ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ସମ୍ବଲପୁର ରେଳ ମଣ୍ଡଳର ୫ ଲେଭେଲ୍ କ୍ରସିଂ ହଟିଲା

ସମ୍ବଲପୁର : ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ମୋଟ ୫ଟି ମାନବଯୁକ୍ତ ଲେଭେଲ୍‌ କ୍ରସିଂ ଉଚ୍ଛେଦ କରାଯାଇ ତା’ ବଦଳରେ ସୀମିତ ଉଚ୍ଚତା ବିଶିଷ୍ଟ ଉପମାର୍ଗ (ଅଣ୍ଡର୍‌ପାସ୍‌) ସ୍ଥାପନ କରାଯାଇଛି। ଏହି ମଣ୍ଡଳ ଅନ୍ତର୍ଗତ ସମ୍ବଲପୁର-ଅନୁଗୁଳ ସେକ୍‌ସନ୍‌ର…
ଅଧିକ ଖବର ଦେଖନ୍ତୁ...

ସଂସଦରେ ଝାରସୁଗୁଡ଼ାରୁ ବିମାନ ବାତିଲ ପ୍ରସଙ୍ଗ ଉଠାଇଲେ ନିତେଶ

ସମ୍ବଲପୁର : ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ନିୟମିତ ବିମାନ ବାତିଲ ହେବା ପ୍ରସଂଗ ସଂସଦରେ ଉଠାଇଛନ୍ତି ସମ୍ବଲପୁର ସାଂସଦ ନିତେଶ ଗଂଗଦେବ। ସଂସଦର ନିୟମ ୩୭୭ରେ ଏହି ପ୍ରସଂଗ ଉଠାଇ ଶ୍ରୀ ଗଂଗଦେବ କହିଥିଲେ ଯେ ୨୦୧୮ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଅଦିନିଆ ବନ୍ୟା, ବସ୍ତିକୁ ପଶିଲା କେନାଲ ପାଣି

ସମ୍ବଲପୁର : ଗୁରୁବାର ଦିନ ସମ୍ବଲପୁର ସହରରେ ଅଦିନିଆ ବନ୍ୟା ଦେଖିବାକୁ ମିଳିଥିଲା। କେନାଲ ପାଣି ଅଇଁଠାପାଲି ‌କେନାଲଆଡ଼ିପଡ଼ାରେ ଲୋକଙ୍କ ଘର ଭିତରକୁ ପଶିଯାଇଥିଲା। ଘର ଭିତରକୁ ପାଣି ପଶିବା କାରଣରୁ ଲୋକଙ୍କୁ ନାହିଁନଥିବା ଅସୁବିଧା ଭୋଗିବାକୁ ପଡ଼ିଛି। ଧାନ ଅମଳ ଯୋଗୁ ପାଖାପାଖି ଦୁଇ…
ଅଧିକ ଖବର ଦେଖନ୍ତୁ...

ଫଟୋ ବନ୍ଧାଳି ଝିଅର ମୃତ୍ୟୁ

ଜମନକିରା : ପଡ଼ୋଶୀ ଛତିଶଗଡ଼ ରାଜ୍ୟ ବୋରି ରାଜନନ୍ଦ ଗାଁଓଁର ବୁଧୁବାର ସିଂ ଗଣ୍ଡର ଝିଅ ସୋନୁ ଗଣ୍ଡ (୧୮)ଙ୍କ ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଆଜକୁ ୨୦/୨୫ ଦିନ ହେବ ଜମନକିରା ବ୍ଲକ୍ ଫାଶୀମାଲ ପଂଚାୟତ ପୁକୁଡ଼ା ଗାଁ ସାପ୍ତାହିକ ବଜାର ପ୍ରାଙ୍ଗଣରେ ଅସହାୟ ଅବସ୍ଥାରେ ପଡ଼ି…
ଅଧିକ ଖବର ଦେଖନ୍ତୁ...

କୋର୍ଟକୁ ଆସୁନାହାନ୍ତି ଓକିଲ, ​ଫେରୁଛନ୍ତି ଲୋକ

ସମ୍ବଲପୁର: ଦିନ ଗଡ଼ୁଛି। ସ୍ଥିତିରେ କିନ୍ତୁ ସୁଧାର ଆସୁନି। କୋର୍ଟକୁ ଆସୁନାହାନ୍ତି ଓକିଲ। କୋର୍ଟରେ ଅଚଳାବସ୍ଥା ଜାରି ରହିଛି। ଏପଟେ ବିଭିନ୍ନ କାମରେ କୋର୍ଟକୁ ଆସୁଥିବା ଲୋକେ ନିରାଶ ହୋଇ ଘରକୁ ଫେରୁଛନ୍ତି। ସମ୍ବଲପୁରରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ଭାରତୀୟ ଆଇନଜୀବୀ…
ଅଧିକ ଖବର ଦେଖନ୍ତୁ...

