ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ଅନ୍ତଃରାଜ୍ୟ ପାଇପ୍‌ ଚୋରି ଗ୍ୟାଙ୍ଗ୍‌ର ୯ ଗିରଫ: ୩୧ ପାଇପ୍‌, ୩ ଗାଡ଼ି, ୮୭ ହଜାର ଟଙ୍କା ଜବତ

ସମ୍ବଲପୁର: ସରକାର ଘରକୁ ଘର ବିଶୁଦ୍ଧ ପାଣି ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସାରା ରାଜ୍ୟରେ ଏଥିପାଇଁ ପାଇପ୍‌ ବିଛାଇବା କାର୍ଯ୍ୟ ମଧ୍ୟ ଜୋର୍‌ସୋର୍‌ରେ ଜାରି ରହିଛି। ଏସବୁ ଭିତରେ ଏକ ଗ୍ୟାଙ୍ଗ୍‌ ଚତୁରତାର ସହ ଉକ୍ତ ପାଇପ୍‌ ଚୋରି କରି ରାଜ୍ୟ ବାହାରେ ବିକ୍ରି କରୁଥିବା…
ଅଧିକ ଖବର ଦେଖନ୍ତୁ...

ପାଇପ୍‌ ଚୋରି ଘଟଣା: ମୁଖ୍ୟ ଅଭିଯୁକ୍ତ ସମେତ ୯ ଗିରଫ, ୩୧ ପାଇପ୍‌ ସହ ଟ୍ରକ୍‌ ଓ ନଗଦ ୮୭ ହଜାର ଜବତ

ସମ୍ବଲପୁର: ହୀରାକୁଦ ଅଞ୍ଚଳରୁ ଆରଡବ୍ଲ୍ୟୁଏସଏସ୍‌ ପାଇପ୍‌ ଚୋରି ଘଟଣାରେ ସମ୍ବଲପୁର ପୁଲିସ ଏହି ରାକେଟ୍‌ର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ମୋଟ ୯ ଜଣଙ୍କୁ ଗିରଫ କରିଛି। ପୁଲିସ  ୩୧ଟି ପାଇପ୍‌, ଗୋଟିଏ ଟ୍ରକ୍‌, ୨ କାର୍‌ ସହ ୮୭ ହଜାର ଟଙ୍କା ଜବତ। ଅଭିଯୁକ୍ତମାନେ ପଶ୍ଚିମ ଓଡ଼ିଶାର ୭ ଜିଲ୍ଲାରେ…
ଅଧିକ ଖବର ଦେଖନ୍ତୁ...

ଲଘୁଚାପ ସକ୍ରିୟ : ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା; ୧୩ ଜିଲ୍ଲାକୁ ଅରେଞ୍ଜ, ୧୭ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଗତକାଲି (ଗୁରୁବାର)ର ସକ୍ରିୟ ଲଘୁଚାପ କ୍ଷେତ୍ର ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ତତ-ସଂଲଗ୍ନ ଉତ୍ତର-ଓଡିଶା ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି ଏବଂ ଏହା ସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିମି ଯାଏଁ ବ୍ୟାପିଛି। ଏହା ଆଗାମୀ ୨ରୁ ୩ ଦିନ…
ଅଧିକ ଖବର ଦେଖନ୍ତୁ...

ସାମାଜିକ ବାସନ୍ଦ ! ମୃତ୍ୟୁ ପରେ ପାଖ ମାଡ଼ିଲେନି ଜାତି ସମାଜ

ଜମନକିରା: ଜଣେ କିଡ୍‌ନି ରୋଗୀଙ୍କ ମୃତ୍ୟୁରେ ପରିବାର ଲୋକେ ଦୂରେଇ ଗଲେ। ଗାଁ ସାହିପଡ଼ିଶା, ବନ୍ଧୁ ବାନ୍ଧବ, ଜାତି ସମାଜ ସମବେଦନା ଜଣାଇବା ତ ଦୂରର କଥା କାନ୍ଧ ଦେବାକୁ ବି ଆସିଲେନି। ରାତିସାରା ଶବ ପଡ଼ି ରହିବା ପରେ ମାମୁ ମଉସା ଆସି ଗୁରୁବାର ମଶାଣିରେ ପୋତିଥିଲେ। ଏ ସବୁ ଭିତରେ…
ଅଧିକ ଖବର ଦେଖନ୍ତୁ...

ଭିମସାର ୟୁରୋଲୋଜି ବିଭାଗରେ ଡାକ୍ତର ସଙ୍କଟ

ବୁର୍ଲା: ବୁର୍ଲା ଭିମ୍‌ସାରର ୟୁରୋଲୋଜି ବିଭାଗରେ ଡାକ୍ତର ସଙ୍କଟ ଦେଖାଦେଇଛି। ଆଗରୁ ବିଭାଗରେ ଜଣେ ସ୍ଥାୟୀ ଏସୋସିଏଟ୍ ପ୍ରଫେସର ଡାକ୍ତର ସଞ୍ଜୟ ମହାପାତ୍ର ଏବଂ ଅନ୍ୟ ଜଣେ ଚୁକ୍ତିଭିତ୍ତିକ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ବିଶ୍ଵଜିତ ମହାପାତ୍ର ଅର୍ଥାତ ବିଭାଗରେ ଦୁଇ ଜଣ ଡାକ୍ତର କାର୍ଯ୍ୟରତ…
ଅଧିକ ଖବର ଦେଖନ୍ତୁ...

