ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ଗୁଡ଼ି ଉତ୍ସବରେ ବିବିଧ କାର୍ଯ୍ୟକ୍ରମ

ସମ୍ବଲପୁର: ଆଜି ଭବ୍ୟତା ଓ ବିବିଧତାର ସହିତ ଆରମ୍ଭ ହୋଇଛି ଗୁଡ଼ି ଉତ୍ସବ(କାଇଟ୍ ଫେଷ୍ଟିଭାଲ୍)। ଉଦ୍‌ଘାଟନୀ ଉତ୍ସବରେ ବରଗଡ଼ ସାଂସଦ  ସୁରେଶ ପୂଜାରୀ ମୁଖ୍ୟ ଅତିଥି, ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ପ୍ରଦୀପ କୁମାର ସାହୁ ଏବଂ ବିଶିଷ୍ଟ କ୍ରୀଡ଼ା ସଂଗଠକ ସାବିର ହୁସେନ ସମ୍ମନିତ ଅତିଥି ଭାବେ…
ଅଧିକ ଖବର ଦେଖନ୍ତୁ...

ରଣେଶ୍ବର ରାମଚଣ୍ଡୀ ମନ୍ଦିର ପ୍ରତିଷ୍ଠା ୨୬ରୁ

ସମ୍ବଲପୁର: ଦାନୀପାଲି ଠାରେ ନିର୍ମାଣ ହୋଇଥିବା ରଣେଶ୍ୱର ରାମଚଣ୍ଡୀ ମନ୍ଦିର ପ୍ରତିଷ୍ଠା ଆସନ୍ତା ୨୬ ତାରିଖରୁ ଅନୁଷ୍ଠିତ ହେବ। ୨୬ ତାରିଖ ରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଷ୍ଠା ଉତ୍ସବ ପାଳନ ହେବ ବୋଲି ଶନିବାର ରାମଚଣ୍ଡୀ ସେବା ସଦନର ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର…
ଅଧିକ ଖବର ଦେଖନ୍ତୁ...

ଲୋକ ମହୋତ୍ସବରେ ବିବିଧତାର ଝଲକ୍‌  

ସମ୍ବଲପୁର: ସମ୍ବଲପୁର ଲୋକ ମହୋତ୍ସବର ଦ୍ବିତୀୟ ସଂଧ୍ୟାରେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଛି। ଆଉ ଭିଡ଼ର ମନ ଜିଣିଲା ଭଳି ଦେଶ, ବିଦେଶର କଳାକାରଙ୍କ ଆକର୍ଷଣୀୟ ନୃତ୍ୟ ମହୋତ୍ସବକୁ ଜମାଇ ଦେଇଛି। ଶନିବାର ପ୍ରଥମେ ସଂଗୀତ ଅଧିବେଶନରେ ସ୍ଥାନୀୟ ଗାୟକ, ଗାୟିକାମାନେ ଆସର ଜମାଇଥିଲେ। ପ୍ରୀତିନନ୍ଦା…
ଅଧିକ ଖବର ଦେଖନ୍ତୁ...

୧ କୁଇଣ୍ଟାଲ ୩୦ କେଜି ଗଞ୍ଜେଇ ଜବତ: ୬ ଗିରଫ, ୩ଟି କାର ଜବତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ରମ୍ପେଲା ଏବଂ ମଝିପାଲିରୁ ୧ କୁଇଣ୍ଟାଲ ୩୦ କେଜି ଗଞ୍ଜେଇ ଜବତ କରାଯାଯାଇଥିବାର ଖବର ମିଳିଛି। ଏହି ମାମଲାରେ ୩ଟି କାର ଜବତ କରାଯିବା ସହ ୬ଜଣଙ୍କୁ ଗିରଫ କରିଛି ପୁଲିସ। ପୁଲିସର ସୂଚନା ମୁତାବକ ଦୁଇଟି ଗାଡ଼ି ଗଞ୍ଜଇ ନେଇ ବରଗଡ଼ରୁ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର: ବେଞ୍ଚ୍‌ ଗଣ୍ଡଗୋଳକୁ ମାସେ ପୂରିଲା

ସମ୍ବଲପୁର : ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ୍‌ ଦାବିରେ ଆଇନ୍‌ଜୀବୀମାନେ କରିଥିବା ଆନ୍ଦୋଳନରୁ ସୃଷ୍ଟ ଅଭାବନୀୟ ପରିସ୍ଥିତିକୁ ଇତିମଧ୍ୟରେ ମାସେ ପୂରିଛି। ଆଜିକୁ ମାସେ ହେଲା ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଦସ୍ୟମାନେ ଜେଲ୍‌ର ଚାରିକାନ୍ଥ ଭିତରେ ରହିଛନ୍ତି। ସୂଚନା ଅନୁସାରେ,…
ଅଧିକ ଖବର ଦେଖନ୍ତୁ...

