ବ୍ରହ୍ମଗିରି: ଫ୍ଲାଇଂ ସ୍କ୍ଵାର୍ଡ ଦ୍ୱାରା ୧୪,୬୮,୫୦୦ ଟଙ୍କା ଜବତ

0

ପୁରୀ: ବ୍ରହ୍ମଗିରିର ସୁନାମୁହିଁର ଯଦୁପୁର କେଉଁଟକୁଦି ଛକ ନିକଟରୁ ଏକ ମୋଟର ସାଇକେଲରୁ ଫ୍ଲାଇଂ ସ୍କ୍ଵାର୍ଡ ରବିବାର ୧୪,୬୮,୫୦୦ ଟଙ୍କା ଜବତ କରିଛି। ଏହି ବାଇକରେ ଦୁଇ ଜଣ ଲୋକ ଥିଲେ। ଏହି ଟଙ୍କା ଚିଙ୍ଗୁଡ଼ି ବ୍ୟବସାୟୀଙ୍କର ବୋଲି ସେମାନେ କହିବାରୁ ଏହି ଟଙ୍କାକୁ ଆୟକର ବିଭାଗୀୟ ଅଧିକାରୀମାନଙ୍କ ଜିମାରେ ଦିଆଯାଇଛି। ଘଟଣାର ତଦନ୍ତ ଚାଲିଥିବା ଜିଲ୍ଲାପାଳ କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.