ଅନୁସନ୍ଧାନ କରୁଥିବା ବର୍ଗ

ରାୟଗଡ଼ା

ମା’ ମଝିଘରିଆଣୀଙ୍କ ମହାଷ୍ଟମୀରେ ବିଶେଷ ପୂଜା: ରହିଛି ଲିଡ଼ିକା ଛେଳିକୁ ବଳି ଦିଆଯିବାର ପ୍ରଥା

ରାୟଗଡା: ଓଡ଼ିଶାର ଅନ୍ୟତମ ଶକ୍ତି ପୀଠ ମା’ ମଝିଘରିଆଣିଙ୍କ ପୀଠରେ ଆରମ୍ଭ ହୋଇଛି ଶାରଦୀୟ ପୂଜା ଉପଚାର। ବାର୍ଷିକ ଚୈତ୍ର ପର୍ବକୁ ବାଦ ଦେଲେ ଶାରଦୀୟ ପୂଜା ମା’ଙ୍କ ପୀଠର ପ୍ରମୁଖ ପର୍ବ। ଏଥିଲାଗି ମନ୍ଦିର କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମନ୍ଦିରକୁ ଶାରଦୀୟ ପୂଜା ଲାଗି…
ଅଧିକ ଖବର ଦେଖନ୍ତୁ...

କାଶୀପୁର ଅଂଚଳରେ ପୁଲିସ ଓ କମ୍ପାନିର ଜୁଲମ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ରାୟଗଡା: ଆଜି କାଶୀପୁର ଅଂଚଳର ଲୋକେ ଜିଲ୍ଲାପାଳଙ୍କୁ ଭେଟି ପୁଲିସ ଓ କମ୍ପାନି ବିରୋଧରେ ଗର୍ଜିଥିଲେ।ସ୍ଥାନୀୟ ଜଳଧର ନାୟକଙ୍କ ନେତୃତ୍ବରେ କାଶୀପୁର ଅଂଚଳର ଲୋକେ ନେତା, ପୁଲିସ ଓ କମ୍ପାନିକୁ ବିରୋଧ କରିଛନ୍ତି। ଗତ ଦେଢମାସ ହେବ ପୁଲିସ ଲୋକଙ୍କୁ ବିନା କାରଣରେ ଗିରଫ କରୁଛି। ସିଜିମାଳି ଖନନକୁ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା ଜିଲ୍ଲା ପ୍ରଶାସନ ପାଳିଲା ନୂଆଁଖାଇ ଭେଟଘାଟ୍‌

ରାୟଗଡା: ରାୟଗଡା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ସୌଜନ୍ୟତାରେ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ନୂଆଁଖାଇ ଭେଟଘାଟ-୨୦୨୩ ଧୂମଧାମରେ ପାଳିତ ହୋଇଯାଇଛି। ଆଦିବାସୀ କଲ୍ୟାଣ ତଥା ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ…
ଅଧିକ ଖବର ଦେଖନ୍ତୁ...

ମିଶନ ଶକ୍ତି ସ୍କୁଟି ଯୋଜନାରେ ୭୭ ଜଣ ମହିଳା ସାମିଲ

ରାୟଗଡା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ରାଜ୍ୟ ମୁଖ୍ୟାଳୟରେ ଶୁଭାରମ୍ଭ କରାଯାଇଥିବା ମିଶନ ଶକ୍ତି ସ୍କୁଟର ଯୋଜନା ଅନ୍ତର୍ଗତ ରାୟଗଡା ଜିଲ୍ଲାରେ ୭୭ଜଣ ସ୍ୱୟଂ ସହାୟକ ମହିଳାଙ୍କୁ ଇ-ସ୍କୁଟି ପ୍ରଦାନ କରାଯାଇଛି।ଭରଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କୁ ସମ୍ବର୍ଦ୍ଧିତ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ ବିଜେଡିର ବିଶାଳ ମିଶ୍ରଣ ପର୍ବ

ରାୟଗଡା: ବିଜୁ ଜନତା ଦଳର ସୁଶାସନ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ରାୟଗଡା ନିର୍ବାଚନ ମଣ୍ଡଳିର ସଦର ବ୍ଳକର ଜିଲ୍ଳା ପରିଷଦ ଅଧିନସ୍ଥ ତିନୋଟି ଜୋନ ଏବଂ ରାୟଗଡା ପୈାରାଂଚଳର ଶତାଧିକ ନୂତନ କର୍ମୀମାନେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାର ସୀମାନ୍ତ ଗ୍ରାମକୁ ନାହିଁ ପକ୍କା ରାସ୍ତା; ଆନ୍ଧ୍ରପ୍ରଦେଶ ଦେଇ ୨୫ କିମି ସଦର ପଞ୍ଚାୟତକୁ ଆସୁଛନ୍ତି ଲୋକେ

