ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ହୀରାକୁଦରୁ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଦୁଇଟି ପାଓ୍ଵାର ହାଉସ୍‌ରୁ ଦୈନିକ ୩୪୭.୫ ମେଗାଓ୍ଵାଟ ବିଦ୍ୟୁତ ଉତ୍ପାଦନ ପାଇଁ ୧୦ଟି ୟୁନିଟ୍‌ ସ୍ଥାପନ କରାଯାଇଥିଲା। ମାତ୍ର ଗତ ୭ ମାସ ମଧ୍ୟରେ ବୁର୍ଲା ଓ ଚିପିଲିମା ପାଓ୍ଵାର ହାଉସ୍‌ରୁ ମାତ୍ର ୬୬୬.୮୮୧ ମେଗାଓ୍ଵାଟ ବିଦ୍ୟୁତ ଉତ୍ପାଦନ ହୋଇଛି। ଗୋଟିଏ ପଟେ…
ଅଧିକ ଖବର ଦେଖନ୍ତୁ...

ନାବାଳିକାଙ୍କୁ ଅସଦାଚରଣ, ଅଭିଯୁକ୍ତ ଗିରଫ

ସମ୍ବଲପୁର: ଗୁରୁବାର ଦଲେଇପଡ଼ା ଅଂଚଳର ଜଣେ ନାବାଳିକା ଅସଦାଚରଣର ଶିକାର ହୋଇଥିଲେ। ଟାଉନ ଥାନା ପୁଲିସ୍‌ ଏହି ମାମଲାରେ ଅଭିଯୁକ୍ତ ରାଜକିଶୋର ବେରିହାକୁ ଗିରଫ କରିଛି। ପୁଲିସ୍‌ ରାଜକିଶୋରକୁ କୋର୍ଟ ଚାଲାଣ କରିଥିଲା। କୋର୍ଟରୁ ଜାମିନ ନମିଳିବାରୁ ତାକୁ ଜେଲ୍‌ ହାଜତକୁ ପଠେଇ ଦିଆଯାଇଥିବା…
ଅଧିକ ଖବର ଦେଖନ୍ତୁ...

ନିଖୋଜ ମୂକ ବଧିର ବାଳକ ବେଂଗାଲୁରୁରୁ ଉଦ୍ଧାର

ଗଡ଼ପୋଷ: ଜଣେ ମୂକ ବଧିର ମାନସିକ ଅନଗ୍ରସର ନାବାଳକ ଅଜୟ ମୁଣ୍ଡା (୧୫)କୁ ବେଂଗାଲୁରୁରୁ ଗୋବିନ୍ଦପୁରରୁ ଉଦ୍ଧାର କରିଛି। ଗତ ଜୁଲାଇରେ ଅଜୟ ବାହୁଡ଼ା ଯାତ୍ରା ଦେଖିବାକୁ ଯାଇଥିବା ସମୟରେ ନିଖୋଜ ହୋଇଯାଇଥିଲା। ଏନେଇ ଥାନାରେ ପରିବାର ପକ୍ଷରୁ ଏତଲା ଦେଲା ପରେ ବହୁ ସଂଧାନ ପରେ ମଧ୍ୟ ଅଜୟର କୌଣସି…
ଅଧିକ ଖବର ଦେଖନ୍ତୁ...

୭୦ ବର୍ଷୀୟା ବୃଦ୍ଧାଙ୍କୁ ଗୋଇଠା ମାଡ଼

କ୍ଷମା ମାଗିବା ପରେ ଅଭିଯୋଗ ପ୍ରତ୍ୟାହାର ବୁର୍ଲା/ସମ୍ବଲପୁର : ଭିମ୍‌ସାର୍‌ ବୁର୍ଲାରେ ପୁଣି ଜଣେ ପିଜି ଡାକ୍ତରଙ୍କ ଉଦ୍ଧତ ଆଚରଣ ଦେଖିବାକୁ ମିଳିଛି। ଏଥର ଆକ୍ରମଣର ଶିକାର ହୋଇଛନ୍ତି ଜଣେ ୭୦ ବର୍ଷୀୟା ବୃଦ୍ଧା। ଭିମ୍‍ସାର୍‍ ପ୍ରସୂତି ଓ ସ୍ତ୍ରୀ’ରୋଗ ଓ୍ଵାର୍ଡରେ ଭର୍ତ୍ତିି ଜଣେ ଆସନ୍ନ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ବିତରଣ କଂପାନିର ଘରୋଇକରଣକୁ ବିରୋଧ

ସମ୍ବଲପୁର : ଓଡ଼ିଶା ଭଳି ଛୋଟ ରାଜ୍ୟରେ ଓ୍ଵସ୍କୋ, ସାଉଥ୍‌କୋ, ନେସ୍‌କୋ, ସାଉଥ୍‌କୋ ଭଳି ବିଦ୍ୟୁତ ବିତରକ କଂପାନିର କୌଣସି ଆବଶ୍ୟକତା ନାହିଁ। ଏସବୁ କଂପାନି ବଦଳରେ କେରଳ, ହିମାଚଳ ପ୍ରଦେଶ ଆଦି ରାଜ୍ୟ ଭଳି ଗୋଟିଏ କର୍ପୋରେସନ ଗଠନ କରାଯାଉ ବୋଲି ଅଲ୍‌ ଓଡ଼ିଶା ପାଓ୍ଵାର ଇଂଜିନିୟର୍ସ ଫେଡେରେସନ…
ଅଧିକ ଖବର ଦେଖନ୍ତୁ...

