ଅନୁସନ୍ଧାନ କରୁଥିବା ବର୍ଗ

ରାୟଗଡ଼ା

ଉପାନ୍ତ ଅଞ୍ଚଳର ଶିକ୍ଷା ବ୍ୟବସ୍ଥା ଏମିତି: ଗଛମୂଳେ ରନ୍ଧା ହେଉଛି ମଧ୍ୟାହ୍ନ ଭୋଜନ

ରାୟଗଡ଼ା: ପିଲାଙ୍କୁ ବିଦ୍ୟାଳୟ ମୁହାଁ କରିବା ଏବଂ ଶିକ୍ଷାର ଉନ୍ନତି ପାଇଁ ସରକାରଙ୍କ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ଉପାନ୍ତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାରେ ବିଶେଷ ଉନ୍ନତି ହୋଇପାରୁନାହିଁ। ବିଦ୍ୟାଳୟ କୋଠା ଅଛି, ପିଲାମାନେ ମଧ୍ୟ ସ୍କୁଲକୁ ଆସୁଛନ୍ତି। ହେଲେ ନିୟମିତ…
ଅଧିକ ଖବର ଦେଖନ୍ତୁ...

ମୁନିଗୁଡ଼ାରେ ମହାବଳ ଆତଙ୍କ: ମଇଁଷି ଶିକାର କରି ଖାଇଲା, ବନ ବିଭାଗର ତତ୍ପରତା

ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ବନାଞ୍ଚଳରେ ମହାବଳ ବାଘର ଆତଙ୍କ ଦେଖିବାକୁ ମିଳିଛି। ଅଞ୍ଚଳରେ ବାଘ ବୁଲୁଥିବା ଜାଣିବା ପରେ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଗତ କିଛି ଦିନ ତଳେ ଗଜପତି ଜିଲ୍ଲା ତ ଆଉ କେତେବେଳେ କନ୍ଧମାଳ ଜିଲ୍ଲାରେ ବାଘର ଆତଙ୍କ ଦେଖିବାକୁ ମିଳିଥିଲା। ଗତ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ: ୫ମ ଶ୍ରେଣୀ ପିଲା ଅ,ଆ ଜାଣିନାହାନ୍ତି

ରାୟଗଡା: ଶିକ୍ଷାର ଉନ୍ନତି ପାଇଁ ସରକାରଙ୍କ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି କିନ୍ତୁ କାଶୀପୁର ବ୍ଲକର ଦୁରୂପାଇ ପ୍ରାଥମିକ ବିଦ୍ୟାଳୟରେ ଏହି ଯୋଜନାଗୁଡିକ କିଭଳି ପାଣିର ଗାର ସଦୃଶ୍ୟ ପାଲଟିଛି ତାହା ନଦେଖିଲେ ବିଶ୍ବାସ କରିହେବ ନାହିଁ। ଏହି ବିଦ୍ୟାଳୟର ପରିବେଶକୁ ଦେଖିଲେ ସ୍ପଷ୍ଟ ବାରି…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବର ୨ରୁ ୮ ପର୍ଯ୍ୟନ୍ତ ନକ୍ସଲଙ୍କ ପିଏଲଜିଏ ସପ୍ତାହ

ରାୟଗଡା: ସିପିଆଇ ମାଓବାଦୀ ପାର୍ଟିର ଆନ୍ଧ୍ର ଓଡିଶା ଜୋନାଲ କମିଟିର ସଚିବ ଗଣେଶ ପ୍ରେସ ବିବୃତ୍ତି ଜାରି କରି ଆସନ୍ତା ଡିସେମ୍ବର ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି। ଡିସେମ୍ବର ୨ ରୁ ୮ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହର ୨୩ ତମ ବାର୍ଷିକୀ…
ଅଧିକ ଖବର ଦେଖନ୍ତୁ...

ବିଜେଡି ପ୍ରଶିକ୍ଷଣ ଶିବିରରେ ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି: ବିଜେଡିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିବେ କି ?

ରାୟଗଡା: ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡିଟୋରିୟମଠାରେ ଦଳର ମାଷ୍ଟର ଟ୍ରେନରମାନଙ୍କ ଦ୍ୱାରା ରାୟଗଡା ବ୍ଳକର ତିନୋଟି ଜୋନ ଓ ରାୟଗଡା ପୈାରାଂଚଳର ସକ୍ରିୟ କର୍ମୀ ଏବଂ ଜନ ପ୍ରତିନିଧିମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ପ୍ରଶିକ୍ଷଣ ଶିବିରର…
ଅଧିକ ଖବର ଦେଖନ୍ତୁ...

