ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ଦୁର୍ଘଟଣାରେ ଗଲା ଆଉ ଜଣେ ଛାତ୍ରଙ୍କ ଜୀବନ  

ସମ୍ବଲପୁର/ରେଙ୍ଗାଲି: ସମ୍ବଲପୁର ଅଇଁଠାପାଲି ଥାନା ଅଞ୍ଚଳରେ ବୁଢ଼ାରଜା ଉଚ୍ଚ ବିଦ୍ୟାଳୟକୁ ଯାଉଥିବା ବେଳେ ଟ୍ରକ୍‌ ଚାପି ଦେବାରୁ ଜଣେ ୯ମ ଶ୍ରେଣୀ ଛାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ମନରୁ ନ ଲିଭୁଣୁ, ସମ୍ବଲପୁରରେ ଟ୍ରାକ୍ଟର ଧକ୍କାରେ ଆଉ ଜଣ ଛାତ୍ରଙ୍କର ଶନିବାର…
ଅଧିକ ଖବର ଦେଖନ୍ତୁ...

ଜାନୁଆରି ୧୧ରୁ ସମ୍ବଲପୁର ଲୋକ ମହୋତ୍ସବ

ସମ୍ବଲପୁର: ଗତ କିଛି ବର୍ଷ ଧରି ଅନିୟମିତ ହୋଇଥିବା ସମ୍ବଲପୁର ଲୋକ ମହୋତ୍ସବ ଏଥର ପୁଣିଥରେ ଧୁମ୍‌ଧାମ୍‌ରେ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ଜାନୁଆରି ୧୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଅଇଁଠାପାଲି ପିଏଚ୍‌ଡି ପଡ଼ିଆରେ ସମ୍ବଲପୁର ଲୋକ ମହୋତ୍ସବ ଓ ପଲିଶ୍ରୀ ମେଳା ଅନୁଷ୍ଠିତ ହେବ।…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି: ଡିନ୍‌ଙ୍କ ବହିଷ୍କାର ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ବୁର୍ଲା : ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି ଦେଖାଦେଇଛି। ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ସୁଇଟ୍ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଛାତ୍ର କଲ୍ୟାଣ ଡିନ୍‌ଙ୍କ ବି‌ରୋଧରେ ମାନସିକ ନିର୍ଯାତନା ଦେଉଥିବା ଏବଂ କ୍ଷମତାର ଦୁରୁପୋଯୋଗ କରୁଥିବା ଅଭିଯୋଗ ଆଣି ଦୀର୍ଘ ୪ ଘଣ୍ଟା…
ଅଧିକ ଖବର ଦେଖନ୍ତୁ...

ଖର୍ଲା ନଦୀ ଉପରେ ହେବ ଝୁଲା ପୋଲ

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ସଦର ମହକୁମା ଏନ୍‌ଏଚ୍‌ ୪୯ ଖର୍ଲା ନଦୀ ଉପରେ ଝୁଲେନ ପୋଲ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ସୂଚନା ଅନୁସାରେ, ୧୦୦ ବର୍ଷ ବ୍ରିଟିଶ ସରକାରଙ୍କ ସମୟରେ ନିର୍ମିତ ଲୁହା ବ୍ରିଜ ଗତ ୯ ସେପ୍ଟେମ୍ବର ୨୦୨୧ରେ ଏକ ଭାଙ୍ଗି ଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ବାଇକ୍ ଦୁର୍ଘଟଣାରେ ଚାଳକ ମୃତ  

ଜମନକିରା: ଜମନକିରା- ଫାଶିମାଲ ପିଡବ୍ଲୁଡି ରାସ୍ତାର ଷଣ୍ଢପଥର ମାର୍କେଟୟାର୍ଡ ସମ୍ମୁଖ ବୁଲାଣିରେ ଶୁକ୍ରବାର ଅପରାହ୍‌ଣ ୫ଟାରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ବାଇକ ଚଳକଙ୍କ ମୃତ୍ୟୁ ହୋଇଛି। ମୃତ ବାଇକ ଚାଳକଙ୍କ ପରିଚୟ ଜଣାପଡ଼ି ନାହିଁ। ସୂଚନା ଯୋଗ୍ୟ, ଶୁକ୍ରବାର…
ଅଧିକ ଖବର ଦେଖନ୍ତୁ...