ହନୁମାନ ପଇସା ବିକ୍ରି କରି ଧନୀ ହେବାର ସ୍ବପ୍ନ ଦେଖିଥିଲେ, ପୁଲିସ ହାତରେ ଧରାପଡ଼ିଗଲେ ୩ ଅଭିଯୁକ୍ତ

ରେଢାଖୋଲ: ଆଜିକାଲି ଅନେକ ଲୋକ ବିନା ପରିଶ୍ରମରେ ଲକ୍ଷପତି ବା କୋଟିପତି ହେବାକୁ ଚାହୁଁଛନ୍ତି। ସତ୍‌ ଉପାୟରେ କମ ପରିଶ୍ରମରେ ବହୁତ କମ ସମୟରେ ଧନୀ ହେବା ସହଜ ନୁହେଁ। ତେଣୁ ଅନେକ ଲୋକ ଅସାଧୁ ତଥା ବିକଳ୍ପ ଚିନ୍ତା କରନ୍ତି। ନିଶା ବେପାର ହେଉ କି ଅନ୍ୟ କିଛି ଅସାଧୁ କାମ କରି ଟଙ୍କା…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷିବ; ୧୮ ଜିଲ୍ଲାରେ ଅତି ପ୍ରବଳ ବର୍ଷା; ଅରେଞ୍ଜ ସହ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଉତ୍ତର-ପୂର୍ବ ଓ ତତ୍‌ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ଉଚ୍ଚତା ସହିତ ଦକ୍ଷିଣ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ଆସନ୍ତା ୧୨…
ଅଧିକ ଖବର ଦେଖନ୍ତୁ...

ବିବାଦୀୟ ଥାନାଧିକାରୀଙ୍କ ସମେତ ୯ ଇନ୍ସପେକ୍ଟରଙ୍କ ବଦଳି

ସମ୍ବଲପୁର: ବିବାଦରେ ରହିଥିବା ବରେଇପାଲି ଥାନାଧିକାରୀ ଧୀରେନ୍ଦ୍ର ସ୍ବାଇଁଙ୍କ ସମେତ ୯ ଜଣ ଇନ୍‌ସପେକ୍ଟରଙ୍କ ବଦଳି ଅଗଷ୍ଟ ୧୫ ତାରିଖ ଦିନ କରାଯାଇଛି। ଧୀରେନ୍ଦ୍ରଙ୍କୁ ବରେଇପାଲି ଥାନାରୁ ନାକଟିଦେଉଳ ଥାନାକୁ ବଦଳି କରାଯାଇଛି। ମୁଖ୍ୟାଳୟରେ ଥିବା ଶ୍ରୀକାନ୍ତ ସାହୁଙ୍କୁ ହୀରାକୁଦ ଥାନା…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କୁ ଟ୍ରେନ୍‌ରୁ ଠେଲିଦେଲେ ଦୁର୍ବୃତ୍ତ: ଉଦ୍ଧାର କଲେ ସ୍ବେଚ୍ଛାସେବୀ

ବାମରା: ଟ୍ରେନ୍‌ରୁ ଖସିପଡ଼ି ଗୁରୁତର ଆହତ ହୋଇଥିବା ଜଣେ ଯୁବତୀଙ୍କୁ ସ୍ଥାନୀୟ ସ୍ବେଚ୍ଛାସେବୀମାନେ ଉଦ୍ଧାର କରି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗୋବିନ୍ଦପୁର ସିଏଚ୍‌ସିରେ ଭର୍ତ୍ତି କରିଥିଲେ। ପ୍ରାପ୍ତ ସୂଚନାନୁସାରେ  ସନ୍ଧ୍ୟା ପ୍ରାୟ ୬ଟା ବେଳେ ବାମରା ଦଲଦଲିଆପଡ଼ା ନିକଟ ରେଳଲାଇନ କଡ଼ରେ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ସ୍ତ୍ରୀର ପ୍ରେମିକଙ୍କୁ ଗୁଳିମାଡ଼ କଲେ ଯୁବକ: ଗୁରୁତର ଅବସ୍ଥାରେ ଆହତ କଟକ ସ୍ଥାନାନ୍ତର

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଚାରମାଲ ଥାନା ବଡ଼ନୂଆପଡ଼ା ଖେତିନାଳୀ ଗାଁରେ ପ୍ରଥମ ସ୍ତ୍ରୀର ପ୍ରେମିକଙ୍କୁ ଗୁଳିମାଡ଼ ହୋଇଥିବାର ଖବର ମିଳିଛି। ଗୁରୁତର ଅବସ୍ଥାରେ ଆହତ ପଙ୍କଜ ଦେହୁରୀଙ୍କୁ ପ୍ରଥମେ ଭିମସାର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ଝାଙ୍କରପଡ଼ା ଗାଁର…
ଅଧିକ ଖବର ଦେଖନ୍ତୁ...