ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

କ୍ରେଡିଟ୍ କାର୍ଡ ନାଁରେ ଆଉ ଜଣେ ଠକେଇର ଶିକାର

ସମ୍ବଲପୁର: ସମ୍ବଲପୁରରେ ସାଇବର୍‌ ଠକେଇ ସଂଖ୍ୟା କମିବା ନାଁ ନେଉନାହିଁ। ଅଇଁଠାପାଲି ଅଞ୍ଚଳର ଆଉ ଜଣେ ବ୍ୟକ୍ତି କ୍ରେଡିଟ୍‌କାର୍ଡ ନାଁରେ ସାଇବର୍‌ ଠକେଇର ଶିକାର ହୋଇଛନ୍ତି। ତାଙ୍କ ଆକାଉଣ୍ଟରେ ସାଇବର୍‌ ଠକ ଲକ୍ଷାଧିକ ଟଙ୍କା ଠକି ନେଇଛି। ସୂଚନା ଅନୁଯାୟୀ, ଗୌନ୍ତିଆପଡ଼ାର ଦିନେଶ ଜେନାଙ୍କ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ବିଧାନସଭା ଆସନ: ଦୁଇ ମହାରଥୀଙ୍କ ମଧ୍ୟରେ ମୁକାବିଲା

ସମ୍ବଲପୁର: ସମ୍ବଲପୁର ଲୋକସଭା ଆସନ ଭଳି ବିଧାନସଭାରେ ବି ଦୁଇ ମହାରଥୀଙ୍କ ମଧ୍ୟରେ ଲଢ଼େଇ ହେବ। ପୂର୍ବରୁ ବିରୋଧୀ ଦଳର ନେତା ତଥା ବିଧାୟକ ଜୟନାରାୟଣ ମିଶ୍ରଙ୍କ ଉପ‌ରେ ବିଜେପି ପୁଣିଥରେ ଆସ୍ଥା ପ୍ରକଟ କରିଥିବା ବେଳେ ବିଜେଡି ତାଙ୍କ ବିରୋଧରେ ପଶ୍ଚିମ ଓଡ଼ିଶାର ଚାଣକ୍ୟ କୁହାଯାଉଥିବା…
ଅଧିକ ଖବର ଦେଖନ୍ତୁ...

ପୁଣି ସମ୍ବଲପୁରରୁ ଜବତ ହେଲା ବ୍ରାଉନ୍ ସୁଗାର

ସମ୍ବଲପୁର: ସମ୍ବଲପୁର ସହରରୁ ପୁଣିଥରେ ବ୍ରାଉନ୍‌ସୁଗାର ଜବତ ହୋଇଛି। ଏଥର ମଧ୍ୟ ଧନୁପାଲି ଥାନା ସୁନାପାଲି ଅଞ୍ଚଳରୁ ବ୍ରାଉନ୍‌ସୁଗାର ଜବତ ହୋଇଛି। ଗତବର୍ଷ ଏକାଧିକ ଥର ସୁନାପାଲି ଅଞ୍ଚଳରୁ ଅବକାରୀ ବିଭାଗ ଧଳାଜହର ଜବତ କରିଥିଲା। ଗତ ଅକ୍ଟୋବର ମାସରେ ଶେଷ ଥର ଧଳାଜହର ସୁନାପାଲି ଅଞ୍ଚଳରୁ…
ଅଧିକ ଖବର ଦେଖନ୍ତୁ...

କୁଚିଣ୍ଡା କଂଗ୍ରେସ ଭବନରେ କର୍ମୀ ସମ୍ମିଳନୀ 

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବିଧାନସଭା କୁଚିଣ୍ଡା ସହରସ୍ଥିତ କଂଗ୍ରେସ ଭବନ ଠାରେ ନଗର ସଭାପତି ଅଖିଲ ପ୍ରତାପ ସିଂଙ୍କ ପରିଚାଳନାରେ ଏକ ସଭାର ଆୟୋଜନ ହୋଇଛି। ଏହି ସଭାରେ ଜିଲ୍ଲା ସଭାପତି ଜୟଶଙ୍କର ମିଶ୍ର ଉଦବୋଧନ ଦେଇ ନିଜକୁ ବଳିଷ୍ଠ ଦଳ ବୋଲି କହୁଥିବା ରାଜନୈତିକ ଦଳ…
ଅଧିକ ଖବର ଦେଖନ୍ତୁ...

