ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶା ଉତ୍ସବମୁଖର

ସମ୍ବଲପୁର: ସ˚ସ୍କୃତି, ପରମ୍ପରା, ଭାଇଚାରା ଓ ସ୍ବାଭିମାନର ପର୍ବ ନୂଆଁଖାଇ। ଜୀବନଜୀବିକାର ପର୍ବ, ଚାଷ ଓ ଚାଷୀର ପର୍ବ ନୂଆଁଖାଇ। ନୂଆଁଖାଇ ପାଇଁ ପୂରା ପଶ୍ଚିମଓଡ଼ିଶା ଉତ୍ସବମୁଖର। ବୁଧବାର ପଶ୍ଚିମ ଓଡ଼ିଶାର ପୁରପଲ୍ଲୀରେ ପାଳିତ ହୋଇଯାଇଛି ମହାନ ଗଣପର୍ବ ନୂଆଁଖାଇ। ନୂଆଁଖାଇ ପର୍ବ ଅତି…
ଅଧିକ ଖବର ଦେଖନ୍ତୁ...

ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା

ସମ୍ବଲପୁର: ନୂଆଁଖାଇ ପାଇଁ ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର ହୋଇ ଉଠିଛି। ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଅର୍ପଣ କରାଯାଇଛି । ସେହିପରି ପାଟଣାଗଡ଼ରେ ମାଆ ପାଟଣେଶ୍ବରୀ, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼, ସାରଂଗଡ଼ରେ ମାଆ ସମଲେଶ୍ବରୀ, ସୋନପୁରରେ ମାଆ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷିବ; ୧୨ ଜିଲ୍ଲାକୁ ଅରେଞ୍ଜ; ୧୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର: ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳକୁ ଲାଗି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତକାଲି ଠାରୁ ଓଡ଼ିଶାରେ ପ୍ରବଳ ବର୍ଷା ଲାଗିରହିଛି। ଏବଂ ଆାସନ୍ତା ୨୪ ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟର ୩୦ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିମଧ୍ୟରୁ ୧୨ଟି…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କଠାରେ ଲାଗିହେଲା ନବାନ୍ନ

ସମ୍ବଲପୁର: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିଲାଗି ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇଛି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ଜଗତଜନନୀ ମାଆ ସମଲେଶ୍ବରୀଙ୍କଠାରେ ସେପ୍ଟେମ୍ବର ୨୦ ତାରିଖ ବୁଧବାର ପୂର୍ବାହ୍ନ ୧୦ଟା ୩୭ ମିନିଟ ସମୟରେ ଲାଗି ହୋଇଛି ନବାନ୍ନ। ଏହି ସମୟରେ ଢୋଲ,…
ଅଧିକ ଖବର ଦେଖନ୍ତୁ...

କୁଚିଣ୍ଡା-କୁସମୀ ରାସ୍ତା ନିକଟରୁ ଗଳିତ ମୃତଦେହ ଉଦ୍ଧାର, ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ କୁଚିଣ୍ଡା-କୁସମୀ ରାସ୍ତା ଲଇଡାଗୁନା ଜଙ୍ଗଲ ରାସ୍ତା ନିକଟରୁ ଗଳିତ ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ଜଣେ ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି କୁଚିଣ୍ଡା ପୁଲିସ। ସୂଚନା ଅନୁଯାୟୀ, କୁଚିଣ୍ଡା-କୁସମୀ ରାସ୍ତା ଲଇଡାଗୁନା…
ଅଧିକ ଖବର ଦେଖନ୍ତୁ...

