ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ସମ୍ବଲପୁର ଜିଲ୍ଲାରେ ଏଡ୍‌ସ ନେଲାଣି ୪୬୫ ଜୀବନ

ସମ୍ବଲପୁର : ସଚେତନତା ସୃଷ୍ଟି ପାଇଁ ବ୍ୟାପକ ପଦକ୍ଷେପ ନିଆଯିବା ସତ୍ତ୍ବେ ଏଡ୍‌ସ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମ୍ବଲପୁର ଜିଲ୍ଲାରେ ଏଡ୍‌ସ ରୋଗ ଏପର୍ଯ୍ୟନ୍ତ ୪୬୫ ଜଣଙ୍କ ଜୀବନ ନେଇସାରିଲାଣି। ତେବେ, ଗତ ଏକ ବର୍ଷ ମଧ୍ୟରେ ଜିଲ୍ଲାରେ ୩୩୩ ଜଣ ଏଚ୍‌ଆଇଭି ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ…
ଅଧିକ ଖବର ଦେଖନ୍ତୁ...

କୁଚ୍‌ ବେହାର ଟ୍ରଫି: ହରିଆନାଠାରୁ ଓଡ଼ିଶାର ପାଳି ପରାଜୟ

ସମ୍ବଲପୁର : ସମ୍ବଲପୁର ଭିଏସ୍‌ଏସ୍‌ ଷ୍ଟାଡିୟମ୍‌ଠାରେ ଚାଲିଥିବା କୁଚ୍‌ ବେହାର ଟ୍ରଫି ମ୍ୟାଚ୍‌ରେ ଓଡ଼ିଶାର ପାଳି ପରାଜୟ ହୋଇଛି। ଟସ୍‌ ଜିତି ଓଡ଼ିଶା ଦଳ ପ୍ରଥମେ ବ୍ୟାଟିଂ କରି ୧୯୪ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ଜବାବରେ ହରିଆଣା ପ୍ରଥମ ପାଳିରେ ୫୧୧ ରନ୍‌ କରିଥିଲା। ଓଡ଼ିଶା ତାର…
ଅଧିକ ଖବର ଦେଖନ୍ତୁ...

ନାତୁଣୀ ବାହାଘର ଉତ୍ସବରେ ଜେଜେଙ୍କ ପରଲୋକ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ ବଡ଼ରମା ପଞ୍ଚାୟତ ଚିନିମହୁଲ ଗାଁ’ର ବାସିନ୍ଦା ସୁମନ୍ତ ପଟେଲଙ୍କ ଏକମାତ୍ର କନ୍ୟା ରୀତିକା (ବର୍ଷା)ଙ୍କ ବାହାଘର କୁଚିଣ୍ଡା ନୂଆ କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଛି। ନିମନ୍ତ୍ରଣ କାର୍ଡ ପାଇ ବନ୍ଧୁବାନ୍ଧବ ଘରେ ପହଞ୍ଚି ସାରିଛନ୍ତି। କିନ୍ତୁ ବିବାହ…
ଅଧିକ ଖବର ଦେଖନ୍ତୁ...

ପଦ୍ମପୁର ଉପନିର୍ବାଚନ ପରିସ୍ଥିତି ବିଗୁଡ଼ୁଛି, ଘଡ଼ିକେ ଘୋଡ଼ା ଛୁଟୁଛି

ସମ୍ବଲପୁର : ପଦ୍ମପୁର ଉପନିର୍ବାଚନରେ ଘଡ଼ିକେ ଘୋଡ଼ା ଛୁଟୁଛି। ଦିନକୁ ଦିନ ପରିସ୍ଥିତି ବିଗୁଡ଼ୁଛି। ପ୍ରତି ମୁହୂର୍ତ୍ତରେ କିଛି ନା କିଛି ଘଟଣା ଘଟୁଛି ଯାହା ରାଜ୍ୟ ରାଜନୀତିକୁ ସରଗରମ କରି ରଖିଛି। ବିଶେଷ କରି ବିଜେଡି ଓ ବିଜେପି ଦଳ ପକ୍ଷରୁ ଏଠାରେ ପ୍ରୟୋଗ କରାଯାଉଥିବା ସବୁ ପ୍ରକାର କଳ,…
ଅଧିକ ଖବର ଦେଖନ୍ତୁ...

ତୀବ୍ର ହେବ ହାଇକୋର୍ଟର ବେଞ୍ଚ ଆନ୍ଦୋଳନ!

