ଅନୁସନ୍ଧାନ କରୁଥିବା ବର୍ଗ

ରାୟଗଡ଼ା

ସୁଖଶାନ୍ତି ଓ ଚାଷ ଭଲ ନେଇ ଆଦିବାସୀଙ୍କ ‘ମୁଣ୍ଡା ପୂଜ‘ ପାଳିତ

ରାୟଗଡା: ରାୟଗଡ଼ା ଜିଲ୍ଲାର ରାପକଣା ଗ୍ରାମରେ ଆଦିବାସୀଙ୍କ ପାରଂପାରିକ ‘ମୁଣ୍ଡା ପୂଜ‘ ପାଳିତ ହୋଇଯାଇଛି। ଗ୍ରାମର ରାସ୍ତା କଡରେ ଏକ ମାଟିରେ ମୂର୍ତ୍ତି ନିର୍ମାଣ କରି ସେହି ନିକଟରେ ପାରଂପାରିକ ରୀତିନୀତିରେ ପୂଜାର୍ଚ୍ଚନା କରିଥିଲେ। ଏହି ପୂଜାରେ ଗ୍ରାମର ସମସ୍ତ ପରିବାରର ଲୋକେ ଯୋଗ…
ଅଧିକ ଖବର ଦେଖନ୍ତୁ...

ରାୟଗଡା ଜିଲ୍ଲାରେ ୪ଟି ବସଷ୍ଟାଣ୍ଡର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ରାୟଗଡା: ଜିଲ୍ଲାର ଗ୍ରାମାଞ୍ଚଳରେ ପରିବହନ ସେବାକୁ ସୁଦୃଢ କରିବା ନିମନ୍ତେ ଚାରୋଟି ବ୍ଲକରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ କରାଯିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଶିଳାନ୍ୟାସ କରିଛନ୍ତି। ରାୟଗଡ ଜିଲ୍ଲାର କାଶୀପୁର, ଗୁଣପୁର, ବିଷମକଟକ ଓ ରାମନାଗୁଡ଼ା…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କରୁ ୯୦ ହଜାର ଉଠାଇ ଘରକୁ ଆସୁଥିଲେ ବ୍ୟକ୍ତି, ଚତୁରତାର ସହିତ ନେଇଗଲେ ଲୁଟେରା

ରାୟଗଡା: ରାୟଗଡ଼ା ସହରରେ ଦିନକୁ ଦିନ ଲୁଟେରାଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି। ବାଇକରେ ରଖାଯାଇଥିବା ୯୦ ହଜାର ଟଂକାକୁ ଲୁଟେରା ଲୁଟି ନେଇଥିବା ଜଣାପଡିଛି। ସ୍ଥାନୀୟ ବାସିନ୍ଦା ଏମ.ସତ୍ୟନାରାୟଣ ଷ୍ଟେଟ ବ୍ୟାଙ୍କର କୃଷି ଉନ୍ନୟନ ଶାଖାରୁ ଟଂକା ଉଠାଇଥିଲେ। ବ୍ୟାଙ୍କରୁ ହିଁ ଲୁଟେରାମାନେ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୨୫ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ସହ ୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ନିମ୍ନଚାପ ରେଖା ଆଜି (ବୁଧବାର) ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ରହିବା ସହ ପଞ୍ଜାବର ଫିରୋଜ଼ପୁରରୁ ବାହାରି ଆମ୍ବାଲା, ବରେଲୀ, ପାଟନା, ମଧ୍ୟ ଦେଇ ପଶ୍ଚିମବଙ୍ଗର ବାଲୁରଘାଟରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ମିଜୋରାମ ଯାଏଁ ଲମ୍ବିଛି। ଏହାର ପ୍ରଭାବରେ ଆଜି ସକାଳୁ…
ଅଧିକ ଖବର ଦେଖନ୍ତୁ...

ରାୟଗଡା ପୌର ପରିଷଦ ମୁକ୍ତା ଯୋଜନାରେ ଖର୍ଚ୍ଚ କଲା ୪୬୬ ଲକ୍ଷ, ଚୋରି ହୋଇଗଲା ଜଳ ଅମଳ ପ୍ରକଳ୍ପ

ରାୟଗଡା: ରାଜ୍ୟ ସରକାରଙ୍କର ସହରାଞ୍ଚଳରେ ବାସ କରୁଥିବା ଅସହାୟ ଅବସ୍ଥାରେ ପଡି ରହିଥିବା ଶ୍ରମିକ ମାନଙ୍କ ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା (ମୁକ୍ତା)ରେ କାମ ଯୋଗାଇ ଦେଲେ। କରୋନାରେ ଶ୍ରମିକ ମାନଙ୍କର ଅଣ୍ଟା ଭାଙ୍ଗି ଯାଇଥିଲା। ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବା…
ଅଧିକ ଖବର ଦେଖନ୍ତୁ...