ବଙ୍ଗୋପସାଗର ସୃଷ୍ଟି ହେଲା ଲଘୁଚାପ: ୨୪ ଘଣ୍ଟା ମଧ୍ୟରେ ୨୨ ଜିଲ୍ଲାରେ ଅତିପ୍ରବଳ ବର୍ଷିବ

ଭୁବନେଶ୍ୱର: ବଙ୍ଗୋପସାଗରରେ ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଓଡିଶା ଉପକୂଳସ୍ଥ ସମୁଦ୍ର ମଧ୍ୟରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସଂପ୍ରତି ଲଘୁଚାପଟି ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ଉଚ୍ଚତା ସହିତ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଦୁଷ୍କର୍ମ ମାମଲାରେ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ

ସମ୍ବଲପୁର: ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ସୂଚନାନୁସାରେ, ରେଙ୍ଗାଲି ଥାନା ଅଞ୍ଚଳରେ ୨୦୧୭ ମସିହା ଅଗଷ୍ଟ ୨୮ ତାରିଖ ରାତି ଜଣେ ନାବାଳିକା(୧୪) ଭୋଜି ଖାଇ ଏକା ଫେରୁଥିଲେ। ସେହି ସମୟରେ ଝାରସୁଗୁଡ଼ା…
ଅଧିକ ଖବର ଦେଖନ୍ତୁ...

ଗଣେଶ ପୂଜା ଚାନ୍ଦା ମାଗିବାକୁ କେନ୍ଦ୍ରକରି ହିଂସାକାଣ୍ଡ, ଚାଲିଗଲା ଜଣଙ୍କ ଜୀବନ

ବୁର୍ଲା: ଗଣେଶ ପୂଜା ଚାନ୍ଦା ମାଗିବାକୁ କେନ୍ଦ୍ରକରି ଶନିବାର ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା କଟାପାଲି ଗାଁରେ ବ୍ୟାପକ ହଂସାକାଣ୍ଡ ଘଟିଛି। ଦୁଇ ପଡ଼ା ମଧ୍ୟରେ ଘଟିଥିବା ସଂଘର୍ଷରେ ଜନୈକ ଯୁବକ କ୍ଷୀରୋଦ ତାଣ୍ଡିଙ୍କ ଜୀବନ ଯାଇଥିବାବେଳେ ନିରଜ ପ୍ରଧାନ ଗୁରୁତର ଆହତ ହୋଇଛନ୍ତି। ସଂଘର୍ଷ…
ଅଧିକ ଖବର ଦେଖନ୍ତୁ...

ଘରେ କଳାକନା ବୁଲାଇଲେ ଚୋର; ସିସିଟିଭି ଫୁଟେଜରେ କଏଦ ହେଲା ଚେହେରା

ସମ୍ବଲପୁର: ଅଇଁଠାପାଲି ଥାନା ଅନ୍ତର୍ଗତ ସରସ୍ବତୀ ବିହାର ଅମ୍ବିରାନଗରରେ ରହୁଥିବା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ତୋଫାନ ଦଣ୍ଡସେନାଙ୍କ ଘରୁ ଚୋରି ହୋଇଛି। ଘରେ କେହି ନଥିବାର ସୁଯୋଗ ନେଇ ଦୁଇ ଜଣ ଚୋର ଘର ଭିତରକୁ ପଶି ଚୋରି କରିଛନ୍ତି। ସିସିଟିଭି ଫୁଟେଜରେ ଦୁଇ ଜଣ ଚୋରଙ୍କ ଚେହେରା କଏଦ…
ଅଧିକ ଖବର ଦେଖନ୍ତୁ...

ଶିଳ୍ପନଗରୀରେ ବିଶ୍ବକର୍ମା ପୂଜା ଆଜି; ୧୨ଟି ଜାଗାରେ ହେବ ପୂଜା

ହୀରାକୁଦ: ଶିଳ୍ପନଗରୀ ହୀରାକୁଦରେ ବିଶ୍ବକର୍ମା ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି। ହୀରାକୁଦ ସହରରେ ୧୨ଟି ଜାଗାରେ ପୂଜା ହୋଇଥାଏ। ଶିଳ୍ପ ସଂସ୍ଥାଗୁଡ଼ିକ ମୂର୍ତ୍ତିଗୁଡ଼ିକର ଯାନ୍ତ୍ରିକ କାରୁକାର୍ଯ୍ୟ ଦେଖିବା ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରୁ ଜନସାଧାରଣ ଆସିଥାନ୍ତି। ସୁଭାଷ ମଇଦାନରେ…
ଅଧିକ ଖବର ଦେଖନ୍ତୁ...