ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ସମ୍ବଲପୁର: ୨୯ରୁ ୩୦ ଯାଏ ବନ୍ଦ ରହିବ ଜଳଯୋଗାଣ   

ସମ୍ବଲପୁର: ଆସନ୍ତା ୨୯ ତାରିଖ ଗୁରୁବାର ସକାଳ ୯ଟାରୁ ୩୦ ତାରିଖ ଶୁକ୍ରବାର ସକାଳ ୯ଟା ପର୍ଯ୍ୟନ୍ତ ସମ୍ବଲପୁର ଓ ହୀରାକୁଦ ସହରରେ ପାନୀୟ ‌ଜଳ ଯୋଗାଣ ବନ୍ଦ ରହିବ। ହୀରାକୁଦଠାରେ ଜରୁରୀ ମରାମତି ଓ ରକ୍ଷଣାବେକ୍ଷଣ କାରଣରୁ ଜଳଯୋଗାଣ ବାଧାପ୍ରାପ୍ତ ହେବ। ତେଣୁ ସମସ୍ତେ ଆଗୁଆ ଜଳ ସଂରକ୍ଷିତ…
ଅଧିକ ଖବର ଦେଖନ୍ତୁ...

ସାର୍କଙ୍କ ସହ ସମୁଦ୍ର ଗର୍ଭରେ ତିସ୍ୟା ଓ ପ୍ରିୟଦର୍ଶୀ     

ସମ୍ବଲପୁର: ଦୁବାଇରେ ରହୁଥିବା ସମୁଦ୍ର ବୁଡ଼ାଳି ଓଡ଼ିଆ ବାପ,ଝିଅ ଯୋଡି ପ୍ରିୟଦର୍ଶୀ ପାଣିଗ୍ରାହୀ ଏବଂ ତିସ୍ୟା ପାଣିଗ୍ରାହୀ ଆଉ ଏକ ସ୍ମରଣୀୟ ସଫଳତା ଲାଭ କରିଛନ୍ତି। ପ୍ରିୟଦର୍ଶୀ ଏବଂ ତାଙ୍କ ୧୨ ବର୍ଷୀୟା ଝିଅ ତିସ୍ୟା ମାଳଦ୍ୱୀପଠାରେ ଯଥାକ୍ରମେ ନିଜର ୫୦ ଓ ୨୫ତମ ଡାଇଭିଂ ଅଭିଜ୍ଞତା ଲାଭ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ସ୍ଥିତି ଅନୁଧ୍ୟାନ କଲେ ବିଜେପିର ପ୍ରତିନିଧି ଦଳ    

ସମ୍ବଲପୁର: ଗତ ୧୨ ତାରିଖ‌ରେ ଯେଉଁ ଅଭାବନୀୟ ଘଟଣା ଘଟିଲା, ସମ୍ବଲପୁରରେ ସେଭଳି କେବେ ଘଟିନଥିଲା। ଜଣେ ବିଚାରପତିଙ୍କ ଦ୍ବାରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମଗ୍ର ଘଟଣାର ତଦନ୍ତର ଆବଶ୍ୟକତା ରହିଛି। କେଉଁ ପରିସ୍ଥିତିରେ ଓ ଏଥିପାଇଁ କେଉଁମାନଙ୍କର ଭୂମିକା ରହିଥିଲା, ଏଥିରୁ ତାହା ସ୍ପଷ୍ଟ…
ଅଧିକ ଖବର ଦେଖନ୍ତୁ...

ହୀରାକୁଦକୁ ଜଳପ୍ରବେଶ ଶୂନ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ ଶୂନ୍ୟ ହୋଇଯାଇଛି। ୨୬ ତାରିଖ ସକାଳ ୮ଟାରୁ ୨୭ ତାରିଖ ସକାଳ ୮ଟା ମଧ୍ୟରେ  ଜଳଭଣ୍ଡାରକୁ ହାରାହାରି ଜଳପ୍ରବେଶ ଆଦୌ ହୋଇ ନାହିଁ ବା ଶୂନ କ୍ୟୁସେକ୍ ହୋଇଛି ବୋଲି ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣା ପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ଆମଲାଙ୍ଗ ବୁଲାଣିରେ ମର୍ମନ୍ତୁଦ ରାସ୍ତା ଦୁର୍ଘଟଣା, ଜମନକିରା କଲେଜର ଜଣେ ଛାତ୍ର ମୃତ, ଜଣେ ଗୁରୁତର

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଜାତୀୟ ରାଜପଥ ୫୬ଚିନିମହୁଲ ଆମଲାଙ୍ଗ ବୁଲାଣିରେ ଏକ ବାଇକ ସହିତ ଟ୍ରକ ଧକ୍କା ହୋଇଥିଲା।ଏହି ଦୁର୍ଘଟଣା ରେ ଜମନକିରା କଲେଜରେ ଯୁକ୍ତତିନି ଦ୍ବିତୀୟ ବର୍ଷ ପାଠ ପଢୁଥିବା ବାଇକ ଆରୋହୀ ଦୁଇ ଜଣ ଛାତ୍ର ମଧ୍ୟରୁ ସନ୍ତୋଷ ପଥାଲ ଘଟଣା ସ୍ଥଳରେ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ଟଙ୍କା ପାଇଁ ବନ୍ଧା ପଡ଼ିଲା ଶବ

