ଗୁଣି ସନ୍ଦେହରେ ହତ୍ୟା, ୩ ଗିରଫ

0 21

ରାୟଗଡ଼ା : ରାୟଗଡା ବ୍ଲକ ଶେଷଖାଲ ଥାନା ଅନ୍ତର୍ଗତ ରାଚାପାଂଗା ଗ୍ରାମର ଦାସନା ମାଣ୍ଡାଙ୍ଗି (୬୫)ଙ୍କୁ ହତ୍ୟା ଘଟଣାରେ ପୁଲିସ ୩ଜଣଙ୍କୁ ଗିରଫ କରିଛି। ଗତ ୧୧ତାରିଖ ରାତିରେ ଗୁଣିଗାରେଡି ସନ୍ଦେହରେ ଦାସନାଙ୍କୁ ହତ୍ୟା କରାଯାଇଥିବା ବେଳେ ୪ଜଣ ସଂପୃକ୍ତ ଥିବା ପୁଲିସ କହିଛି। ଫେରାର ଥିବା ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଚାଲିଥିବା ଥାନା ଆଇଆଇସି ପୀତବାସ ଧାରୁଆ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

18 − thirteen =