ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ପ୍ରତିଥର ନୂଆ ଚେହେରା ବାଛୁଥିବା ରେଂଗାଲି ଉପରେ ସମସ୍ତଙ୍କ ନଜର

ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ଶିଳ୍ପାଂଚଳ ବିଧାନସଭା କ୍ଷେତ୍ର‌ ରେଂଗାଲି ପ୍ରତ୍ୟେକ ନିର୍ବାଚନରେ ନୂଆ ଚେହେରାକୁ ସୁଯୋଗ ଦେଇଆସୁଛି। କଂଗ୍ରେସ, ବିଜେଡି ପରେ ଗତ ନିର୍ବାଚନରେ ବିଜେପିକୁ ରେଂଗାଲିବାସୀ ବିଧାନସଭାକୁ ପଠାଇଛନ୍ତି। ତେବେ, ଏଥର ବିଜେଡିରେ ଆଶାୟୀଙ୍କ ସଂଖ୍ୟା ବହୁତ ଲମ୍ବା…
ଅଧିକ ଖବର ଦେଖନ୍ତୁ...

ଏମିତି କୌଣସି ଶକ୍ତି ନାହିଁ, ମୋତେ ଅଟକାଇ ଦେବ: ରୋହିତ

ରେଢ଼ାଖୋଲ : ଏମିତି କୌଣସି ଶକ୍ତି ନାହିଁ, ଯିଏ ମୋତେ ଅଟକାଇ ଦେବ। ଉଚ୍ଚଶିକ୍ଷା ମନ୍ତ୍ରୀ ପଦରୁ ବିଦା ପରେ ରେଢ଼ାଖୋଲ ବିଧାୟକ ଇଂ. ରୋହିତ ପୂଜାରୀ ଆଜି ପୁଣି ଚ୍ୟାଲେଂଜ କରିବା ଢଂଗରେ ଏଭଳି କହିଛନ୍ତି। ସେ କହିଛନ୍ତି, ଅଧ୍ୟାୟ ଏଠାରୁ ସରୁ ନାହିଁ। ମୋର ଅଧ୍ୟାୟ ଆରମ୍ଭ ହେଲା। ରେଢ଼ାଖୋଲ…
ଅଧିକ ଖବର ଦେଖନ୍ତୁ...

୭ ବ୍ୟାରେଜ ନିର୍ମାଣରେ ଅନିୟମିତତା: ସତ ପଦାକୁ ଆଣିବା ମହଙ୍ଗା ପଡ଼ିଲା

ସମ୍ବଲପୁର : ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ୫୪୬ କୋଟି ଟଙ୍କା ବ୍ୟୟରେ ଭେଡ଼େନ, ଇବ୍‌ ଓ ସଫେଇ ନଦୀରେ ୭ଟି ବ୍ୟାରେଜ(ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ ସ୍କିମ)ରେ ନିର୍ମାଣ କରାଯାଉଥିବା ବେଳେ କେତୋଟିରେ ବ୍ୟାପକ ଅନିୟମିତତା ପରିଲକ୍ଷିତ ହୋଇଛି। ଏହି ତ୍ରୁଟି ସାମ୍‌ନାକୁ ଆଣିଥିବା ପ୍ରକଳ୍ପର…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ପୁଲିସ୍ ଆପ୍‌ ବର୍ଷେ ହେଲା ଅଚଳ

ସମ୍ବଲପୁର : ପୁଲିସ ବିଭାଗ ୫-ଟି ଅଧୀନରେ ରହିଛି। ସବୁ ଥାନା ବାହାରେ ବଡ଼ ବୋର୍ଡରେ ଲେଖା ମଧ୍ୟ ରହିଛି। କିନ୍ତୁ ପୁଲିସ ବିଭାଗର କାର୍ଯ୍ୟକଳାପ ଏବେ ୫-ଟି ବାହାରକୁ ଚାଲି ଗଲାଣି। ୫-ଟି ଭିତରେ ଥିବା ଟେକ୍‌ନୋଲୋଜି ଏବେ ସମ୍ବଲପୁର ପୁଲିସରେ ନାହିଁ। ଏକଥା ଆମେ କହୁନୁ ଏକଥା ନିଜେ ସମ୍ବଲପୁର…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ଜିଲ୍ଲାପାଳ ଭାବେ ଅନନ୍ୟାଙ୍କ ଏକ ବର୍ଷ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାପାଳ ଭାବେ ଅନନ୍ୟା ଦାସଙ୍କ କାର୍ଯ୍ୟକାଳକୁ ଇତି ମଧ୍ୟରେ ବର୍ଷେ ପୂରିଛି। ରାଜ୍ୟର ଅନ୍ୟତମ ପ୍ରମୁଖ ଓ ଗୁରୁତ୍ବପୂର୍ଣ୍ଣ ଜିଲ୍ଲା ସମ୍ବଲପୁରରେ ଏହି ଯୁବ ଜିଲ୍ଲାପାଳଙ୍କ କାର୍ଯ୍ୟକାଳର ପ୍ରଥମ ବର୍ଷ ବେଶ ଘଟଣାବହୁଳ ରହିଥିଲା। ଏହି ଗୋଟିଏ ବର୍ଷରେ କେତେକ…
ଅଧିକ ଖବର ଦେଖନ୍ତୁ...