ଫ୍ଲାଇ ଓଭରରୁ ପଡ଼ି ଛାତ୍ର ମୃତ

ସମ୍ବଲପୁର: ଟାଉନ୍‌ ଥାନା ଅଧୀନ ଲକ୍ଷ୍ମୀଟକିଜ୍‌ ନିକଟରେ ଫ୍ଲାଇଓଭର୍‌ରୁ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଛାତ୍ର ଜଣକ ହେଲେ ସର୍‌ଲାକାନିର କ୍ଲିପର୍‌ କୁଜୁର। ସେ ଏକ ଘରୋଇ ସ୍କୁଲ୍‌ରେ ୧୦ମ ଶ୍ରେଣୀରେ ପାଠ ପଢ଼ୁଛନ୍ତି। ଶୁକ୍ରବାର ସ୍କୁଲ୍‌ ଶେଷ ହେବା ପରେ ଫ୍ଲାଇଓଭର୍‌କୁ ଆସିଥିଲେ।…
ଅଧିକ ଖବର ଦେଖନ୍ତୁ...

ହୀରାକୁଦ ବନ୍ଧ ପ୍ରତିଷ୍ଠା ଦିବସରରେ ବିସ୍ଥାପିତଙ୍କ ବିକ୍ଷୋଭ

ସମ୍ବଲପୁର: ହୀରାକୁଦ ବନ୍ଧର ୬୭ତମ ପ୍ରତିଷ୍ଠା ଦିବସ ଅବସରରେ ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ତରଫରୁ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଦାବିପତ୍ର ପ୍ରଦାନ କରା ଯାଇଥିଲା। ଶୁକ୍ରବାର ସକାଳେ ବିସ୍ଥାପିତ ପରିବାରର ଶତାଧିକ ସଦସ୍ୟ…
ଅଧିକ ଖବର ଦେଖନ୍ତୁ...

ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଯାଉଥିବା ବେଳେ ଚାଲିଗଲା ଜୀବନ

ସମ୍ବଲପୁର: ସଦର ଥାନା କେନ୍‌ଘାଟି ଛକରେ ଏକ ମନ୍ଦିର ପ୍ରତିଷ୍ଠା ଦିବସ ଶୁକ୍ରବାର ଥିଲା। ଏହି ପ୍ରତିଷ୍ଠା ଦିବସ ଦେଖିବାକୁ ଯାଉଥିବା ବେଳେ ଜଣେ ୭ ବର୍ଷର ଝିଅର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଯୁଯୁମୁରା ଥାନା ମୋହନଡେରାର ବଳଭଦ୍ର ମିର୍ଦ୍ଧାଙ୍କ ବଡ଼ ଝିଅ ଆରୋହୀ ମିର୍ଦ୍ଧା(୭)। ସେ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ଲୋକ ମହୋତ୍ସବ ଆରମ୍ଭ

ସମ୍ବଲପୁର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମ୍ବଲପୁରର ଅବଦାନ ଅତୁଳନୀୟ। ଏଠିକାର ନାଚ, ଗୀତ, ବାଦ୍ୟ, ସଂଗୀତ, ମଧୁର ଭାଷା ଓ ସାହିତ୍ୟ ସମସ୍ତଙ୍କଠାରୁ ଭିନ୍ନ ଓ ନିଆରା। ସମ୍ବଲପୁରୀ ଶାଢ଼ିର ସାରା ବିଶ୍ବରେ ଭିନ୍ନ ପରିଚୟ ରହିଛି। ଦେଶର ସ୍ବାଧୀନତା ସଂଗ୍ରାମରୁ ଆରମ୍ଭ କରି ଓଡ଼ିଆ ଭାଷା…
ଅଧିକ ଖବର ଦେଖନ୍ତୁ...

ଆଜି ବାମରାର ପ୍ରସିଦ୍ଧ ମକର ମେଳା

ଗଡପୋଷ/ବାମରା: ବାମରା ବ୍ଲକ ମହକୁମାରେ ମକର ମେଳା ଶନିବାର ପାଳିତ ହେବାକୁ ଯାଉଛି। ଉଚ୍ଚକାପାଟ ପଞ୍ଚାୟତ କେଛୁପାଣି ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ଵର ଶିବ ମନ୍ଦିରରୁ ଏହି ମେଳାର ଶୁଭାରମ୍ଭ ହେବ। ହର ମହାପ୍ରଭୁ ଏକ ସୁସଜ୍ଜିତ ରଥରେ ନୁନିଆମୁଣ୍ଡା, ଡୁମେରମୁଣ୍ଡା, ବାମରା ବସ୍ତି,…
ଅଧିକ ଖବର ଦେଖନ୍ତୁ...