ଫାଣ୍ଡି ଭିତରେ ଯୁବକଙ୍କୁ ନିସ୍ତୁକ ପିଟିଲେ ମହିଳା ଅଧିକାରୀ, ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି

ରାୟଗଡା: ଜିଲ୍ଲାର ଚାନ୍ଦିଲି ଥାନା ଅନ୍ତର୍ଗତ ଥେରୁବାଲି ଫାଣ୍ଡିରେ ଖାକି ବର୍ଦ୍ଦିର ପରାକ୍ରମ ଦେଖାଇଛନ୍ତି ଜଣେ ମହିଳା ଅଧିକାରୀ। ଏକ ମାମଲା ସହିତ ଜଡ଼ିତ ଥିବା ଘଟଣାରେ ମହିଳା ଅଧିକାରୀ ଯୁବକଙ୍କୁ ନିସ୍ତୁକ ମାଡ଼ମାରି ଲହୁଲୁହାଣ କରିଦେଇଛନ୍ତି। ପୁଲିସ ହାତରେ ମାଡ଼ଖାଇ ଗୁରୁତର ଥିବା ବ୍ୟକ୍ତି…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୨୧ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା; ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ନିମ୍ନଚାପ ରେଖା ଆଜି (ମଙ୍ଗଳବାର) ତାର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ରହିବା ସହ ପଞ୍ଜାବର ଅମୃତସରରୁ ବାହାରି, କର୍ଣ୍ଣଲ, ମିରଟ, ଲକ୍ଷ୍ନୌ, ଗୟା ଏବଂ ପଶ୍ଚିମବଙ୍ଗର ମାଲଦାରୁ ପୂର୍ବ ଦିଗରେ ନାଗାଲାଣ୍ଡ ଯାଏ ଲମ୍ବିଛି। ଫଳରେ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ…
ଅଧିକ ଖବର ଦେଖନ୍ତୁ...

ଆଡପତିଗୁଡା ଓ ଗୁରୁମଗୁଡାରେ ସୋଲାର ପାନୀୟ ଜଳ ପ୍ରକଳ୍ପ ଅଚଳ

ରାୟଗଡା: କାମରେ ଆସୁନାହିଁ ପାନୀୟ ଜଳ ପ୍ରକଳ୍ପ। ଲୋକଙ୍କୁ ମିଳୁନି ବିଶୁଦ୍ଧ ପିଇବା ପାଣି। ମାସ ମାସ ଧରି ଅଚଳ ହୋଇ ପଡିଛି ସୋଲାର ପାନୀୟ ଜଳ ପ୍ରକଳ୍ପ। ଏହାକୁ ନେଇ ଅସନ୍ତୋଷ ଜାହିର କରିବା ସହ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ରାୟଗଡା ଜିଲ୍ଳା ସଦର ବ୍ଳକ କେ.ମାଲିଗାଁ ପଂଚାୟତର…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ର ଓଡିଶା ସୀମାନ୍ତ ରାସ୍ତାକୁ ମରାମତି କଲା ଟ୍ରକ ସଂଘ

ରାୟଗଡା: ରାୟଗଡା ଜିଲ୍ଲା ସୀମାନ୍ତକୁ ଲାଗିଛି ଆନ୍ଧ୍ର। ରାୟଗଡା ଦେଇ ପ୍ରତିଦିନ ଶହ ଶହ ଟ୍ରକ ଆନ୍ଧ୍ରକୁ ଯିବା ଆସିବା କରିଥାନ୍ତି।ତେବେ ଓଡିଶା ସୀମା ଠାରୁ ଆନ୍ଧ୍ରର କୁନେରୁ ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ଏକ କିଲୋମିଟର ରାସ୍ତା ଅତି ଶୋଚନୀୟ ହୋଇପଡିଥିବା ଯୋଗୁଁ ବର୍ଷା ହେଲେ ଏହି ରାସ୍ତାରେ…
ଅଧିକ ଖବର ଦେଖନ୍ତୁ...

ରାୟଗଡାରେ ୬ ପ୍ରତିଶତ କମ୍ ବର୍ଷା ହୋଇଛି, ସବୁ ଠିକ ରହିଛି କହିଲା କୃଷି ବିଭାଗ

ରାୟଗଡା: ଗତ କିଛି ଦିନ ତଳେ ଲଘୁଚାପରେ ଅବିଭକ୍ତ କୋରାପୁଟ ଜିଲ୍ଲାର ରାୟଗଡା ଜିଲ୍ଲାକୁ ଛାଡି ଦେଲେ ଅନ୍ୟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ରାୟଗଡା ଜିଲ୍ଲାର କାଁ ଭାଁ ବ୍ଲକରେ ବର୍ଷା ହୋଇଥିବାବେଳେ ରାୟଗଡା ବ୍ଲକରେ ବର୍ଷାର ଦେଖା ନାହିଁ।କେବଳ ଲଘୁଚାପ ଘନିଭୁତ ହେବାର ଝିପି ଝିପି ବର୍ଷା ହୋଇ…
ଅଧିକ ଖବର ଦେଖନ୍ତୁ...