ମା’ ଛେଉଣ୍ଡ ଶିଶୁର ଅନ୍ନ ପ୍ରାସନ୍ନ କଲେ ଅଙ୍ଗନବାଡ଼ି କର୍ମୀ    

ଯୁଯୁମୁରା: ମାତୃହରା ୭ ମାସର ଶିଶୁ ପୁତ୍ର କ୍ରିଷ୍ଣାର ଅନ୍ନ ପ୍ରାସନ୍ନ ଉତ୍ସବ ଆନନ୍ଦ ଉଲ୍ଲାସରେ ପାଳନ କରିଛନ୍ତି ହାତୀବାରି ସେକ୍ଟରର ଅଙ୍ଗନବାଡ଼ି କର୍ମୀ ସମୂହ। ଯୁଯୁମୁରା ବ୍ଲକ ଝାଙ୍କରପାଲି ପଞ୍ଚାୟତ ଭବାନୀପାଲି ଗାଁରେ ଶୁକ୍ରବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡିଏସ୍‌ଡବ୍ଲୁଓ…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଛୁରା ମାଡ଼

ସମ୍ବଲପୁର: ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ଗତ ୩୦ ତାରିଖ ଦିନ ୩ ଜଣ ଯୁବକ ଗୋଡ଼ାଇ ଗୋଡ଼ାଇ ଜଣଙ୍କୁ ଛୁରାମାଡ଼ କରିଥିଲେ। ଏହି ମାମଲାରେ ପୁଲିସ ପୂର୍ବରୁ ୨ ଅଭିଯୁକ୍ତ ସୁନାପାଲିର ଵାହିଦ୍‌ ଖାନ୍‌ ଓ ମୋତିଝରଣର ମହମ୍ମଦ ସାହିଦ ଓରଫ୍‌ ମୁନୁକୁ ଗିରଫ କରିଥିଲା। ଏହି ମାମଲାରେ ପୁଲିସ…
ଅଧିକ ଖବର ଦେଖନ୍ତୁ...

ଓଜେଏସ୍‌ ପାଇଲେ ବୁର୍ଲା ଝିଅ ପ୍ରତିଭା 

ସମ୍ବଲପୁର: ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ଅନୁଷ୍ଠିତ ଓଡ଼ିଶା ନ୍ୟାୟିକ ସେବା(ଓଜେଏସ୍‌) ପାଇଁ ଚୟନ ହୋଇଛନ୍ତି ବୁର୍ଲାର ଝିଅ ପ୍ରତିଭା ଦାଶ। ବୁର୍ଲା ପିଜି ଛକ ନିକଟରେ ରହୁଥିବା ପ୍ରତିଭା ଚୂଡ଼ାନ୍ତ ଚୟନ ତାଲିକାରେ ୩୧ତମ ରୢାଙ୍କ ହାସଲ କରିଛନ୍ତି। ପ୍ରତିଭା ୨୦୨୦ ମସିହାରେ ସମ୍ବଲପୁର…
ଅଧିକ ଖବର ଦେଖନ୍ତୁ...

ବଡ଼ମାଲ-ସିକିର୍ ଦୋହରା ଲାଇନ୍‌ର ସିଆର୍‌ଏସ୍‌ ଯାଞ୍ଚ ଶେଷ      

ସମ୍ବଲପୁର: ପୂର୍ବତଟ ‌େରଳବାଇ ସମ୍ବଲପୁର ମଣ୍ଡଳ ଅନ୍ତର୍ଗତ ସମ୍ବଲପୁର-ଟିଟିଲାଗଡ଼ ସେକ୍‌ସନ ଦୋହରୀକରଣ ପ୍ରକଳ୍ପର ଶେଷ ଅଂଶ ବଡ଼ମାଲରୁ ସିକିର୍‌ ଷ୍ଟେସନ୍‌ ମଧ୍ୟରେ କାମ ଶେଷ ହୋଇଛି। ଶୁକ୍ରବାର ଦକ୍ଷିଣ ପୂର୍ବ ସର୍କଲ୍‌ର ରେଳ ନିରାପତ୍ତା ଆୟୁକ୍ତ ଏଏମ୍ ଚୌଧୁରୀ ଏହାର ଯାଞ୍ଚ କରିଛନ୍ତି। …
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର-ଝାରସୁଗୁଡ଼ା ରାସ୍ତାର ଖିଣ୍ଡା ଛକରେ ବସକୁ ପିଟିଲା ଟ୍ରକ୍; ଜଣେ ମୃତ, ୧୦ରୁ ଅଧିକ ଆହତ

ସମ୍ବଲପୁର/ ଝାରସୁଗୁଡ଼ା: ସମ୍ବଲପୁର -ଝାରସୁଗୁଡ଼ା ରାସ୍ତାର ଖିଣ୍ଡା ଛକରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। ସମ୍ବଲପୁର ଜିଲ୍ଲା ଠେଲକୋଲି ଥାନା ଅନ୍ତର୍ଗତ ଖିଣ୍ଡା ଛକ ନିକଟରେ ଝାରସୁଗୁଡ଼ାରୁ ଆସୁଥିବା ମହାଲକ୍ଷ୍ମୀ ବସକୁ ପଛରୁ ଏକ ଟ୍ରକ୍ ପିଟିବା ଫଳରେ…
ଅଧିକ ଖବର ଦେଖନ୍ତୁ...