ରାୟଗଡା: ରାୟଗଡା ଜିଲ୍ଲାର ବହୁ ଗ୍ରାମକୁ ଆଜି ବି ପକ୍କା ରାସ୍ତା ନାହିଁ। ଯାହାଫଳରେ ଲୋକେ ରୋଗୀ ହେଉ ବା ଗର୍ଭବତୀଙ୍କୁ ପାଦରେ ଚଲାଇ କିମ୍ବା କାଉଡିରେ ବୋହି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଆଣିବାକୁ ପଡେ। ଏଭଳି ଏକ ଗ୍ରାମ ହେଉଛି ସଦର ବ୍ଲକର ଜେମାଦେଇପେଣ୍ଠ ପଞ୍ଚାୟତର ଆନ୍ଧ୍ରକୁ ସୀମାରେ ଥିବା…
ଅଧିକ ଖବର ଦେଖନ୍ତୁ...

ସ୍ବାଭିମାନ ଜନ ସମାବେଶ: ସରକାରୀ ଯୋଜନାରୁ ବଞ୍ଚିତ ଦୁର୍ଗମ କାହ୍ନୁଗୁଡ଼ାବାସୀ

ରାୟଗଡା: ସ୍ଵାଧୀନତାର ୭୬ ବର୍ଷ ପରେ ମଧ୍ୟ ସାମ୍ବିଧାନିକ ଓ ମୌଳିକ ଅଧିକାରରୁ ବଞ୍ଚିତ ରହିଛି କାଶୀପୁର ବ୍ଲକର ଦୁର୍ଗମ କାହ୍ନୁଗୁଡ଼ା ଗ୍ରାମ। ଏହି ଗ୍ରାମକୁ ମୌଳିକ ସୁବିଧା ପହଞ୍ଚାଇବା ନେଇ ବାରମ୍ବାର ପ୍ରଶାସନ ଏବଂ ସରକାରଙ୍କ ନିକଟରେ ଗୁହାରି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ…
ଅଧିକ ଖବର ଦେଖନ୍ତୁ...

ରେଳ କୋଚ୍‌ ରେଷ୍ଟୁରାଣ୍ଟ ଉଦଘାଟିତ

ରାୟଗଡା: ରାୟଗଡାସ୍ଥିତ ରେଳଷ୍ଟେସନ ନିକଟରେ ରେଳ କୋଚ ରେଷ୍ଟୁରାଣ୍ଟ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନମନ୍ତ୍ରୀ ଜଗନ୍ନାଥ ସାରକ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପୂର୍ବତନ ସାଂସଦ ଏନ. ଭାସ୍କର ରାଓ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ପ୍ରମୁଖ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷା ବିଭାଗର ଅବହେଳା ଯୋଗୁ ଫେରିଗଲା ୪୩ ଲକ୍ଷ

ରାୟଗଡା: ୨୦୨୧ ମସିହାରେ କେନ୍ଦ୍ର ସରକାରଙ୍କ ଷ୍ଟାର ସ୍କିମ ମାଧ୍ୟମରେ ଡ୍ରପଆଉଟ ପିଲାମାନଙ୍କୁ ପାଠ ପଢାଇ ଥଇଥାନ କରିବା ନିମନ୍ତେ ଶିକ୍ଷା ବିଭାଗକୁ ନିର୍ଦେଶ ଆସିଥିଲା। ଏନେଇ ରାୟଗଡା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ୧୧ଟି ବ୍ଲକରୁ ଡ୍ରପଆଉଟ ଛାତ୍ରଙ୍କୁ ଖୋଜି ବାହାର କରିବା କାର୍ଯ୍ୟ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଅମଲା ମଞ୍ଚର ଗୋଟିଏ ଦାବି ପୂରଣ କରିପାରିଲେନି ସରକାର; ମିଳିତ ମଞ୍ଚରେ ଆନ୍ଦୋଳନର ଦାନା ବାନ୍ଧୁଛି

ରାୟଗଡ଼ା: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଦୋଳନର ଦାନା ବାନ୍ଧୁଛି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ମଧ୍ୟରେ। ପ୍ରକାଶ ଥାଉକି ଜିଲ୍ଲାସ୍ତରୀୟ ଅମଲାମାନଙ୍କ ଗୋଟିଏ ମାତ୍ର ଦାବି ଗ୍ରେଡ ପେ’ ୪୨୦୦ ପାଇଁ ଓଡିଶା ଅମଲା ସଂଘ, ଓଡିଶା ରାଜସ୍ୱ ଅମଲା ସଂଘ, ଓଡିଶା ଟ୍ରେଜରି ଅମଲା ସଂଘ ଏବଂ…
ଅଧିକ ଖବର ଦେଖନ୍ତୁ...