କୁଚିଣ୍ଡା ଜିଲ୍ଲା ସହ ଅନ୍ୟ ଦାବିରେ ବିଜେପିର ଶୋଭାଯାତ୍ରା

କୁଚିଣ୍ଡା: କୁଚିଣ୍ଡା ଉପଖଣ୍ଡକୁ ଏକ ଜିଲ୍ଲା ଦାବି କରି ଭାରତୀୟ ଜନତାପାର୍ଟୀ ରାଜ୍ୟ ସମ୍ପାଦକ ରବିନାରାୟଣ ନାୟକ, ପୂର୍ବ ବିଧାୟକ ବୃନ୍ଦାବନ ମାଝୀ, ଜିଲ୍ଲା ସମ୍ପାଦକ ଶୁଶିଲ କୁମାର କର, ଜିଲ୍ଲା ପରିଷଦ ସଭ୍ୟ ଦିବ୍ୟରାଜ କିସାନ, ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ମମତା ପଟେଲ, ନଗର ସଭାପତି କାହ୍ନୁ…
ଅଧିକ ଖବର ଦେଖନ୍ତୁ...

ମାଲଗାଡ଼ିର ୩ ବଗି ଅଲଗା ହୋଇଗଲା

ବାମରା: ବାମରା ନିକଟ ହରିପଡ଼ା ରେଲୱେ ଫାଟକଠାରେ ଏକ ଚଳନ୍ତା ମାଲଗାଡ଼ିର ପଛ ପଟୁ ୩ଟି ବଗି ଅଲଗା ହୋଇ ଯାଇଥିଲା। ଫଳରେ ୧ ଘଣ୍ଟା ଧରି ରେଲୱେ ରୁଟ୍‌ ବ୍ୟାହତ ହୋଇଥିଲା। ସୂଚନା ଅନୁସାରେ, ବୁଧବାର ପୂର୍ବାହ୍ନ ୧୦ ଟାରେ ଛତିଶଗଡ଼ ପଟୁ ଏକ କୋଇଲା ବୋଝେଇ ମାଲ ଗାଡ଼ି ଧାରୁଆଡିହି ଷ୍ଟେସନ…
ଅଧିକ ଖବର ଦେଖନ୍ତୁ...

ବସ୍‌ ଯାତ୍ରା ହେଲା ଶେଷ ଯାତ୍ରା 

କୁଚିଣ୍ଡା: ବସ୍‌ରେ ଯାଉଥିବା ବେଳେ ଜଣେ ଯାତ୍ରୀଙ୍କ ଆକସ୍ମିକ ମୃତ୍ୟୁ ହେବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତକ ମହୁଲପାଲି ଥାନା ଗୋଛରା ଗାଁର ଇଗ୍‌ନେସ୍ ଖଡ଼ିଆ (୪୦ ବର୍ଷ) ବୋଲି ଜଣାଯାଇଛି। ଇଗ୍‌ନେସ୍‌ ସମଲେଶ୍ବରୀ ବସ୍‌ରେ ଝାରସୁଗୁଡ଼ାରୁ କୁଚିଣ୍ଡା ଆସୁଥିଲେ। ସେ ସାଇଡ୍‌…
ଅଧିକ ଖବର ଦେଖନ୍ତୁ...

ମହୁମାଛି ଆକ୍ରମଣରେ ଛାତ୍ରଛାତ୍ରୀ ଆହତ   

ସମ୍ବଲପୁର: ଗୁରୁନାନକ ପବ୍ଲିକ୍‌ ସ୍କୁଲ୍‌ରେ ମହୁମାଛି ଆତଙ୍କ। ପିଲାମାନେ ଖେଳୁଥିବା ସମୟରେ ବିଦ୍ୟାଳୟର ନୂଆ କୋଠାରେ ହୋଇଥିବା ମହୁଫେଣାରେ ବଲ୍‌ ବାଜିଥିଲା। ବଲ୍‌ ବାଜିବା ପରେ ମହୁମାଛିମାନେ ଛାତ୍ରଛାତ୍ରୀଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲେ। ୧୦ରୁ ୧୫ ଜଣ ଛାତ୍ରଛାତ୍ରୀ ମହୁମାଛି…
ଅଧିକ ଖବର ଦେଖନ୍ତୁ...

କେ.ଜି ଶଙ୍କର ପିଲାଇ ପାଇବେ ଗଙ୍ଗାଧର ଜାତୀୟ ସମ୍ମାନ

ସମ୍ବଲପୁର/ବୁର୍ଲା: ମାଲାୟଲମ କବି କେଜି ଶଙ୍କର ପିଲାଇ ୨୦୨୧ ମସିହା ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ଗଂଗାଧର ଜାତୀୟ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ଭାରତର ପ୍ରଖ୍ୟାତ କବି ଓ ସାହିତ୍ୟିକମାନଙ୍କୁ ନେଇ ଗଠିତ ଚୟନ କମିଟି ୨୦୨୧ ମସିହା…
ଅଧିକ ଖବର ଦେଖନ୍ତୁ...