କାଠମାଣ୍ଡୁରେ ହଳଧରଙ୍କ କମାଲ

ସମ୍ବଲପୁର/ବିଜେପୁର : ନେପାଳର ରାଜଧାନୀ କାଠମାଣ୍ଡୁରେ ଲୋକକବି ହଳଧର ନାଗଙ୍କ କବିତା ଉପସ୍ଥିତ ଶହଶହ ଶ୍ରୋତା ଓ ବିଭିନ୍ନ ଦେଶରୁ ଆସିଥିବା କବି, ସାହିତ୍ୟିକଙ୍କୁ ମନ୍ତ୍ରମୁଗ୍‌ଧ କରିଛି। କବି ସେଠାରେ ନେପାଳି ଭାଷାରେ ‘ପଞ୍ଚାମୃତ’, ‘କବି ହଳଧର କେ ଚିଠି’, କାମଧେନୁ (ମହାସତୀ ଉର୍ମିଳାର ଏକ…
ଅଧିକ ଖବର ଦେଖନ୍ତୁ...

ମୌସୁମୀ ବର୍ଷାରେ ଉବୁଟୁବୁ ସମ୍ବଲପୁର ସହର

ସମ୍ବଲପୁର : ମୌସୁମୀ ବର୍ଷା ଏବେ ସମ୍ବଲପୁରକୁ ଉବୁଟୁବୁ କରିବା ଆରମ୍ଭ କରିଲାଣି। ଏକାଧିକ ସ୍ଥାନ ଏବେଠାରୁ ଜଳବନ୍ଦୀ ହୋଇଛି। ଶନିବାର ଓ ରବିବାର ସକାଳେ ହୋଇଥିବା ପ୍ରବଳ ବର୍ଷାରେ ମନ୍ଦଲିଆ ବସ୍ତି ଜଳବନ୍ଦୀ ହୋଇଛି। ୧୩ଟି ପରିବାରର ୩୦ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି। ଏ ନେଇ ସୂଚନା ମିଳିବା…
ଅଧିକ ଖବର ଦେଖନ୍ତୁ...

ବାରଟେଙ୍ଗରା ନାଳରେ ପାଣି, ଯୋଗାଯୋଗ ବିଚ୍ଛିନ୍ନ

ଜମନକିରା : ଜମନକିରା ବ୍ଲକ୍ ଫାଶୀମାଲ- ଲଇଡ଼ାକୁ ସଂଯୋଗ କରୁଥିବା ରାସ୍ତାର ନକଟିପାଲି ଗାଁରେ ପାଖରେ ଥିବା ବାରଟେଙ୍ଗରା ନାଳରେ ବର୍ଷା ପାଣି ମାଡ଼ି ଆସିବାରୁ ଶନିବାର ଅପରାହ୍‌ଣରେ ଯାତାୟତ ଠପ୍‌ ହୋଇଯାଇଥିଲା। ବର୍ଷା ଛାଡ଼ିବା ପରେ ରବିବାର ସ୍ବଭାବିକ ହୋଇଥିବା ଜଣାଯାଇଛି। ଶନିବାର…
ଅଧିକ ଖବର ଦେଖନ୍ତୁ...

ସକ୍ରିୟ ଲଘୁଚାପ ପ୍ରଭାବରେ ଆଗାମୀ ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର: ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି | ଏହା ସହ ଜଡିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି | ଏହାର ପ୍ରଭାବରେ ରବିବାରଠାରୁ ଓଡ଼ିଶାରେ ବର୍ଷା…
ଅଧିକ ଖବର ଦେଖନ୍ତୁ...

ବନ୍ୟପ୍ରାଣୀ ଗଣନା: ଡେବ୍ରିଗଡ଼ରେ ଏକମାତ୍ର ମହାବଳ, ୮୨ କଲରାପତରିଆ

ସମ୍ବଲପୁର : ଡେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟପ୍ରାଣୀ ଗଣନା ସରିଛି। ଗତ ମେ ୨୯ରୁ ଜୁନ୍‌ ୩ ପର୍ଯ୍ୟନ୍ତ ଡେବ୍ରିଗଡ଼ରେ ଏହି ଗଣନା କରାଯାଇଥିଲା। ୬୦ ଜଣିଆ ଟିମ୍ ପ୍ରଥମ ୩ ଦିନ ମାଂସାସୀ ପ୍ରାଣୀ ଗଣନା କରିଥିବା ବେଳେ ଶେଷ ୩ ଦିନ ତୃଣଭୋଜୀ ପ୍ରାଣୀ ଗଣନା ହୋଇଥିଲା। ଗତ ବର୍ଷ ଅପେକ୍ଷା ଡେବ୍ରିଗଡ଼…
ଅଧିକ ଖବର ଦେଖନ୍ତୁ...