ସମ୍ବଲପୁର : ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଆନ୍ଦୋଳନ ନେଇ ମାନ୍ୟବର ସୁପ୍ରିମ କୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆଜି ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କାର୍ଯ୍ୟରେ ଯୋଗ ନଦେଲେ ଲାଇସେନ୍ସ ରଦ୍ଦ କରିବାକୁ ଆଦେଶ ଦେଇଛନ୍ତି। ଏହା ସତ୍ତ୍ବେ ଆଗାମୀ ଦିନରେ ହାଇକୋର୍ଟ ବେଞ୍ଚ…
ଅଧିକ ଖବର ଦେଖନ୍ତୁ...

ରାମ-ସୀତା ବିବାହ ସମ୍ପନ୍ନ

ସମ୍ବଲପୁର : ସୋମବାର ଦିନ ପାରମ୍ପରିକ ରୀତିରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ସହିତ ଜଗତଜନନୀ ସୀତାଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି। ବିବାହ ପାଇଁ ବ୍ରୁକ୍‌ସ ହିଲ୍‌ ହନୁମାନ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭବ୍ୟ ଆୟୋଜନ କରାଯାଇଥିଲା। ଗତକାଲି ବିବାହ…
ଅଧିକ ଖବର ଦେଖନ୍ତୁ...

ଭିସୁଟ୍‌ ରାଗିଂ ଘଟଣା: ୩ ଛାତ୍ରଙ୍କୁ ବର୍ଷେ ବହିଷ୍କାର

ବୁର୍ଲା : ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟ(ଭିସୁଟ୍) କର୍ତ୍ତୃପକ୍ଷ ରାଗିଂ ଘଟଣାରେ ସଂପୃକ୍ତ ଛାତ୍ରମାନଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଘଟଣାରେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ୩ ଜଣ ଛାତ୍ରଙ୍କୁ ଏକ ବର୍ଷ ପାଇଁ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ସହିତ ଛାତ୍ରାବାସରୁ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟାଭାରତୀ ଅଖିଳ ଭାରତୀୟ ଖେଳକୁଦରେ ରାଜ୍ୟ ପାଇଁ ଗୌରବ ଆଣିଲେ ଅନିନ୍ଦ୍ୟ

କଟକ : ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ବିଦ୍ୟାଭାରତୀ ଦ୍ୱାରା ଆୟୋଜିତ ଜାତୀୟ ଆଥଲେଟିକ ମିଟରେ ଚମକିଛନ୍ତି  ଓଡ଼ିଆ ପୁଅ।  ହରିୟାଣାର କୁରୁକ୍ଷେତ୍ରରେ ଅନୁଷ୍ଠିତ ଅଖିଳ ଭାରତୀୟ ଖେଳକୁଦ ସମାରୋହ -୨୦୨୨ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ବ କରୁଥିବା ଅନିନ୍ଦ୍ୟ ସୁନ୍ଦର ମହାନ୍ତି ୧୧୦…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ବିଶ୍ବବିଦ୍ୟାଳୟ ଅର୍ଥ ଅନିୟମିତତା ପ୍ରସଙ୍ଗ: ବକେୟା ଟଙ୍କା ଫେରାଇବାକୁ ମନାକଲେ ମିତ୍ତଲ

ସମ୍ବଲପୁର : ସ୍ବଚ୍ଛ ବିଦ୍ୟାଳୟ ଅଭିଯାନର ବକେୟା ଟଙ୍କା ଫେରାଇବେନି ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ। ଟଙ୍କା ଫେରାଇବା ପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବାରମ୍ବାର ଚିଠି ଲେଖିବା ପରେ ସେ ଏହିଭଳି ସ୍ପଷ୍ଟ ଉତ୍ତର ରଖିଛନ୍ତି। ଏହି ଘଟଣା ଏବେ…
ଅଧିକ ଖବର ଦେଖନ୍ତୁ...

କୁଚ୍‌ ବେହାର ଟ୍ରଫି: ହରିୟାନା ଦ୍ବିତୀୟ ଦିନ ସୁଦ୍ଧା ୫ ୱିକେଟରେ ୪୬୬

ସମ୍ବଲପୁର: ମୟଙ୍କ ସାଣ୍ଡିଲ୍ୟ ଓ ସର୍ବେଶ ରୋହିଲ୍ଲାଙ୍କ ଶତକ ବଳରେ ହରିଆଣା ଦଳ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ୫ ଵିକେଟ୍‌ ହରାଇ ୪୬୬ ରନ୍‌ ସଂଗ୍ରହ କରିଛି। ସମ୍ବଲପୁର ଭିଏସ୍‌ଏସ୍‌ ଷ୍ଟାଡିୟମ୍‌ଠାରେ ଚାଲିଥିବା କୁଚ୍‌ ବେହାର ଟ୍ରଫି ମୁକାବିଲାରେ ଓଡ଼ିଶାଠାରୁ ୨୭୨ ରନ୍‌ରେ ହରିଆଣା ଆଗୁଆ…
ଅଧିକ ଖବର ଦେଖନ୍ତୁ...