ସୁନ୍ଦରଗଡ଼/ବୁର୍ଲା : ଭିମ୍‌ସାରରେ ଆଇସିୟୁ ଶଯ୍ୟା ନପାଇ ସୁନ୍ଦରଗଡ଼ର ଜଣେ ଗରିବ ମହିଳା ଆରୋଗ୍ୟ ଲାଭ ଆଶାରେ ଏକ ଘରୋଇ ନର୍ସିଂହୋମକୁ ଯାଇଥିବାବେଳେ ସେଠାରେ ତାଙ୍କ ମୃତ୍ୟୁ ଘଟିଛି। ତେବେ, ନର୍ସିଂହୋମ କର୍ତ୍ତୃପକ୍ଷ ଟଙ୍କା ପାଇଁ ମୃତ ମହିଳା ସବିତା ହାତୀଙ୍କ ଶବକୁ ଦୀର୍ଘ ୧୦ ଘଣ୍ଟା…
ଅଧିକ ଖବର ଦେଖନ୍ତୁ...

ହୀରାକୁଦରେ କେନ୍ଦ୍ରୀୟ ବିଦ୍ୟାଳୟ ଦାବି

ହୀରାକୁଦ: ହୀରାକୁଦରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ଦାବି ହୋଇଛି। ହୀରାକୁଦ ଏନ୍‌ଏସିର ପୂର୍ବତନ ଅଧ୍ୟକ୍ଷ ସିମାଞ୍ଚଲ ଖଟେଇ ଏବଂ ଲୟନ୍ସ କ୍ଲବ ଜିଲ୍ଲା ସଂଯୋଜକ ଉମାଶଙ୍କର ଗୌଡ଼ଙ୍କ ଅଧ୍ୟକ୍ଷତାରେ  ହୀରାକୁଦ ନାଗରିକ ମଞ୍ଚ ପକ୍ଷରୁ ଏଥିପାଇଁ ଶିକ୍ଷା ତଥା ଦକ୍ଷ୍ୟତା ବିକାଶ ଓ…
ଅଧିକ ଖବର ଦେଖନ୍ତୁ...

ଓକିଲଙ୍କୁ ମାଡ଼ ଘଟଣା: ମାନବ ଅଧିକାର ଆୟୋଗରେ ଅଭିଯୋଗ

ସମ୍ବଲପୁର: ‘ଗିରଫ ଓକିଲମାନଙ୍କ ସହିତ ପୁଲିସ ଅମାନବୀୟ ଆଚରଣ ପ୍ରଦର୍ଶନ କରିଛି। ଗିରଫ ହୋଇଥିବା ଓକିଲଙ୍କ ମଧ୍ୟରୁ ୧୧ ଜଣଙ୍କୁ ନୃଶଂସ ପିଟାଯାଇଛି।’ ସମ୍ବଲପୁର ଜେଲ୍‌ରେ ଥିବା ଆଇନଜୀବୀମାନଙ୍କୁ ଭେଟିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଓକିଲମାନଙ୍କର ଏକ ପ୍ରତିନିଧି ଦଳ କିଛିଦିନ…
ଅଧିକ ଖବର ଦେଖନ୍ତୁ...

ଆନନ୍ଦ ଉଲ୍ଲାସରେ ପାଳିତ ହେଲା ବଡ଼ଦିନ

ସମ୍ବଲପୁର: ସ˚ସ୍କୃତିର ସହର ସମ୍ବଲପୁରରେ ପବିତ୍ର ବଡଦିନ ପର୍ବ ଆନନ୍ଦ ଉଲ୍ଲାସରେ ପାଳିତ ହୋଇ ଯାଇଛି। ବଡ଼ଦିନ ଉପଲକ୍ଷେ ସହରର ବିଭିନ୍ନ ଗୀର୍ଜାଘରେ ଶାନ୍ତି ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ଖ୍ରୀଷ୍ଟୀୟ ଧର୍ମଗୁରୁମାନେ ଲୋକଙ୍କୁ ଶ‌ାନ୍ତିର ବାର୍ତ୍ତା ଦେଇଥିଲେ।‌ ଶନିବାର ମଧ୍ୟରାତ୍ରରୁ…
ଅଧିକ ଖବର ଦେଖନ୍ତୁ...

ନିଆଁରେ ପୋଡ଼ି ବୃଦ୍ଧା ମୃତ    

ଧନକଉଡ଼ା: ବୁର୍ଲା ଥାନା ଅନ୍ତର୍ଗତ ଗୋଶାଳା ଫାଣ୍ଡି ଅଞ୍ଚଳର ଘୁଡୁକାଟିକ୍ରା ହରିଜନ ସାହିରେ ନିଆଁରେ ପୋଡ଼ି ଯଜ୍ଞ ବାଗ (୮୫)ଙ୍କ ମୃତ୍ୟୁ ଘଟିଛି। ରାତିରେ ପ୍ରବଳ ଥଣ୍ଡା ଯୋଗୁଁ ଖଟ ତଳେ ଉମ୍ଭେଇ ଦେଇ ଶୋଇଥିଲେ। ହଠାତ୍ ନିଆଁ ଲାଗି ଯିବାରୁ ବୃଦ୍ଧା ଜଣକ ଗୁରୁତର ହୋଇଥିଲେ। ତାଙ୍କୁ ବୁର୍ଲା…
ଅଧିକ ଖବର ଦେଖନ୍ତୁ...