାଠରେ ନବନିର୍ମିତ କବାଟ ସିଂହଦ୍ବାରରେ ଲାଗିବା ପରେ ମୁମ୍ବାଇରୁ ଆସିଥିବା ରୁପା କାରିଗରମାନେ ଏହା ଉପରେ ବିଭିନ୍ନ ଡିଜାଇନ୍‌ରେ ପ୍ରସ୍ତୁତ ରୁପା ପ୍ଲେଟ୍‌…
ଅଧିକ ଖବର ଦେଖନ୍ତୁ...

ଆଜି ସୁନାବେଶ, ୬ ଘଣ୍ଟା ମିଳିବ ସୁନାବେଶ ଦର୍ଶନ

ପୁରୀ : ଗୁରୁବାର ଆଷ‌ାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କ ସୁନାବେଶ(ବଡ଼ତଢ଼ାଉ ବେଶ)। ବାହୁଡ଼ାଯାତ୍ରା ସାରି ଫେରିବା ପରେ ସିଂହଦ୍ବାରରେ ରଥ ଉପରୁ ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧା ବିଗ୍ରହ। ବର୍ଷବ୍ୟାପୀ ରତ୍ନବେଦିରେ ସୁନାବେଶରେ ଦର୍ଶନ ଦେଉଥିବା ମହାବାହୁ ମହଣ ମହଣ…
ଅଧିକ ଖବର ଦେଖନ୍ତୁ...

ବାହୁଡ଼ିଲେ ବ୍ରହ୍ମାଣ୍ଡ ଠାକୁର, ସିଂହଦ୍ବାରରେ ପହଞ୍ଚିଲେ ୩ ରଥ

ପୁରୀ : ଶେଷ ହୋଇଛି ଲୀଳାମୟ ମହାବାହୁଙ୍କ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା। ଜନ୍ମବେଦିରେ ନବଦିନର ଲୀଳାଖେଳ ସାରି ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିର ସିଂହଦ୍ବାରକୁ ବାହୁଡ଼ିଛନ୍ତି କୋଟି କୈବଲ୍ୟନାଥ ବ୍ରହ୍ମାଣ୍ଡ ଠାକୁର। ବଡ଼ଦାଣ୍ଡକୁ ନିସ୍ବାର୍ଥ ଭକ୍ତିଭାବରେ ବୁଡ଼ାଇଛନ୍ତି…
ଅଧିକ ଖବର ଦେଖନ୍ତୁ...