ଅହମଦାବାଦର ସାରସ ମେଳାରେ ମନ ଜିଣିଲା ‘ଲାଉ ତୁମ୍ବା କ୍ରାଫ୍’

ରାୟଗଡା: ଗୁଜୁରାଟର ଅହମଦାବାଦ ସାବରମତି ଆଶ୍ରମ ନିକଟରେ ସାରସ ମେଳା ନାମରେ ସର୍ବଭାତରୀୟ ସ୍ତରୀୟ ହସ୍ତଶିଳ୍ପ ମେଳା ଚଳିତ ନଭେମ୍ବର ମାସ ୨୪ତାରିଖରୁ ଆରମ୍ଭ ହୋଇଛି। ଏହି ମେଳା ଆସନ୍ତା ଡିସେମ୍ବର ୪ତାରିଖ ଯାଏଁ ଚାଲିବ।ଏଥିରେ ଭାରତର ପ୍ରତ୍ୟେକ ରାଜ୍ୟରୁ ସୁନାମଧନ୍ୟ ହସ୍ତଶିଳ୍ପିଙ୍କୁ…
ଅଧିକ ଖବର ଦେଖନ୍ତୁ...

ସାମାଜିକ ସଂସ୍କୃତି, ପରଂପରା ଓ ଭାଇଚାରାର ପର୍ବ ‘ଦିଆଲି ପରବ’ ପାଳିତ

ରାୟଗଡା: ରାୟଗଡା ଜିଲ୍ଲା ଡମ୍ ସମାଜର ଦିଆଲି ପରବ ଭେଟଘାଟ ମହାସମାରୋହରେ ପାଳିତ ହୋଇଯାଇଛି। ହଜାର ହଜାର ଲୋକ ଚାରୋଟି ବିରାଟ ରାଲିରେ ବାହାରିଥିଲେ। ପ୍ରଥମ ରାଲି ଷ୍ଟେସନ ଛକରୁ ଜିସିଡି ପଡ଼ିଆରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲେ। ଦ୍ବିତୀୟ ରାଲି ଆମ୍ବାଗୁଡା ଛକରୁ,…
ଅଧିକ ଖବର ଦେଖନ୍ତୁ...

ଶିକ୍ଷା ହିଁ ବିକାଶର ଚାବିକାଠି, ବ୍ୟକ୍ତିତ୍ବକୁ ପରିପୂର୍ଣ୍ଣ କରେ: ମନ୍ତ୍ରୀ ସାରକା

ରାୟଗଡା: ଶିକ୍ଷା ହିଁ ବିକାଶର ଚାବିକାଠି। ଶିକ୍ଷା ବ୍ୟକ୍ତିକୁ ପରିପୂର୍ଣ୍ଣ କରେ। ରାଜ୍ୟରେ ଜନଜାତିଙ୍କ ବିକାଶ ଶୀର୍ଷରୁ ଶୀର୍ଷତର ଆଡ଼କୁ ଗତି କରୁଛି। ଜନଜାତି ପିଲାମାନେ ବିବିଧ କ୍ଷେତ୍ରରେ ପାରଦର୍ଶିତା ଅର୍ଜ୍ଜନ କରୁଛନ୍ତି। ସରଗିଫୁଲ ଏଦିଗରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରି ଆସୁଛି ବୋଲି…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ ଗଡ଼ିଲା ୫୨ ଲକ୍ଷ୍ମୀ ବସ୍‌

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ଆରମ୍ଭ ହେଲା ଲକ୍ଷ୍ମୀ ବସ୍‌ ଯୋଜନା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ସେବାକୁ ଶୁଭାରମ୍ଭ କରିଛନ୍ତି। ‌ଯୋଜନାରେ ଜିଲ୍ଲାରେ ୫୨ଟି ବସ୍‌ ଚଳାଚଳ କରିବ ଏବଂ ସମସ୍ତ ୧୮୨ଟି ପଞ୍ଚାୟତରେ ସେବା ଯୋଗାଇବ। ଲକ୍ଷ୍ମୀ ଯୋଜନା ଘରେଘରେ ଖୁସି ଆଣିବ…
ଅଧିକ ଖବର ଦେଖନ୍ତୁ...

ପଞ୍ଚାୟତ ହେଉଛି ଆମ ବିକାଶ କାର୍ଯ୍ୟକ୍ରମର ମୁଖ୍ୟ ଫୋକସ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ରାୟଗଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡା ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି। ରାୟଗଡା ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାରେ ଜିଲ୍ଲାରେ ୫୨ଟି ବସ୍‌ ଚାଲିବ ଏବଂ ସବୁ ପଞ୍ଚାୟତକୁ ବସ୍‌ ଯିବ। ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...