ରାଉରକେଲାରୁ ଅପହୃତ ୨ ବାଳିକା ଓ ୩ ବାଳକ ଉଦ୍ଧାର

ବାମରା : ରାଉରକେଲାରୁ ଅପହୃତ ହୋଇଥିବା ୩ ଜଣ ବାଳକ ଏବଂ ୨ ଜଣ ବାଳିକାଙ୍କୁ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ପୁଲିସ୍‌ ଉଦ୍ଧାର କରିଛି। ଉକ୍ତ ୫ ଜଣଙ୍କୁ ଅପହରଣ କରି ଆଣିଥିବା ଦୁଇ ଜଣ ଯୁବକ ଫେରାର ହୋଇଯାଇଛନ୍ତି। ବାମରା ରେଳ ଷ୍ଟେସନ୍‌ରେ ଏମାନେ କୌଣସି…
ଅଧିକ ଖବର ଦେଖନ୍ତୁ...

ନିଆଁରେ ପୋଡ଼ି ମହିଳାଙ୍କ ମୃତ୍ୟୁ

କୁଚିଣ୍ଡା: କୁଚିଣ୍ଡା ଥାନା ଗୁଣ୍ଡୁରୁଚୁଆଁ ସ୍ଥିତ ଖଡ଼ିଆପଡ଼ାରେ ମଙ୍ଗଳବାର ଜଣେ ମହିଳାଙ୍କ ନିଆଁରେ ପୋଡ଼ି ମୃତ୍ୟୁ ଘଟିଛି। ମିଳିଥିବା ସୂଚନାନୁସାରେ ଖଡ଼ିଆପଡ଼ାରେ ପରିବାର ନେଇ ରୁହନ୍ତି ରାଜ ଖଡ଼ିଆ। ଘରେ ପତ୍ନୀ ତାରାବତୀ ଖଡ଼ିଆ (୪୦)ଙ୍କ ସହ ଗୋଟିଏ ପୁଅ ଓ ଗୋଟିଏ ଝିଅ। ପୁଅଟି ଭୋଜପୁର ଆଶ୍ରମରେ…
ଅଧିକ ଖବର ଦେଖନ୍ତୁ...

ଗ୍ୟାସ ସିଲିଣ୍ଡର ଫାଟି ଦମ୍ପତ୍ତିଙ୍କ ସହିତ ମିସ୍ତ୍ରୀ ଗୁୁରୁତର

ସମ୍ବଲପୁର: ସମ୍ବଲପୁର ଦଲାଇପଡ଼ାରେ ମଙ୍ଗଳବାର ଗ୍ୟାସ ସିଲିଣ୍ଡର ଫାଟି ତିନିଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ବୁର୍ଲା  ଭିମସାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ସମ୍ବଲପୁର ଦଲାଇପଡ଼ାରେ ମଧୁ ଅଗ୍ରଓ୍ଵାଲ ତାଙ୍କ ସ୍ତ୍ରୀ ବବିତା ଅଗ୍ରଓ୍ଵାଲଙ୍କ…
ଅଧିକ ଖବର ଦେଖନ୍ତୁ...

ପରିତ୍ୟକ୍ତ କୂଅରୁ ୩ଟି ବାର୍‌ହା ଉଦ୍ଧାର

ସମ୍ବଲପୁର: ସମ୍ବଲପୁର ରଙ୍ଗଲି ବ୍ଲକ ଲହମନି ଗାଁର ଚାଷ ଜମି ମଧ୍ୟରେ ଥିବା ଏକ ପରିତ୍ୟକ୍ତ କୂଅରୁ ୩ଟି ବାରହାଙ୍କୁ ଉଦ୍ଧାର କରାଯାଇଛି । ମଙ୍ଗଳବାର ସକାଳେ ଗ୍ରାମବାସୀ ଏହି ପରିତ୍ୟକ୍ତ କୂଅରେ ବାରହା ପଡ଼ିଥିବା ଦେଖି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ହେଲେ ଗ୍ରାମବାସୀଙ୍କ  ଚେଷ୍ଟା…
ଅଧିକ ଖବର ଦେଖନ୍ତୁ...

ଅଟକାଇଲେ ମହାନଦୀ ପାଣି

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ଛତିଶଗଡ଼ ସରକାର ମହାନଦୀ ଉପରେ ନିର୍ମିତ କଲ୍‌ମା ବ୍ୟାରେଜରୁ ଏବେ ମାତ୍ର ଗୋଟିଏ ଗେଟ୍‌ ଖୋଲା ରହିଛି। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଛତିଶଗଡ଼ ଅକ୍ଟୋବର ମାସରୁ କଲ୍‌ମାର ଗେଟ୍‌ ପକାଇବା ଆରମ୍ଭ କରିଥିଲା। ଗତ ୫ ଅକ୍ଟୋବରରେ ପ୍ରଥମ ପର୍ଯ୍ୟାୟରେ…
ଅଧିକ ଖବର ଦେଖନ୍ତୁ...