ରୂପାନ୍ତରିକରଣ ନାମରେ ଭାରତର ଏକ ନମ୍ବର ବୋଲି ମୁଖ୍ୟମନ୍ତ୍ରୀ ନବୀନ ଡେଙ୍ଗୁରା ପିଟୁଛନ୍ତି: ଧର୍ମେନ୍ଦ୍ର

କୁଚିଣ୍ଡା: ୨୫ ବର୍ଷର ବିଜେଡି ଶାସନରେ ରୂପାନ୍ତରିକରଣ ନାମରେ ଭାରତର ଏକ ନମ୍ବର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡେଙ୍ଗୁରା ପିଟୁଛନ୍ତି। କୁଚିଣ୍ଡା ଆଦିବାସୀ ବହୁଳ ଅଞ୍ଚଳର ଡାକ୍ତରଖାନାରେ ୧୮ ଜଣ ସ୍ଥାୟୀ ପଦବିରୁ ୧୧ ଜଣ ରହିଛନ୍ତି। ଉପଖଣ୍ଡରେ ୧୪୯ ଡାକ୍ତରଖାନାରେ ୧୦୧ ଜଣ ଡାକ୍ତର…
ଅଧିକ ଖବର ଦେଖନ୍ତୁ...

କୁଆଡ଼େ ଯିବେ ବିଧାୟକ ରୋହିତ? ଏପଟେ ରାସେଶ୍ବରୀ, ସେପଟେ ପ୍ରସନ୍ନ

ସମ୍ବଲପୁର: ଏକଦା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ‘ଅପାରଗ’ ଟ୍ୟାଗ୍‌ ଲଗାଇ ମନ୍ତ୍ରିମଣ୍ଡଳରୁ ବିଦା କରିଥିଲେ। ଏବେ ସମ୍ବଲପୁର ଓ ରେଢ଼ାଖୋଲ ଉଭୟ ଆସନରୁ ସେ ବିରୋଧର ସମ୍ମୁଖୀନ ହେଉଛନ୍ତି। ସ୍ଥିତି ଏମିତି ‌ହୋଇଛି ଯେ ସମ୍ବଲପୁର ଜିଲ୍ଲାର ବାକିଥିବା ଆସନରୁ ପ୍ରାର୍ଥୀ ତାଲିକା…
ଅଧିକ ଖବର ଦେଖନ୍ତୁ...

ରେଢାଖୋଲରେ ନିର୍ବାଚନ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ

ଦେବଗଡ଼/ରେଢାଖୋଲ: ସନ୍ଥକବି ଭୀମ ଭୋଇଙ୍କ ବାଣୀ ଯେ କେବଳ ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଛି ତା ନୁହଁ, ବରଂ ଏହା ଆମ ସମସ୍ତଙ୍କ ପାଇଁ ଚିରକାଳ ପ୍ରେରଣାର ଉତ୍ସ ହୋଇ ରହିଛି । ସମ୍ବଲପୁର ରେଢାଖୋଲସ୍ଥିତ ସନ୍ଥକବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ଅବସରରେ ଏହା…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼ ଜିଲ୍ଲାବାସୀଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିବାକୁ ଆସିଛି: ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼: ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦେବଗଡ଼ ବିଧାନସଭା ମଣ୍ଡଳୀରେ ତାଙ୍କ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ଶ୍ରୀ ପ୍ରଧାନ ତାଙ୍କ ଅଭିଭାଷଣ ପୂର୍ବରୁ ‘ଓଡ଼ିଶା ପରିବର୍ତ୍ତନ’ ଶୀର୍ଷକ କୈଳାଶ ଖେରଙ୍କ ସଂଗୀତର ଧୁନରେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ଦରକାର ଡବଲ ଇଞ୍ଜିନ ସରକାର: ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ଆଜି କଚେରୀ ରୋଡ଼ ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ସଭାପତିତ୍ୱରେ ଦଳର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଛି। ସମ୍ବଲପୁର ବିଜେପି ମୁଖ୍ୟାଳୟରେ ଦଳୀୟ ପତାକା ଉତ୍ତୋଳନ ସହ ଡା. ଶ୍ୟାମାପ୍ରସାଦ ମୁଖାର୍ଜୀ ଏବଂ ପଣ୍ଡିତ ଦୀନଦୟାଲ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ ଧକ୍କାରେ ମହିଳା ମୃତ

ଯୁଯୁମୁରା: ଟ୍ରେନ ଧକ୍କାରେ ଶୁକ୍ରବାର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳି ପାରି ନାହିଁ। ଭବାନୀପାଲି ନିକଟରେ କୌଣସି ଏକ ଟ୍ରେନ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ଜିଆରପି କି ପୁଲିସ୍ ଏଯାଏଁ ପହଞ୍ଚି ନଥିବା ସୂଚନା ମିଳିଛି।
ଅଧିକ ଖବର ଦେଖନ୍ତୁ...